Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sandeep Biswal G
@SandeepBiswalG
ଜୟ ଜଗନ୍ନାଥ 🙏 Subscribe Sandeep Biswal G on YouTube for Tech Videos 🔥 🇮🇳
ଢେଙ୍କାନାଳ, ଓଡ଼ିଶା
Joined January 2022
49
Following
17
Followers
616
Posts
Sandeep Biswal G
@SandeepBiswalG
5 days ago
@telegram
ଆପଣ କେବେ ଟେଲିଗ୍ରାମରେ ଓଡ଼ିଆ ଭାଷା ଯୋଡ଼ିବେ? When will you add the Odia language to Telegram?
Sandeep Biswal G
@SandeepBiswalG
7 days ago
https://t.co/H47JkzgLCL ଓଡ଼ିଆ ଭାଷା ଆପ୍ :)
Sandeep Biswal G
@SandeepBiswalG
7 days ago
🚨 ଅଭିଭାବକମାନେ ଧ୍ୟାନ ଦିଅନ୍ତୁ! ଆପଣଙ୍କ ପିଲାମାନେ ସ୍କୁଲରେ କ’ଣ ପଢୁଛନ୍ତି, ତାହା କେତେ ସଠିକ୍ ଆପଣ ଜାଣିଛନ୍ତି କି? 📚 ଆଶ୍ଚର୍ଯ୍ୟର ବିଷୟ ଯେ, ଚଳିତ ବର୍ଷର ନୂତନ ପାଠ୍ୟପୁସ୍ତକରେ ସମୁଦାୟ ୧,୬୭୮ ଟି ତ୍ରୁଟି ବାହାରିଛି! କ’ଣ ଏହିଭଳି ତ୍ରୁଟିପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବେ ଆମର ଆଗାମୀ ପିଢ଼ି? ❌
#ଓଡ଼ିଆଅସ୍ମିତା
See More
Sandeep Biswal G
@SandeepBiswalG
7 days ago
🗣️ ଶିକ୍ଷା ବ୍ୟବସ୍ଥାର ଏହି ତ୍ରୁଟି ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଯାଇଛି। ଆମ ଆପ୍ ସହିତ ଯୋଡ଼ି ହୁଅନ୍ତୁ, ସଚେତନ ରୁହନ୍ତୁ ଏବଂ ନିଜ ପିଲାଙ୍କ ଶିକ୍ଷାକୁ ସୁରକ୍ଷିତ କରନ୍ତୁ। ଏହି ��୍ରେଡ୍କୁ ରିପୋଷ୍ଟ କରନ୍ତୁ ଏବଂ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ଯାହାଫଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିବ।
Sandeep Biswal G
@SandeepBiswalG
12 days ago
@SaiDebabrat
🙏 ନମସ୍କାର ଆଜ୍ଞା, ମୁଁ ଶିକ୍ଷକ ନୁହଁ । ମୁଁ ଜଣେ ଆପ୍ ଡେଭଲପର୍ । ମୁଁ ଓଡ଼ିଶା ର କୁନି କୁନି ପିଲାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାଗଣା ଶିକ୍ଷଣୀୟ ଆପ୍ ବନାଇଛି ଯାହାର ନାମ ହେଉଛି "Odia Bhasa App" ଏହା ପ୍ଲେ ଷ୍ଟୋର ରେ ଉପଲବ୍ଧ ଅଛି । ଆପଣ ମଧ୍ୟ ଥରେ ବ୍ୟବହାର କରନ୍ତୁ । ଧନ୍ୟବାଦ ।
Sandeep Biswal G
@SandeepBiswalG
25 days ago
@sahoo_raghunath
@soumendrak_
ଧନ୍ୟବାଦ ଆଜ୍ଞା 🙏
SandeepBiswalG
retweeted
Soumendra Kumar Sahoo
@soumendrak_
26 days ago
https://t.co/1kBI2DQnaG
SandeepBiswalG
retweeted
Soumendra Kumar Sahoo
@soumendrak_
26 days ago
