Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
bharat panda
@166panda
District vice president Biju yuva janta dal,bargarh
padampur,orissa
Joined June 2011
230
Following
63
Followers
1.2K
Posts
bharat panda
@166panda
5 days ago
166panda
retweeted
Barsha Singh Bariha
@Barsha_bariha
about 1 year ago
ବିଜୁ ଜନତା ଦଳର ସଭାପତି ଶ୍ରୀ
@Naveen_Odisha
ମୋ ଉପରେ ଆସ୍ଥା ପ୍ରକଟ କରି ମହିଳା ବ୍ୟାପାର କମିଟିର ସାଧାରଣ ସମ୍ପାଦିକା ଭାବରେ ମନୋନୀତ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।
#NaveenPatnaik
#BijuJanataDalOdisha
#bijumahilajantadal
166panda
retweeted
Barsha Singh Bariha
@Barsha_bariha
about 1 year ago
ଆଜି ଗୁରୁଦିବସ ଉପଲକ୍ଷେ ରାଜବୋରାସମ୍ବର ବ୍ଲକ ଅବସର ଶିକ୍ଷକ ସଙ୍ଘର ଗୁରୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ ଗୁରୁ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କଲି l
#HappyTeachersDay
bharat panda
@166panda
about 1 year ago
ଦୁର୍ନୀତି ବିରୋଧରେ ଖବର ପ୍ରକାଶ କରିଥିବାରୁ ଜଣେ ନିର୍ଭିକ ସାମ୍ମାଦିକ ନିବେଶ ପାଣିଗ୍ରାହୀ ଙ୍କୁ ପ୍ରଶାସନ ଓ ବିଜେପି ସରକାର ଜେଲ ହାଜତ କୁ ପଠେଇ ଦେଇଛି, ଯଦି ଶୀଘ୍ର ଛଡ଼ାନଯିବ ପଶ୍ଚିମ ଓଡିଶାରେ ବିରାଟ ଜନ ଆନ୍ଦୋଳନ ହେବ l
Who to follow
MANAS Meher
@MANASMe61708921
166panda
retweeted
Naveen Patnaik
@Naveen_Odisha
about 1 year ago
ଆଜି ଯାଜପୁର, ଜଗତସିଂହପୁର ଓ ମାଲକାନଗିରିରେ ଗଣଦୁଷ୍କର୍ମ ଏବଂ ପୁରୀରେ ଯୌନ ନିର୍ଯାତନା ପରି ଖବର ଆମ ସମସ୍ତଙ୍କୁ ଗଭୀର ଭାବେ ଦୁଃଖିତ ଏବଂ ଆତଙ୍କିତ କରିଛି। ଓଡ଼ିଶାରେ ମା'ମାନଙ୍କ ବିରୋଧରେ ଅପରାଧ ଏବେ ଭୟଙ୍କର ଭାବେ ବଢ଼ି ଚାଲିଛି। ଦିନ ହେଉ କି ରାତି, ସହରଠୁ ଆରମ୍ଭ କରି ଗାଁ, ରାସ୍ତାଘାଟ ଏବେ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ସ୍କୁଲ କି କଲେଜ ଯାଉଥିବା ଏପରି କି ଟ୍ୟୁସନରୁ ଫେରୁଥିବା ଝିଅମାନେ ନିଜକୁ ସୁରକ୍ଷିତ ଭାବୁନାହାନ୍ତି। ଗାଁ ଗହଳିର ସାଧାରଣ ଜାଗାରେ ବି ସେମାନଙ୍କ ପାଇଁ ପ୍ରତିଦିନ ବିପଦ ଠିଆ ହୋଇଛି। ଏପରି ବୃଦ୍ଧିପାଉଥିବା ଯୌନ ନିର୍ଯାତନା