Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ѕℛℐ Manas ℕᎯᎽᎯᏦ
@ManasKumar84
𝚂𝚘𝚌𝚒𝚊𝚕 𝚠𝚘𝚛𝚔𝚎𝚛
Puri Orissa
Joined June 2024
110
Following
32
Followers
231
Posts
Ѕℛℐ Manas ℕᎯᎽᎯᏦ
@ManasKumar84
about 4 hours ago
@TPCentralOdisha
👍🏻
Ѕℛℐ Manas ℕᎯᎽᎯᏦ
@ManasKumar84
about 7 hours ago
ୟେ ଦୃଶ୍ୟ ହେଉଛି ପୋଲିସ୍ ରିଜର୍ଭ ବାଟାଲିୟନ ସାମ୍ନା
@TPCentralOdisha
@EnergyOdisha
@dm_puri
@SPPuri1
@puriulb
@PWD_Odisha
Ѕℛℐ Manas ℕᎯᎽᎯᏦ
@ManasKumar84
about 4 hours ago
@IndiaPostOffice
ଦୁଇଟି ଯାକ ରୁ ଗୋଟେ କାଉଣ୍ଟର ସବୁବେଳେ ରେଗୁଲାର କାମ ହେଉଛି କିନ୍ତୁ ଆଉ ଗୋଟେ କାଉଣ୍ଟର ସବୁବେଳେ କିଛି ନା କିଛି ପୂର୍ବ pending କାମ ରେ ବ୍ୟସ୍ତ। General କାମ ହେଉନାହିଁ।ତେଣୁ ଗୋଟେ କାଉଣ୍ଟର ରେ ନାହିଁ ନ ଥିବା ଭିଡ଼ ହେଉଛି ତେଣୁ ବିଚାର କରିବାକୁ ଅନୁରୋଧ
Ѕℛℐ Manas ℕᎯᎽᎯᏦ
@ManasKumar84
2 days ago
ପୁରୀ ମୁଖ୍ୟ ଡାକ ବିଭାଗ ରେ ଦୁଇଟି ମାତ୍ର କାଉଣ୍ଟର କଣ , ଦୁଇଟି ରେ ପୁଣି ଗୋଟେ ରେ ସବୁବେଳେ କିଛି ନା କିଛି କାମ ରହି ଯାଉଛି pending ଆଉ ଗୋଟେ କାଉଣ୍ଟର ରେ ହିଁ କାମ ଲୋକେ କି ଦୁଃଖିତ ନାହିଁ ନ ଥିବା ହଇରାଣ ହେଉଛନ୍ତି ଏଥିପାଇଁ, ଏହାର ସମାଧାନ ଶୀଘ୍ର କରାଯାଉ ଦୟାକରି ଆଉ କାଉଣ୍ଟର ବନାଯାଉ
@IndiaPostOffice
@dm_puri
@homeodisha
See More
Ѕℛℐ Manas ℕᎯᎽᎯᏦ
@ManasKumar84
about 4 hours ago
@TPCentralOdisha
Near jhadeswari temple Puri
Ѕℛℐ Manas ℕᎯᎽᎯᏦ
@ManasKumar84
about 4 hours ago
@TPCentralOdisha
Near jhadeswari temple Puri
@TPCentralOdisha
Ѕℛℐ Manas ℕᎯᎽᎯᏦ
@ManasKumar84
3 days ago
ବହୁ ପୁରାତନ S C S କଲେଜ୍ ଥିବା ସତ୍ତ୍ୱେ ସେ ଛକ କୁ ସାମନ୍ତ ଚନ୍ଦ୍ରଶେଖର ଛକ, ନହେଲେ SCS କଲେଜ ଛ�� କୁହା ଯାଇ ପାରି ଥାଆନ୍ତା କିନ୍ତୁ ଗୋଟେ ବହି ଖାତା ଦୋକାନ ନାମ ରେ ସେ ଛକ କୁ publicity କରିବା ତୁରନ୍ତ ସେ ବୋର୍ଡ କୁ କାଢି ଦେବାକୁ ଅନୁରୋଧ
#nsfwtwtً
ً
#Quich
é
@puriul
b
@dm_pur
i
@homeodish
a
@MIB_Indi
a
@PWD_Odish
a
See More
Ѕℛℐ Manas ℕᎯᎽᎯᏦ
@ManasKumar84
3 days ago
ବହୁ ପୁରାତନ S C S କଲେଜ୍ ଥିବା ସତ୍ତ୍ୱେ ସେ ଛକ କୁ ସାମନ୍ତ ଚନ୍ଦ୍ରଶେଖର ଛକ, ନହେଲେ SCS କଲେଜ ଛକ କୁହା ଯାଇ ପାରି ଥାଆନ୍ତା କିନ୍ତୁ ଗୋଟେ ବହ��� ଖାତା ଦୋକାନ ନାମ ରେ ସେ ଛକ କୁ publicity କରିବା ତୁରନ୍ତ ସେ ବୋର୍ଡ କୁ କାଢି ଦେବାକୁ ଅନୁରୋଧ
#nsfwtwt
ً
ً #Quic
hé
Ѕℛℐ Manas ℕᎯᎽᎯᏦ
@ManasKumar84
3 days ago
