Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ananta Kumar Jena
@AnantaJenaINC
Former @NSUI District President, Jajpur
Jajpur,Odisha,India
Joined August 2019
1.7K
Following
333
Followers
11.5K
Posts
Pinned Tweet
Ananta Kumar Jena
@AnantaJenaINC
5 months ago
ଦୁନିଆରେ ସବୁକିଛି ମିଳିଯିବ କିନ୍ତୁ ହଜିଯାଇଥିବା ବିଶ୍ୱାସ ଓ ବିତିଯାଇଥିବା ସମୟ କେବେବି ଫେରିବନି....
Ananta Kumar Jena
@AnantaJenaINC
about 10 hours ago
ଵିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏🏻 ସ୍ବାଧୀନତା ଆନ୍ଦୋଳନ ଏବଂ ଓଡ଼ିଶାର ସାମାଜିକ ଓ ରାଜନୈତିକ କ୍ଷେତ୍ରକୁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।
Ananta Kumar Jena
@AnantaJenaINC
about 10 hours ago
ଭାରତୀୟ ମହାକାଶ ଗବେଷଣାର ପୁରୋଧା, ଇସ୍ରୋର ସଂସ୍ଥାପକ ତଥା ବିଶିଷ୍ଟ ବୈଜ୍ଞାନିକ ପଦ୍ମ ବିଭୂଷଣ ଡ଼ଃ ବିକ୍ରମ ସାରାଭାଇଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି 🙏🏻 ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ଯୁବପିଢ଼ିଙ୍କ ପାଇଁ ସର୍ବଦା ପ୍ରେରଣାଦାୟକ ।
Ananta Kumar Jena
@AnantaJenaINC
about 10 hours ago
ଚିତାଲାଗି ଅମାବାସ୍ୟା ଓଡ଼ିଆ ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଏହି ଶୁଭ ଅବସରରେ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ । ଏହି ପବିତ୍ର ପର୍ବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା 🙏🏻
Who to follow
Yashir Nawaz
@yashir_nawaz
Ex State President @NSUIOdisha
Adıtya Kumar Dash.ଆଦିତ୍ୟ କୁମାର ଦାସ
@Adityadashiyc
ବନ୍ଦେ ଉତ୍କଳ ଜନନୀ. || My leader @RahulGandhi || State Social Media Coordinator. Odisha Youth Congress
ANSH TIWARI
@RfaAnsh
A Proud Santani hindu , A Railfan ,quite interested in politics, geo politics and current affairs
AnantaJenaINC
retweeted
Odisha Congress
@INCOdisha
about 14 hours ago
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ ସହ ପୀଡ଼ିତ ପରିବାରଙ୍କୁ ରିଲିଫ୍ ବଣ୍ଟନ କରି ଲୋକଙ୍କ ହାଲ ଚାଲ ପଚାରି ବୁଝିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଭାବିତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେବା ସହ ସ୍ଥାନୀୟ ନେତୃବୃନ୍ଦଙ୍କୁ ଲୋକଙ୍କ ଅସମୟରେ ଉପସ୍ଥିତ ରହି ସହଯୋଗ ପାଈଁ ଶ୍ରୀ ଦାସ ନିବେଦନ କରିଛନ୍ତି।
See More
Ananta Kumar Jena
@AnantaJenaINC
1 day ago
ଦେଶର ସ୍ୱାଧୀନତା ପାଇଁ ଯୁବା ବୟସରେ ଅଦମ୍ୟ ସାହସ ଓ ଅତୁଳନୀୟ ତ୍ୟାଗର ପରିଚୟ ଦେଇଥିବା ବୀର ଅମର ଶହୀଦ ଖୁଦିରାମ ବୋଷଙ୍କ ବଳିଦାନ ଦିବସରେ ତାଙ୍କର ବୀରତ୍ୱ ଓ ଦେଶପ୍ରେମ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏🏻
Ananta Kumar Jena
@AnantaJenaINC
1 day ago
भुवनेश्वर की सड़कों पर युवा कांग्रेस का विशाल मशाल मार्च🔥 एक ही माँग✊अमित शाह को बर्खास्त करो! लाठी, आंसू गैस और पैलेट का जवाब दो! छात्रों के ऊपर बर्बरता करने वालों, हिसाब दो!
