Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Suchitra Mahapatra
@suchiLucky753
Joined August 2023
30
Following
5
Followers
63
Posts
suchiLucky753
retweeted
ojta_2023
@ojta2023
12 days ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ।
@CMO_Odisha
See More
suchiLucky753
retweeted
ojta_2023
@ojta2023
18 days ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍��କାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odish
a
@MohanMOdish
a
@NityanandaBJ
P
@SMEOdish
a
See More
suchiLucky753
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମ�� ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odish
a
@NityanandaBJ
P
@SMEOdish
a
@dpradhanbj
p
See More
suchiLucky753
retweeted
ojta_2023
@ojta2023
6 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
Suchitra Mahapatra
@suchiLucky753
7 months ago
@Viswanath507480
ଧନ୍ୟବାଦ ସାର୍ 🙏
suchiLucky753
retweeted
ojta_2023
@ojta2023
8 months ago
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପା���ନାହିଁ,କେବେ ହେବୁ ନିୟମିତ
? @CMO_Odis
h
a @dpradhanb
j
p @NityanandaB
J
P @SMEOdis
h
a @SamalManmoha
n7
See More
suchiLucky753
retweeted
ojta_2023
@ojta2023
9 months ago
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdisha
@CMO_Odisha
@dpradhanbjp
@NityanandaBJP
@SMEOdisha
@SecyChief
See More
suchiLucky753
retweeted
ମନୋଜ କୁମାର କର
@ManojKu93159790
about 1 year ago
ଆପଣ 17 ର ପରୀକ୍ଷା ବାତିଲ କଲେ 17,18 ଲଗାତାର ସେବକ ସେବିକା ପରୀକ୍ଷା ଥିଲା ,17 ଯାତାୟାତ ଅସୁବିଧା ହେଲେ 18 postpone ହେବା କଥା। ଆଉ 200,300 କିମି ଦୂରତା କେନ୍ଦ୍ର କୁ କିପରି ପିଲା ଯିବେ 18ସକାଳ 7 ରୁ ପରୀକ୍ଷା ରାତି ଅନିଦ୍ରା ହେଇ ପରୀକ୍ଷା ସମ୍ଭବ କି!
@CMO_Odisha
@NityanandaBJP
ତ ସେବକ ସ��ବିକା ପରୀକ୍ଷା ଅନ୍ୟ 2 ଦିନ ହେଉ
See More
suchiLucky753
retweeted
ମନୋଜ କୁମାର କର
@ManojKu93159790
about 1 year ago
ସୌମ୍ୟାଶ୍ରୀ ଙ୍କ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଚି। ଏହି ପରିପ୍ରେକ୍ଷୀରେ ରେ ସମସ୍ତ ବିରୋଧୀ ରାଜନୈତିକ ଦଳ ଆସନ୍ତା 17 ରେ ଓଡ଼ିଶା ବନ୍ଦ ଡାକ��ା ଦେଇଛନ୍ତି। ଏଣୁ osssc ଦ୍ଵାରା ଥିବା 17 ପରୀକ୍ଷା ସ୍ଥଗିତ ରଖି ଆଉ ଏକ ତାରିଖ ରେ ହେବା ଉଚିତ୍ ।
@CMO_Odish
a
@MohanMOdish
a
@NityanandaBJ
P
suchiLucky753
retweeted
SOURAV MOHANTY
@SOURAVMOHA
about 1 year ago
ଚଳିତ ମାସ 17 ତାରିଖ ରେ ହେବାକୁ ଥିବା ସେବକ ସେବିକା preliminary Exam ପାଇଁ ଓଡିଶା ର ଆଶାୟୀ ମାନେ ଓଡିଶାବନ୍ଦଲାଗି ହଇରାଣ ହୋଇପାରନ୍ତି। ତେଣୁ exam କୁ ଆଊ ଗୋଟେ ଦିନ କରିବା ପାଇ��� ଅନୁରୋଧ
। @CMO_Odis
h
a @SecyChi
ef si
r @NityanandaB
J
P @otvne
w
s @kanak_ne
ws
Last Seen Users on Sotwe
Jagamonda
Seen from
Spain
Lux Luthor
Seen from
Norway
Maya Life
Seen from
Netherlands
pancigosong
lorien menezes
Seen from
Australia
sese
Seen from
Algeria
SinfullTalker
Seen from
Germany
urboyRiz
Seen from
Malaysia
りお♡
Seen from
Korea
Şampiyonlar Ligi
Seen from
Turkey
Trends for you
1
#SmackDown
Under 10K tweets
2
#JAMESBeyondTheFirst
Under 10K tweets
3
JAMES BLAZES SINCE DAY ONE
Under 10K tweets
4
#PYPD_BIRTHDAY_PARTY
Under 10K tweets
5
#Verzuz
Under 10K tweets
6
#ROHDBD
Under 10K tweets
7
Klay
Under 10K tweets
8
Good Saturday
Under 10K tweets
9
Nick Chubb
Under 10K tweets
10
Lindsay Clancy
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.3M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.5M followers
10
Taylor Swift
@taylorswift13
83.4M followers
11
Lady Gaga
@ladygaga
74.9M followers
12
Virat Kohli
@imvkohli
72.5M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.5M followers
16
Bill Gates
@billgates
64.8M followers
17
Selena Gomez
@selenagomez
62.5M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