Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Quilly✍️
@Quillylops
Ssshhh 🤫🤫🤫follow me to know more about me...... ❤️ଖାଣ୍ଟି ଓଡ଼ିଆଣୀ ❤️
Bhubaneshwar, India
Joined September 2021
113
Following
1K
Followers
647
Posts
Pinned Tweet
Quilly✍️
@Quillylops
almost 5 years ago
·
Bhubaneshwar
କାହାକୁ କରିବ ଏଠି ଭରଷା ଭରଷା ଏଠି ଲୁହ ବରଷା ମନ ତଳ କଥା ମନରେ ରୁହେ ଜିତୁ ଜିତୁ କିଏ ଅଧାରୁ ହାରେ
Quilly✍️
@Quillylops
over 4 years ago
·
Bhubaneshwar
Love is not only blind,it's dumb too
Quilly✍️
@Quillylops
over 4 years ago
·
Cuttack
#fromwhatsapp
Quilly✍️
@Quillylops
over 4 years ago
·
Cuttack
ହଁ .. ମୁଁ ସାଗର କୂଳର ସେଇ ଶାମୁକା ଯାହାକୁ ପ୍ରତିଥର ମିଛ ପ୍ରତିଶ୍ରୁତି ଦେଇ ଶେଷରେ ଫିଙ୍ଗିଦେଇଛି ସାଗର ବେଳାର ଅସରନ୍ତି ବାଲୁକା ରାଶିରେ ... ଯେଉଁଠି ମୁଁ ମୋ ଅସ୍ତିତ୍ୱ ଖୋଜିବୁଲୁଛ�� ।
Who to follow
Rasmita Mohapatra
@RasmitaMohapa16
ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।
Anindita Nanda
@AninditaNanda1
curious mind 🤨
ARPITA BEHERA
@appuarpita143
❣️କେନ୍ଦ୍ରାପଡ଼ା ଝିଅ‼️ତୁଳସୀକ୍ଷେତ୍ର ମୋ ଘର‼️ ନୁହେଁ ମୁଁ ଲେଖକ ନୁହେଁ ମୁଁ କବି ଯାହା ଲେଖୁଅଛି ମନରୁ ଭାବି��� ‼️ ଏହି କଥା ଠାରୁଅଧିକ କିଛି ମୋ ବିଷୟରେ ଜଣାଇ ପାରିବିନି🤓 ‼️
Quilly✍️
@Quillylops
over 4 years ago
·
Cuttack
Dono ko neend pasand tha Lekin hum dono ki khawab alag tha ❤️
Quilly✍️
@Quillylops
over 4 years ago
·
Cuttack
उसके दिल के सफर नाजाने कितना मंजिलों को मेरा अधूरा रख दिया 💘
Quillylops
retweeted
Swayam Prakash
@swayam4Odisha
over 4 years ago
ମୁଁ ସାହିତ୍ୟ ଭଳି ସରଳ ରହି��ଲି ତମେ ଗଣିତ ଭଳି ଜଟିଳ ହେଇଗଲ...😂 ମୁଁ ଇତିହାସ ପରି ବିବାଦୀୟ ହେଇଗଲି ତମେ ଭୂଗୋଳ ଭଳି ପରିବର୍ତ୍ତନ ହେଇଚାଲିଲ...😎 ଇଂରାଜୀ ହେଲେ ବି ବୁଝିଥାନ୍ତି ତମକୁ... ହେଲେ ତମେ ସଂସ୍କୃତ ଶ୍ଳୋକ ଭଳି ଅବୁଝା ରହିଗଲ...😃🤣 Courtesy -
@samantaray123
4
Quillylops
retweeted
🦚Giridhari 🦚🇮🇳
@s_giridhari
over 4 years ago
💐🌸🌸 ଜୟ ଜଗନ୍ନାଥ 🌸🌸💐
#jagannathdham
#Puri
🙏🙏🙏
Quilly✍️
@Quillylops
over 4 years ago
·
Cuttack
ସେ କହିଲା ଚାଲ ଝଗଡ଼ା ଲାଗିବା . ତୁ ଯଦି ଜିତି ଗଲୁ ତାହାଲେ ମୁଁ ତୋର ,ଆଉ ମୁଁ ଯଦି ଜିତିଗଲି ତୁ ମୋର ... ସେବେଠୁ ଆମ ଝଗଡ଼ା ଆଉ ସରିନି
#ସେଆଉମ��
ଁ ❤️
Quilly✍️
@Quillylops
over 4 years ago
·
Bhubaneshwar
ମୋ କଲମର କାଳି ବି ଭାରି ଅମାନିଆ ହଉଛି ଚୁପି ଚୁପି ରଫ୍ ଖାତାରେ ତୋ ନାଁ ଲେଖୁଛି❤️❤️❤️
Quilly✍️
@Quillylops
over 4 years ago
·
Bhubaneshwar
ଆଜି କାଇଁ ମିଠା ଟା ମିଠା ଲାଗିଲାନି
Quilly✍️
@Quillylops
over 4 years ago
·
Bhubaneshwar
@satyaodisha787
ଧନ୍ୟବାଦ୍ 🙏
Quilly✍️
@Quillylops
over 4 years ago
·
Bhubaneshwar
An addiction with pen and paper .It's a great feelings to judge someone's silence.
