Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
All India Radio Odia
@AIR_Odia
ଆକାଶବାଣୀ ଖବର ଏବେ ଓଡ଼ିଆରେ। (ଅଣଆନୁଷ୍ଠାନିକ | Unofficial )
ଭାରତ
Joined February 2015
50
Following
1.2K
Followers
1.6K
Posts
AIR_Odia
retweeted
ନିଧି ଅଜା
@nidhi_budha
almost 10 years ago
ଜୋତ୍ସ୍ନା ରଙ୍ଗ ଶାଢ଼ି ଆହା.. ହାତ୍ସ୍ନା ହେନା ଦେହେ, ତୃଷ୍ଣାତୁର ମନେ ମୋର ବାତ୍ସ୍ନା ଭରିଦିଏ ।
#ChandraMalli
#KhokaBhai
All India Radio Odia
@AIR_Odia
almost 10 years ago
୨୦୧୬ ବର୍ଷର ଭେଷଜବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ଜାପାନର ୟୋଶିନୋରୀ ଓସୁମି ମନୋନୀତ।
AIR_Odia
retweeted
Odia Culture
@OdiaCulture
almost 10 years ago
ଲତା ଦି' ଙ୍କ ଜନ୍ମଦିନରେ ଶୁଭକାମନା। ଈଶ୍ବର ତାଙ୍କୁ ଦୀର୍ଘ ଏବଂ ନିରାମୟ ଜୀବନ ପ୍ରଦାନ କରନ୍ତୁ । ତାଙ୍କ ଗାଇଥିବା ପ୍ରଥମ ଓଡିଆ ଗୀତ https://t.co/oCUoQI6G2f
AIR_Odia
retweeted
Odia Culture
@OdiaCulture
almost 10 years ago
ଓଡିଆ ସାହିତ୍ୟରେ ଏକ ନୂତନ ଯୁଗର ପ୍ରବର୍ତ୍ତକ କବିବର ରାଧାନାଥ ରାୟଙ୍କ ୧୬୮ତମ ଜନ୍ମ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
Who to follow
eOdisha.Org
@eodishaorg
To Bring #Odia to 1 place to reload the hidden beauties of #Odisha , #PakhalaDibasa Initiated by @eOdishaOrg, https://t.co/GuD6IuTmVm
Baijayant Panda Odia
@Panda_Odia
ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ବିଜେପି । ସାଂସଦ, କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ @PandaJay ଙ୍କ ଟିମ ଦ୍ୱାରା ପରିଚାଳିତ । ବନ୍ଦେ ଉତ୍କଳ ଜନନୀ 🙏🙏
Swabhimani Odia ସ୍ଵାଭିମାନୀ ଓଡ଼ିଆ
@Swabhimani_Odia
Bringing you the best of infotainment, trends and news from Odisha to India!
AIR_Odia
retweeted
Odia Culture
@OdiaCulture
almost 10 years ago
ହୃଦୟର ଏହି ଶୂନ୍ୟତାକୁ, ନୂପୂର କାହିଁକି ମୁଁ ଭଳି ଅମର କୃତିର ସ୍ରଷ୍ଟା ଗୀତିକାର ନିଜାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି https://t.co/M4OsEfKXZf
All India Radio Odia
@AIR_Odia
almost 10 years ago
ତୃତୀୟ ସ୍ମାର୍ଟ ସିଟି ତାଲିକାରେ ଓଡିଶାର ରାଉରକେଲା ସ୍ଥାନିତ।
All India Radio Odia
@AIR_Odia
almost 10 years ago
ପ୍ରସାର ଭାରତୀ ଅଭିଲେଖର ନୂତନ ସଂସ୍କରଣରେ ଏବେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଉପଲବ୍ଧ।
#Bhagabata
https://t.co/0jCqnGrYrQ
All India Radio Odia
@AIR_Odia
almost 10 years ago
ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ବାରାକ୍-୮ର ହେଲା ସଫଳ ପରୀକ୍ଷଣ।
All India Radio Odia
@AIR_Odia
almost 10 years ago
ଉରୀରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ
@sudarsansand
ଙ୍କ ବାଲୁକା କଳା।
All India Radio Odia
@AIR_Odia
almost 10 years ago
ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ୧୧୦୦ ଆଡିବନ୍ଧ (ଚେକ୍ ଡାମ୍) ଲୋକାର୍ପିତ କରିଛନ୍ତି ନବୀନ ପଟ୍ଟନାୟକ। https://t.co/yuZR0Ut8rx
CMO Odisha
@CMO_Odisha
almost 10 years ago
Watch on
#Periscope
: Agriculture Minister hands over Global Agriculture Leadership Award 2016 to CM
@Naveen_Odisha
