Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
Opposition Party, ꜱᴇɴɪᴏʀ ᴠɪᴄᴇ ᴘʀᴇꜱɪᴅᴇɴᴛ ꜱᴛᴜᴅᴇɴᴛꜱ ᴡɪɴɢ'ꜱ ʙiju ᴊanta ᴅal ᴍᴀʏᴜʀʙʜᴀɴᴊ, ᴏᴅɪꜱʜᴀ,
Mayurbhanj Odisha India
Joined March 2017
1.1K
Following
348
Followers
825
Posts
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
20 days ago
ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଦେବଶିଳ୍ପୀ ପ୍ରଭୁ ବିଶ୍ଵକର୍ମାଙ୍କ କରୁଣା ସମସ୍ତଙ୍କ ଜୀବନକୁ ନୂଆ ସମ୍ଭାବନାରେ ଆଲୋକିତ କରୁ।
#ViswakarmaPuja
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
23 days ago
ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ।
#GaneshChaturthi
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
about 1 month ago
ଗୁରୁ ହିଁ ସାକ୍ଷାତ ଈଶ୍ୱର, ଗୁରୁଙ୍କ ଆଶିଷ ଜୀବନକୁ କରେ ସରସ ଓ ସୁନ୍ଦର। ଗୁରୁ ଦିବସରେ ସଭିଙ୍କୁ ମୋର ଶୁଭେଚ୍ଛା। ଏହି ଅବସରରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ମୋର 💐 ଶ୍ରଦ୍ଧାଞ୍ଜଳି 💐 ଜଣାଉଛି।
#HappyTeachersDay
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
about 1 month ago
💐💐💐 ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା.....!💐💐💐💐
#ରାଧେ_କୃଷ୍ଣ
🦚
Who to follow
Prasanjeet
@Prasanjeet_bapi
Vice President... Biju Yuva Janata Dal(BYJD) Mayurbhanj❤️
Siddharth Das
@SiddharthDas_11
A radical humanist,Lead masses on their issues,Philanthropist,An Engineer with B.E(Chem),Social Political Activist. Loves Legendry Biju Pattanaik !!
Kalyan Kumar Sinha
@KalyanK27543273
senior journalist
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
about 1 month ago
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ସୂତ୍ରରେ ବନ୍ଧା ଏହି ପବିତ୍ର ସମ୍ପର୍କ ସଦା ଅତୁଟ ରହୁ। ଜଗତର ନାଥ ଜଗନ୍ନାଥଙ୍କ ଏବଂ ଶ୍ରୀ ବଳଭଦ୍ରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ।
#HappyRakshaBandhan
See More
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
about 2 months ago
🇮🇳 ୮୦ ତମ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା 🇮🇳
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
3 months ago
🙏 ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🚩🚩🚩🚩 ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁରୁଜନ ମା ମାଉସୀ ଭାଇ ଭଉଣୀ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ସବୁଦିନ ଆଗକୁ ଯାଉ ଏତିକି ଗୁହାରି କରୁଛି....! 🙏 ଜୟ ଜଗନ୍ନାଥ 🚩🚩🚩🚩
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
3 months ago
ପବିତ୍ର ସ୍ନାନପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। ସ୍ନାନଵେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ସଭିଙ୍କ ମନୋକାମନା ପୂରଣ କରୁ।
#SnanaPrunima
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
5 months ago
ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ବିଶ୍ୱ ଶ୍ରମିକ ଦିବସରେ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
6 months ago
ପବିତ୍ର ଅକ୍ଷୟ ତୃତୀୟା ତଥା ଅଖି ମୁଠି ଅନୁକୂଳ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଆମ ଚାଷୀ ଭାଇଙ୍କ ଶ୍ରମ ସାର୍ଥକ ହେଉ, ମହାପ୍ରଭୁଙ୍କ କୃପାରୁ ଧରିତ୍ରୀ ଶସ୍ୟଶ୍ୟାମଳା ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧିରେ ଭରିଯାଉ।
#AkshyaTritiya
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
6 months ago
ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ( ବିଜୁ ବାବୁଙ୍କ ) ତିରୋଧାନ ଦିବସରେ ମୋର 💐 ଭକ୍ତିପୂତ ଶ୍ରଦ୍ଧାଞ୍ଜଳି💐 ।
#BijuPatnaik
#ପ୍ରବାଦପୁରୁଷଦିବସ
#PrabadaPurushaDibasa
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
6 months ago
ଓଡ଼ିଶା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଜୟ ଉତ୍କଳ, ଜୟ ଓଡ଼ିଶା। ସ୍ୱାଭିମାନ ଓ ଉନ୍ନତିର ପଥରେ ଆମେ ଏକତାବଦ୍ଧ।
#UtkalDivas
#Odisha
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
On
#ShaheedDiwas
, Tribute to the great revolutionaries—
#BhagatSingh
,
#Sukhdev
and
#Rajguru
who laid their lives for the freedom of our country. .