ପୁରୀ ରେଳ ଷ୍ଟେସନ୍ ନିକଟରେ ଥିବା ଅତି ପୁରାତନ ଗରୁଡ଼ ସ୍ତମ୍ଭ ଥିବା ଛକ କୁ ଗରୁଡ଼ ଛକ କୁହା ଯାଉଥିଲା କିନ୍ତୁ ଏବେ ଗରୁଡ��� ସ୍ତମ୍ଭ କୁ କାଢି ଦିଆଯାଇଛି ଲୋକେ କଣ ବୁଝିବେ କୁ ଗରୁଡ଼ ଛକ କଣ ପାଇଁ କୁହା ଯାଉଛି ଗରୁଡ଼ ଦେବ ଙ୍କ ମୂର୍ତ୍ତି କୁ ପୁନର୍ବାର ତିଆରି କରାଯା
ଉ @dm_pu
r
i @puriu
l
b @PWD_Odis
h
a @MIB_Ind
ia
@CMO_Odis
ha
See More
Ѕℛℐ Manas ℕᎯᎽᎯᏦ
@ManasKumar84
5 days ago
ଅଭିଯୋଗ ଗ୍ରହଣ କରିବାର ସ୍ଥାନ ବୋଲି ଉପରେ ଇଂରାଜୀ ରେ ଲେଖା ଅଛି କିନ୍ତୁ Seat ଖାଲି ପଡ଼ିଛି ବହୁତ୍ ସମୟ ଧରି ଏ ହେଉଛି ପୁରୀ ଟାଉନ୍ ଥାନା ଭିତରେ ଦୃଶ୍ୟ
@SPPuri1
@prsprateek
@homeodisha
@CMO_Odisha
@DGPOdisha
ସିସିଟିଭି ଫୁଟେଜ ଦେଖା ଯାଉ କାହିଁକି ସେଠାରେ ନିୟମିତ duty ହେଉନାହିଁ,
Ѕℛℐ Manas ℕᎯᎽᎯᏦ
@ManasKumar84
5 days ago
ପୁରୀ ଟାଉନ୍ ଥାନା ସାମ୍ନା ରେ ଥିବା ନୀଳାଚଳ ଭକ୍ତ ନିବାସ ସାମ୍ନା ରେ ଏକ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ରଥଯାତ୍ରା ସରିବା ର କିଛି ଦିନ ହେଇନି ପ୍ରଶାସନ ର ଅବହେଳା ସର୍ବ ସମ୍ମୁଖ ରେ ଏହାର ନିରାକରଣ କରିବାକୁ ଅନୁରୋଧ
@puriulb
@dm_puri
@TPCentralOdisha
@PWD_Odisha
@EnergyOdisha
Ѕℛℐ Manas ℕᎯᎽᎯᏦ
@ManasKumar84
11 days ago
@dpradhanbjp
Bhadwa salaaa itna pyar tha students se toh itna din kidhar tha latin gaya tha kya susu karne
@dpradhanbjp
Ѕℛℐ Manas ℕᎯᎽᎯᏦ
@ManasKumar84
about 2 months ago
@RailMinIndia
@RailwaySeva
@ECRlyHJP
@homeodisha
@CMO_Odisha
@AswinBaishnab
@rashtrapatibhvn
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ଦୀର୍ଘ ଦିନ ଧରି ଆମ ନୟାଗଡ଼ ସରକାରୀ ମହିଳା ବିଦ୍ୟାଳୟ ର ନାମ ଫଳକ ର ଆଲୁଅ ଜଳୁନାହିଁ ଏହାର ନିରାକରଣ ନିହାତି ଜରୁରୀ ଅଧିକାରୀ ମହୋଦୟ @AdmnNayagarh
@EduMinOfIndia
@NayagarhDarpan
@BJP4Odisha
@CMO_Odisha
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ଅତ୍ୟନ୍ତ ଦୁଃଖ ର ଏବଂ ପରିତାପ ର ବିଷୟ କି ପୁରା ନୟାଗଡ ଜିଲ୍ଲା ରେ କୌଣସି ପେଟ୍ରୋଲ ପମ୍ପ ରେ CNG ର ସୁବିଧା ନାହିଁ । କିଛି ଉତ୍ତର ରଖିବେ କି ଅଧିକାରୀ ବୃ��୍ଦ
@PetroleumMi
n
@CMO_Odish
a @AdmnNayagarh
@homeodish
a
@Official_PetDi
v
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ତାଜ୍ ହୋଟେଲ ରାସ୍ତା ଅନ୍ଧର ତୁରନ୍ତ ଲାଇଟ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ବିନମ୍ର ଭାବେ ଅନୁରୋଧ
@puriulb
@HUDDeptOdisha
@nhai_ro
@PWD_Odisha
@NHAI_Official
@dm_puri
