Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Manorama Mahanty
@Manorama4Narla
Manorama Mahanty, BJD MLA candidate from Narla, Kalahandi. Advocate for women's rights, education, and healthcare. Dedicated to community progress and inclusive
Narla,Kalahandi,Odisha
Joined April 2024
10
Following
11
Followers
13
Posts
Manorama4Narla
retweeted
Biju Janata Dal
@bjd_odisha
almost 2 years ago
ଖାଦ୍ୟ ବଣ୍ଟନ ବ୍ଯବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି। ୨୦୨୨ରେ ଟାର୍ଗେଟେଡ଼ ପିଡିଏସ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ହୋଇଥିଲା। ଆହୁରି ମଧ୍ୟ ସୁବ୍ୟବସ୍ଥିତ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପାଇଁ ମିଳିତ ଜାତିସଂଘ ଓଡ଼ିଶାକୁ ପୁରସ୍କୃତ କରିଥିଲା। ଏପରି ସ୍ଥିତିରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ସହ ୬ ଜଣ ଗୁରୁତର ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ହାଲୁକା ଓ ଅରୁଚିକର ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ଦଳର ବରିଷ୍ଠ ନେତା ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। #BJPAntiOdisha
See More
Manorama4Narla
retweeted
Biju Janata Dal
@bjd_odisha
almost 2 years ago
ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ଓଡ଼ିଆ ଲୋକଙ୍କ ନିକଟରେ ଭତ୍ତା ପହଞ୍ଚାଇବାକୁ ମଧ୍ୟ ଅସମର୍ଥ। କୋରାପୁଟ ଜିଲ୍ଲା ଡୁମ୍ବାଗୁଡ଼ା ପଞ୍ଚାୟତରୁ ଆସିଥିବା ଏ ଖବର ବର୍ତ୍ତମାନ ଶ��ସନ ବ୍ୟବସ୍ଥାର ମୁଖା ଖୋଲିଦେଇଛି। ଓଡ଼ିଆ ଲୋକଙ୍କ ପାଇଁ ବିଜେପି ସରକାରଙ୍କ ଦରଦ କେତେ ତାହା ସ୍ପଷ୍ଟ ଜଣାପଡ଼ୁଛି।
#BJPAntiOdish
a
See More
Manorama4Narla
retweeted
Biju Janata Dal
@bjd_odisha
almost 2 years ago
ନିରୀହ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ବିଜେପି ସରକାର। ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବାରେ ବିଜେଡି ସରକାର ଅଗ୍ରଣୀ ଥିଲା। ହେଲେ ୧୨ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡ଼ାରେ ସାରିଦେଲେଣି।
#BJPAntiOdisha
Manorama4Narla
retweeted
Biju Janata Dal
@bjd_odisha
almost 2 years ago
ଆମ ଯୁବକମାନେ ହେଉଛନ୍ତି ଦଳର ଭବିଷ୍ୟତ। ପ୍ରତିଟି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ। ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଶଙ୍ଖ ଭବନରେ ଆୟୋଜିତ ଛାତ୍ରମାନଙ୍କ ସ୍ଵତନ୍ତ୍ର କର୍ମଶାଳାରେ ସଭାପତି ଶ୍ରୀ
@Naveen_Odisha
ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସମସ୍ତେ ସକ୍ରିୟ ରହିବା ସହ ବିରୋଧିଙ୍କ ଅପପ୍ରଚାରର ଜବାବ ଦେବାକୁ ସେ ଆହ୍ଵାନ ଦେଇଛନ୍ତି। ବିଜେଡିର ଯୋଜନା ଅନ୍ୟ ଦଳମାନଙ୍କ ପାଇଁ ଆଦର୍ଶ ହୋଇଛି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ଦଳର ଲକ୍ଷ୍ୟ ନ ଥିଲା। ବିଜୁ ଜନତା ଦଳ ଓଡ଼ିଶାର ଏକ ନମ୍ଵର ଦଳ। ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଆ ସ୍ୱାଭିମାନର ସୁରକ୍ଷା ତଥା ପରିଚୟକୁ ଉଜ୍ଜ୍ୱଳ କରିବା ଦିଗରେ କାମ ଜାରି ରଖିବା ପାଇଁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। #BJDWithOdisha #BJD4Odisha
See More
Manorama4Narla
retweeted
ଓଟିଭି
@otvkhabar
almost 2 years ago
#ସଚେତନ_କଲେ_ମୁଖ୍ୟମନ୍ତ୍ରୀ
ଏଣିକି ଥାନାକୁ ଯାଇ ଏଫ୍ଆଇଆର୍ କରିବା ଆବଶ୍ୟକ ନାହ���ଁ । ଲୋକେ କେମିତି ତୁରନ୍ତ ନ୍ୟାୟ ପାଇବେ ସରକାର ସେଥିପ୍ରତି ପ୍ରତିଶ୍ରୁତିବଦ୍ଧ । ୧୫ ବର୍ଷରୁ କମ୍, ୬୦ ବର୍ଷର ଅଭିଯୋଗକାରୀ ଅଯଥା ଥାନାକୁ ଆସିବେନି
। #
C
M #Mohanmaj
h
i #O
TV
otvkhabar's tweet video.