ପରି ଘଟଣା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ପୋଲିସ ବ୍ୟବସ୍ଥାର ପ୍ରତି କ୍ଷେତ୍ରରେ ଯେବେ ରାଜନୈତିକ ଚାପ ବା ହସ୍ତକ୍ଷେପ ରୁହେ ସେବେ ଦାୟିତ୍ୱବୋଧ ହ୍ରାସ ପାଏ ଏବଂ ଏଥିପାଇଁ ପ୍ରଥମ ମୂଲ୍ୟ ମା', ଭଉଣୀଙ୍କୁ ଦେବାକୁ ପଡ଼େ। ଏହାକୁ ଆହୁରି ଚିନ୍ତାଜନକ କରିଛି, ଆମେରିକା ସରକାର ଗତ ମାସରେ ଜାରି କରିଥିବା ଭ୍ରମଣ ନିର୍ଦ୍ଦେଶନାମା। ଏଥିରେ ଓଡ଼ିଶାକୁ ସେହି ୬ ରାଜ୍ୟମାନଙ୍କ ଭିତରେ ରଖାଯାଇଥିଲା; ଯେଉଁଠାରେ ରହୁଥିବା ଆମେରିକୀୟ ନାଗରିକ ରାଜଧାନୀ ବ୍ୟତୀତ ଅନ୍ୟ ସ୍ଥାନକୁ ଯିବା ପାଇଁ ହେଲେ ସ୍ୱତନ୍ତ୍ର ଅନୁମତି ଜରୁରୀ। ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଏବେ ହ୍ରାସ ପାଇଥିବା ବେଳେ ଆତଙ୍କବାଦ ପ୍ରାୟ ନାହିଁ, ହେଲେ ମହିଳାଙ୍କ ବିରୋଧରେ ବଢୁଥିବା ଏପରି ଅପରାଧ ଚିନ୍ତାକୁ ଆହୁରି ବଢ଼ାଇ ଦେଉଛି। ଜୁଲାଇ ୧୭ ତାରିଖରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କୁ ସନ୍ଧ୍ୟା ୫ଟା୩୦ ପରେ କ୍ୟାମ୍ପସରେ ନ ରହିବାକୁ ବାରଣ କରି ଜାରି କରାଯାଇଥିବା ନିର୍ଦ୍ଦେଶନାମା ପରିସ୍ଥିତିର ଗମ୍ଭୀରତାକୁ ଇଙ୍ଗିତ କରୁଛି। ଲୋକଙ୍କ ବିରୋଧ ପରେ ଏହି ନିର୍ଦ୍ଦେଶନାମାକୁ ଫେରାଇ ନିଆଯାଇଥିଲେ ବି, ଏହା ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାର ମାନସିକତାକୁ ଦର୍ଶାଉଛି। ଏହା ପ୍ରକୃତ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ମହିଳାଙ୍କୁ ଅଧିକ ଦଣ୍ଡିତ କରିବା ପରି ମନେ ହେଉଛି। ପୋଲିସର ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ରହିଲେ ଏପରି ସମସ୍ୟାକୁ ରୋକାଯାଇ ପାରିବ ନାହିଁ। ରାଜନୈତିକ ନେତୃତ୍ୱ ଏହା ବୁଝିବା ଦରକାର ଯେ, ପୋଲିସ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ରହିଲେ, ସାରା ରାଜ୍ୟରେ ହିଂସାକୁ, ବିଶେଷ କରି ମହିଳାଙ୍କ ବିରୋଧରେ ହେଉଥିବା ହିଂସାକୁ ଅତି ସାଧାରଣ କରିଦେବ। ରାଜ୍ୟର ବିଜେପି ସରକାର ତୁରନ୍ତ ପଦକ୍ଷେପ ନେଇ ମା'ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ବ୍ୟବସ୍ଥା ଉପରେ ଥିବା ସେମାନଙ୍କ ବିଶ୍ୱାସ ଫେରାଇ ଆଣିବା ଆବଶ୍ୟକ। ଆମ ମା' ଓ ଭଉଣୀଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଟି ସ୍ତରରେ ସ୍ୱର ଉଠାଇବ। #Odisha
See More
Naveen_Odisha's tweet video.
