Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Department of WCD, Government of Odisha
@WCDOdisha
Changing lives through advocacy, policy & awareness. Join us in our mission to empower women & children.
#WomenEmpowerment
#ChildRights
#AdvocacyMatters
Bhubaneshwar, India
Joined April 2016
125
Following
80.3K
Followers
7.9K
Posts
Department of WCD, Government of Odisha
@WCDOdisha
17 minutes ago
ସ୍ୱାଧୀନତାର ଗୌରବ ଓ ଦେଶପ୍ରେମର ଭାବନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଆସନ୍ତୁ, ଏହି ‘ଘରେ ଘରେ ତ୍ରିରଙ୍ଗା ୨୦୨୬’ ଅଭିଯାନରେ ସାମିଲ ହେବା।
#HarGharTiranga2026
#Tiranga
#ProudIndian
#PrideOfIndia
#MyTirangaMyPride
#TirangaMeriShaan
#NationFirst
#VandeMataram
#JaiHind
#India
#IndianPride
#ProudToBeIndian #UnitedByTiranga #wcdodisha
@CMO_Odisha
@PravatiPOdisha
@MinistryWCD
@odisha_subhadra
@IPR_Odisha
@mission_shakti
@UNICEFIndia
@UNFPAIndia
@NCWIndia
@NCPCR_
See More
Department of WCD, Government of Odisha
@WCDOdisha
about 14 hours ago
ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମ ଗୌରବ, ଏକତା ଓ ସ୍ୱାଧୀନତାର ପ୍ରତୀକ। ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ଯୋଡ଼ି ନିଜ ଘରେ ତ୍ରିରଙ୍ଗା ଉଡ଼ାନ୍ତୁ, ସେଲ୍ଫି ନେଇ https://t.co/09RbsUXMn9ରେ ଅପଲୋଡ୍ କରନ୍ତୁ।
#HarGharTiranga2026
#Tiranga
#ProudIndian
#PrideOfIndia
#MyTirangaMyPride
#TirangaMeriShaan
#NationFirst #VandeMataram #JaiHind #India #IndianPride #ProudToBeIndian #UnitedByTiranga #WCDOdisha
@CMO_Odisha
@PravatiParida
@MinistryWCD
@odisha_subhadra
@IPR_Odisha
@mission_shakti
@UNICEFIndia
@UNFPAIndia
@NCWIndia
@NCPCR_
See More
Department of WCD, Government of Odisha
@WCDOdisha
about 15 hours ago
ସ୍ୱଚ୍ଛ ପରିବେଶ ଓ ସୁରକ୍ଷିତ ସମାଜ ଗଠନରେ ଆମ ସମସ୍ତଙ୍କ ଭୂମିକା ରହିଛି। ‘ନିଶା ମୁକ୍ତି ମିଶନ’ ଅଭିଯାନରେ ସାମିଲ ହୋଇ ନିଶା ବିରୋଧରେ ସଚେତନତାର ବାର୍ତ୍ତା ପହଞ୍ଚାନ୍ତୁ ଏବଂ ଏକ ସୁସ୍ଥ, ନିଶାମୁକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନରେ ସହଯୋଗ କରନ୍ତୁ।
#NashaMuktiMission
#DrugFreeOdisha
#NashaMuktOdisha
#SayNoToDrugs
#DrugFreeIndia #NoToDrugs #StopDrugAbuse #DrugAwareness #AntiDrugCampaign #AddictionFreeLife #HealthyLife #HealthySociety #WCDOdisha
See More
Department of WCD, Government of Odisha
@WCDOdisha
about 20 hours ago
ସୁଭଦ୍ରା ଯୋଜନା ଦେଇଛି ସାହସ, ମହିଳାଙ୍କ ସ୍ୱପ୍ନକୁ ମିଳିଛି ନୂଆ ଦିଗ।
#SubhadraYojana
#GhareGhareSUBHADRA
#EmpoweredWomen
#WomenLead
#PowerOfWomen
#WomenRise
#ViksitOdisha
#SheLeads
#WomensWellness
#NariShakti
#WCDOdisha
@CMO_Odisha
@PravatiPOdisha
@MinistryWCD
@IPR_Odisha
@odisha_subhadra
@mission_shakti
@NCWIndia
See More
WCDOdisha's tweet video.
Who to follow
Finance Department
@FdOdisha
Official Account of Finance Department, Government of Odisha.
