Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Aditya Prasad Swain
@AdityaP37278317
ଭାତ,ଡାଲି ମାଛ ଭଜା
Orissa, India
Joined August 2019
43
Following
227
Followers
402
Posts
Aditya Prasad Swain
@AdityaP37278317
17 days ago
ମୋହନ ମାଝି/ଧର୍ମେନ୍ଦ୍ର ପ୍ରଧାନ/ଚୁଙ୍ଗା ପଣ୍ଡା/ଅପରାଜିତା ଙ୍କୁ ମିଶାଇ ଓଡ଼ିଶା ବିଜେପି ର ୪ ଗୋଷ୍ଠୀ ତାହା ସହ ବୁଢା ନନା,ସାମଲ ବି ମୁଣ୍ଡ ପୁରାଉଛନ୍ତି ! ଶାସନ କଳ ଚାଲିବ କେମିତି ? କେଉଁ ଅଫିସର କାହା କଥା ମାନି କାମ କରିବେ !ଏମିତି ସବୁ ଦିନ ଚାଲିବ ଆଉ ସବୁ ଓଡ଼ିଆ ୩ ମାଙ୍କଡ ପରି ବସି ରହିବେ!
@MohanMOdisha
@CMO_Odisha
Aditya Prasad Swain
@AdityaP37278317
about 1 month ago
ସେଇମାନେ କୁଆଡେ ଗଲେ ଯୋଉମାନେ ବାଂଲାଦେଶ ହିନ୍ଦୁ ଦିପୁ ଦାସ ପାଇଁ କାନ୍ଦୁଥୁଲେ 30 ଜଣ NEET ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଲେଣି ଏମାନେ କଣ ହିନ୍ଦୁ ନଥିଲେ?
#NEET
Aditya Prasad Swain
@AdityaP37278317
about 1 month ago
#ଗଣତନ୍ତ୍ର_ଆଜି_ବିପଦରେ_ସାମ୍ବାଦିକକୁ_ଗିରଫ
ସରକାରର ଭୁଲ କୁ ଯିଏ ଭୁଲ କହିବ ସିଏ ଗିରଫ ହେବ l ଗଣତନ୍ତ୍ର କୁ କୋଉ ଭଳି ତଣ୍ଟିଚିପି ମାରୁଛି ଏ ସରକାର, ସାମ୍ବାଦିକ ସବ୍ୟସାଚୀ ଅମିତାଭ କୁ ଗିରଫ କରିଛି କେନ୍ଦୁଝର ପୋଲିସ , ଆମର ଗୋଟେ ପ୍ରଶ୍ନ ଏଟା କଣ ବ୍ରିଟିଶ ଶାସନ କି ?
@MohanMOdisha
@SpeaksSabya
Aditya Prasad Swain
@AdityaP37278317
about 1 month ago
ବାଲିଅନ୍ତା, ବାଲିପାଟଣା, କଣାସ ଖବର ଛାଡ଼ନ୍ତୁ ! ଏଡ଼େ ବଡ଼ ପ୍ରଶ୍ନପତ୍ର ଲିକ ଘଟଣା ବି ଲୁଚିଗଲା । ୟାକୁ କୁହାଯାଏ ଷ୍ଟ୍ରାଟେଜି । କେବଳ ବଞ୍ଚି ରହିବାକୁ "ବିକାଶ" ବୋଲି ଲୋକଙ୍କୁ ଭାବିବାକୁ ଏମିତି ବାଧ୍ୟ କରିଦିଅ ଯେ, ବାକି କିଛି ବି ସମସ୍ୟା ଦେଖିବାକୁ ଆଖି ଯିବନି ।
Who to follow
Barenya kumar padhi
@barenyapadhi70
Rakesh Kumar Swain
@RakeshKumarSwa7
Will always stand with the TRUTH. Believe in Humanity. ❤️
Aditya Prasad Swain
@AdityaP37278317
about 2 months ago
मैं सोशल मीडिया पर
#motherday2026नहीं
मनाता क्योकि पहली बात मेरी माँ सोशल मीडिया पर है नहीं और दूसरी बात माँ के लिए कोई एक दिन तय किया नहीं जा सकता||
Aditya Prasad Swain
@AdityaP37278317
about 2 months ago