Top Open Source Odia Contributors as per my AI Agent. Got introduced to #1
@SandeepBiswalG
's ଓଡ଼ିଆ ଭାଷା ଆପ୍ today. ଓଡ଼ିଆ ଭାଷା ଆପ୍ ହେଉଛି ଓଡ଼ିଆ ଶିଖୁଥିବା ପିଲାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାଧ୍ୟମ ।
#OpenOdia
#OpenSource
Sandeep Biswal G
@SandeepBiswalG
about 1 month ago
ୟାଙ୍କର ପ୍ରତିଦିନ ୧୧ - ୩ ଟା ଭିତରେ Emergency Shutdown ହଉଛି । ଏହିଭଳି ଅସହ୍ୟ ଗୁଳୁଗୁଳି ରେ ପ୍ରତିଦିନ ୩୦ ମିନିଟ୍ ରୁ ୧ ଘଣ୍ଟା ପାୱାର କଟ୍ କଲେ କେମିତି ଚଳିବ?? On-grid ସୋଲାର ଲଗେଇ ମଧ୍ୟ କିଛି ଫାଇଦା ନାହିଁ କାରଣ ତମେ Peak Time ରେ ପାୱାର କଟ୍ କରୁଛ ।
Sandeep Biswal G
@SandeepBiswalG
about 2 months ago
ନିଜ ଭାଷା ସହ ଯୋଡି ହୋଇ ରହିବା ଏବଂ ଖାଲି ସମୟରେ ବିଭିନ୍ନ ପ୍ରକାରର ��ହି ପଢିବା ପାଇଁ ଆଜି ହିଁ ଡାଉନଲୋଡ୍ କରନ୍ତୁ 'Odia Bhasa' ଆପ୍। ✨🎮 📲 ଆପ୍ ଲିଙ୍କ୍ : https://t.co/H47JkzgLCL (ବାୟୋ ରେ ମଧ୍ୟ ଲିଙ୍କ୍ ଅଛି)
#MothersDa
y
#Odi
a
#OdiaBhas
a
Sandeep Biswal G
@SandeepBiswalG
about 2 months ago
ମା' ହିଁ ମୋ ଜୀବନର ଶ୍ରେଷ୍ଠ ଗୁରୁ, ଯିଏ ମତେ ଅସୀମ ମମତା, ନିଃସ୍ୱାର୍ଥପର ଭଲପାଇବା ଏବଂ ନିର୍ଭୟରେ ବଞ୍ଚିବାର ଶିକ୍ଷା ଦେଇଛନ୍ତି।❤️ ମା' ପାଖରୁ ହିଁ ଆମେ ଆମର ପ୍ରଥମ ଶବ୍ଦ ଆଉ ମାତୃଭାଷା ଶିଖିଥାଉ। ମା' ଏବଂ ମାତୃଭାଷା, ଉଭୟ ଆମ ଜୀବନର ଅମୂଲ୍ୟ ସମ୍ପଦ ଓ ଆମର ପରିଚୟ। ଏହି ମାତୃ ଦିବସରେ ନିଜ ମାତୃଭାଷାକୁ ଆହୁରି ପାଖରୁ ଅନୁଭବ କରନ୍ତୁ।
See More
Sandeep Biswal G
@SandeepBiswalG
about 2 months ago
ଭାଇ TATA POWER (TPCODL) ଗ୍ରାହକଙ୍କ କଥା ବହୁତ ଚିନ୍ତା କରୁଛି, ସେମାନେ ଚାହୁଁଛନ୍ତି ଯେପରି ଗ୍ରାହକ ମାନଙ୍କର ବିଦ୍ୟୁତ୍ ବିଲ୍ କମ ଆସୁ । କାରଣ ମୁଁ ଏଇ ୪ ଦିନରେ ଦେଖୁଛି ସେମାନେ ଦିନକୁ ୨୦-୨୫ ଥର ପାୱାର କଟ୍ କରୁଛନ୍ତି । ନା କୌଣସି ମେସେଜ, ନା ତାଙ୍କ ଆପ୍, କେଉଁଠି ବି କୌଣସି ଅପଡେଟ ନାହିଁ । 🫡
Sandeep Biswal G
@SandeepBiswalG
about 2 months ago
ଶିକ୍ଷାକୁ ଆହୁରି ସହଜ କରିବା ପାଇଁ ଆଜି ହିଁ ତଳେ ଥିବା ���ିଙ୍କ୍ କିମ୍ବା ଆମ ପ୍ରୋଫାଇଲ୍ ଲିଙ୍କ୍ ଉପରେ କ୍ଲିକ୍ କରି ଆପ୍ ଡାଉନଲୋଡ୍ କରନ୍ତୁ। 👇 ଆପ୍ ଡାଉନଲୋଡ୍ ଲିଙ୍କ୍: https://t.co/H47JkzgLCL
#ଓଡ଼ିଆଭା
ଷା - Learning a language especially one's mother tongue should not depend on subscriptions or ads.
