Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Youth For Action Odisha
@Yfaodisha
Mission :-YFA Odisha aims to create positive change in Odisha, through the culture of volunteering. Vision :- Odisha powered by selfless individuals
Bhubaneswar,Odisha
Joined April 2020
3
Following
767
Followers
411
Posts
Youth For Action Odisha
@Yfaodisha
about 3 years ago
#RathaYatra
ପବିତ୍ର ରଥଯାତ୍ରା ଅବସର ରେ Youth For Action ର ରାଜ୍ୟ ସଂଯୋଜକ
@debasisnayakBJP
ଙ୍କ ତତ୍ବାବଧାନରେ ରେ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ କ୍ରମେ ପୁରୀ ଶ୍ରୀମନ୍ଦିର ର ବଡ଼ଦାଣ୍ଡ ପ୍ରାଙ୍ଗଣ ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅର୍ଣ୍ଣ ପ୍ରସାଦ ସହିତ ପାନୀୟ ଜଳ ଯୋଗାଇ ଦିଆ ଯାଇଅଛି।
See More
Youth For Action Odisha
@Yfaodisha
over 3 years ago
@suryanandannet
10+10+10=30 10+5+5=20 (5×2)-3=7 10+5×2=20
Youth For Action Odisha
@Yfaodisha
over 3 years ago
@suryanandannet
20
Youth For Action Odisha
@Yfaodisha
over 3 years ago
Youth For Action ର 3ୟ ବାର୍ଷିକ ପ୍ରତିଷ୍ଠା ଦିବସ ଅବସର ରେ ନୀଳାଦ୍ରି ବିହାର ��ନ୍ତର୍ଗତ ବୃଦ୍ଧାଶ୍ରମ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଅଛି ।
Who to follow
District Magistrate Khordha
@DMKhordha
Office Of The Collector and District Magistrate, Khordha
Pradipta Kumar Naik
@pradiptanaikbjp
Former Minister & Leader of Opposition Odisha & Former MLA Bhawanipatna https://t.co/Ul7VE2Vgyu
ବିଲୁଆ ବିଚାର
@Biluabichara
ପଇଡ଼ ବଡ ମଧୁର, ବିଲୁଆ ବଡ ଚତୁର
Youth For Action Odisha
@Yfaodisha
over 3 years ago
Youth for Action ର ତୃତୀୟ ପ୍ରତିଷ୍ଠା ଦିବସ ଅବସର ରେ ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଗତସିଂହପୁର କାର୍ଯ୍ୟକର୍���୍ତା ଙ୍କ ଦ୍ଵାରା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଗଲା ।
Youth For Action Odisha
@Yfaodisha
over 3 years ago
Youth For Action ର ୩ୟ ବାର୍ଷିକ ଅବସରରେ ଖୋର୍ଦ୍ଧା ଜିଲ୍ଲା ତରଫରୁ ଖୋର୍ଦ୍ଧା ରୋଡ Divisional RLY Hospital ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଅଛି।
Youth For Action Odisha
@Yfaodisha
over 3 years ago
#3rdFoundationDay
ରାଷ୍ଟ୍ରୀୟ ଯୁବ ଦିବସ ତଥା Youth For Action ର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