ଯୋଉମାନେ ଦିନରାତି ନାରୀ ବନ୍ଦନା ର ଢୋଲ ପିଟୁଥୁଲେ ବେଙ୍ଗଲ ରେ ଜଣେ ପୁରୁଷ ଙ୍କୁ ମୁଖ୍ୟମନ୍ତ୍ରୀ କରିଦେଇ ମହିଳାଙ୍କୁ ଝାଲ ମୁଢି ଖୁଆଇ ଚୁପ କରାଇଦେଲେ
@BJP4Odisha
@MohanMOdisha
Aditya Prasad Swain
@AdityaP37278317
about 2 months ago
ଯାହା ବି କୁହନ୍ତୁ ଓଡ଼ିଶାରେ ନବୀନ ହାରିବା ପରେ, ଲୋକମାନେ ଏମିତି ଗାଳି ଦେଉନଥିଲେ କିମ୍ବା ଓଡ଼ିଶାରେ ଏମିତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନଥିଲା ।
@Naveen_Odisha
Aditya Prasad Swain
@AdityaP37278317
about 2 months ago
ED ର କାମ କେବଳ ଛାପା ମାରିବା ନୁହଁ, ତା'ମୁଖ୍ୟ କାମ ହେଲା BJP Join କରେଇବା। 😅
Aditya Prasad Swain
@AdityaP37278317
2 months ago
ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି ! କୁଆଡେ ମହିଳା ବିଲ ବିପକ୍ଷରେ ଭୋଟ ଦେଇଛନ୍ତି ବୋଲି ଶାସକ ଦଳ ବିରୋଧୀ ନେତା
@Naveen_Odisha
ଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି ! ନିଜେ ଉପମୁଖ୍ୟମନ୍ତ୍ରୀ
@PravatiPOdisha
!
Aditya Prasad Swain
@AdityaP37278317
2 months ago
ମୋହନ ସରକାର ତାର ଭିଜନ୍ ପରିବର୍ତ୍ତନ କରୁ। ନଚେତ୍ ନେଡି ଗୁଡ କହୁଣୀକୁ ବୋହିଯିବ।.. ବିରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ହେମାନନ୍ଦ ବିଶ୍ବାଳ, ଗିରିଧାରୀ ଗମାଙ୍ଗ ଙ୍କୁ ବି କେହି ମନେ ରଖିନାହାଁନ୍ତି। ଇତିହାସ ଭାରି ଜାଲିମ୍ ...
@MohanMOdisha
Aditya Prasad Swain
@AdityaP37278317
2 months ago
ବ୍ରହ୍ମପୁର ଏସ୍.ପି ଶ୍ରବଣା ବିବେକ ଏମ୍ ଏବେ ଗଜପତି ଏସ.ପି ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ଦୁଇ ଦୁଇଟି ଜାଗାର ଦାୟିତ୍ବ ତୁଲାଉଥିବା ବେଳେ ଏବେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଡ୍ୟୁଟି ତାଲିକାରେ ସେ ଅଛନ୍ତି। କି ଅବସ୍ଥା .. ରାଜ୍ୟ ସରକାରଙ୍କ ମୁଣ୍ଡ କିଛି କାମ କରୁନି ବୋଧେ.
@SaravanavivekM
@MohanMOdisha
Aditya Prasad Swain
@AdityaP37278317
3 months ago
@raghav_chadha
We all are with you 🫶
AdityaP37278317
retweeted
Raghav Chadha
@raghav_chadha
3 months ago
Silenced, not defeated My message to the ‘aam aadmi’ — खामोश करवाया गया हूँ, हारा नहीं हूँ 'आम आदमी’ को मेरे संदेश
raghav_chadha's tweet video.
