Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Tribal Friends Odisha
@OdishaTribal
ଓଡ଼ିଶାର ଅନନ୍ୟ ଆଦିବାସୀ ସଂସ୍କୃତି, ପରମ୍ପରା, ଭାଷା, ଚଳଣୀ, ଖାଦ୍ୟପେୟ, ବେଶଭୂଷା ତଥା ଆଦିବାସୀ ମହାପୁରୁଷଙ୍କ ବିଷୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ପରିଚିତ କରାଇବା ।
Odisha
Joined May 2020
22
Following
348
Followers
440
Posts
Pinned Tweet
Tribal Friends Odisha
@OdishaTribal
over 5 years ago
ପ୍ରଥମ ଓଡ଼ିଆ ଡିଜିଟାଲ ଜନଜାତି ଇ ପତ୍ରିକା "ଆମ ଜନଜାତି" ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା ପଢନ୍ତୁ ନିମ୍ନ ଲିଙ୍କ୍ ରୁ https://t.co/zXwe3YKN9b
OdishaTribal
retweeted
Photocularbiologist
@Photocularbiol1
over 4 years ago
📍ଆଦିବାସୀ ମେଳା, ୟୁନିଟ ୩ ପ୍ରଦର୍ଶନୀ ପଡିଆ। ଭୁବନେଶ୍ୱର ରେ ଝଲସୁଛି ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି ।
#Odisha
#Bhubaneswar
#Adivasimela
#Adibasimela2022
#ଆଦିବାସୀମେଳା
#Photocularbiologist
OdishaTribal
retweeted
Dharmendra Pradhan
@dpradhanbjp
over 4 years ago
ମହାନ ସ୍ଵାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ କୋଟି କୋଟି ପ୍ରଣାମ।
OdishaTribal
retweeted
ଆମ ଜନଜାତି Ama Janajaati
@amajanajaati
over 4 years ago
·
Bhubaneshwar
"ଆମ ଜନଜାତି" ପକ୍ଷରୁ ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ଯ ଶ୍ରୀ ଅନନ୍ତ ନାୟକଙ୍କୁ ବାରିପଦା ଠାରେ ସାକ୍ଷାତ କରି ଜନଜାତି ଗୌରବ ଦିବସ ପାଳନର ସାର୍ଥକତା ତଥା ଓଡ଼ିଶାରେ ଜନଜାତି ଶିକ୍ଷାର ଉନ୍ନତିକରଣ ନିମନ୍ତେ କିଛି ପ୍ରସ୍ତାବ ପ୍ରଦାନ କରାଗଲା।
Who to follow
Odia Culture
@OdiaCulture
Celebrating Culture of Odisha! Write on Odisha, Odia, Culture & Odia culture. Not an expert. Founder: (Late)Shyamanuja Das Run by: Sabyasachi Patra @indiawilds
Odia Movie Database
@OdiaMovieDB
A collate of Odia Movies, journey so far & beyond... ଓଡ଼ିଆ ସିନେମା ଦେଖୁଥିବା ଏବଂ ଓଡ଼ିଆ ସିନେମାକୁ ଭଲ ପାଉଥିବା ସମସ୍ତ ସିନେପ୍ରେମୀଙ୍କ ପାଇଁ।
Click Stories ~
@StoriesClick
Odia • Capturing the essence of our culture • Shrikeshtra Puri ~Gemini
Tribal Friends Odisha
@OdishaTribal
almost 5 years ago
ଜନଜାତି ସମାଜର ପୀଡା ଓ ଡ଼ କାର୍ତ୍ତିକ ଓରାଓଁ
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
Tribal Friends Odisha
@OdishaTribal
almost 5 years ago
ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ଅବସରରେ ଭେଟିଦେଉଛୁ ଆମ ଜନଜାତି ପତ୍���ିକାର ଦ୍ଵିତୀୟ ବର୍ଷ ପ୍ରଥମ ସଂଖ୍ୟା... https://t.co/2Pv2fGXZbR
OdishaTribal
retweeted
ଓଟିଭି
@otvkhabar
almost 5 years ago
ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ତେଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।
@SMEOdisha
#HoLanguage
#Mayurbhanj
#Odisha
#OTV
otvkhabar's tweet video.
