Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
MANMATH KUMAR PRUSTY
@MkpprKumar
ABVP .ODISHA
BHUBANESWAR . ODISHA
Joined April 2016
671
Following
139
Followers
794
Posts
MANMATH KUMAR PRUSTY
@MkpprKumar
8 months ago
Adventz Cricket 🏏 🏏 Premier league, PPL Corporate office Bangalore today at Ashok Rising Star Cricket Academy , Bangalore
MANMATH KUMAR PRUSTY
@MkpprKumar
8 months ago
#50thABVPOdconf
#ABVP
#ABVPOdisha
MkpprKumar
retweeted
ABVP
@ABVPVoice
8 months ago
LIVE: 71वां राष्ट्रीय अधिवेशन, उत्तराखंड (देहरादून) – महामंत्री प्रतिवेदन
#71stABVPConf
https://t.co/4GfDEscstn
MANMATH KUMAR PRUSTY
@MkpprKumar
8 months ago
ଏବିଭିପି ଓଡ଼ିଶ��ର ପୂର୍ବତନ ପ୍ରାନ୍ତ ସହ ସଂଗଠନ ସମ୍ପାଦକ ଓ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀ ନିର୍ମଳ ଷଡ଼ଙ୍ଗୀଙ୍କ ଅକାଳ ବିୟୋଗରେ ସମଗ୍ର ବିଦ୍ୟାର୍ଥୀ ପରିଷଦ ପରିବାର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସତ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି!
#ABVPOdish
a
Who to follow
Bharat tv gramin
@kaushambimirrar
pintu
@KarunakarBari19
k.k barik
Brundaban🚩 Bulu🚩
@MurudiBrundaban
Former Distict Organizing Secretary(ABVP)Angul Former Distict Organizing Secretary(ABVP)Dhenkanal SJM,SBA Cuttack jila Sangathak
MANMATH KUMAR PRUSTY
@MkpprKumar
8 months ago
ଏବିଭିପି ଓଡ଼ିଶାର ପୂର୍ବତନ ପ୍ରାନ୍ତ ସମ୍ପାଦକ ତଥା ସହ ସଂଗଠନ ସମ୍ପାଦକ ମୋର ଆଦରଣୀୟ ସାନ ଭାଇ ଶ୍ରୀ ନିର୍ମଳ ଷଡ଼ଙ୍ଗୀ ଭାଇ ଆଜି ଦେହାବସାନ ରେ ମୁଁ ମର୍ମାହତ. ଓଁ ଶାନ୍ତିଃ 🙏🙏
MANMATH KUMAR PRUSTY
@MkpprKumar
9 months ago
ନାରୀ ଶକ୍ତିର ପ୍ରତୀକ, ଝାନ୍ସୀର ମହାରାଣୀ, ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଅବସରରେ ଶତକୋଟି ପ୍ରଣାମ। ତାଙ୍କର ସାହସ, ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ଆମକୁ ରାଷ୍ଟ୍ରକାର୍ଯ୍ୟ ନିମିତ୍ତ ପ୍ରେରିତ କରେ।
#ABVPOdisha
MANMATH KUMAR PRUSTY
@MkpprKumar
9 months ago
ଜନଜାତି ଜନନାୟକ, ଭାରତର ଗର୍ବ ଓ ଗୌରବ, ମହାନ ସ୍ଵାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ ତଥା ଜନଜାତି ଗୌରବ ଦିବସ ଅବସରରେ ଶତ କୋଟି ପ୍ରଣାମ ଓ ଶୁଭେଚ୍ଛା।
#ABVPOdisha
#BirsaMundaJayanti
#JanjatiyaGauravDivas
MANMATH KUMAR PRUSTY
@MkpprKumar
9 months ago
A get together with my niece, nephews, sister, brothers & in - laws at my youngest brother's house @ Bangalore...
