Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
RUPASHREE SWAIN
@RUPASHREESWAIN2
Ward no 13 Talcher municipality Angul, odisha
Joined January 2023
47
Following
8
Followers
337
Posts
RUPASHREESWAIN2
retweeted
Brajakishore Pradhan
@Bapu4Talcher
about 7 hours ago
ପୂର୍ବତନ ମନ୍ତ୍ରୀ, ପୂର୍ବତନ ଭଟିଲି ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଏକାଦଶାହ କର୍ମରେ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
RUPASHREESWAIN2
retweeted
Brajakishore Pradhan
@Bapu4Talcher
about 11 hours ago
ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତିପୁର ଗ୍ରାମ ପଞ୍ଚାୟତ ଯୋରାଗାଡ଼ିଆ ଗ୍ରାମର ଟୁନା ପ୍ରଧାନଙ୍କ ଖୁଡି ୰ଗିଲି ପ୍ରଧାନଙ୍କ ଏକାଦଶ କର୍ମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲି ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
1 day ago
ତାଳଚେର ବ୍ଲକ ଅନ୍ତର୍ଗତ କର୍ଣ୍ଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଚୌଧୁରୀ ସାହୁଙ୍କ ମାତା ୰ନେକୁରୀ ସାହୁଙ୍କ ଦେହାନ୍ତ ହୋଇଥିବା ଖବର ପାଇ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଲି। ।। ଓଁ ଶାନ୍ତି ।।
See More
RUPASHREESWAIN2
retweeted
Brajakishore Pradhan
@Bapu4Talcher
1 day ago
ଭୁବନେଶ୍ବର ସ୍ଥିତ କିମ୍ସ ହସ୍ପିଟାଲରେ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ କରଡେଇ ଗ୍ରାମର ଜିତେନ କୁମାର ନାଏକଙ୍କ ଭଉଣୀ ଜ୍ୱାଇଁ ଚିତ୍ତରଞ୍ଜନ ନାଏକ ଓ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଲୁରୁସିଂହା ଗ୍ରାମର ସୁଜିତ ସାହୁ ଚିକିତ୍ସିତ ହେଉଥିବା ଖବର ପାଇ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲି।
See More
Who to follow
KANHU
@Kanhu73107668
🙏 I do not know how far I will walk in the path of my life. But I know that no matter how long I go, I will be able to do my duty to the society 🙏
Kshirasindhu Sahu
@KshirasindhuS16
ଜୟ ଜଗନ୍ନାଥ
NILANCHALA PANDA
@AhoDaringbadi
works at Horticulture Office,Daringbadi
RUPASHREESWAIN2
retweeted
Brajakishore Pradhan
@Bapu4Talcher
1 day ago
ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିପୁଳ ବିଜୟ ହାସଲ କରିବା ପରେ, ବିଜୁ ଜନତା ଦଳର ମାନ୍ୟବର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସ୍ନେହ ଓ ଅଶେଷ ଆଶୀର୍ବାଦ ଗ୍ରହଣ କଲୁ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
3 days ago
ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ସିଂହଡ଼ା ଗ୍ରାମର ସଂସାର ସାହୁଙ୍କ ମା ୰ରାଣୀ ସାହୁଙ୍କ ଏକାଦଶ କର୍ମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲି।
RUPASHREESWAIN2
retweeted
Brajakishore Pradhan
@Bapu4Talcher
3 days ago
ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମର ଶ୍ରୀଯୁକ୍ତ ରିପୁ ରଥଙ୍କ ବାପା ୰ ଶରତ ଚନ୍ଦ୍ର ରଥଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଗ୍ରାମ ଶ୍ମଶାନ ଘାଟରେ ପହଞ୍ଚି ଅନ୍ତିମ ଦର୍ଶନ କଲି। ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଏହି ଅସହ୍ୟ ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
RUPASHREESWAIN2
retweeted
Brajakishore Pradhan
@Bapu4Talcher
3 days ago
ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମରେ ଆୟୋଜିତ ମା' ମଙ୍ଗଳାଙ୍କ ନୂତନ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରାରେ ଯୋଗଦେଇ ମା'ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲି ।। ମା' ମଙ୍ଗଳାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
3 days ago
ତାଳଚେରର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ପ୍ରକାଶ କୁମାର ସାହୁଙ୍କ ଶଳା ଆଶୁ ସାହୁଙ୍କ ଅକାଳ ବିୟୋଗ ଖବର ପାଇ ଗଭୀର ମର୍ମାହତ। ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ପହଞ୍ଚି ଅମର ଆତ୍ମାର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଲି ।
See More
RUPASHREESWAIN2
retweeted
Brajakishore Pradhan
@Bapu4Talcher
4 days ago
ତାଳଚେର ବାଙ୍କଧରା ଛକ ଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ତାଳଚେର ପୌରପରିଷଦ ୧୨ ନଂ ୱାର୍ଡର ଭଗବାନ ସାହୁଙ୍କ ପୁତ୍ର ଚରଣ ସାହୁଙ୍କର ଅକାଳ ବିୟୋଗ ଘଟିଛି। ଏହି ଅତ୍ୟନ୍ତ ଦୁଃଖଦ ଖବର ପାଇବା କ୍ଷଣି ମୁଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଅମର ଆତ୍ମାର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛି।
See More
