Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ramesh Chandra Sai
@MLARameshsai
Official Twitter Handle Of Sj.Ramesh Chandra Sai ,Ex-Member Of Legislative Assembly (Athamallik,Odisha)
Athamallik,Odisha,India.
Joined August 2019
112
Following
148
Followers
62
Posts
Pinned Tweet
Ramesh Chandra Sai
@MLARameshsai
over 2 years ago
#NewProfilePic
Ramesh Chandra Sai
@MLARameshsai
7 days ago
MLARameshsai's tweet video.
Ramesh Chandra Sai
@MLARameshsai
3 months ago
Historic day for India because of Commonwealth Games result
@Glasgo
Ramesh Chandra Sai
@MLARameshsai
over 1 year ago
Hi
Who to follow
Quadrant Ventures
@QuadrantVenture
This is official X page of Marketing and Fund raise Agency based out Hyderabad. #BusinessLoans #Bhubanesar #DigitalMarketing #Manpower
Pratyutpanna Pradhan
@patupradhan
Nalini Kanta Pradhan
@NaliniKPradhan
BSc Engg Hons , MSc Engg Hons in Transportation , Former Secretary to Government Works Department, Government of Odisha. Presently MLA Athamallik
Ramesh Chandra Sai
@MLARameshsai
almost 2 years ago
ଇଂରାଜୀ ନବବର୍ଷ ୨୦୨୫ର ଶୁଭ ଅବସରରେ ମୋର ସମସ୍ତ ଭାଇ ଓ ଭଉଣୀ ମା��ଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବବର୍ଷ ସମସ୍ତଙ୍କ ପାଇଁ ଉତ୍ସାହ ଓ ଉଦ୍ଦୀପନାର ବର୍ଷ ହେଉ।
#happynewyear202
5
@BJP4Odish
a
Ramesh Chandra Sai
@MLARameshsai
about 2 years ago
୭୮ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Ramesh Chandra Sai
@MLARameshsai
about 2 years ago
ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଲେଖିକା ସ୍ୱର୍ଗତ ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ପ୍ରଣାମ ।
Ramesh Chandra Sai
@MLARameshsai
about 2 years ago
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ସାରସ୍ୱତ ସାଧକ 'ସ୍ୱଭାବ କବି' ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
Ramesh Chandra Sai
@MLARameshsai
about 2 years ago
#HarGharTiranga2024
Ramesh Chandra Sai
@MLARameshsai
over 2 years ago
ଜୟ ଜଗନ୍ନାଥ 🙏🙏🙏 ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀ ତଥା ମୋ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଆର୍ଥିକ ବିକାଶ ସହିତ ଜୀବନ ସୁଖ ଓ ଶାନ୍ତି ପୂର୍ଣ୍ଣ ହେଉ ଏହାହିଁ କାମନା।
@BJP4Odisha
See More
Ramesh Chandra Sai
@MLARameshsai
over 2 years ago
ଓଡ଼ିଶାର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ରାଜନେତା, ଆଇନଜୀବୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସମାଜସେବା ସହ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳରେ ହୋଇଥିବା କାମ ଗୁଡିକ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
See More
Ramesh Chandra Sai
@MLARameshsai
over 2 years ago
ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ରଜ’ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ��ତ୍ର ପରମ୍ପରା । ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା ।
See More
Ramesh Chandra Sai
@MLARameshsai
over 2 years ago
ଗତ ୭ ତାରିଖ ଦିନ ରାଜ୍ୟର ରାଜ୍ୟପାଳଙ୍କ ସମେତ ସମସ୍ତ ବିଭାଗର ସଚିବ,ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରି��ିଲି । ଅନୁରୋଧ କରିବା ପରେ ଓଡ଼ିଆ ପରିବାର ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ବିଭାଗକୁ ଜରୁରୀ ମନେ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।