MANMATH KUMAR PRUSTY
@MkpprKumar
9 months ago
ଆ କା ମା ବୈ, ପାନ ଗୁଆ ଥୋଇ... ପାନ ଗୁଆ ତୋର, ମାସକ ଧର୍ମ ମୋର। ପବିତ୍ର ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ ତଥା ସମୃଦ୍ଧି ଭରିଯାଉ।
#KartikaPurnima
#ABVPOdisha
MANMATH KUMAR PRUSTY
@MkpprKumar
9 months ago
'ବିଶ୍ଵବିଜୟୀ ଭାରତୀୟ ନାରୀଶକ୍ତି' 🏆 ଭାରତୀୟ ମହିଳା କ୍ରିକେଟ ଦଳ ଆଜି ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ���ପକ୍ଷରେ ବିଶାଳ ବିଜୟ ହାସଲ କରି ବିଶ୍ବକପ ହାତେଇ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ଆଣି ଇତିହାସ ରଚିଛି। ସମସ୍ତଙ୍କୁ ଏହି ଅପୂର୍ବ ବିଜୟ ପାଇଁ ହୃଦୟପୂର୍ବକ ଅଭିନନ୍ଦନ ଓ ଶୁଭେଚ୍ଛା।ଜୟ ହିନ୍ଦ! ଜୟ ଭାରତ!! 🇮
🇳 #ABVPOdis
ha
See More
MANMATH KUMAR PRUSTY
@MkpprKumar
9 months ago
ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵା���ୀନତା ସଂଗ୍ରାମୀ, ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା 'ରାଷ୍ଟ୍ରୀୟ ଏକତା ଦିବସ' ର ହାର୍ଦ୍ଦିକ ଶୁଭେଚ୍ଛା
। #ABVPOdis
ha
MANMATH KUMAR PRUSTY
@MkpprKumar
9 months ago
Took the Blessings 🙏🙏 of Maa Chamunda Devi on this auspicious day at Bangalore.
MANMATH KUMAR PRUSTY
@MkpprKumar
10 months ago
ଉତ୍ସବ, ଆଲୋକ ଓ ଖୁସିର ପର୍ବ ପବିତ୍ର ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#Diwali2025
#HappyDiwali
#ABVPOdisha
MANMATH KUMAR PRUSTY
@MkpprKumar
10 months ago
ଭାରତମାତାର ଅମର ବରପୁତ୍ର ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ଶତ କୋଟି ନମନ।
#BhagatSingh
#ABVPOdisha
MANMATH KUMAR PRUSTY
@MkpprKumar
10 months ago
ଯା ଦେବୀ ସର୍ବଭୂତେଶୁ ଶକ୍ତିରୂପେଣ ସଂସ୍ଥିତା, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥ ପବିତ୍ର ନବରାତ୍ରୀ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା' ଦୁର୍ଗତିନାଶିନୀଙ୍କ ଦିବ୍ୟ ଆଶୀର୍ବାଦରେ ଧର୍ମର ଜୟ ଓ ଅଧର୍ମର ବିନାଶ ହେଉ। ଜୟ ମା' ଭବାନୀ!
#ABVPOdisha
MANMATH KUMAR PRUSTY
@MkpprKumar
11 months ago
ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#ABVPOdisha
MANMATH KUMAR PRUSTY
@MkpprKumar
11 months ago
"ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର" ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଓ ପବିତ୍ର ଗୁରୁଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#TeachersDay
#ABVPOdisha
MANMATH KUMAR PRUSTY
@MkpprKumar
11 months ago
ନୂଆଖାଇ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ସମଲେଶ୍ଵରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପୂର୍ଣ୍ଣ ହେଉ। ଜୟ ମା' ସମଲେଶ୍ଵରୀ!
#ABVPOdisha
MANMATH KUMAR PRUSTY
@MkpprKumar
11 months ago
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ। ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ॥ ଜ୍ଞାନ ଓ ବୁଦ୍ଧିର ଦାତା, ବିଘ୍ନବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#ABVPOdisha
MANMATH KUMAR PRUSTY
@MkpprKumar
12 months ago
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ-ଭଉଣୀଙ୍କ ସ୍ନେହ, ସମ୍ମାନ ଓ ସମ୍ପର୍କର ଅବିଚ୍ଛିନ୍�� ବନ୍ଧନକୁ ଶୁଭଅଭିବାଦନ। ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#Rakshabandha
n
#ABVPOdish
a
Last Seen Users on Sotwe
100
Seen from
Indonesia
tek mi
Seen from
Turkey
2025 jenggernya bnda
Seen from
Indonesia
村花日记💕
Seen from
Indonesia
ชอบโชว์เมีย
Seen from
Thailand
Rend
Seen from
Italy
.อ้อยใจ
香香桃子
Seen from
Singapore
العراقي
سالب من إربد 🤤🖕🏻
Seen from
Netherlands
Trends for you
1
#HOTD
Under 10K tweets
2
#NoValkoNoMoney
Under 10K tweets
3
#SummerSlam
Under 10K tweets
4
AUTUMN LEAVES
Under 10K tweets
5
Sheepstealer
Under 10K tweets
6
Aegon
Under 10K tweets
7
#BaddiesUSA
Under 10K tweets
8
Mario Lopez
Under 10K tweets
9
#RHOA
Under 10K tweets
10
Infold
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.2M followers
12
Virat Kohli
@imvkohli
71.6M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Neymar Jr
@neymarjr
64.5M followers
16
Bill Gates
@billgates
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.9M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