RUPASHREESWAIN2
retweeted
Brajakishore Pradhan
@Bapu4Talcher
4 days ago
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ଅନ୍ତର୍ଗତ ସାନତ୍ରିବିଡା ଗ୍ରାମ ପଞ୍ଚାୟତର ଧୋବାପାଳ ଗ୍ରାମର ଅଜୟ ସେଠୀଙ୍କ ଧର୍ମପତ୍ନୀ ରୁନୁ ସେଠୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଭୁବନେଶ୍ବର ସ୍ଥିତ ବ୍ଲୁ ହ୍ୱିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ପାଇ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲି।
See More
RUPASHREESWAIN2
retweeted
Brajakishore Pradhan
@Bapu4Talcher
6 days ago
ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମହର୍ଗା ବେହେରାଙ୍କ ବଡ଼ ଭାଇ ତଥା ଆମର ପ୍ରିୟ ଶ୍ରୀଯୁକ୍ତ ଟିକନ ବେହେରାଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଖବର ପାଇବା ମାତ୍ରେ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କଲି।
See More
RUPASHREESWAIN2
retweeted
Brajakishore Pradhan
@Bapu4Talcher
6 days ago
ତାଳଚେର ଅଞ୍ଚଳର ସୁନାମଧନ୍ୟ ଶିକ୍ଷକ, ହାଣ୍ଡିଧୂଆଁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ମୋର ପୂଜ୍ୟ ଶିକ୍ଷକ ସ୍ବର୍ଗତ ବୃନ୍ଦାବନ ସାହୁ ସାର୍ଙ୍କ ଏକାଦଶ କର୍ମରେ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ।। ଓଁ ଶାନ୍ତି।।
RUPASHREESWAIN2
retweeted
Brajakishore Pradhan
@Bapu4Talcher
7 days ago
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତାରୀପାଟ ଗ୍ରାମର ଆମର ଦୃଢ଼ ସମର୍ଥକ ଶ୍ରୀ ସଞ୍ଜୟ କୁମାର ଦାସଙ୍କ ସାନଭାଇ ସ୍ୱର୍ଗତ ହିରଣ୍ୟ କୁମାର ଦାସଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
RUPASHREESWAIN2
retweeted
Brajakishore Pradhan
@Bapu4Talcher
7 days ago
ତାଳଚେର ତାଳଚେର ପୌରପରିଷଦ ଅନ୍ତର୍ଗତ ୧୮ ନମ୍ବର ୱାର୍ଡର କେନ୍ଦୁବଣିଆ ସାହି ର ବିଜୁ ଜନତା ଦଳର ସକ୍ରୀୟ କର୍ମୀ ରାଜୁ ନାଏକଙ୍କ ପିତା ୰ବିଦ୍ୟାଧର ନାଏକଙ୍କ ଏକାଦଶ କର୍ମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲି ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
8 days ago
ତାଳଚେର ବ୍ଲକ୍ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମ ପଞ୍ଚାୟତ ଖୋଲୁଆ ଗ୍ରାମର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ତଥା ଓଡ଼ିଶା ଅଗ୍ନିଶମ ବାହିନୀର ନିଷ୍ଠାପର ଯୁବ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
8 days ago
ତାଳଚେର ପୌରପରିଷଦ ଅନ୍ତର୍ଗତ ୧ ନମ୍ୱର ୱାର୍ଡର ଫିରୋଜ ଖାନ୍ଙ୍କ ଶୁଭ ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିବା ସହ ତାଙ୍କର ସୁଖମୟ ଦାମ୍ପତ୍ୟ ଜୀବନ କାମନା କଲି ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
9 days ago
ତାଳଚେର ପୌରପରିଷଦ ୭ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ଉର୍ମିଳା ବେହେରାଙ୍କ ସ୍ଵାମୀ ଶ୍ରୀଯୁକ୍ତ ଦେବନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲି।
RUPASHREESWAIN2
retweeted
Brajakishore Pradhan
@Bapu4Talcher
9 days ago
ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁଙ୍କ ଗୋବରା ଠାରେ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗଦେଲି ।
RUPASHREESWAIN2
retweeted
Brajakishore Pradhan
@Bapu4Talcher
9 days ago
ତାଳଚେର ବ୍ଲକ୍ କଣ୍ଢାଳ ଗ୍ରାମ ପଞ୍ଚାୟତ ଅନନ୍ଦୀପୁର ଗ୍ରାମର ଶ୍ରୀ ଗୋବିନ୍ଦ ଦଳବେହେରା ତାଳବେଢ଼ା ସ୍ଥିତ ଏକ ଭଡ଼ା ଘରେ ରହୁଥିବା ସମୟରେ, ଅକସ୍ମାତ ଇଲେକ୍ଟ୍ରିକ୍ ଶର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ତାଙ୍କର ସମ୍ପୂର୍ଣ୍ଣ ଆବାସ ଓ ଗୃହୋପକରଣ ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ।
See More
Last Seen Users on Sotwe
maruten
Seen from
Philippines
Gái 18 china
Seen from
Vietnam
BIG - BOS
Seen from
Indonesia
ahmet doğan
Seen from
Poland
แอลปาก้า ˙ᵕ˙ ⋆˚🐾˖°
Seen from
United States
selupppppop
Seen from
Indonesia
Trai dep cac to
Seen from
Vietnam
Yerli Amatorsex
Seen from
Turkey
สนุก
Seen from
Thailand
rough,Hard,double fuck you
Seen from
Turkey
Trends for you
1
Rodri
Under 10K tweets
2
Good Thursday
Under 10K tweets
3
Robert Pattinson
Under 10K tweets
4
Happy Friday Eve
Under 10K tweets
5
#DiálogoPorLaPatriaYPorLaPaz
Under 10K tweets
6
Rockstar
Under 10K tweets
7
#ThursdayVibes
Under 10K tweets
8
On Netflix
Under 10K tweets
9
Jonathan Taylor
Under 10K tweets
10
#teenageer
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