Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Netrananda
@MNetranand
A dedicated public servant committed to fostering progress and unity. Serving with integrity for a better future.
Saintala, Balangir, Odisha
Joined September 2013
183
Following
252
Followers
5.7K
Posts
MNetranand
retweeted
Kanak Vardhan Singh Deo (Modiji Ka Parivar)
@KVSinghDeo1
3 months ago
ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ପରେ, ବିଧାୟକ ଦଳ ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ
@AmitShah
ଜୀ ଏବଂ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।
See More
MNetranand
retweeted
Kanak Vardhan Singh Deo (Modiji Ka Parivar)
@KVSinghDeo1
3 months ago
Visited the project site of under construction MLAs’ Quarters Complex to oversee the progress made.
MNetranand
retweeted
Narendra Modi
@narendramodi
4 months ago
ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦା��� ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ।
See More
MNetranand
retweeted
Mohan Charan Majhi
@MohanMOdisha
5 months ago
ରାଜ୍ୟବାସୀଙ୍କୁ ତ୍ୱରିତ ତଥା ଉନ୍ନତ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ���େବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିବଦ୍ଧ। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ପରେ ଆଜି ରାଜ୍ୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି। ଆଜିର ଏହି ପଦକ୍ଷେପ ଦୁର୍ଗମ ଅଞ୍ଚଳରୁ ସହର ପର୍ଯ୍ୟନ୍ତ ଜୀବନ ରକ୍ଷାକାରୀ ସେବାକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବ। ଏକ ସୁସ୍ଥ, ସୁରକ୍ଷିତ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ଆମର ଏକ ବଳିଷ୍ଠ ପ୍ରୟାସ।
See More
MohanMOdisha's tweet video.
Who to follow
Piyushbardh@n Pradhan
@piyushpradhan97
Son of Bibhuti Bhusan Pradhan.. Entrepreneur Project of Agriculture eco-system with Agriculture Portal
Pradyumna Kumar Sha
@Pradyumna_sa
I Like To Do Student Welfare related Activities.
Bijaya Behera
@bb062374
ସମାଜ ସେବା ହିଁ ମୋର ଧର୍ମ
MNetranand
retweeted
Pravati Parida
@PravatiPOdisha
5 months ago
ଜୟ ମାଁ ଯୋଗମାୟା 🙏
Netrananda
@MNetranand
5 months ago
@PravatiPOdisha
ଜୟ ମାଁ ଯୋଗମାୟା 🙏
Netrananda
@MNetranand
5 months ago
���� ଜୟ ମାଁ ଯୋଗମାୟା 🌺
Pravati Parida
@PravatiPOdisha
5 months ago
ଜୟ ମାଁ ଯୋଗମାୟା 🙏
MNetranand
retweeted
Pravati Parida
@PravatiPOdisha
5 months ago
MNetranand
retweeted
Pravati Parida
@PravatiPOdisha
5 months ago
ଆଜି କଳାହାଣ୍ଡି ଗସ୍ତରେ ଗୁର୍ଜୀମୁଣ୍ଡାସ୍ଥିତ ଯୋଗମାୟା ପୀଠରେ ମାଁ ଯୋଗମାୟାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ଏହି ଅବସରରେ ମାଁ ଯୋଗମାୟା ପୀଠର ବିକାଶ ନିମନ୍ତେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥିତି ସମୀକ୍��ା କଲି । ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ପବିତ୍ର ଶକ୍ତିପୀଠର ସର୍ବାଙ୍ଗୀନ ବିକାଶ ସହ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବ । #Kalahandi #MaaYogamaya
@odisha_touris
m
@MohanMOdish
a
@CMO_Odish
a
See More
MNetranand
retweeted
Pravati Parida
@PravatiPOdisha
5 months ago
ଜୟ ମାଁ ଯୋଗମାୟା 🙏
PravatiPOdisha's tweet video.
