Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଅଳିଆ ଗଦା
@Alia_Gada_
ସତ କଥା ସବୁବେଳେ ଅପ୍ରିୟ
Joined August 2022
2.2K
Following
1.1K
Followers
4.3K
Posts
Pinned Tweet
ଅଳିଆ ଗଦା
@Alia_Gada_
about 2 years ago
କ୍ଷମତା ଜଣଙ୍କ ହାତରେ କିନ୍ତୁ ପରିଚାଳନା ଆଉ ଜଣଙ୍କ ହାତରେ
ଅଳିଆ ଗଦା
@Alia_Gada_
over 1 year ago
୧୫୭ ଜଣଙ୍କ ମଧ୍ୟରେ ଏମାନେ ଆଉ ନାହାଁନ୍ତି ତ??
ଅଳିଆ ଗଦା
@Alia_Gada_
over 1 year ago
ନ୍ୟାୟ ସିଆଡେ ଚୁଲିକି ଯାଉ କିନ୍ତୁ ଟିକେଟ ମିଳିଯାଉ 🙃😀
ଅଳିଆ ଗଦା
@Alia_Gada_
over 1 year ago
ନବୀନଙ୍କ ଦୋମୁହାଁ ନୀତି
Who to follow
anil pattnaik
@anilpat73941051
deeptiranjan barik
@deeptiranjanb15
I am Deepti ranjan Barik
Utikana Sangram Parishada
@Utikanasangramp
ଏହି ଆକାଉଣ୍ଟ ଉତୀକଣ ସଂଗ୍ରାମ ପରିଷଦର କର୍ମୀମାନଙ୍କ ଦ୍ଵାରା ପରିଚାଳିତ ।ଆମ ସୁବିଧା ଏବଂ ଅସୁବିଧା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଚେଷ୍ଟା ଆରମ୍ଭ କରିଛୁ ।ଜୟ ବାବା ଚନ୍ଦ୍ରମଉଳି🙏 🙏
ଅଳିଆ ଗଦା
@Alia_Gada_
over 1 year ago
ମୃତ ନବ ଦାସଙ୍କ ଅପରେସନ କରିଥିଲା ନବୀନଙ୍କ ସରକାର
Alia_Gada_'s tweet video.
ଅଳିଆ ଗଦା
@Alia_Gada_
over 1 year ago
କଳା କୁ ଧଳା ଆଉ ଧଳା କୁ କଳା କରିବାରେ ଏକ ନମ୍ବର ହାସଲ କରିଛନ୍ତି ବିଜେଡିର ଗୁମାସ୍ତା ବାବୁ
ଅଳିଆ ଗଦା
@Alia_Gada_
over 1 year ago
କଳା କୁ ଧଳା ଆଉ ଧଳା କୁ କଳା କରିବାରେ ଏକ ନମ୍ବର ହାସଲ କରିଛନ୍ତି ବିଜେଡି ଗୁମାସ୍ତା
ଅଳିଆ ଗଦା
@Alia_Gada_
over 1 year ago
@bjd_odisha
ରୋଗୀ ସିଆଡେ ଆମ୍ବୁଲାନ୍ସ ନ ପାଇ ଖଟିଆରେ ବୁହା ହେଇ ହସ୍ପିଟାଲ ଯାଉଥିଲା, ମୃତ ବ୍ୟକ୍ତି ମହାପ୍ରୟାଣ ଗାଡ଼ି ବଦଳରେ କାନ୍ଧରେ ବୁହା ହେଉଥିଲା ସେଥିରେ ପୁଣି ଏମାନଙ୍କ ଶୁଖିଲା ଫୁଟାଣି🙆 ସତରେ ଭାରି ଚମତ୍କାର 👌👌😀😂
ଅଳିଆ ଗଦା
@Alia_Gada_
over 1 year ago
@bjd_odisha
ବିନା ଖର୍ଚ୍ଚରେ ଟଙ୍କା ଗଣୁଥିଲେ ରୋଗୀ....
