Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
A.K.
@A_92_k
Joined October 2023
3
Following
9
Followers
606
Posts
A.K.
@A_92_k
about 1 year ago
@ImBibhuduttaIND
କିଛି କହିନି । ତୁମକୁ କ'ଣ ଶବ୍ଦରେ ବୟାନ କରିହେବ ବିଭୁଭାଇ ? ପ୍ରଣାମ ନେବ ❤️🙏।
A.K.
@A_92_k
about 1 year ago
@ImBibhuduttaIND
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ମାଉସୀଙ୍କୁ 💐😢🙏। ଜଗନ୍ନାଥ ଚରଣରେ ସ୍ଥାନ ଦିଅନ୍ତୁ 🙏। ବଡ଼ ଅମାୟିକ ଆଉ ସ୍ନେହୀ ମଣିଷ ,ଯିଏ ମିଶିଛି ସେ ଜାଣିଛି । ପୁଣି ଦ୍ବିତୀୟଥର ପାଇଁ ଆଉ କେବେ ଦେଖି ହେବନି ତାଙ୍କୁ ,ଏଇ ହେଉଛି ଦୁଃଖ ବିଭୁଭାଇ 😢 । ବାକି ହଁ ତୁମ ତ୍ୟାଗ, ସେବା ଏବଂ ସମର୍ପଣକୁ ପ୍ରଣାମ କରୁଛି ❤️🙏।
A.K.
@A_92_k
over 1 year ago
@ImBibhuduttaIND
ଆଧୁନିକ ହୋଇଗଲେ ବୋଲି କହି ଚଳଣି ବଦଳେଇ ଦେବ ! ପରମ୍ପରା ବଦଳେଇ ଦେବ ! ଆବଶ୍ୟକ ନାହିଁ ଏମିତି ଆଧୁନିକତା । ଆଜି ବୁଝୁ ନାହାଁନ୍ତି ସେଇମାନେ କିନ୍ତୁ ଯେବେ ବୁଝିବେ ସେତେବେଳେ ସମୟ ନ ଥିବ ବିଭୁଭାଇ । ସାଦର ପ୍ରଣାମ ନେବ 💙🙏।
A.K.
@A_92_k
over 1 year ago
@ImBibhuduttaIND
ସେଇଟା ବି ତୁମ ବଡ଼ପଣ ।
A.K.
@A_92_k
over 1 year ago
@ImBibhuduttaIND
ନିଶ୍ଚିତ
A.K.
@A_92_k
over 1 year ago
@ImBibhuduttaIND
ହଁ ବିଭୁଭାଇ।
A.K.
@A_92_k
over 1 year ago
@ImBibhuduttaIND
@ashishsarangi
ବାଧୁ ଯାହାକୁ ବାଧୁଛି।ତୁମେ କହି ଚାଲ।
A.K.
@A_92_k
over 1 year ago
@ImBibhuduttaIND
💙💙💙🙏
A.K.
@A_92_k
over 1 year ago
@ImBibhuduttaIND
ଚପଲ ଖୋଲିଥାନ୍ତ । ମୋବାଇଲ କ୍ୟାମେରା ଅନ କରିଥାନ୍ତ ଆଉ ଭଡାସ ଭଡାସ ବାଡେଇ ଥାଆନ୍ତ ଶଳାକୁ । ବୁଝିଲ ବିଭୁଭାଇ । ହାରାମି ଡାକ୍ତର ଗୋଟେ ଡୋଜ ତୁମଠୁଁ ଚାହୁଁଥିଲା ।
A.K.
@A_92_k
over 1 year ago
@ImBibhuduttaIND
ତୁମେ ହେଉଛ କୁଳଚନ୍ଦ୍ରମା ! କୁଳର ତିଳକ ବିଭୁଭାଇ ! ତୁମକୁ ନେଇ କ'ଣ କହିବି ? ମାଉସୀ ସିନା ଲଢେଇ କରିଛନ୍ତି ହେଲେ ତୁମେ ହେଉଛ ସେଇ ଲଢେଇର ସେନାପତି । କେତେ ତ୍ୟାଗ ! କେତେ ଉତ୍ସର୍ଗୀକୃତ ମନୋଭାବ ! ନିଜେ ନ ଦେଖିଲେ ନ ମିଶିଲେ ତୁମକୁ କେହି ଜାଣି ପାରିବେନି।ସମସ୍ତ ପରିବାରକୁ ତୁମ ଭଳି ପୁଅଟେ ମିଳନ୍ତା ହେଲେ !
