Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
HRTV ODIA
@HRTVODIA
This is odia based web media in odisha . we are posting daily news like entertainment, local news, sports, business etc on both our social media and web portal
Bhubaneswar,Odisha
Joined January 2024
7
Following
7
Followers
1.1K
Posts
HRTV ODIA
@HRTVODIA
15 days ago
୧୬ ନଂ ଜାତୀୟ ରାଜପଥ ବନ୍ଦାଳ ଟୋଲ୍ ଗେଟ୍ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଟୋଲ୍ ଗେଟ୍ ଡିଭାଇଡରକୁ ପିଟିହୋଇ ତଳକୁ ଖସିଲା । ଯାଜପୁରରୁ ଭୁବନେଶ୍ବର ଯାଉଥିଲା ବସ୍ । ୧୦ ଯାତ୍ରୀ ଆହତ।
#hrtvodia
HRTV ODIA
@HRTVODIA
20 days ago
ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଡ୍ରାଇଭରଙ୍କ ଆନ୍ଦୋଳନ ସମୟରେ ଉତ୍ତେଜନା। ଆନ୍ଦୋଳନକାରୀ ଡ୍ରାଇଭର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି। ଆନ୍ଦୋଳନ ସ୍ଥଳରେ ପରିସ୍ଥିତି କିଛି ସମୟ ପାଇଁ ଅଶାନ୍ତ ହୋଇପଡ଼ିଥିଲା। ଦାବି ପୂରଣ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ।
#hrtvodia
HRTV ODIA
@HRTVODIA
22 days ago
ଓଡ଼ିଶା ପୋଲିସର DGP ଦାୟିତ୍ୱରେ ପରିବର୍ତ୍ତ���। ୱାଇ.ବି. ଖୁରାନିଆଙ୍କ ଅବସର ପରେ ବରିଷ୍ଠ IPS ଅଧିକାରୀ ବିନୟତୋଷ ମିଶ୍ର ଓଡ଼ିଶା DGPଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିନୟତୋଷ ମିଶ୍ର ବର୍ତ୍ତମାନ ନୂଆ DGPଙ୍କ ସ୍ଥାୟୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ।
। #hrtvod
ia
See More
HRTV ODIA
@HRTVODIA
23 days ago
ଓଡ଼ିଶାରେ କେତେକ ଅଞ୍ଚଳରେ ଭାରୀ ବର୍ଷା ସହ ବଜ୍ରପାତ ଓ ଝଟକା ପବନର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ଭାରୀରୁ ଅତିଭାରୀ ବର୍ଷା ନେଇ ମଧ୍ୟ ସତର୍କତା ରହିଛି।।
#HRTV
ODIA
HRTV ODIA
@HRTVODIA
30 days ago
ଓଡ଼ିଶାର ପାଣିପାଗ ଅପଡେଟ୍କୁ ନେଇ IMDର ଆଜିର ଚେତାବନୀ ଓଡ଼ିଶାରେ ଭାରୀ ବର୍ଷାର ସମ୍ଭାବନା ରହିଛି।
#hrtvodia
HRTV ODIA
@HRTVODIA
about 1 month ago
ରାହାମା ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ।।
#hrtvodia
HRTVODIA's tweet video.
HRTV ODIA
@HRTVODIA
about 1 month ago
ଆଜି ଓଡ଼ିଆ ସାମ୍ବାଦିକ ଦିବସ। ସମ୍ବାଦ ଜଗତ ପାଇଁ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜରେ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ସାମ୍ବାଦିକତାର ମୂଲ୍ୟବୋଧକୁ ସମ୍ମାନ ଜଣାଇ ପାଳନ କରାଯାଉଛି। ସମସ୍ତ ସାମ୍ବାଦିକଙ୍କୁ HR TV Odia ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#hrtvodia
HRTV ODIA
@HRTVODIA
about 1 month ago
ଓଡ଼ିଶାର ବନ୍ୟା ପରିସ୍ଥିତିରେ ଏବେ ଧୀରେ ଧୀରେ ସୁଧାର ଆସୁଛି। ଅଧିକାଂଶ ନଦୀର ଜଳସ୍ତର କମୁଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ କ୍ଷୟକ୍ଷତିର ଆକଳନ କାମ ଜୋରଦାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ, ଭାରତୀୟ ପାଣିପାଗ ବିଭାଗ ଆଜି ଓଡ଼ିଶା ସମେତ ଅନେକ ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରିଛି।।
#HR
TV ଓଡ଼ିଆ
See More
HRTV ODIA
@HRTVODIA
about 1 month ago
ବ୍ରେକିଂ ନ୍ୟୁଜ | ଦେବୀ ନଦୀରେ ବଢ଼ୁଛି ଜଳସ୍ତର ଦେବୀ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ତ��ିଆ ଅଞ୍ଚଳର ଲୋକମାନଙ୍କୁ ସଚେତନ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଉଛି
।#hrtvodi
a
HRTV ODIA
@HRTVODIA
about 1 month ago
ଓଡ଼ିଶା ବନ୍ୟା ଅ���ଡେଟ୍ |୩୧ ଜୁଲାଇ ୨୦୨୬ ଲଗାଣ ବର୍ଷା ଓ ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପରେ ମହାନଦୀରେ ବନ୍ୟା ଆଶଙ୍କା ବଢ଼ିଛି। ରାଜ୍ୟ ସରକାର ଓ ପ୍ରଶାସନ ସତର୍କ ରହିଛନ୍ତି। ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି ଏବଂ ପରିସ୍ଥିତି ଉପରେ ନଜ଼ର ।
See More
HRTV ODIA
@HRTVODIA
5 months ago
ନବଗ୍ରହ ଦର୍ଶନ କରିବାକୁ ଆସିଥିବା ମହିଳା ସାପ କାମୁଡ଼ା ରେ ଗୁରୁତ୍ୱର।
#hrtvodia
HRTVODIA's tweet video.