ଅଳିଆ ଗଦା
@Alia_Gada_
over 1 year ago
ନବୀନ ବାବୁଙ୍କ ଭଡ଼ାଟିଆ ଅଭିନେତାଙ୍କ ଅଭିନୟ ସତରେ ଉଚ୍ଚକୋଟୀର... ହବନି ବା କେମିତି ଖୋଦ୍ ମୁଖିଆ ନିଜେ ବା ୨୪ ବର୍ଷ କାଳ ଅଭିନୟ କରିକରି ତାଙ୍କ ଦିନ ସରିଛି....
Alia_Gada_'s tweet video.
ଅଳିଆ ଗଦା
@Alia_Gada_
over 1 year ago
ନିଜ ଶାସନ ବେଳେ ଓଡ଼ିଶାର କେତେ ଭାଗ ଜମିରେ ଜଳସେଚନ କରିଥିଲ? ଉତ୍ତର ଅପେକ୍ଷାରେ ରହିଲୁ.....
Naveen Patnaik
@Naveen_Odisha
over 1 year ago
ଚାଷୀଙ୍କ ଦୁଃଖ ଅସହ୍ୟ ହେଉଛି, ଅଦିନିଆ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ି ଦେଇଛି। ପୁରୀ ଜିଲ୍ଲା ଗସ୍ତରେ ସତ୍ୟବାଦୀ ଅଞ୍ଚଳର ଚାଷୀଙ୍କୁ ଭେଟି ଦୁଃଖ ବୁଝିଲି। ଏପରି ଅସମୟରେ ବିଜୁ ଜନତା ଦଳ ସେମାନଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛି।
#Puri
#BJDWithOdisha
ଅଳିଆ ଗଦା
@Alia_Gada_
over 1 year ago
@bjd_odisha
@Naveen_Odisha
ଚାଷୀଙ୍କ କ୍ଷୟ କ୍ଷତି ଦେଖିବାକୁ ୨୪ବର୍ଷରେ କେତେଥର ବିଲକୁ ଯାଇଥିଲ?
ଅଳିଆ ଗଦା
@Alia_Gada_
over 1 year ago
@Naveen_Odisha
୨୫ ବର୍ଷର ଶାସନ କାଳରେ ଚାଷୀଙ୍କ ଦୁଃଖ ବୁଝିବାକୁ ସମୟ ନଥିଲା ବୋଧେ...ଯାହା କୁହ ଆପଣଙ୍କର ଦେଖଣିଆ ଦରଦ ଉଚ୍ଚକୋଟୀର 😂
ଅଳିଆ ଗଦା
@Alia_Gada_
over 1 year ago
ଆଜ୍ଞାଙ୍କର ଖାଲି କଥା ପ୍ରବଳ
ଅଳିଆ ଗଦା
@Alia_Gada_
over 1 year ago
@SankhaOdisha
ଅତୀତରେ ନିଜର ୨୪ ବର୍ଷର ଶାସନରେ ନବୀନ ସରକାର ଚାଷୀଙ୍କ ପାଇଁ ଏତେ ମାତ୍ରାରେ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଯେ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ବଢିଥିଲା...ନବୀନ ସରକାରଙ୍କ ଆଦର୍ଶ ଥିଲା ଭାଷଣ ପ୍ରବଳ କିନ୍ତୁ କାମ ଦୁର୍ବଳ 👍
ଅଳିଆ ଗଦା
@Alia_Gada_
over 1 year ago
ହାରିବା ପରେ ଲୁଚିକି ରହିଥିବା ତାମିଲ ପାଣ୍ଡୁ କ୍ଷମତା ଲୋଭରେ ପୁଣି ଓଡ଼ିଆ ହେବାର ପ୍ରହସନ ଆରମ୍ଭ କଲାଣି କିନ୍ତୁ ଜଣେ ଛଦ୍ମବେଶୀ କଳାପାହାଡ଼ ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିକୁ କେତେ ଅପମାନ କରିଛି ତାହା ଓଡ଼ିଶାବାସୀଙ୍କୁ ବେଶ୍ ଜଣା....ସେଥିପାଇଁ ସେ ଶୁଖିଲା ପ୍ରବଚନ ସେତିକି ଥାଉ...