Youth For Action Odisha
@Yfaodisha
over 3 years ago
#YouthForAction
ଓଡିଆ ଯୁବକ ମାନଙ୍କର ସ୍ଥାନୀୟ ନିଯୁକ୍ତି ଏବଂ ଅଧିକାର ନିମନ୍ତେ ଆଜି Youth For Action ତରଫରୁ ଓଡ଼ିଶା କଂଗ୍ରେସ ର ବରିଷ୍ଠ ନେତା ,ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ @ସୁରେଶ ରାଉତରାୟ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଏହି ପ୍ରସଙ୍ଗ କୁ ନେଇ ବିଧାନସଭା ରେ ଦାବି ଉଠେଇବାକୁ ଅନୁରୋଧ କରିଅଛୁ ।
See More
Youth For Action Odisha
@Yfaodisha
over 3 years ago
ଓଡିଆ ଯୁବକ ମାନଙ୍କର ସ୍ଥାନୀୟ ନିଯୁକ୍ତି ଏବଂ ଅଧିକାର ନିମନ୍ତେ ଆଜି
@Yfaodisha
ତରଫରୁ ଓଡ଼ିଶା ଭାଜପା ର ବରିଷ୍ଠ ନେତା ,ସମ୍ବଲପୁର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଅଛୁ। ସେ ଏହି ପ୍ରସଙ୍ଗ କୁ ନେଇ ବିଧାନସଭାରେ ଆଲୋଚନା କରିବା ନିମନ୍ତେ ପ୍ରତିଶୃତି ଦେଲେ ।
See More
Youth For Action Odisha
@Yfaodisha
over 3 years ago
#YouthForAction
ଓଡିଆ ଯୁବକ ମାନଙ୍କର ସ୍ଥାନୀୟ ନିଯୁକ୍ତି ଏବଂ ଅଧିକାର ନିମନ୍ତେ ଆଜି Youth For Action ତରଫରୁ ଓଡ଼ିଶାର ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା
@btushar02
ଙ୍କ ବାସ ଭବନ ଘେରାଉ କରି ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଅଛି ।
Youth For Action Odisha
@Yfaodisha
over 3 years ago
ଓଡିଆ ଯୁବକ ମାନଙ୍କର ସ୍ଥାନୀୟ ନିଯୁକ୍ତି ଏବଂ ଅଧିକାର ନିମନ୍ତେ ଆଜି
@Yfaodisha
ତରଫରୁ ଓଡ଼ିଶାର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ଙ୍କ ବାସ ଭବନ ଘେରାଉ କରି ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି ।
Youth For Action Odisha
@Yfaodisha
over 3 years ago
ଆସନ୍ତା ତା ୧୬/୧୧/୨୦୨୨ ଦିନ ଓଡିଶା ର ଶିଳ୍ପ ମନ୍ତ୍ରୀ ଙ୍କ ବାସଭବନ ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯକ୍ରମ ନିମନ୍ତେ ଆମର ସଂଗଠନ "ୟୁଥ୍ ଫର୍ ଆକ୍ସନ" ତରଫ ରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଅଛି।
Youth For Action Odisha
@Yfaodisha
almost 4 years ago
ଗତ ୧୬ ସେପ୍ଟେମ୍ବର ରେ Youth For Action ଦ୍ଵାରା ଓଡ଼ିଶା ରେ ଦିନକୁ ଦିନ ବଢୁଥିବା ��େକାରୀ ସମସ୍ୟା କୁ ନେଇ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ସହ କରି ଥିବା ଚୁକ୍ତିନାମା କୁ ତୁରନ୍ତ ଲାଗୁ କରିବା ସହ ନୂତନ ନିଯୁକ୍ତି ଆଇନ ଦାବି ରେ ସମ୍ବଲପୁର RDC ଅଫିସ ଘେରାଉ ର କିଛି ଦୃଶ୍ୟ । @Nayakdebasis0
@sujeetsingh4bj
p
See More
Yfaodisha's tweet video.