Aditya Prasad Swain
@AdityaP37278317
3 months ago
ତପି ଖାଲି ଗରିବ ଛୁଆ ଙ୍କୁ ଉସୁକେଇ ରାସ୍ତାକୁ ଆଣି ମାରୁଛି ତପି ତୋ ପିଲା ଛୁଆ ଙ୍କୁ ବି କହ ଆସି ଗୋ ଚାଲାଣ ଗାଡି କୁ ଅଟକେଇବେ ନେତା ମନ୍ତ୍ରୀ ଙ୍କ ଛୁଆ ଙ୍କୁ କୁହ ଆସି ଗୋ ଚାଲାଣ ଗାଡି କୁ ଅଟକାଇବେ ରାତିରେ ଏସି ରୁମ ରେ ଆରାମ ରେ ସୋଉଛନ୍ତି ନେତା ମନ୍ତ୍ରୀ, ଗରିବ ହିନ୍ଦୁ ରାତି ଅଧରେ ଗାଡ଼ି ଚକା ତଳେ ଜୀବନ ଦେଉଛନ୍ତି
@TapiMishra
Aditya Prasad Swain
@AdityaP37278317
3 months ago
କେବେ କୌଣସି ନେତା ମନ୍ତ୍ରୀ ଙ୍କ ପୁଅ ଝିଅ ରାଜରାସ୍ତା ରେ ଧର୍ମରକ୍ଷା ଓ ଗୋସୁରକ୍ଷା କରିବାର କେହି ଦେଖିଛନ୍ତି କି ? ଧର୍ମରକ୍ଷା ଓ ଗୋସୁରକ୍ଷା କେବଳ କଣ ମଧ୍ୟବିତ୍ତ ପରିବାର ର ବେକାର ଯୁବକ ଯୁବତୀ ଙ୍କ କାମ ? 🤔
Aditya Prasad Swain
@AdityaP37278317
3 months ago
@MohanMOdisha
,
@PravatiPOdisha
ଦେଖୁଛ ତ ସୁଭଦ୍ରା କେମିତି ଶୋଇଚି...???
Aditya Prasad Swain
@AdityaP37278317
3 months ago
ସମ ହସ୍ପିଟାଲ ଅଗ୍ନିକାଣ୍ଡ ବେଳେ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯାଇଥିଲା ଏବେ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ କି ଗୃହମନ୍ତ୍ରୀଙ୍କୁ ଗିରଫ କରାନଯିବ ??
@MahalingMukesh
@MohanMOdisha
Aditya Prasad Swain
@AdityaP37278317
3 months ago
ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଲେ କି ? ଆଗେ ପ୍ରାଇଭେଟ ହସପିଟାଲରେ ନିଆଁ ଲାଗିଲେ ମନ୍ତ୍ରୀ ଇସ୍ତଫା ଦେଉଥିଲେ । ଏବେ ତ ସରକାରଙ୍କ ନିଜ ହସ୍ପିଟାଲରେ ଲାଗିଲା ।
@MahalingMukesh
Aditya Prasad Swain
@AdityaP37278317
4 months ago
ଅରବିନ୍ଦ ମହାପାତ୍ର,ସନା ମହାକୁଡ,ସୌଭିକ ବିଶ୍ଵାଳ,ସୁଭାଷିନୀ ଜେନା ଙ୍କ ପରେ ଆଉ କେଉଁ ବିଜେଡି ବିଧାୟକ ଭୋଟ ଦେବେ ଦିଲ୍ଲୀପ ରାୟଙ୍କୁ ? ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ନାମ ସାମ୍ନା କୁ ଆସୁଛି !
Aditya Prasad Swain
@AdityaP37278317
5 months ago
ଏ ସରକାର ଅମଳରେ ଖାଲି ମେଳା ହିଁ ମେଳା - ସୁଭଦ୍ରା ମେଳା - କୃଷି ମେଳା - ମାଘ ମେଳା - ଶୀତ, ବସନ୍ତ, ଶରଦ ମେଳା - ଶନି ମେଳା
Last Seen Users on Sotwe
希流
Seen from
Japan
سـلـوىٰ🍑
Seen from
Saudi Arabia
𝒜🪽
Seen from
Switzerland
اناباش
Seen from
Saudi Arabia
TRESA
Seen from
United Kingdom
FARIAKIO
Seen from
Pakistan
AnneyeEns
Seen from
Turkey
Ars🏆🏆
Seen from
Turkey
suertudo
Seen from
Mexico
stw susu gede
Seen from
Singapore
Trends for you
1
Venezuela
Under 10K tweets
2
Lamelo
Under 10K tweets
3
México
Under 10K tweets
4
South Korea
Under 10K tweets
5
La Guaira
Under 10K tweets
6
WNBA
Under 10K tweets
7
Caracas
Under 10K tweets
8
South Africa
Under 10K tweets
9
Terrion Arnold
Under 10K tweets
10
David Peterson
Under 10K tweets
Most Popular Users
1
Elon Musk
@elonmusk
240.5M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.5M followers
10
Taylor Swift
@taylorswift13
81.3M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.6M followers
14
YouTube
@youtube
68.7M followers
15
Bill Gates
@billgates
63.8M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.3M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.6M followers
Olivia
Online
✨
⭐
💫