Tribal Friends Odisha
@OdishaTribal
almost 5 years ago
ଆଧ୍ୟାତ୍ମିକ ତାଡ଼ିସରୁ ବାଇ ଶ୍ରୀମତୀ ପୂର୍ଣ୍ଣମାସୀ ଜାନି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଅବସରରେ ତାଙ୍କୁ "ଆମ ଜନଜାତି" ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ପଦ୍ମଶ୍ରୀ ଶ୍ରୀମତୀ ପୂର୍ଣ୍ଣମାସୀ ଜାନିଙ୍କ ବିଷୟରେ ପଢନ୍ତୁ ନିମ୍ନ ଲିଙ୍କରୁ https://t.co/Kn8vGuKeE0
See More
Tribal Friends Odisha
@OdishaTribal
almost 5 years ago
ରାଷ୍ଟ୍ରପତିଙ୍କ ଠାରୁ ୨୦୨୦ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଛନ୍ତି ଅଧ୍ୟାପିକା ଡ଼ଃ ଦମୟନ୍ତୀ ବେଶ୍ରା। ପଦ୍ମଶ୍ରୀ ଡ଼ଃ ଦମୟନ୍ତୀ ବେଶ୍ରାଙ୍କ ସାକ୍ଷାତକାର ପଢନ୍ତୁ ନିମ୍ନ ଲିଙ୍କରୁ https://t.co/HthNECXaSY
Tribal Friends Odisha
@OdishaTribal
almost 5 years ago
ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଦେଶୀ କୁକୁଡ଼ା ଚାଷ
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
Tribal Friends Odisha
@OdishaTribal
almost 5 years ago
ଜୈବିକ ପଦ୍ଧତିରେ ପରିବା ଚାଷ: ଚର୍ଚ୍ଚାରେ ମହିଳା ସରପଞ୍ଚ
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
OdishaTribal
retweeted
ବଗୁଲିଆ ଚିଣ୍ଟୁ 🇮🇳
@baguliachintu
almost 5 years ago
ଆମ ଜନଜାତି ଆମ ଓଡ଼ିଶା ❤️
#BhuiyanTribe
OdishaTribal
retweeted
PIB in Odisha
@PIBBhubaneswar
almost 5 years ago
ଆପଣ ଜାଣନ୍ତି କି? ଓଡ଼ିଶାର ଘୁମୁସର ଅଞ୍ଚଳରେ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ ମହାନ ବିପ୍ଳବୀ ଚକରା ବିଷୋୟୀ।
#AzadiKaAmritMahotsav
#IndiaAt75
OdishaTribal
retweeted
ଆମ ଜନଜାତି Ama Janajaati
@amajanajaati
about 5 years ago
ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା, କବି, ଲେଖିକା ତଥା ଗବେଷିକା ପଦ୍ମଶ୍ରୀ ଡ଼ ଦମୟନ୍ତୀ ବେଶ୍ରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆମ ଜନଜାତି ତରଫରୁ ସୌଜନ୍ୟମୂଳକ ସାକ୍ଷାତ ଏବଂ ଅଭିନନ୍ଦନ।
Tribal Friends Odisha
@OdishaTribal
about 5 years ago
ସ୍ୱାଧୀନତା ପୂର୍ବରୁ ବନଜଙ୍ଗଲ ପରି ଦୁର୍ଗମ ଅଞ୍ଚଳରେ ବଢିଥିବା ମହାନ ଉନ୍ନତ ସଂସ୍କୃତିରେ ବିଶ୍ୱାସ କରୁଥିବା ଲୋକଙ୍କୁ ପ୍ରଥମ କରି ବ୍ରିଟିଶମାନେ ଆଦିବାସୀ ଶବ୍ଦରେ ସମ୍ବୋଧନ କରିଥିଲେ।
#WorldIndigenousPeoplesDay
ସମ୍ପୂର୍ଣ୍ଣ ଆଲ୍ଲେଖ୍ୟ ପଢିବାକୁ ଲିଙ୍କକୁ ଯାଆନ୍ତୁ - https://t.co/RDqQdC0PeS
OdishaTribal
retweeted
ANI
@ANI
about 5 years ago
Isaac Munda is from a village in the Sambalpur district of Odisha. Isaac once worked as a daily wage labourer but now he has become an internet sensation. He is earning well through his Youtube channel: PM Narendra Modi at 'Mann Ki Baat' (1/3)