HRTV ODIA
@HRTVODIA
6 months ago
ଗଣିଆ ଗୋପାଳପ୍ରସାଦ ବୁଲାଣି ରାସ୍ତାରେ ଟ୍ରାକ୍ଟର କୁ ଧକ୍କା ଦେଲା ବାଇକ ,୨ ଆହତ#hrtvodia
HRTVODIA's tweet video.
HRTV ODIA
@HRTVODIA
6 months ago
ଡିଭାଇଡର ରେ ପିଟି ହୋଇ ଏନ ଏଚ ତଳକୁ ଖସିଲା କାର#hrtvodia
HRTVODIA's tweet video.
HRTV ODIA
@HRTVODIA
8 months ago
ସରକାରି ଅର୍ଥକୁ ଆତ୍ମସାତ।।
#hrtvodia
HRTVODIA's tweet video.
HRTV ODIA
@HRTVODIA
8 months ago
ନୂତନ ବର୍ଷ ଉପଲକ୍ଷେ ଏକ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ସରିତା ଗୋଛୟତ।
#hrtvodia
HRTVODIA's tweet video.
HRTV ODIA
@HRTVODIA
9 months ago
HR TVର ମହ��ପ୍ରଭାବ#hrtvodia
HRTVODIA's tweet video.
HRTV ODIA
@HRTVODIA
9 months ago
ବାଜିଲା ଖବର ପଡିଲା ନଜର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବସ ଷ୍ଟାଣ୍ଡ ଗେଟଙ୍କୁ ମାଡି ବସିଥିବା ବାହୁବଳୀ ଗୋଡି ସିମେଣ୍ଟ ବ୍ୟବସାୟୀ ଙ୍କୁ ମାର୍ଶାଘାଇ ତହସିଲଦାରଙ୍କ ନୋଟିସ ।।
#hrtvodia
HRTVODIA's tweet video.
HRTV ODIA
@HRTVODIA
10 months ago
ସମୁଦ୍ର ଭିତରକୁ ନଯିବାକୁ ସଚେତନ କଲା ବନବିଭାଗ । ସାବଧାନ !ପୀରଜାହାନିଆ ଠାରୁ କୋଣାର୍କ ଭିତରେ ବୁଲୁଛି କୁମ୍ଭୀର ।
#hrtvodia
HRTVODIA's tweet video.
HRTV ODIA
@HRTVODIA
11 months ago
ପିପିଲି ଏସ ଡିପିଓ ଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକ ଙ୍କ ଧାରଣା ।।#hrtvodia#pipili#puri
#odisha
news
HRTVODIA's tweet video.
HRTV ODIA
@HRTVODIA
11 months ago
ଦୀପାବଳି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚର��� ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତ
ା #hrtvod
ia
HRTVODIA's tweet video.
Last Seen Users on Sotwe
Erotizma Video
Seen from
Turkey
رهف
Seen from
Egypt
Melaponedura
Seen from
Mexico
Mellanie Monroe
Seen from
United States
deniz_ibrahim4242
Seen from
Turkey
can♡sena
Seen from
France
Vestiário Masculino 🔞
Seen from
Brazil
Karan Kara
Seen from
Turkey
غيث وتالا متحررين اليمن 🇾🇪
𝔻𝕚𝕝𝕗𝕪 𝔻𝕣𝕖𝕨
Seen from
Brazil
Trends for you
1
Labor Day
Under 10K tweets
2
Slayton
Under 10K tweets
3
Bombardier
Under 10K tweets
4
Boyd
Under 10K tweets
5
Rybakina
Under 10K tweets
6
Counsell
Under 10K tweets
7
Tyler Smith
Under 10K tweets
8
Zeferjahn
Under 10K tweets
9
$LAPTOP
Under 10K tweets
10
Luzardo
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