Sandeep Biswal G
@SandeepBiswalG
about 2 months ago
ଆସିଗଲା... ନୂତନ ଅପଡେଟ । ନୂତନ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟପୁସ୍ତକ ଏବେ ଆପଣଙ୍କ ମୋବାଇଲ୍ରେ! 📚📱 ୨୦୨୬-୨୭ ଶିକ୍ଷାବର୍ଷର ସମସ୍ତ ନୂତନ ଓଡ଼ିଆ ମାଧ୍ୟମ ପୁସ୍ତକଗୁଡ଼ିକ ଏବେ ଆମ ଆପ୍ରେ ଉପଲବ୍ଧ। ଆପଣଙ୍କ ପିଲାଙ୍କ ପାଠପଢ଼ାକୁ ଆହୁରି ସହଜ ଏବଂ ଉନ୍ନତ କରିବା ପାଇଁ ଆଜି ହିଁ ଏହି ଆପ୍କୁ ଡାଉନଲୋଡ୍ କରନ୍ତୁ।
See More
Sandeep Biswal G
@SandeepBiswalG
about 2 months ago
ଏହି ଆପ୍ର କିଛି ବିଶେଷତା: ➜ ନୂଆ ପୁସ୍ତକ: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ନୂତନ ପୁସ୍ତକ ଗୋଟିଏ ସ୍ଥାନରେ। ➜ ଥରେ ଡାଉନଲୋଡ୍: ବାରମ୍ବାର ଡାଟା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଥରେ ଡାଉନଲୋଡ୍ କରି ଯେକୌଣସି ସମୟରେ ପଢ଼ିପାରିବେ। ➜ ସମ୍ପୂର୍ଣ୍ଣ ସୁରକ୍ଷିତ: ଛାତ୍ରଛାତ୍ରୀଙ୍କ ପାଇଁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ
Sandeep Biswal G
@SandeepBiswalG
about 2 months ago
@TPCentralOdisha
ଆପଣଙ୍କୁ ଜଣାଇବାର ପାଖାପାଖି ୩୦ ମିନିଟ୍ ହୋଇଗଲାଣି, କିନ୍ତୁ କିଛି ଲାଭ ହେଉନି ଏହି ବୈଶାଖ ମାସର ରାତି ଅଧରେ ବିନା କାରଣରେ ପାୱାର କଟ୍ ହେଉଥିବା ବେଳେ ଜଣେ ଗ୍ରାହକ ଆଉ କିପରି ସହଯୋଗ ରକ୍ଷାକରିବ? ଆମେ ସହଯୋଗ କରି ଅନ୍ଧାରରେ ବସିବୁ ନା ଆପଣ ତୁରନ୍ତ ସମସ୍ୟାର ସମାଧାନକରି ବିଦ୍ୟୁତ୍ ସଂଯୋଗ କରିବେ? ଖାଲି ବାହାନା ନକରି କାମ କରି ଦେଖାନ୍ତୁ
See More
Sandeep Biswal G
@SandeepBiswalG
about 2 months ago
@TPCentralOdisha
କୌଣସି outage ସୂଚନା ନଥାଇ ମଧ୍ୟ ରାତ୍ରୀ ୨ଟାରୁ ପାୱାର କଟ୍ ହୋଇଛି। ଗଣମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha
ସାର୍ କହୁଥିଲେ 'No More Power Cuts In Odisha', କିନ୍ତୁ ଏଠି ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ନା ମେସେଜ୍ ଆସୁଛି ନା ଆପଣଙ୍କ ଆପ୍ରେ କୌଣସି ଅପଡେଟ୍ ରହୁଛି। (୧/୪)
See More
Sandeep Biswal G
@SandeepBiswalG
about 2 months ago
