Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sambit Routray (MLA,Paradeep)
@MLAParadeep
Member of legislative assembly (Paradeep, constituency)
Bhubaneshwar, India
Joined March 2020
84
Following
4.2K
Followers
498
Posts
Sambit Routray (MLA,Paradeep)
@MLAParadeep
about 2 years ago
ପଣା ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ରୂପେ ପ୍ରତ୍ୟେକ ଓଡ଼ିଆ ପାଳନ କରନ୍ତି। ନୂତନ ବର୍ଷ ଆନନ୍ଦରେ ପରିପୂର୍ଣ୍ଣ ହେଉ, ଆମ ସମାଜରେ ଭାଇଚାରାର ସମ୍ପର୍କ ମଜଭୁତ ହେଉ, ଏହା ହିଁ ପ୍ରାର୍ଥନା। ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
See More
Sambit Routray (MLA,Paradeep)
@MLAParadeep
about 2 years ago
ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ଭିତରେ ଛେନାପୋଡ଼ର ସ୍ଥାନ ସ୍ୱତନ୍ତ୍ର। ସୁସ୍ୱାଦୁ ଛେନାପୋଡ଼କୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରତିଟି ଓଡ଼ିଆଙ୍କ ପାଇଁ ଛେନାପୋଡ଼ ଏକ ଖୁସିର ସନ୍ତକ। ଆଜିର ବିଶ୍ୱ ଛେନା ପୋଡ଼ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#chenapoda
#chenapodadivas
Sambit Routray (MLA,Paradeep)
@MLAParadeep
about 2 years ago
Eid al-Fitr: A celebration of faith, family, and the end of Ramadan.
#Eid2024
.
Sambit Routray (MLA,Paradeep)
@MLAParadeep
about 2 years ago
Sailing into history: Celebrating National Maritime Day, honoring the seas that connect nations.
#NationalMaritimeDay
#MaritimeDay
#sailing
#indianmaritime
Who to follow
Debashish Samantaray
@debashish_mla
This is the official account of Debashish Samantaray. Ex-MP- Rajya Sabha . Odisha. India 🇮🇳
Dhruba Sahoo
@Dhrubasahoo1
Member Of Legislative Assembly ( 99 - Rajnagar AC ) Odisha
Pritiranjan Gharai
@PritiranjanBJD
Former Minister & Senior General Secretary, Biju Janata Dal, Odisha
Sambit Routray (MLA,Paradeep)
@MLAParadeep
about 2 years ago
Embrace the rhythm of words, dance to the symphony of poetry. Happy World Poetry Day.
#worldpoetryday
#poetryday
#poetry
#poems
#writing
#literature
Sambit Routray (MLA,Paradeep)
@MLAParadeep
about 2 years ago
ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଓଡ଼ିଆଙ୍କ ଖାଦ୍ୟପେୟ। କୃଷି ପ୍ରଧାନ ଆମ ରାଜ୍ୟ ଓଡ଼ିଶାରେ ମହାବାହୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ପଖାଳ। ଆଜିର ଏହି ସୁସ୍ବାଦିଷ୍ଟ ପଖାଳ ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।
#pakhala
#pakhaladibasa
#odishacuisine
#odiafood
#odia
#odisha
See More
Sambit Routray (MLA,Paradeep)
@MLAParadeep
about 2 years ago
ପାଟପୁର ଗ୍ରାମପଞ୍ଚାୟତ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ��ିତ୍ତି ��୍ରସ୍ତର ସ୍ଥାପନ କରିବା ଅବସରରେ।
#stonelayi
n
g #developme
n
t #parade
e
p #sambitroutr
a
y #sambit4parade
e
p #mlaparade
ep
MLAParadeep's tweet video.
Sambit Routray (MLA,Paradeep)
@MLAParadeep
about 2 years ago
ସାଇଲୋ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲି।
#stonelaying
#development
#paradeep
#sambitroutray
#sambit4paradeep
#mlaparadeep
MLAParadeep's tweet video.
Sambit Routray (MLA,Paradeep)
@MLAParadeep
about 2 years ago
ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଈଶ୍ୱରଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ଵାସ ପାଇଁ ପାରାଦ୍ଵୀପ ମ୍ୟୁନିସପାଲିଟିର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତିକରଣ ନିମନ୍ତେ ମଞ୍ଜୁର କରିଥିବା ଦେୟ ପାଇଁ ଆମ ଅଞ୍ଚଳର ସମସ୍ତ ନାଗରୀକଙ୍କ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି।
@Naveen_Odisha
@bjd_odisha
#devotion
#development
#5T
#AONO
See More
Sambit Routray (MLA,Paradeep)
@MLAParadeep
about 2 years ago
କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତ ଠାରେ ବିଜୁ ସେତୁ ଯୋଜନାରେ ବଡ଼ଙ୍ଗ ସେତୁର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ।
#bijusetuyojana
#bridge
#odisha
#AmaOdishaNaveenOdisha
#5T
#NaveenOdisha
MLAParadeep's tweet video.
Sambit Routray (MLA,Paradeep)
@MLAParadeep
over 2 years ago
ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ନିଜ ରାଜ୍ୟବାସୀଙ୍କ ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ପାରିତୋଷିକ ଓ ବୈଠକ ଭତ୍ତା ବୃଦ୍ଧି କରିଛନ୍ତି। ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।
#panchayatiraj
#Odisha
See More
Sambit Routray (MLA,Paradeep)
@MLAParadeep
over 2 years ago
ବିଜୁ ସେତୁ ଯୋଜନାରେ ବାଇଳୋ- ରୁପାଖଣ୍ଡି ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି ।
#bijusetuyojana
#bridge
#bridgeconstruction
#paradeep
#sambitroutray
#sambit4paradeep
#mlaparadeep
MLAParadeep's tweet video.