MNetranand
retweeted
Kanak Vardhan Singh Deo (Modiji Ka Parivar)
@KVSinghDeo1
11 months ago
ଆଜି ନୂଆଁଖାଇ ଅବସର ରେ ବଲାଙ୍ଗିର ସ୍ଥିତ ମା ସମଲେଶ୍ଵରୀ ଙ୍କ ମନ୍ଦିର ଯାଇ ମା ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲି। ମା ଙ୍କ କୃପା ସମସ୍ତ ଙ୍କ ଉପରେ ବଜାୟ ରହୁ ଏହି ନୂଆଁଖାଇ ସମସ୍ତ ଙ୍କ ଜୀବନ ରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ।ଏଥିରେ ମୋ ସହ ବଲାଙ୍ଗିର ମାନନୀୟା ସାଂସଦ ତଥା ମୋର ଧର୍ମପତ୍ନୀ ଶ୍ରୀମତୀ ସଂଗୀତା କୁ��ାରୀ ସିଂ ଦେଓ ମଧ୍ୟ ଉପସ୍ଥିତ ରହିଥିଲେ।
@sksingh_de
o #nuakhai #balangir
See More
Netrananda
@MNetranand
11 months ago
@SamalManmohan7
ନୂଆଁଖାଇ ଜୁହାର 🙏
Netrananda
@MNetranand
11 months ago
@SaratPatINC
ନୂଆଁଖାଇ ଜୁହାର 🌺
Netrananda
@MNetranand
11 months ago
@ShreemayeeM
ନୂଆଁଖାଇ ଜୁହାର ନାନୀ 🙏
MNetranand
retweeted
Kanak Vardhan Singh Deo (Modiji Ka Parivar)
@KVSinghDeo1
11 months ago
ଆଜି ନୂଆଁଖାଇ ଅବସର ରେ ପାଟଣାଗଡ଼ ଠାରେ ମା ଦଶମତି ଙ୍କ ମନ୍ଦିର ଯାଇ ମା ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲି।ଏଥିରେ ମୋ ସହ ବଲାଙ୍ଗିର ମାନନୀୟା ସାଂସଦ ତଥା ମୋର ଧର୍ମପତ୍ନୀ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ ମଧ୍ୟ ଉପସ୍ଥିତ ରହିଥିଲେ।
#nuakhai
#NuakhaiJuhar
#kanakvardhansinghdeo
#deputycm
#bolangir
#patnagarh
#Odisha
@sksingh_deo
See More
Netrananda
@MNetranand
11 months ago
@KVSinghDeo1
ନୂଆଁଖାଇ ଜୁହାର ମହାରାଜ 🙏
Netrananda
@MNetranand
11 months ago
@dpradhanbjp
ନୂଆଁଖାଇ ଜୁହାର 🙏
Netrananda
@MNetranand
11 months ago
@DeoKalikesh
@Naveen_Odisha
@bjd_odisha
Nuakhai Juhar Sir 🙏
Netrananda
@MNetranand
11 months ago
@narendramodi
ନୂଆଁଖାଇ ଜୁହାର 🙏
MNetranand
retweeted
Narendra Modi
@narendramodi
11 months ago
ସମସ୍ତ���୍କୁ ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା । ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଆମର ଗଭୀର କୃତଜ୍ଞତାର ସ୍ମରଣ କରାଏ, ଯାହାଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କର ଭରଣପୋଷଣ କରେ । ପ୍ରତିଟି ଘରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ବିରାଜମାନ କରୁ । ନୂଆଁଖାଇ ଜୁହାର୍ !
Last Seen Users on Sotwe
İfşacı
Seen from
Turkey
suka ibu ibu montok
Seen from
Indonesia
Alpha
Seen from
Indonesia
ImagineDesah Studio
Seen from
Algeria
Goa
Seen from
Thailand
Mens Peace Massage
Seen from
Turkey
maruten
Seen from
Italy
Sikongaoze
Seen from
Argentina
Acc 2
Seen from
Indonesia
ETHN 👟
Seen from
Germany
Trends for you
1
Spain
Under 10K tweets
2
Argentina
Under 10K tweets
3
Shakira
Under 10K tweets
4
The Odyssey
Under 10K tweets
5
Justin Bieber
Under 10K tweets
6
Rodri
Under 10K tweets
7
Tate
Under 10K tweets
8
Paredes
Under 10K tweets
9
#ESPARG
Under 10K tweets
10
#MondayMotivation
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.3M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
70.9M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.2M followers
16
Neymar Jr
@neymarjr
63.8M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