#ଜୟ_ଶ୍ରୀ_ରା
ମ
@BJP4Odish
a
@dpradhanbj
p
Ramesh Chandra Sai
@MLARameshsai
over 2 years ago
ଓଡ଼ିଶାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅବସରରେ ଆମ ଓଡ��ିଆ ଅସ୍ମିତାକୁ ପାଥେୟ କରି ଆମ ରାଜ୍ୟର ପଲ୍ଲୀ ଗ୍ରାମ ଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀର ପରିଷ୍କାର ପରିଚ୍ଛନ୍ନତା ସହ ପ୍ରତିମୂର୍ତ୍ତୀ ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ନେଇ
Ramesh Chandra Sai
@MLARameshsai
over 2 years ago
ଓଡ଼ିଆ ସଂସ୍କୃ���ି ଓ ପରମ୍ପରାର ଅନନ୍ୟ ପର୍ବ 'ସାବିତ୍ରୀ ଅମାବାସ୍ୟା' ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ।
Ramesh Chandra Sai
@MLARameshsai
over 2 years ago
ଓଡ଼ିଶାରେ ଓଡ଼ିଆ ଅସ୍ମିତାର ବିଜୟ ।
Ramesh Chandra Sai
@MLARameshsai
over 2 years ago
ଆମ ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ଅନ୍ତର୍ଗତ ହିମିତିରା ଗ୍ରାମକୁ ଆଜି ମୁଁ ଯାଇ ଘରକୁ ଘର ବୁଲି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଓ ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ସହ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ କରିଛି ।
@BJP4Odisha
@dpradhanbjp
@narendram
See More
Ramesh Chandra Sai
@MLARameshsai
over 2 years ago
ଆଜି ଆମ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ବାସଭବନ ଠାରେ ଉତ୍ତରାଞ୍ଚଳର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ମଦନ କୌ���ିକଙ୍କୁ ଭେଟିବା ସହ ନିର୍ବାଚନ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛି।
Ramesh Chandra Sai
@MLARameshsai
over 2 years ago
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଉପରେ ଭରସା କରି ଆମ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତୁଳିଆ ପଞ୍ଚାୟତର ବିଜେଡି ନେତା ସ��୍ଜୀବ କୁମାର ସ୍ୱାଇଁ, ବିଦ୍ୟାଧର ଗଡନାୟକ, ତ୍ରିନାଥ ଗଡନାୟକ ଏବଂ ଦିଲ୍ଲୀପ ପ୍ରଧାନ ବିଜେପିରେ ସାମିଲ ହୋଇଥିବାରୁ ଧନ୍ୟବାଦ । ଆପଣ ମାନଙ୍କ ଯୋଗଦାନ ମୋଦୀଙ୍କ ହାତମୁଠାକୁ ଆହୁରି ଟାଣ କରିବ ।
See More
Ramesh Chandra Sai
@MLARameshsai
over 2 years ago
ଯୋଡ଼ି ଫୁଲ ବହୁତ ଭଲ ... । ଯୋଡ଼ି ଶଙ୍ଖ ବହୁତ୍ ଦୁଃଖ... ।
#ଜୟ_ଶ୍ରୀ_ରାମ
Ramesh Chandra Sai
@MLARameshsai
over 2 years ago
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ବିନ୍ଧ��ଣୀ 'ଉତ୍କଳ ଗୌରବ' ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ରକ୍ଷା କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ��ିଳ୍ପ ଓ ଦକ୍ଷତାର ବିକାଶ ପାଇଁ କୁଳବୃଦ୍ଧ ମଧୁବାବୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । 'ଉତ୍କଳ ଗୌରବ' ମଧୁସୂଦନ ଦାସଙ୍କୁ ପ୍ରଣାମ
See More
Last Seen Users on Sotwe
LINK IN PROFILE 😉
Seen from
Netherlands
.
Seen from
Turkey
Russian fuck
Seen from
Turkey
gunungtobrut
Seen from
Indonesia
A
Seen from
Germany
partner.doodsoo
Seen from
United States
Men's cabin
รุ่นป้า ใจร่าน
Seen from
Thailand
Dreamgirl
Seen from
Turkey
Tukang Galon
Seen from
Indonesia
Trends for you
1
Brewers
Under 10K tweets
2
Cowboys
Under 10K tweets
3
Yaxel
Under 10K tweets
4
Jay-Z
Under 10K tweets
5
Unite
Under 10K tweets
6
#WWERaw
Under 10K tweets
7
Sneako
Under 10K tweets
8
#LaGranjaCapataz
Under 10K tweets
9
Giannis
Under 10K tweets
10
Rudy
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