Quilly✍️
@Quillylops
over 4 years ago
·
Bhubaneshwar
ଅବୁଝାଏ ମନ ବୁଝେ ନାହିଁ କିଛି ମନରେ ସାଇତି ରଖିଛି ତୋତେ ବାରମ୍ବାର କିଆଁ ମନ ଚାହେଁ ତୋତେ ଖୋଲି କହିବାକୁ ଡର ଲାଗେ ମୋତେ ସଞ୍ଜ ନଇଁ ଗଲେ ମନ ଖୋଜେ ତୋତେ ପ୍ରେମର କି ନିଶା ଘାରିଲା କି ମୋତେ ମନରେ ସେ ରଙ୍ଗ ଲାଗିଗଲେ ଥରେ ସେ କି ଲିଭି ପାରେ ସହଜେ ସତେ କି ରଙ୍ଗ ସତେ ଲାଗିଲା କି ମୋତେ ଭୁଲି ତ ପାରୁନି ମନରୁ ତୋତେ ।
Quilly✍️
@Quillylops
over 4 years ago
·
Bhubaneshwar
ଆଜି ମୋ ହସ ବନ୍ଧା ରଖିଛି ଆଉ କାହା ଖୁସି ପାଇଁ
Quilly✍️
@Quillylops
over 4 years ago
·
Cuttack
ପ୍ରଶଂସାରୁ ମିଳିଥିବା ଖୁସି ସୀମିତ ସମୟ ପାଇଁ ���ୃଦୟରେ ଗୁଂଜରିତ ହୋଇଥାଏ ,ହେଲେ ସମାଲୋଚନାରୁ ମିଳିଥିବା ବିଜୟ ଚିରଦିନ ପାଇଁ ଆଗକୁ ଯିବାର ପ୍ରେରଣା ଯୋଗାଇଥାଏ ।
Quillylops
retweeted
Priyadarsini
@Prasanti268
over 4 years ago
ଉଚ୍ଚ ହେବାପାଇଁ ଯେବେ କର ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା
#ମାତୃଭାଷା_ଦିବସ
#InternationalMotherLanguageDay
Quilly✍️
@Quillylops
over 4 years ago
·
Cuttack
@Sanu3601
Hn
Quilly✍️
@Quillylops
over 4 years ago
·
Cuttack
ଏଥର ଫଗୁଣେ ବାଜିବ ବାଜା ମୁଁ ହେବି ରାଣୀ ତୁ ହବୁ ମୋ ରାଜା
#obessesdwidthissong
Quilly✍️
@Quillylops
over 4 years ago
·
Cuttack
@Sanu3601
Sure
Quilly✍️
@Quillylops
over 4 years ago
·
Cuttack
@FORSOMEDAYSONLY
Thank you
Quilly✍️
@Quillylops
over 4 years ago
·
Cuttack
Hum dono Mai bas Itna farak hai ,uska Sab 'lekin' mere naam se Shuru hota hai. Mera sab ' kaash ' uska naam per khatam hota hai .
Last Seen Users on Sotwe
Rafael Lopez🐉 (POTOSINGLE)
Seen from
Mexico
Prime Men Photography
Seen from
Argentina
*Reem*ــ🇸🇾
Seksek116
Seen from
Turkey
Confesiones EC🇪🇨😈
Seen from
South Africa
kayaeda
Seen from
Indonesia
Sơn kutin
Seen from
Vietnam
.Gre
gokhantest
Seen from
Qatar
comfort.
Seen from
Turkey
Trends for you
1
#AEWAllIn
Under 10K tweets
2
GemRadar
Under 10K tweets
3
Good Monday
Under 10K tweets
4
Rams
Under 10K tweets
5
#Lanterns
Under 10K tweets
6
Venezuela
Under 10K tweets
7
Goodwill
Under 10K tweets
8
#NXTHeatwave
Under 10K tweets
9
#MondayMotivation
Under 10K tweets
10
Google Maps
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