166panda
retweeted
Barsha Singh Bariha
@Barsha_bariha
over 1 year ago
#Ghibli
166panda
retweeted
Barsha Singh Bariha
@Barsha_bariha
over 1 year ago
ପବିତ୍ର ରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଆପଣମାନଙ୍କୁ ସଦା ସର୍ବଦା ତାଙ୍କର କରୁଣା ପ୍ରଦାନ କରନ୍ତୁ।
#RamNavami
#RamNavami2025
166panda
retweeted
Barsha Singh Bariha
@Barsha_bariha
over 1 year ago
ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମରେ ଗ୍ରାମବାସୀ ମାନଙ୍କ ଭକ୍ତିପୂର୍ଣ ସହଯୋଗ ରେ ପବିତ୍ର ନାମଯଜ୍ଞ ର ଆୟୋଜନ ଗ୍ରାମର ପରିବେଶ କୁ ପବିତ୍ର ଓ ମାନମୋହକ କରିଦେଇଛି । ଆଜି ପବିତ୍ର ମଣ୍ଡଳୀରେ ଗ୍ରାମର ମାଁ ଭଉଣୀ ଙ୍କର ସହିତ ମହାପ୍ରଭୁଙ୍କ ଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କଲି ।
#namjagya
See More
166panda
retweeted
Barsha Singh Bariha
@Barsha_bariha
almost 2 years ago
ବାପା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ରକ୍ତ ଦାନ ଶିବିର ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଓ ଶୁଭେଚ୍ଛା ଜଣେଇଥିବା ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏
@bjd_odisha
@Naveen_Odisha
Barsha_bariha's tweet video.
166panda
retweeted
Barsha Singh Bariha
@Barsha_bariha
almost 2 years ago
ମୋର ପୂଜ୍ଯ ପିତା ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜୟନ୍ତୀ ଅବସରରେ ରାଜଘାଟକୁ ଯାଇ ତାଙ୍କର ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପରେ ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ୧୦୮ ଦୀପ ପ୍ରଜ୍ଜ୍ଵଳନ କଲି। ପରେ ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ଆୟୋଜିତ ରକ୍ତଦାନ ଶିବିର ରେ ଯୋଗଦେଲି।
166panda
retweeted
Barsha Singh Bariha
@Barsha_bariha
almost 2 years ago
ଆଜି ବାପା ଙ୍କ ଜୟନ୍ତୀ ଅବସରରେ ପାଇକମାଲର ମାତୃନିକେତନକୁ ଯାଇ ଛୁଆମାନଙ୍କ ସହିତ କିଛି ସମୟ ଅତିବାହିତ କରି ବାପା ଙ୍କର ଜନ୍ମଦିନର କେକ୍ କାଟିଲି । ବାସ୍ତବରେ ଆଜି ବି ବିଶ୍ୱାସ ହେଉନି ଯେ ବାପା ନାହାନ୍ତି ବୋଲି।ପଦ୍ମପୁର ଅଂଚଳରେ ପ୍ରତ୍ୟେକ ଗ୍ରାମରେ ,ତାଙ୍କର ସହପାଠୀ ବନ୍ଧୁ,ଆଉ ଛୁଆ ମାନଙ୍କ ଭିତରେ ବାପାଙ୍କ ଉପସ୍ଥିତିର ଅନୁଭୂତ ହେଉଛି ।
See More
166panda
retweeted
Barsha Singh Bariha
@Barsha_bariha
almost 2 years ago
ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଲଖମରା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କ ଅନେକ ପ୍ରକଳ୍ପ ଦେଖି ଖୁସି ଲାଗିଲା । ମହାପ୍ରଭୁ ଙ୍କ ନିକଟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରୁଛି।
@bjd_odisha
@Naveen_Odisha
See More
166panda
retweeted
Barsha Singh Bariha
@Barsha_bariha
almost 2 years ago
ମିଶନ ଶକ୍ତି ର CRP ଓ MBK ମା ମାନେ ନିଜର ହକ୍ ପାଇଁ ଧାରଣା ଦେଇ ଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ଦାବି କୁ ଗୁରୁତ୍ଵ ଦେଉ ନାହାନ୍ତି ।ଆମ ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଦଳୀୟ ନେତୃବୃନ୍ଦ ଙ୍କ ସହ ଯାଇ ଧାରଣା ରେ ସାମିଲ ହେଲୁଁ।