Youth For Action Odisha
@Yfaodisha
almost 4 years ago
ଓଡ଼ିଶା ରେ ��ଢ଼ିଥିବା ବେରୋଜଗାର ଏବଂ ସ୍ଥାନୀୟ ନିର୍ଯୁକ୍ତି ଦାବି ରେ Youth For Action ତରଫରୁ ସମ୍ବଲପୁର Revenue Divisional Commissioner ଘେରାଉ କରାଯାଇ ମୂଖ୍ୟମନ୍ତ୍ରୀ ଙ୍କ ନିମନ୍ତେ ଏକ ଦାବି ପତ୍ର ଦିଆଗଲା। ଆଗକୁ ଯଦି ରାଜ୍ୟ ସରକାର ଏଥି ପ୍ରତି କୌଣସି ପଦକ୍ଷେପ ନନିଅନ୍ତି ସମଗ୍ର ଓଡ଼ିଶା ରେ ଏହା ର ପ୍ରତିବାଦ ତୀବ୍ରତର ହେବ।
See More
Youth For Action Odisha
@Yfaodisha
almost 4 years ago
#YouthForAction
ଗତକାଲି ଓଡ଼ିଶା Youth For Action ର ରାଜ୍ୟ ସଭାପତି Debasis Nayak ଙ୍କ ନେତୃତ୍ୱ ରେ ଏକ ଦଳ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକ ର କାଠକୋଟ ଏବଂ ବାଣସରା ପଞ୍ଚାୟତ ରେ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଶୁଖିଲା ଖାଦ୍ୟ ଏବଂ ଔଷଧ ବଣ୍ଟନ କରିବା ସହ ବିଭିନ୍ନ ସମସ୍ୟା ବୁଝି ସମ��ଧାନ ପାଇଁ ପ୍ରୟାସ କରିଥିଲେ ।
See More
Youth For Action Odisha
@Yfaodisha
almost 4 years ago
#YfaPlantationDrive
#YouthForAction
ଗତକାଲି Youth For Action ଜଟଣୀ ନଗର ସଭାପତି ଚିତ୍ତରଞ୍ଜନ ସୁନ୍ଦରାୟ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥା��� ରେ ବୃକ୍ଷ ରୋପଣ କରାଯାଇଅଛି। @Nayakdebasis0
Youth For Action Odisha
@Yfaodisha
almost 4 years ago
#HappyIndependenceDay
ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି "ଅମୃତ ମହୋତ୍ସବ" ଅବସରରେ ସମସ୍ତ ଦେଶବାସୀଙ୍କୁ Youth For Action ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ହିନ୍ଦ 🇮🇳
Youth For Action Odisha
@Yfaodisha
almost 4 years ago
#YfaPlantationDrive
#YouthForAction
ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଠାରେ ବୃକ୍ଷ ରୋପଣ କରାଯାଇଅଛି ! କାର୍ଯ୍ୟକ୍ରମ ରେ
@Youth
For Action ର ରାଜ୍ୟ ଉପ ସଭାପତି
@Suraj
Kumar Behera ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । @Nayakdebasis0
@sujeetsingh4bjp
Youth For Action Odisha
@Yfaodisha
about 4 years ago
#YouthForAction
in Action
#YfaFeedTheNeedy
#Day24
ଆଜି Youth For Action ର ରାଜ୍ୟ ସଂଯୋଜକ Debasis Nayak ଙ୍କ ଉପସ୍ଥିତି ରେ ଭୁବନେଶ୍ୱର ର ରେଳ ଷ୍ଟେସନ ଠାରେ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଗଲା।
Youth For Action Odisha
@Yfaodisha
about 4 years ago
#YouthForAction
in Action
#YfaFeedTheNeedy
#Day23
ଆଜି Youth For Action ର ରାଜ୍ୟ ସଂଯୋଜକ @Nayakdebasis0 ଙ୍କ ଉପସ୍ଥିତି ରେ ଭୁବନେଶ୍ୱର ର ରେଳ ଷ୍ଟେସନ ଠାରେ ���ଧ୍ୟାହ୍ନ ଭୋଜନ ବଣ୍ଟନ କରାଗଲା।
Last Seen Users on Sotwe
BBC MONSTERS
Seen from
United States
춘배
Seen from
Korea
PEACHMANGOPIE🍑
Seen from
Vietnam
wdqhc999
Seen from
Singapore
TravisLeeTucker
Seen from
United States
.
Seen from
Singapore
👸🏽
afcstuff
Seen from
United Kingdom
sultan
Seen from
Turkey
ด้านมืนเราสองคน
Trends for you
1
Good Tuesday
Under 10K tweets
2
ESPN
Under 10K tweets
3
Taco Tuesday
Under 10K tweets
4
Van Jones
Under 10K tweets
5
Happy Birthday Tina
Under 10K tweets
6
Kirby Smart
Under 10K tweets
7
Lee Evan Caplin
Under 10K tweets
8
Baseball Tonight
Under 10K tweets
9
LINGORM X SCOTCH THAILAND
Under 10K tweets
10
Jessica Chastain
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.3M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
71M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.8M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