https://t.co/tzBdIWSGJU
All India Radio Odia
@AIR_Odia
almost 10 years ago
ଶିଳ୍ପ ଜ୍ଞାନର ଦେବତା ବିଶ୍ବକର୍ମା ପୂଜା ଅବସରରେ ଭୁବନେଶ୍ବର ବିମାନ ବନ୍ଦରରେ
@sudarsansand
ଙ୍କ ବାଲୁକା କଳା।
All India Radio Odia
@AIR_Odia
almost 10 years ago
ଆଜି ଭାଗବତ ଜନ୍ମ ଅବସରରେ ଟୁଇଟରରେ
#Bhagabata
ଟ୍ରେଣ୍ଡ କରେଇଲେ ଓଡ଼ିଆ ଟୁଇଟାଳି ଗଣ।
All India Radio Odia
@AIR_Odia
almost 10 years ago
ପାରା ଅଲିମ୍ପିକ୍ସରେ ଜେଭେଲିନ ଥ୍ରୋ ପ୍ରତିଯୋଗିତାରେ ଭାରତର ଦେବେନ୍ଦ୍ର ଝାଝରିଆଙ୍କୁ ସ୍ବର୍ଣ୍ଣ ପଦକ।
All India Radio Odia
@AIR_Odia
almost 10 years ago
ଓଡିଶାରେ ସୋରୋ ଏବଂ ରାଉରକେଲାରେ ଗଣେଶ ବିସର୍ଜନ ବିବାଦ ଯୋଗୁଁ ୧୪୪ ଧାରା ଜାରି। କର୍ଣ୍ଣାଟକ-ତାମିଲନାଡୁ କାବେରୀ ଜଳ ଆବଣ୍ଟନ ବିବାଦରୁ ବେଙ୍ଗଳୁରୁରେ ୧୪୪ ଧାରା ଜାରି।
All India Radio Odia
@AIR_Odia
almost 10 years ago
ଶ୍ରୀମନ୍ଦିର ସଂସ୍କାର ପାଇଁ ଡ୍ରପ୍ ବକ୍ସ, ୱେବସାଇଟି, ଇମେଲ, ଫେସବୁକ ମାଧ୍ୟମରେ ଲୋକମତ ନେବା ପାଇଁ କମିସନ ଜଷ୍ଟିସ ବିମଳ ପ୍ରସାଦ ଦାସ ପରାମର୍ଶ ଦେଇଛନ୍ତି।
All India Radio Odia
@AIR_Odia
almost 10 years ago
ପାରା ଅଲିମ୍ପିକ୍ସରେ ସଟପୁଟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ଇତିହାସ ରଚିଲେ ଦୀପା ମଲ୍ଲିକ।
All India Radio Odia
@AIR_Odia
almost 10 years ago
ଓଡିଶା ପାଠାଗାର ଆନ୍ଦୋଳନର ପୁରୋଧା ଦଶ ପଇସାର ରଜା- ଦାଶିଆ ଅଜାଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।
#ଦାଶିଆ_ଅଜା
All India Radio Odia
@AIR_Odia
almost 10 years ago
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ ଉତ୍ସବ-୨୦୧୬ ଅବସରରେ ଭୁବନେଶ୍ୱରରେ ଓଡିଶୀ ନୃତ୍ୟ ନାଟିକା 'ତ୍ୟାଗ' ପରିବେଷିତ।
All India Radio Odia
@AIR_Odia
almost 10 years ago
ପାରା ଅଲିମ୍ପିକ୍ସର ପୁରୁଷ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଭାରତର ମେରିଆପ୍ପନ ତଙ୍ଗଭେଲୁଙ୍କୁ ସ୍ବର୍ଣ୍ଣ ଏବଂ ବରୁଣ ଭାଟିଙ୍କୁ କାଂସ୍ୟ।
AIR_Odia
retweeted
Odia Culture
@OdiaCulture
almost 10 years ago
ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୨ ତମ ଜନ୍ମବାର୍ଷିକୀରେ ଓଡିଶାର ଏହି ମହାନ୍ ବରପୁତ୍ରଙ୍କ ସ୍ମ୍ରୃତି ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
Last Seen Users on Sotwe
Streamers SMP
Seen from
Indonesia
Jigolo
Seen from
Turkey
百栗Baileys
Seen from
Netherlands
@35izmirli3510
Seen from
Turkey
ตั้มน้อยร้อยกิโล🐻
Seen from
Thailand
Kerja Kelompok
Seen from
Indonesia
pecinta janda stw
Seen from
Indonesia
นัดเย็ดสาวอวบ สาวใหญ่
Seen from
Thailand
Nam Thích Outdoor
Seen from
Vietnam
修勾勾日记
Seen from
United States
Trends for you
1
jungkook
Under 10K tweets
2
Steve Lacy
Under 10K tweets
3
#WWERaw
Under 10K tweets
4
Barrett
Under 10K tweets
5
#Gamdom
Under 10K tweets
6
Billy the Kid
Under 10K tweets
7
#JossGawinConcert
Under 10K tweets
8
Flint
Under 10K tweets
9
Hannity
Under 10K tweets
10
Cardi
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.3M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.2M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