@bjd_odisha
@Naveen_Odisha
166panda
retweeted
Barsha Singh Bariha
@Barsha_bariha
almost 2 years ago
ପଦ୍ମପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି।
#NaveenPatnaik
@bjd_odisha
@Naveen_Odisha
166panda
retweeted
Barsha Singh Bariha
@Barsha_bariha
almost 2 years ago
ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରପାଲି ରେ ଆୟୋଜିତ ମହାଲକ୍ଷ୍ମୀ ପୂଜା ରେ ଯୋଗ ଦେଇ ମାଁ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଲାଭକଲି।
166panda
retweeted
Barsha Singh Bariha
@Barsha_bariha
almost 2 years ago
ବାପା ... 🙏
166panda
retweeted
Barsha Singh Bariha
@Barsha_bariha
about 2 years ago
ପୋଲିସ ଦ୍ୱାରା ଏକ ପାଖିଆ ପଦକ୍ଷେପ ଗ୍ରହଣ କରାଯାଇଥିବା ଅଭିଯୋଗ ରେ ଆମ ପାଇକମାଲ ବିଜୁ ଜନତା ଦଳ ତରଫରୁ ଆୟୋଜିତ ପାଇକମାଲ ଥାନା ଘେରାଉ ରେ ଯୋଗଦେଇ ପୋଲିସ ଅଧିକାରୀ ମାନଙ୍କ ସହିତ ସମ୍ପୁକ୍ତ ବିଷୟ ରେ ଆଲୋଚନା କରିବା ସହିତ ଥାନାଧିକାରୀ ଆସନ୍ତା 3 ଦିନ ଭିତରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସମୟ ଦେଇଛନ୍ତି ।
@Naveen_Odisha
See More
166panda
retweeted
Barsha Singh Bariha
@Barsha_bariha
about 2 years ago
ଭାରତୀୟ ହକି ଦଳ ଆଜି ଯେଉଁ ସ୍ତରରେ ପହଞ୍ଚିଛି, ସେଥିପାଇଁ ଗୋଟିଏ ନାମ ଯଥେଷ୍ଠ
#ନବୀନ_ପଟ୍ଟନାୟକ
#HockeyIndia
@Naveen_Odisha
@bjd_odisha
Barsha_bariha's tweet video.
166panda
retweeted
Barsha Singh Bariha
@Barsha_bariha
about 2 years ago
ଭାଇଭଉଣୀଙ୍କ ସ୍ନେହର ଏ ସମ୍ପର୍କ ସବୁବେଳେ ଅତୁଟ ରହୁ। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତ ଭାଇ ଓ ଦାଦା ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
#RakhiPurnima
166panda
retweeted
Barsha Singh Bariha
@Barsha_bariha
about 2 years ago
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମତିଥି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। 🙏🙏🙏
Last Seen Users on Sotwe
...
Seen from
Oman
まんじくん
Seen from
United States
Koi
Seen from
Mexico
Wisalo
Seen from
Pakistan
،
Seen from
Saudi Arabia
OnlyFans clips
Seen from
Lebanon
TÜRBANLI PAYLAŞIM MERKEZİ
Seen from
Turkey
Big Shirley🫶🏼 (Shir Shir)
Seen from
United States
miler
Seen from
Russia
PHANTOM
Trends for you
1
Penn State
Under 10K tweets
2
Browns
Under 10K tweets
3
WNBA
Under 10K tweets
4
Good Saturday
Under 10K tweets
5
Jane Doe
Under 10K tweets
6
Virginia Tech
Under 10K tweets
7
Halloween
Under 10K tweets
8
Paige
Under 10K tweets
9
James Franklin
Under 10K tweets
10
#SmackDown
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