@Iam_Rohit_G Complete Exam Day Schedule for RE NEET UG 2026:
Gates Opened / Entry Started: 11:00 AM
Gates Closed (Last Entry): 1:30 PM
Instructions & Admit Card Verification: 1:30 PM to 1:45 PM
Distribution of Test Booklets: 1:45 PM
Exam Commenced: 2:00 PM
The drama started at 1:15PM.
Why don't they show such enthusiasm to beat the hell out of the corrupt FILTHIEST NETAS and BABUS who indulge in corruption - demanding bribes to do an official job or allow to do a substandard job by usurping government money?
ରାୟଗଡ଼ାର କଲ୍ୟାଣସିଂହପୁରରେ ଘଟିଥିବା ଏହି ଅମାନୁଷିକ ଘଟଣା ବିଷୟରେ ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଗୁଜବ ଯୋଗୁଁ ଦୁଇଜଣ ନିରୀହ ସମାଜସେବୀ, ଯେଉଁମାନେ ଆମ ଲୋକଙ୍କ ସେବା କରିବା ପାଇଁ ବାହାର ରାଜ୍ୟରୁ ଏତେ ବାଟ ଆସିଥିଲେ ସେମାନଙ୍କୁ ନିର୍ମମ ଭାବେ ଆକ୍ରମଣ ଓ ସର୍ବସାଧାରଣରେ ଅପମାନିତ କରାଯିବା ସତରେ ହୃଦୟ ବିଦାରକ।
ଏହି ଯୁବ କର୍ମୀମାନେ ନିଜ ସ୍ୱାର୍ଥ ତ୍ୟାଗ କରି ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କ ପାଖକୁ ସାହାଯ୍ୟର ହାତ ବଢ଼ାଇବାକୁ ଆସନ୍ତି। ସେମାନଙ୍କର ବ୍ୟାକୁଳ ଗୁହାରି ଓ ଲୁହକୁ ଅଣଦେଖା କରି ସେମାନଙ୍କ ସହ ଏଭଳି ନିଷ୍ଠୁର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।
ଏହା ଆମ ପରିଚୟ ନୁହେଁ। ଓଡ଼ିଶା ହେଉଛି ସେହି ପବିତ୍ର ଭୂମି ଯାହା ସ୍ନେହ, ସୁରକ୍ଷା ପାଇଁ ଏବଂ ଆମ ସଂସ���କୃତି "ଅତିଥି ଆମ ଭାଗବାନ" ର ବାର୍ତ୍ତା ପାଇଁ ଜଣାଶୁଣା। ଆମେ ଆମ ଅତିଥି ଙ୍କୁ ଆଦରର ସହ ସ୍ୱାଗତ କରିଥାଉ, ଏବଂ ଏହି ଲଜ୍ଜାଜନକ କାର୍ଯ୍ୟ ଆମ ପରମ୍ପରା ର ସମ୍ପୂର୍ଣ୍ଣ ବିରୋଧୀ ଯାହା ଆମ ମୁହଁ ତଳକୁ କରିଦେଇଛି। ସେମାନଙ୍କ ଦୋଷ ଥିଲେ ମଧ୍ୟ ��ଭଳି କଦର୍ଯ୍ୟ କାଣ୍ଡ କେବେ ଗ୍ରହଣୀୟ ନୁହଁ...
ଆମ ସମାଜରେ ହିଂସା ଏବଂ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ପାଇଁ କୌଣସି ସ୍ଥାନ ନାହିଁ। ପୀଡ଼ିତଙ୍କ ପାଇଁ ପ୍ରାର୍ଥନା ସହ ଏହି ବର୍ବରତା ପଛରେ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରୁଛି।
I am deeply shocked and heartbroken by the horrific incident in Kalyansingpur, Rayagada. Two innocent NGO social workers, who came all the way from Delhi and Surat to help our communities, were brutally attacked, beaten, and publicly humiliated by a mob due to baseless rumors.
These young workers do selfless work, traveling to remote areas to bring care and support to those who need it most. To treat them with such cruelty, ignoring their tears and identity cards, is completely unacceptable. If at all they made some mistakes, such incident should not have happened.
This is not who we are. Odisha is a beautiful land known for love, protection, and our deeply rooted culture of "Atithi Devo Bhava" (The Guest is God). We have always welcomed outsiders with open arms, and this shameful act goes against everything we stand for.
Violence and rumor-mongering have no place in our society. We stand with the victims and demand the strictest punishment for everyone involved in this cruelty.
@AmiyaPandav We take pride that a Dalit and an Adivasi has become the President of India. But who gives power to these rapists? How are they emboldened in an adivasi district?