A.K.
@A_92_k
over 1 year ago
@ImBibhuduttaIND
ସେଇଆ ପା ! ଏଠି ଅନ୍ୟକୁ ଉପଦେଶ ଦେବାକୁ ଉପଦେଷ୍ଟା ଅନେକ କିନ୍ତୁ ସେମାନେ ନିଜକୁ ଦେଖନ୍ତିନି ବିଭୁଭାଇ। ସେମାନେ ଅନ୍ୟକୁ ପାଗଳ,ମିଛୁଆ ଆଦି ଲାଞ୍ଛନ ଲଗାନ୍ତି ହେଲେ ନିଜେ କ'ଣ ସେଇଆ ପାଶୋରି ଦିଅନ୍ତି । ଏମାନଙ୍କୁ ସମୟ ଜବାବ ଦେବ ।
A.K.
@A_92_k
over 1 year ago
@ImBibhuduttaIND
ଜୟବାବା 💙🙏
A.K.
@A_92_k
over 1 year ago
@ImBibhuduttaIND
@ashishsarangi
ଯିଏ ପାଗଳ ସେମାନଙ୍କୁ ସାରା ଦୁନିଆ ପାଗଳ ଭଳି ହିଁ ଲାଗିବ ବିଭୁଭାଇ। ସେମାନେ ପାଗଳ ବୋଲି ତୁମଜୁ ପାଗଳ କୁହନ୍ତି । ମୁଁ ଜାଣିଛି ତୁମେ କ'ଣ ! ତେଣୁ ତାଙ୍କ କହିବାକୁ କିଏ ଖାତିର କରୁଛି କୁହ ?
A.K.
@A_92_k
over 1 year ago
@ImBibhuduttaIND
କାହିଁ କେଉଁଠି ଭଲପାଇବା ଦେଉଛି ବିଭୁଭାଇ ? ଗୁଡାଏ ଦିନ ହେଲାଣି ଦେଖା ହୋଇନି । ବାସ ଥରୁଟିଏ ଦେଖିଥିଲି ଆଉ ପ୍ରଥମ ଦେଖାରେ ମନ କିଣି ନେଇଥିଲ । ଏତେ ଦେବୋପମ ମଣିଷ ତୁମେ। ତୁମ ପାଇଁ ଶବ୍ଦ କମ ପଡ଼ିଯାଏ ଲେଖିବାକୁ ବିଭୁଭାଇ । ସାଦର ପ୍ରଣାମ ନେବ 💙🙏।
A.K.
@A_92_k
over 1 year ago
@JaikyYadav16
साली को फाड़ दो । जो अपनी माँ की नहीं उसकी दुनिया में जिंदा रहने की आवश्यकता नहीं है ।
A.K.
@A_92_k
over 1 year ago
@ImBibhuduttaIND
ତୁମ ଭଳି କେହି ହୋଇପାରିବେନି ବିଭୁଭାଇ 💙🙏।
A.K.
@A_92_k
over 1 year ago
@ImBibhuduttaIND
ବାଃ 👌💙🙏
Last Seen Users on Sotwe
shutupjack09
فحل عراقي
Seen from
Egypt
Don Lust
Seen from
Brazil
Emma
Seen from
Oman
Romantizm Seven Genç
Seen from
Turkey
مو
Seen from
Germany
Shri Dwarkadhish Mandir
Seen from
United States
Rexinator
Seen from
Brazil
Mehwish
Seen from
Germany
Dâm vãi l
Seen from
Austria
Trends for you
1
Yankees
Under 10K tweets
2
Angel Reese
Under 10K tweets
3
Stanton
Under 10K tweets
4
Dodgers
Under 10K tweets
5
Sabrina
Under 10K tweets
6
#Survivor51
Under 10K tweets
7
Stewie
Under 10K tweets
8
Jeffrey Maier
Under 10K tweets
9
#FUNtoken
Under 10K tweets
10
Robbie Ray
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