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ପୁରୀ ଚୈତନ୍ୟ ଛକ ରାସ୍ତାପାର୍ଶ୍ବ ରେ ମୁକୁଳା ପଡିଛି ଡ୍ରେନ୍ ବାହାରି ରହିଛି ଲୁହା ରଡ୍ ଯଦି କିଛି ଦୁର୍ଘଟଣା ଘଟେ କିଏ ଦାୟୀ ରହିବେ ଦୁର୍ଗନ୍ଧରେ ଯାତ୍ରୀ ଅସନ୍ତୋଷ , ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା କିପରି ଅବ୍ୟବସ୍ତା ଏଥିପ୍ରତି ଧ୍ୟାନ ଦିଅନ୍ତୁ
@CMO_Odisha
@dm_puri
@puriulb
@PWD_Odisha
@odisha_tourism
@homeodisha
See More
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ପୁରୀ ଅଠର ନଳା କୁ ଯିବା ମୁଖ୍ୟ ରାସ୍ତା ଅନ୍ଧକାର ମୟ ଏହାର ନିରାକରଣ ନିମନ୍ତେ ଅନୁରୋଧ
@puriulb
@TPCentralOdisha
@dm_puri
@EnergyOdisha
@homeodisha
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ପୁରୀ ସମୁଦ୍ର କୂଳ ଏବେ ଉଠା ଦୋକାନୀ ଙ୍କ କବଜା ରେ ଅଛି, ଚାଲିଛି ଗୁଣ୍ଡା ରାଜ୍,ଚାଲିଛି ବାଲି ରେ ଦୋକାନ କିଣା ବିକା, ଯେମିତି ବାଲି ଟାସରକାର ଙ୍କ ର ନୁହେଁଗୁଣ୍ଡାଙ୍କର।ବହୁତ୍ ଶୀଘ୍ରଜବରଦଖଲ ସବୁ ଉଠେଇ ବାଲି ରେ କିଛି ସୁନ୍ଦର ପାର୍କ ସବୁ କରାଗଲେ ପର୍ଯ୍ୟଟକ ମାନେ ଆକୃଷ୍ଟ ହେବେ।
@BJP4Odisha
@dm_puri
@puriulb
@homeodisha
See More
Ѕℛℐ Manas ℕᎯᎽᎯᏦ
@ManasKumar84
2 months ago
ପୁରୀ ଉପ ଜିଲ୍ଲାପାଳ ଙ୍କ ଅଫିସ୍ ରୁ ପୁରୀ ମୁଖ୍ୟ ଡାକ ବିଭାଗ ରୁ ଯାଇଥିବା ବିଭିନ୍ନ ଜାଗାକୁ ଏହି ପୋଷ୍ଟାଲ ଗୁ��଼ିକ ର tracking ରିପୋର୍ଟ ୯୦ ଦିନ ହୋଇଯାଇଥିବା ହେତୁ ଦେଖି ହେଉନାହିଁ,
@IndiaPostOffic
e ଙ୍କୁ ଅନୁରୋଧ ଯଦି ଏହାର tracking ରିପୋର୍ଟ ପ୍ରଦାନ କରି ପାରିବେ ତେବେ ଆମେ ଉପକୃତ ହେବୁ
@dm_pur
i
@MIB_Indi
a
@rtiindi
a
See More
Last Seen Users on Sotwe
Adel
Indian gay
Seen from
Singapore
العراقي ابن ديالى 🇮🇶
BADBOY
Seen from
Thailand
Nghiep
Seen from
Vietnam
hope
Seen from
Malaysia
kucing polos
Seen from
Indonesia
더푹자
Seen from
Korea
Tyler
Seen from
Netherlands
Çorap Fetişi Proo Video ®️
Seen from
Turkey
Trends for you
1
Perez Hilton
Under 10K tweets
2
Good Wednesday
Under 10K tweets
3
Michigan
Under 10K tweets
4
#HyperLuckyMove1
Under 10K tweets
5
Hump Day
Under 10K tweets
6
Cori Bush
Under 10K tweets
7
Lombard
Under 10K tweets
8
Red Cross
Under 10K tweets
9
Happy Hump
Under 10K tweets
10
#YEONJUNonGMA
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.7M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.6M followers
16
Bill Gates
@billgates
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.9M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