@IYC
@UdayBhanuIYC
@IYCOdisha
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ଗତ କାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ
@BhaktaCharanDas
ଦାଦା ଙ୍କୁ ଭେଟି ଆମ ଦଶରଥପୁର ଅଞ୍ଚଳର ଚଳିତ ବର୍ଷ ବନ୍ୟା ସମ୍ପର୍କରେ ଆଲୋଚନା କଲି ଏବଂ ବାରମ୍ବାର ଘାଈ ହୋଇ ଅଧିକାଂଶ ପଞ୍ଚାୟତ, ପରିବାର ଓ ଧନ ଜୀବନ କ୍ଷୟକ୍ଷତି ହୋଇଥିବାରୁ ସେ ଉପରେ ଏକ ଲିଖିତ ବିବରଣୀ ପତ୍ର ପ୍ରଦାନ କଲି !
AnantaJenaINC
retweeted
Odisha Congress
@INCOdisha
1 day ago
ON the issued Prakash Sethi unauthorised entry in Ravenshaw.
@INCIndia
@BhaktaCharanDas
Ananta Kumar Jena
@AnantaJenaINC
1 day ago
ये मशालें सिर्फ रोशनी नहीं, छात्रों के लिए उठी प्रतिरोध की आवाज़ हैं। 🔥
@RahulGandhi
@priyankagandhi
@kcvenugopalmp
@IYC
@UdayBhanuIYC
@BhaktaCharanDas
@IYCOdisha
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ବନ୍ୟା ପାଣିରେ ଭାସି ଯାଇଥିବା ବୃଦ୍ଧଙ୍କର ମୃତ ଦେହ ଉଦ୍ଧାର ହୋଇଛି | ମୃତ ବୃଦ୍ଧା ଜଣକ ହେଲେ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣା ଗ୍ରାମର ୫୫ ବର୍ଷିୟ ମହେଶ୍ୱର ସୁତାର | ଏଭଳି ଦୁଖଦଃ ସମୟରେ ଈଶ୍ୱର ତାଙ୍କ ସପରିବାର ବର୍ଗଙ୍କୁ ସହାୟ ହୁଅନ୍ତୁ 🙏🏻
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ବିଦ୍ରୋହର ମଶାଲ ଜଳିଲା, ଯୁବକଙ୍କ ହକ୍ ପାଇଁ ଲଢ଼େଇ ଚାଲିଲା, ତାନାଶାହା ଗୃହମନ୍ତ୍ରୀଙ୍କ ଇସ୍ତଫା ନ ହେବାଯାଏଁ କଂଗ୍ରେସର ସଂଘର୍ଷ ଚାଲିଲା।
#ChhatronKiGoonj
#OdishaYouthCongress
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ପ୍ରଶ୍ନପତ୍ର ଲିକ୍ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ୨,୦୦୦ରୁ ଅଧିକ ତ୍ରୁଟିର ପ୍ରତିବାଦ ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ମଶାଲ ଶୋଭାଯାତ୍ରାରେ ଯୋଗଦେଲି ।
@IYCOdisha
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ
@IYCOdisha
ସଭାପତି ରଞ୍ଜିତ କୁମାର ପାତ୍ର ଙ୍କ ନେତୃତ୍ବରେ ଯୁବ କଂଗ୍ରେସ ତରଫରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟ ନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଏହି ଶୋଭା ଯାତ୍ରାରେ
@IYC
ସଭାପତି ଶ୍ରୀ
@UdayBhanuIYC
ଜୀ ଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ !
See More
AnantaJenaINC's tweet video.
Ananta Kumar Jena
@AnantaJenaINC
1 day ago
ବନ୍ୟା ପ୍ରଭାବିତ ପରିବାରଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଭିଯାନ ଆରମ୍ଭ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାଦା ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ୬ ହଜାରରୁ ଉର୍ଦ୍ଧ୍ୱ ପଲିଥିନ୍ ବୋଝେଇ ଗାଡ଼ି ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିଛି ।
AnantaJenaINC
retweeted
Odisha Congress
@INCOdisha
3 days ago
ଅମିତ ଶାହ ଇସ୍ତଫା ଦିଅନ୍ତୁ, ନିତ୍ୟାନଦ ଗଣ୍ଡ ଇସ୍ତଫା ଦିଅନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମା ମାଗନ୍ତୁ, ଲାଠିଚାର୍ଜ, ଲୁହବୁହା ଗ୍ୟାସ ଏବଂ ଗୁଳିର ଜବାବ ଦିଅନ୍ତୁ, ଆଗାମୀ ଦିନରେ GEN -Z ଏମାନଙ୍କୁ କ୍ଷମା ଦେବେନି l
#GenZRising
#RahulStorm
#IYC
@BhaktaCharanDas
@UdayBhanuIYC
@RahulGandhi
INCOdisha's tweet video.