Energy Odisha
@EnergyOdisha
Energy Department, Government of Odisha|| Mission: reliable, affordable and quality power for all || Energy transition for sustainable future||
କୃଷି ବିଭାଗ, ଓଡ଼ିଶା
@krushibibhag
Official account of Department of Agriculture & Farmers' Empowerment, Government of Odisha
WCDOdisha
retweeted
Pravati Parida
@PravatiPOdisha
3 days ago
'ସୁଭଦ୍ରା ଯୋଜନା' ଆଣିଛି ସମୃଦ୍ଧି, ମହିଳାଙ୍କୁ ଦେଇଛି ଆଗକୁ ବଢ଼ିବାର ସାହସ
#Subhadra
#SubhadraYojana
@WCDOdisha
@MinistryWCD
PravatiPOdisha's tweet video.
Department of WCD, Government of Odisha
@WCDOdisha
1 day ago
କିଶୋରୀଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସଠିକ୍ ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଓ ସଶକ୍ତିକରଣ ଅତ୍ୟନ୍ତ ଆବଶ୍ୟକ ।ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କିଶୋରୀମାନଙ୍କୁ ସ୍ୱାସ୍ଥ୍ୟ, ପୋଷଣ ଓ ଅଧିକାର ସମ୍ପର୍କରେ ସଚେତନ କରି ସେମାନଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ଦିଆଯାଉଛି ଗୁରୁତ୍ୱ।
#WomenEmpowerment
#AdolescentGirls
#AdolescentHealth
#Nutrition #HealthyGirls #EmpoweredGirls #HealthAndNutrition #HealthyFuture #FutureReadyGirls #GirlsAreTheFuture #odishawcd
@CMO_Odisha
@PravatiPOdisha
@MinistryWCD
@mission_shakti
@odisha_subhadra
@IPR_Odisha
@UNICEFIndia
@NCWIndia
@NCPCR_
See More
WCDOdisha's tweet video.
Department of WCD, Government of Odisha
@WCDOdisha
1 day ago
କାର୍ଯ୍ୟସ୍ଥଳରେ ସମ୍ମାନ ଓ ସୁରକ୍ଷା-ମହିଳାଙ୍କ ଅଧିକାର, ଆମ ସମସ୍ତଙ୍କ ଦାୟିତ୍ୱ। POSH ଆଇନ ସମ୍ପର୍କରେ ସଚେତନ ହେବା ଏବଂ ଯୌନ ଉତ୍ପୀଡ଼ନ ବିରୋଧରେ ସ୍ୱର ଉତ୍ତୋଳନ କରିବା ।
#POSH
#POSHAct
#SafeWorkplace
#RespectAtWork
#WorkplaceSafety
#SexualHarassmentAwareness
#DignityAtWork
#WomenAtWork
#EqualWorkplace
#SpeakUp #KnowYourRights #EmpowerWomen #GenderEquality #InclusiveWorkplace #WorkplaceWellbeing #WCDOdisha
See More
Department of WCD, Government of Odisha
@WCDOdisha
2 days ago
AI ମାଧ୍ୟମରେ ଶିଶୁଙ୍କ ଅଭିବୃଦ୍ଧି ନିରୀକ୍ଷଣରେ ନୂଆ ପଦକ୍ଷେପ! ଶିଶୁଙ୍କ ଓଜନ, ଉଚ୍ଚତା ଓ ଅଭିବୃଦ୍ଧି ସମ୍ପର୍କିତ ତଥ୍ୟର ଅଧିକ ସଠିକ୍ ଓ ସହଜ ନିରୀକ୍ଷଣ ପାଇଁ ଓଡ଼ିଶାରେ ପାଇଲଟ୍ ଭାବେ ଆରମ୍ଭ ହୋଇଛି AI ଆଧାରିତ ଅଭିବୃଦ୍ଧି ନିରୀକ୍ଷଣ ବ୍ୟବସ୍ଥା।
#AIForChildGrowth
#AIInOdisha
#ChildGrowthMonitoring
#HealthyChild
#HealthyOdisha #poshantrackerapp #POSHANAbhiyaan #Anganwadi #OdishaForChildren #wcdodisha
@CMO_Odisha
@PravatiPOdisha
@MinistryWCD
@odisha_subhadra
@IPR_Odisha
@mission_shakti
@UNICEFIndia
@UNFPAIndia
@NCWIndia
@NCPCR_
See More
WCDOdisha's tweet video.