Tribal Friends Odisha
@OdishaTribal
about 5 years ago
ଘେଁଷର ଗୌରବଶାଳୀ ସହିଦ ପରିବାର
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
Tribal Friends Odisha
@OdishaTribal
over 5 years ago
ମହାନ ଜନଜାତି ସଂଗ୍ରାମୀ ଧରତୀ ଆବ୍ବା ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
#BirsaMunda
OdishaTribal
retweeted
Pradeep Kumar Dash
@education2alls
over 5 years ago
🙏 ଜୟ ମା ମଙ୍ଗଳା, ଏ କରୋନା ବିପଦରୁ ରକ୍ଷା କରେ 🙏❤️
Tribal Friends Odisha
@OdishaTribal
over 5 years ago
ଏହା ସାଧାରଣ ମଣିଷର ଅତି ମାନବୀୟ ଗୁଣକୁ ପରିପ୍ରକାଶ କରି ତିରୋଟୀରେ ଉପାସକଟି ଠିକ ପକ୍ଷୀ ପରିଦୋହଲୁ ଥିବାରୁ ଏହାକୁ ଉଡା ପର୍ବ କୁହାଯାଏ ।
#ଆଦିବାସୀ
#आदिवासी
#Tribal
#ଓଡ଼ିଶା
#ओड़िसा
#Odisha
#OdishaTribal
Tribal Friends Odisha
@OdishaTribal
over 5 years ago
ଜନଜାତି ପରମ୍ପରାରେ ପ୍ରଚଳିତ ଥିବା ଧର୍ମୀୟ ପରମ୍ପରାରେ ଡାଲଖାଇ, ରସରକେଲି ଓ ଢଣକୁଇଲା ପରି ଉଡା ଯାତ୍ରା ବା ଉଡା ପର୍ବ ଅନ୍ୟତମ । ବସନ୍ତ ଋତୁ ଆଗମନ ଫଗୁଣ ମାସ ଜହ୍ନ ପକ୍ଷରେ ଏହି ବ୍ରତ ଆରମ୍ଭ ହୁଏ ଓ ମହାବିଷୁବ ସଂକ୍ରାନ୍ତିରେ ବ୍ରତ ଉଦଯାପିତ ହୋଇଥାଏ । ଉଡା ପର୍ବକୁ ତିରୋଟୀ ପାଟମରା ଯାତ୍ରା କୁହାଯାଏ ।
Tribal Friends Odisha
@OdishaTribal
over 5 years ago
ପାଟ ଉପାସକ ଈଶ୍ୱରୀୟ ବେଶରେ ସଜ୍ଜିତ ହୋଇ ମ��ଣ୍ଡରେ ପଗଡ଼ି, ଅଣ୍ଟାରେ ଘାଗୁଡି ଓ ପାଦରେ ଘୁଙ୍ଗୁର ବାନ୍ଧି, କଳା ଲୁଗା ପିନ୍ଧି, ସିନ୍ଦୂର, ଚନ୍ଦନ ଓ ବେକରେ ଫୁଲମାଳ ପିନ୍ଧି, ମାଦଳ, ଶଙ୍ଖ, ହୁଳହୁଳି ଶବ୍ଦ ସହିତ ପିଠିରେ ପାଟ ଫୁଟାଇ ଏକ ଶକ୍ତ ରଶିରେ ତିରୋଟିରେ ଝୁଲାଇ ଦିଆଯାଏ ।
Last Seen Users on Sotwe
Baku🇦🇿
Seen from
Austria
โกสน
Seen from
Vietnam
MAGNET (🔞)
Seen from
Turkey
pagil
Kazım elbirlik
Seen from
Turkey
سلطان الحب👊😉
Mistress Videos - (21k)
Seen from
Pakistan
SejuAI
Seen from
Malaysia
murcia 22
Seen from
Spain
Altyazılı Türk İfşa
Seen from
Turkey
Trends for you
1
Durk
Under 10K tweets
2
Bazardo
Under 10K tweets
3
Sami
Under 10K tweets
4
gaga
Under 10K tweets
5
Mizzou
Under 10K tweets
6
namjoon
Under 10K tweets
7
Ben Shelton
Under 10K tweets
8
#AAATriplemania
Under 10K tweets
9
Dan Wilson
Under 10K tweets
10
Rutgers
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.2M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.2M followers
16
Bill Gates
@billgates
65M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