Sambit Routray (MLA,Paradeep)
@MLAParadeep
over 2 years ago
May this Ramadan bring you closer to Allah's grace and fill your life with countless blessings. Ramadan Mubarak !!!
#ramzan
#ramadan
#ramzan2024
#ramzanmubarak
#ramzan_kareem
#ramadankareem
MLAParadeep's tweet video.
Sambit Routray (MLA,Paradeep)
@MLAParadeep
over 2 years ago
ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗ ବ୍ଲକ୍ ସ୍ଥିତ ବିଜୁ ସେତୁ ଯୋଜନା ଦ୍ଵାରା କୁଜଙ୍ଗ-ସାହାରାଡ଼ିଆ ସେତୁର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମୋ ସହ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ଉପସ୍ଥିତ ଥିଲେ।
#bridge
#ceremony
#NaveenOdisha
#BJDDigitalWing
See More
MLAParadeep's tweet video.
Sambit Routray (MLA,Paradeep)
@MLAParadeep
over 2 years ago
ଓଁ ତ୍ରୟବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନାମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୋଃମୁକ୍ଷୀୟ ମାମୃତାତ୍।। ପବିତ୍ର ଶିବରାତ୍ରୀ ତଥା ଜାଗରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।
#Mahashivratri
#Harharmahadev
Sambit Routray (MLA,Paradeep)
@MLAParadeep
over 2 years ago
ପାରାଦୀପ ଓ କେନ୍ଦୁଝର ଜିଲ୍ଲାର ରେଳ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ।
#railway
#inauguration
#paradeep
#naveenodisha
#cmoodisha
#sambitroutray
#mlaparadeep
MLAParadeep's tweet video.
Sambit Routray (MLA,Paradeep)
@MLAParadeep
over 2 years ago
World Wildlife Day reminds us of the intricate web of life that sustains ecosystems worldwide, highlighting how each species, big or small, plays a crucial role in maintaining biodiversity.
#WorldWildlifeday
#TogetherForNature
#HealTheWorld
#NaturePreservation
See More
Sambit Routray (MLA,Paradeep)
@MLAParadeep
over 2 years ago
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିର ଶୁଭ ଉଦଘାଟନ ଓ ଅଗପାଳ କଲ୍ୟାଣୀ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅଗପାଳରେ ଥିବା ସରକାରୀ ବିଦ୍ୟାଳୟ ବୁଲି ଦେଖିଥିଲି ।
#AONO
#agriculture
#cooperative
#stonelayingceremony
#govtschool
#naveenodisha
#mlaparadeep
See More
Sambit Routray (MLA,Paradeep)
@MLAParadeep
over 2 years ago
ଶେଷରେ ଆମ ଅଞ୍ଚଳକୁ ମଧ୍ୟ ଆସିଲା ଲକ୍ଷ୍ମୀ। ଲୋକଙ୍କ ସେବାରେ ଲକ୍ଷ୍ମୀ ବସ୍। ମାତ୍ର ୫ ଟଙ୍କାରେ ଏବ��� ଲୋକଙ୍କର ଯାତାୟାତ ଅସୁବିଧାର ସମାଧାନ ହେବ।
@CMO_Odis
h
a @Naveen_Odis
h
a @MoSarkar
5T
#GhareGhareLax
m
i #LaxmiYoja
n
a #NabinaOdis
h
a #
5T
Sambit Routray (MLA,Paradeep)
@MLAParadeep
over 2 years ago
ଉତ୍କୃଷ୍ଟ କଳା, ଇତିହାସ ଏବଂ ଭାଷାରୁ ଜନ୍ମିତ ଆମ ଓଡ଼ିଶା । ସମୃଦ୍ଧ ଐତିହ୍ୟ ଏବଂ ପwରମ୍ପରାରେ ପରିପୂର୍ଣ୍ଣ ଆମ ମାଟି। ଆଜିର ଏହି ପବିତ୍ର ଆନ୍ତର୍ଜାତୀୟ ମାତୃଭାଷ��� ଦିବସ ଉପଲକ୍ଷେ ସମଗ୍ର ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#od
i
a #langua
g
e #bhas
h
a #MotherLanguageD
ay
Last Seen Users on Sotwe
ملك القوادة
Seen from
United States
FpHeartless
Seen from
Netherlands
TrainedTool
Seen from
Germany
Türk Üniversiteli Porno - Üniversiteli Video
Seen from
Turkey
Youssef Gehad 7
Seen from
Algeria
stw lovers
Seen from
Indonesia
مُراهق .
Seen from
Algeria
นายช่าง168👨🏻🔧
Seen from
Thailand
الابــــداع العالمــــــي 🍂🔥
Seen from
Netherlands
𝙼𝙸𝚂𝚂 𝚃𝙰𝚂𝚈𝙰 ✨
Seen from
Thailand
Trends for you
1
Brazil
Under 10K tweets
2
James Harden
Under 10K tweets
3
Musk
Under 10K tweets
4
Bernie
Under 10K tweets
5
Ryan Clark
Under 10K tweets
6
Kennedy Center
Under 10K tweets
7
#Caturday
Under 10K tweets
8
Anthropic
Under 10K tweets
9
#PhaseCon2026
Under 10K tweets
10
Happy Birthday President Trump
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.4M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.1M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.4M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
68.9M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.6M followers
19
X
@x
60.9M followers
20
Selena Gomez
@selenagomez
60.2M followers
Olivia
Online
✨
⭐
💫