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
ଟି -୨୦ବିଶ୍ୱକପରେ ଭାରତ ଚମ୍ପିଆନ ହେବା ଆମ ପାଇଁ ଗୌରବର ବିଷୟ। ଦେଶ ପାଇଁ ଏହା କେବଳ ଏକ ବିଜୟ ନୁହେଁ, ଶକ୍ତି,ସମର୍ପଣ ଓ ଅଦମ୍ୟ ସାହସିକତାର ପ୍ରତୀକ। ଭାରତୀୟ ଖେଳାଳୀମାନେ ଯେଉଁ ମନୋବଳ, ଦୃଢ଼ ସଙ୍କଳ୍ପ ଓ ଦଳୀୟ ସମନ୍ୱୟ ଦେଖାଇଛନ୍ତି ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ। ଭାରତୀୟ ଦଳକୁ ଅନେକ ଅନେକ ଶୁଭେଚ୍ଛା
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
ସାହସ, ସମ୍ମାନ ଓ ସ୍ନେହର ଅନ୍ୟ ନାମ ହେଉଛି ନାରୀ। ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଶୁଭେଚ୍ଛା।
#WomensDay2026
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
ପବିତ୍ର ହୋଲି ପର୍ବ ଉପଲକ୍ଷେ ଆପଣଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।ରଙ୍ଗ ର ପର୍ବ ହୋଲି ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ, ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
#HappyHoli
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଦୋଳଗୋବିନ୍ଦଙ୍କ କରୁଣାରୁ ସଭିଙ୍କ ଜୀବନ ମଙ୍ଗଳମୟ ହେଉ।
#DolaPurnima
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
7 months ago
ଓଡ଼ିଆ ପରମ୍ପରା ଓ ବିଶ୍ୱାସର ପ୍ରତୀକ ପବିତ୍ର ସୁଦଶା ବ୍ରତ ଉପଲକ୍ଷେ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମା' ଲକ୍ଷ୍ମୀଙ୍କ କରୁଣାଭରା ଆଶୀର୍ବାଦ ପରିବାରର ସମସ୍ତଙ୍କ ମଙ୍ଗଳ କରିବା ସହ ସୁଖ ଓ ସମୃଦ୍ଧି ଭରି ଦେଉ।
#ଜୟ_ମାଲଷ୍ମୀ
🙏
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
8 months ago
ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ମୁଁ ଓଡ଼ିଆ ମୋ ଭାଷା ବଢିଆ 🙏 ଜୟ ଜଗନ୍ନାଥ 🚩 🚩 🚩 🚩
Aᴍɪᴛ Kᴜᴍᴀʀ Bᴀɪᴛʜᴀ
@AmitBaitha6
8 months ago
ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା.....। ମହାଦେବଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
#Mahashivratri2026
Last Seen Users on Sotwe
Sarah
Seen from
Thailand
pecinta binor
Seen from
Indonesia
Capri🍯
Seen from
Brazil
🏵️
Seen from
United States
suami istri
Seen from
Malaysia
Deskchief 🌏🌕🌐
Seen from
Germany
»Her«
Seen from
United States
rawr.uou
Seen from
Mexico
Afghan@sab
Seen from
United Kingdom
Türk İfşa
Seen from
Turkey
Trends for you
1
Freddie
Under 10K tweets
2
Messi
Under 10K tweets
3
Acuna
Under 10K tweets
4
Lane Johnson
Under 10K tweets
5
#DWCS
Under 10K tweets
6
Kike Hernandez
Under 10K tweets
7
Ohtani
Under 10K tweets
8
Dubon
Under 10K tweets
9
Eva Marie Saint
Under 10K tweets
10
San Diego
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