Manorama Mahanty
@Manorama4Narla
over 2 years ago
ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ| ଏହି ଦୁର୍ଘଟଣା ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
Manorama4Narla
retweeted
Biju Janata Dal
@bjd_odisha
over 2 years ago
ବିଜୁ ଜନତା ଦଳର ବୈଠକରେ ସାମିଲ ହୋଇ ସଭାପତି ଶ୍ରୀ
@Naveen_Odisha
ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ସେବା ପାଇଁ ସଂକଳ୍ପକୁ ଆହୁରି ଦୃଢ଼ କରି ଆଗକୁ ବ���଼ିବାକୁ ସଭାପତି ଆହ୍ୱାନ କରିଛନ୍ତି
। #Odis
ha
Manorama4Narla
retweeted
Naveen Patnaik
@Naveen_Odisha
over 2 years ago
ବିଜୁ ଜନତା ଦଳର ବୈଠକରେ ସାମିଲ ହେଲି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ସର୍ବଦା ଆମ ସଙ୍କଳ୍ପ। ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ।
Manorama4Narla
retweeted
BJD IT Cell
@BJDITCell
over 2 years ago
ପ୍ରଭାତୀ ମାଡାମ ପଦିଏ କଥା... ଆଉ ନିମାପଡାବାସୀଙ୍କୁ ମୁହଁ ଦେଖାନ୍ତୁନି ବାସ୍ । ରାଜନୀତି ପାଇଁ ତମେ... ଛି ଛି ଛି ।
#BJPAntiOdisha
BJDITCell's tweet video.
Manorama4Narla
retweeted
Naveen Patnaik
@Naveen_Odisha
over 2 years ago
କଣ୍ଟାବାଞ୍ଜିର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବା ବନେ ନିଆରା ଆଏ; କେଭେ ମୁଇଁ ପାସରି ନି ପାରେଁ। ସମୃଦ୍ଧିର୍ ବାଟେ କଣ୍ଟାବାଞ୍ଜି ଆଗକେ ବଢ଼ୁଛେ, ବିକାଶର୍ 'ଶଙ୍ଖ' ବାଜୁଛେ।
#JodiShankha
Manorama4Narla
retweeted
BJD IT Cell
@BJDITCell
over 2 years ago
ଏଥର ଯୋଡି ଶଙ୍ଖ, ଗୋଟେ MLA ପାଇଁ ଗୋଟେ MP ପାଇଁ।
#BJDDigitalWing
#NaveenOdisha
BJDITCell's tweet video.
Manorama4Narla
retweeted
Vkpandianfanclub
@Vkpandianfancl1
over 2 years ago
ଟିକିଏ ଆଖି ଖୋଲିଲେ ସବୁ ଦେଖା ଯିବ
Vkpandianfancl1's tweet video.
Manorama Mahanty
@Manorama4Narla
over 2 years ago
ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ଵାସ ଭାଜନ ହୋଇଥିବା ଲୋକପ୍ରିୟ ଜନନାୟକ ଶ୍ରୀ
@Naveen_Odisha
ଙ୍କୁ ଭେଟି ନର୍ଲ��� ବିଧାନସଭା ଆସନରୁ ମୋତେ କାମ କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କଲୁ l
Last Seen Users on Sotwe
joan Tojin
Seen from
Guatemala
Pp Oo
Seen from
United States
Penyuka ibu ibu stw
Seen from
Indonesia
ผ้าถุงzzzz
Seen from
Thailand
Khana Gul
Mathieu93🏳️🌈🔞
Seen from
France
tantebecek
Seen from
Indonesia
Salma Khan 🔥🔥🔥
Seen from
Pakistan
Mustafa
Seen from
Turkey
Liv Boeree
Seen from
Korea
Trends for you
1
Netanyahu
Under 10K tweets
2
Bibi
Under 10K tweets
3
#ADifferentWorld
Under 10K tweets
4
Cubs
Under 10K tweets
5
Bob Pettit
Under 10K tweets
6
Bitget
Under 10K tweets
7
#OlandriaxRobertoCavalli
Under 10K tweets
8
Pullover
Under 10K tweets
9
Grapefruit
Under 10K tweets
10
Thursday Night Football
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