Department of WCD, Government of Odisha
@WCDOdisha
2 days ago
ସୁଭଦ୍ରା ଯୋଜନା - ମହିଳାଙ୍କ ସ୍ୱାବଲମ୍ବନର ନୂଆ ପରିଚୟ। ଆର୍ଥିକ ସହାୟତା ସହ ମହିଳାଙ୍କ ଆତ୍ମବିଶ୍ୱାସ, ସ୍ୱାଧୀନତା ଓ ଉଦ୍ୟମିତାକୁ ଦେଉଛି ନୂଆ ଗତି।
#SubhadraYojana
#GhareGhareSUBHADRA
#EmpoweredWomen
#WomenLead
#PowerOfWomen
#WomenRise
#ViksitOdisha
#SheLeads
#WomensWellness
#NariShakti
#WCDOdisha
@CMO_Odisha
@PravatiPOdisha
@MinistryWCD
@IPR_Odisha
@odisha_subhadra
@mission_shakti
@NCWIndia
See More
WCDOdisha's tweet video.
Department of WCD, Government of Odisha
@WCDOdisha
4 days ago
ତା. ୦୭.୦୮.୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନଠାରେ ଦୁଇଦିନିଆ ରାଜ୍ୟସ୍ତରୀୟ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ସାହୁଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଚିତ୍ରାଙ୍କନ, କୁଇଜ୍ ଓ କବିତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। #BreastfeedingAwareness #POSHANAbhiyaan #MothersMilk #EarlyNutrition #HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
4 days ago
Department of WCD, Government of Odisha
@WCDOdisha
4 days ago
ପୁରୀ ଜିଲ୍ଲାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମା’ମାନଙ୍କୁ ସ୍ତନ୍ୟପାନର ସଠିକ୍ ପ୍ରଣାଳୀ, ଉପକାରିତା ଏବଂ ଶିଶୁର ପ୍ରାରମ୍ଭିକ ପୋଷଣ ସମ୍ପର୍କରେ ସଚେତନ କରାଯାଇଥିଲା।
#BreastfeedingAwareness
#POSHANAbhiyaan
#MothersMilk
#EarlyNutrition
#HealthyMotherHealthyChild
#NewbornCare
#MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
4 days ago
ଜଗତସିଂହପୁର ଜିଲ୍ଲାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳିତ ହୋଇଯାଇଛି । ମା’ କ୍ଷୀରର ଗୁରୁତ୍ୱ, ନବଜାତ ଶିଶୁଙ୍କ ପାଇଁ ପ୍ରାରମ୍ଭିକ ସ୍ତନ୍ୟପାନ ଏବଂ ସଠିକ୍ ସ୍ତନ୍ୟପାନ ପ୍ରଣାଳୀ ସମ୍ପର୍କରେ ମା’ମାନଙ୍କୁ ସଚେତନ କରାଯାଇଥିଲା।
#BreastfeedingAwareness
#POSHANAbhiyaan
#MothersMilk
#EarlyNutrition
#HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
4 days ago
Department of WCD, Government of Odisha
@WCDOdisha
4 days ago
କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଗର୍ଭବତୀ ମହିଳା, ସ୍ତନ୍ୟଦାତ୍ରୀ ମା’ ଏବଂ ସମୁଦାୟକୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଯାଇଛି। ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନର ଶୁଭାରମ୍ଭ, ପ୍ରଥମ ୬ ମାସ କେବଳ ମା’ କ୍ଷୀର ପ୍ରଦାନ ଏବଂ ୬ ମାସ ପରେ ଉପଯୁକ୍ତ ପରିପୂରକ ଆହାର ସହିତ ସ୍ତନ୍ୟପାନ ଜାରି ରଖିବା ନେଇ ଗୁରୁତ୍ୱାରୋପ କରାଯାଇଛି। #BreastfeedingAwareness #POSHANAbhiyaan #MothersMilk #EarlyNutrition #HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
5 days ago
ମା’ଙ୍କୁ ସ୍ତନ୍ୟପାନ ପାଇଁ ପରିବାରର ସହଯୋଗ, ସ୍ୱାସ୍ଥ୍ୟକର୍ମୀଙ୍କ ସଠିକ୍ ପରାମର୍ଶ ଓ କାର୍ଯ୍ୟସ୍ଥଳରେ ଅନୁକୂଳ ପରିବେଶ ମିଳିବା ଅତ୍ୟନ୍ତ ଆବଶ୍ୟକ। ମା’ଙ୍କୁ ସମର୍ଥନ କରିବା ଅର୍ଥ ଶିଶୁର ସୁସ୍ଥ ବିକାଶ ପାଇଁ ଏକ ଦୃଢ ପଦକ୍ଷେପ ନେବା।
#BreastfeedingAwareness
#POSHANAbhiyaan
#MothersMilk
#EarlyNutrition
#HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
5 days ago
ମା’ କ୍ଷୀରରେ ଶିଶୁର ସୁସ୍ଥତା, ମା’ର ସ୍ନେହରେ ଭବିଷ୍ୟତର ସୁରକ୍ଷା। ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ମା’, ପରିବାର ଓ ସମାଜ ମଧ୍ୟରେ ସ୍ତନ୍ୟପାନ ସମ୍ପର୍କରେ ସଚେତନତା ବୃଦ୍ଧି ସହ ଶିଶୁଙ୍କ ପାଇଁ ଉତ୍ତମ ପୋଷଣ ଓ ସୁସ୍ଥ ଜୀବନର ବାର୍ତ୍ତା ପ୍ରଚାର କରାଯାଇଛି ।
#BreastfeedingAwareness
#POSHANAbhiyaan
#MothersMilk #EarlyNutrition #HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
@CMO_Odisha
@PravatiPOdisha
@MinistryWCD
@odisha_subhadra
@IPR_Odisha
@mission_shakti
@UNICEFIndia
@UNFPAIndia
@NCWIndia
@NCPCR_
See More
WCDOdisha's tweet video.
Department of WCD, Government of Odisha
@WCDOdisha
5 days ago
ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ଅବସରରେ ବଲାଙ୍ଗୀର ଜିଲ୍ଲାରେ ସ୍ତନ୍ୟପାନର ଉପକାରିତା ନେଇ ସଚେତନତାମୂଳକ କାର୍ଯ୍ୟକ୍ରମ ହୋଇଯାଇଛି। ନବଜାତ ଶିଶୁକୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଏବଂ ପ୍ରଥମ ୬ ମାସ କେବଳ ମା’ କ୍ଷୀର ପ୍ରଦାନ ପାଇଁ ଜନସଚେତନତା ସୃଷ୍ଟି କରାଯାଇଛି।
#BreastfeedingAwareness
#POSHANAbhiyaan
#MothersMilk
#EarlyNutrition #HealthyMotherHealthyChild #NewbornCare #MaternalHealth #HealthyBeginning #WCDOdisha
See More
Department of WCD, Government of Odisha
@WCDOdisha
5 days ago
ଜାଣନ୍ତୁ ‘ଜନ୍ମ ପରେ ଶିଶୁକୁ କେତେ ସମୟ ମଧ୍ୟରେ ପ୍ରଥମ ସ୍ତନ୍ୟପାନ କରାଇବା ଉଚିତ ?’ କୁଇଜର ଉତ୍ତର...
#Quiz
#Doyouknow
#QuizTime
#WorldBreastfeedingWeek
#BreastfeedingWeek
#BreastfeedingAwareness
#HealthyMotherHealthyBaby
#GovernmentOfOdisha
#Poshan
#ChildNutrition
#EarlyInitiation
#ExclusiveBreastfeeding #WCDOdisha
See More
Last Seen Users on Sotwe
Arief
Seen from
Indonesia
cragy 1
Seen from
Saudi Arabia
Masaage_JKT
Seen from
Indonesia
Wwna_na_ja_ (แอคเก่า85k โดนเเบน)
Seen from
Thailand
羊宮妃那
Seen from
Japan
PapaBear2024
bong_crossy (30k)
Seen from
United Arab Emirates
(+18) HUGE MIA
Seen from
United States
Hentai Magnum
Seen from
Oman
LilTyan
Seen from
Kuwait
Trends for you
1
#DWCS
Under 10K tweets
2
#WWENXT
Under 10K tweets
3
Paul Skenes
Under 10K tweets
4
Jansen
Under 10K tweets
5
Sandoval
Under 10K tweets
6
Sean Burke
Under 10K tweets
7
Rucker
Under 10K tweets
8
Riley Roberts
Under 10K tweets
9
#TopChefVIP5
Under 10K tweets
10
Alsaghir
Under 10K tweets
Most Popular Users
1
Elon Musk
@elonmusk
241.3M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89.1M followers
10
Taylor Swift
@taylorswift13
83M followers
11
Lady Gaga
@ladygaga
74.5M followers
12
Virat Kohli
@imvkohli
72M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
65M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.2M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