AnantaJenaINC
retweeted
Odisha Congress
@INCOdisha
3 days ago
LoP Shri Rahul Gandhi’s column ‘Either Culpable or Incompetent’, in The Hindu today. 👆
Ananta Kumar Jena
@AnantaJenaINC
3 days ago
ନାରୀ ଶିକ୍ଷାର ପ୍ରସାର ଓ ସାମାଜିକ ଜାଗରଣ କ୍ଷେତ୍ରରେ ଅମୂଲ୍ୟ ଅବଦାନ ଦେଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଲେଖିକା ତଥା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ସରଳା ଦେବୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି 🙏🏻
AnantaJenaINC
retweeted
Odisha Congress
@INCOdisha
3 days ago
·
Bhubaneshwar
ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ଯୁବ କଂଗ୍ରେସ ପକ୍ଷରୁ ଶିକ୍ଷା ମନ୍ତ୍ରୀ ନିତ୍ୟନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ PYC ସଭାପତି ରଞ୍ଜିତ ପତ୍ରଙ୍କ ନେତୃତ୍ବରେ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି,ଏହି ଶୋଭା ଯାତ୍ରାରେ ପ୍ରଭାରୀ ଲାଲଜି ଦେସାଇ, ସଭାପତି ଭକ୍ତ ଚରଣ ଦାସଙ୍କ ସହ IYC ସଭାପତି ଉଦୟ ଭାନୁ ଚିପଙ୍କ ପ୍ରମୂଖ ଯୋଗ ଦେଇଥିଲେ ।
See More
AnantaJenaINC
retweeted
Odisha Congress
@INCOdisha
3 days ago
ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଲାଲଜୀ ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ ଦାସ ଏବଂ ବରିଷ୍ଠ ନେତୃବୃନ୍ଦ ମିଳିତ ଭାବରେ ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଭିନ୍ନ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ପଲିଥିନ୍ ବଣ୍ଟନ କରିଛନ୍ତି ।
See More
Ananta Kumar Jena
@AnantaJenaINC
3 days ago
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଆ ସାହିତ୍ୟକୁ ନିଜ ଅନନ୍ୟ ସୃଜନଶୀଳତା ଓ ସ୍ୱାଭାବିକ ଭାଷାରେ ସମୃଦ୍ଧ କରିଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ତାଙ୍କର ଅମର ସାହିତ୍ୟିକ ଅବଦାନକୁ ସ୍ମରଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏🏻
Last Seen Users on Sotwe
Renato Biancardi
Seen from
Italy
Có Ai Ko
Seen from
Vietnam
Avy Skye 🩷☁️💦🏳️🌈
Seen from
United States
🔥HOT🔥PORN💦🍑🌈💋
Seen from
Turkey
Mhmod Abozed
Seen from
France
GİZLİ SERHAT KAYSERİ
Seen from
Turkey
paylaşım yapıyorum...
Seen from
Turkey
ChillGuyPlug
Seen from
Algeria
Edatarık
Seen from
Turkey
Terry Torn
Seen from
Vietnam
Trends for you
1
Russ
Under 10K tweets
2
Karoline
Under 10K tweets
3
#JarvixOS
Under 10K tweets
4
SPLC
Under 10K tweets
5
Golf
Under 10K tweets
6
#WhyNot
Under 10K tweets
7
Ashby
Under 10K tweets
8
Lakers
Under 10K tweets
9
Swimming
Under 10K tweets
10
Framber
Under 10K tweets
Most Popular Users
1
Elon Musk
@elonmusk
241.3M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89.1M followers
10
Taylor Swift
@taylorswift13
83M followers
11
Lady Gaga
@ladygaga
74.5M followers
12
Virat Kohli
@imvkohli
72.1M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
65M followers
16
Bill Gates
@billgates
64.7M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.2M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