ଅତିକମ୍ରେ ପାୱାର କଟ୍ ବିଷୟରେ ଆଗୁଆ ଜଣାଇଲେ ଗ୍ରାହକ ପ୍ରସ୍ତୁତ ରହିପାରିବେ କିମ୍ବା ଜାଣିପାରିବେ ଯେ କେଉଁ କାରଣରୁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। କିନ୍ତୁ ��ପଣଙ୍କ ଦ୍ୱାରା ଏତିକି ସାଧାରଣ ସୂଚନା ମଧ୍ୟ ପ୍ରଦାନ କରାଯାଉ ନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। (୪/୪)
Sandeep Biswal G
@SandeepBiswalG
about 2 months ago
ଯଦି ଏହିଭଳି ଅଘୋଷିତ ବିଦ୍ୟୁତ୍ କାଟ୍ ଜାରି ରହିବ, ତେବେ ଗ୍ରାହକଙ୍କୁ ବିଲ୍ରେ ରିବେଟ୍ ମିଳିବା ଉଚିତ୍। ଆମେ ଯଦି ବ୍ୟବହାର ଅନୁଯାୟୀ ପଇସା ଦେଉଛୁ, ତେବେ ସେବା ଯୋଗାଇବାରେ ବିଫଳ ହେଲେ
@TPCentralOdisha
ଆମକୁ କ୍ଷତିପୂ���ଣ ଦେବା ଦରକାର
। @EnergyOdis
ha (୩/୪)
Last Seen Users on Sotwe
𝐇𝐀𝐍𝐈
Seen from
Spain
Syeda Iqra
Seen from
Pakistan
Săn trai đẹp siêu hot
Seen from
Vietnam
ensest paylaşım
giao lưu some, swing nam định
Seen from
Vietnam
BAKAL VIRAL
Seen from
Indonesia
Yukimyu
Seen from
United Kingdom
🔞TheHeartbreaker🔞
Seen from
United States
เรื่องลับๆกับความลับเราสองคน
Seen from
Thailand
I.Yaii Outdoor (คนเดีมกลับมาแล้ว)
Seen from
Thailand
Trends for you
1
Lamelo
Under 10K tweets
2
WNBA
Under 10K tweets
3
Venezuela
Under 10K tweets
4
Good Thursday
Under 10K tweets
5
Oracle AI Trade
Under 10K tweets
6
Absolute Batman
Under 10K tweets
7
Antman
Under 10K tweets
8
#WeLoveElon
Under 10K tweets
9
Janice
Under 10K tweets
10
Minny
Under 10K tweets
Most Popular Users
1
Elon Musk
@elonmusk
240.5M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.5M followers
10
Taylor Swift
@taylorswift13
81.3M followers
11
Lady Gaga
@ladygaga
72.9M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.6M followers
14
YouTube
@youtube
68.7M followers
15
Bill Gates
@billgates
63.8M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.3M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.6M followers
Olivia
Online
✨
⭐
💫