ଅଳିଆ ଗଦା
@Alia_Gada_
over 1 year ago
@PandianOdisha ହାରିବା ପରେ ଲୁଚିକି ରହିଥିବା ତାମିଲ ପାଣ୍ଡୁ କ୍ଷମତା ଲୋଭରେ ପୁଣି ଓଡ଼ିଆ ହେବାର ପ୍ରହସନ ଆରମ୍ଭ କଲାଣି କିନ୍ତୁ ଜଣେ ଛଦ୍ମବେଶୀ କଳାପାହାଡ଼ ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିକୁ କେତେ ଅପମାନ କରିଛି ତାହା ଓଡ଼ିଶାବାସୀଙ୍କୁ ବେଶ୍ ଜଣା....ସେଥିପାଇଁ ସେ ଶୁଖିଲା ପ୍ରବଚନ ସେତିକି ଥାଉ...
ଅଳିଆ ଗଦା
@Alia_Gada_
over 1 year ago
ନବୀନଙ୍କ ପ୍ରଚାର ଗୋଟେ କିନ୍ତୁ ବାସ୍ତବତା ଆଉ ଗୋଟେ
ଅଳିଆ ଗଦା
@Alia_Gada_
over 1 year ago
ଶେଷରେ ଲୋକଙ୍କ ଦରମା ବି ଛାଡ଼ିଲେନି 😂
ଅଳିଆ ଗଦା
@Alia_Gada_
over 1 year ago
@bjd_odisha
ମା' ମାନଙ୍କ ହକ୍ ପାଇଁ ନବୀନ ବାବୁଙ୍କ ଏତେ ଦରଦ କେବେଠୁ ବା.. ପରି ଆଉ ପିହୁ ଙ୍କ ମା ମାନଙ୍କର ଲୁହ ଯାହା ଦେଖାଯାଉନଥିଲା..
ଅଳିଆ ଗଦା
@Alia_Gada_
over 1 year ago
@kumar_rout12104
@swayam4Odisha
ଆଗରୁ (ବିଗତ ୨୪ ବର୍ଷର ସରକାରଙ୍କ ସମୟରେ) ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାମିଲ ଗୁମାସ୍ତା ଭାଷଣ ମାରୁଥିଲେ ଆଉ ଗେଣ୍ଡାଦଳ ସେଇ ତାମିଲର ବୋଲହାକ କରୁଥିଲେ... କେତେବେଳେ ଟ୍ରାଫିକ ପୋଲିସ ତ କେତେବେଳେ ଦ୍ଵାରପାଳ.... ସରମ ଟିକେ ଯାହା ତୁମମାନଙ୍କୁ ନାହିଁ ଯେ ଆହୁରି କଥା କହୁଛ 🤣🤣
Last Seen Users on Sotwe
Adana Çift İrem&Kerem
Seen from
Turkey
zBreakable
Seen from
Korea
Pemuas Emak2 STW
Seen from
Indonesia
Desi boy
Seen from
Turkey
معارض اربيل
Çanakkale çift
Seen from
Turkey
orhan
Seen from
Germany
Dương Vũ
Seen from
Vietnam
The Short HUB🧡
respiro✨nel✨bosco
Seen from
Italy
Trends for you
1
#KarinaNewMusic
Under 10K tweets
2
#NINGNING
Under 10K tweets
3
Good Friday
Under 10K tweets
4
#윈터솔로춤춘다
Under 10K tweets
5
#bb28
Under 10K tweets
6
#ตัวอย่างแฟนบอย
Under 10K tweets
7
Happy Friyay
Under 10K tweets
8
GISELLE NEW MASTERPIECE
Under 10K tweets
9
Cassidy
Under 10K tweets
10
Brake
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.3M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