Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Anil Kumar Subudhi
@AnilKumarSubud4
ମୋ ବାବା ମାଁ ମୋର ଭଗବାନ
Narayanpatna
Joined September 2018
131
Following
145
Followers
207
Posts
Anil Kumar Subudhi
@AnilKumarSubud4
5 days ago
@BNarayanpatna
@ZP_Koraput
@dmkoraput2
@CMO_Odisha
@IPR_Odisha
Anil Kumar Subudhi
@AnilKumarSubud4
7 months ago
ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବିଜାଘାଟି ପଂଚାୟତ ରେ ନିର୍ମାଣଧୀନ ୯୦ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ମନ୍ଥର ଗତିରେ । ଅବଧି ସରିବାକୁ ବସିଲାଣି,୫୦ ପ୍ରତିଶତ କାମ ସରିଛି ।୧୧ ଟି ପଂଚାୟତର ୧୫୮୯୨ ପରିବାର କୁ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ।
@CMO_Odisha
@IPR_Odisha
@koraputdm
@saptagiriulaka
@pabitrasaunta96
See More
Anil Kumar Subudhi
@AnilKumarSubud4
7 months ago
@PrithivirajBJP
@BJP4India
@BJP4Odisha
@CMO_Odisha
@dpradhanbjp
@MohanMOdisha
@narendramodi
@arjunrammeghwal
@NitinNabin
@SamalManmohan7
ସାର୍ ନମସ୍କାର, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ରେ ଆଜି ସୁଦ୍ଧା JMFC କୋର୍ଟ ଚାଲୁ ହେଇପାରିଲା ନାହିଁ।ଖାଲି ଘୋଷଣା ରେ ସୀମିତ ହେଇ ରହିଲା ।ନ୍ୟାୟ ପାଇଁ ୭୦ କିମି କୋରାପୁଟ ଧାଇଁ ବାକୁ ପଡୁଛି ଦୁଇ ବ୍ଲକ ବାସୀ ଙ୍କୁ । ଦୟାକରି ଏହାର ସ୍ଥାୟୀ ସମାଧାନ କରନ୍ତୁ।
See More
Anil Kumar Subudhi
@AnilKumarSubud4
7 months ago
କେବେ କାର୍ଯ୍ୟକାରୀ ହେବ କୋରାପୁଟ ଜିଲ୍ଲା ର ନାରାୟଣପାଟଣା ବ୍ଲକ ର JMFC Court....
@CMO_Odisha
@PrithivirajBJP
@koraputdm
Who to follow
BDO_NARAYANPATNA
@BNarayanpatna
Official tweeter account of BDO Narayanpatna
BDO Pottangi
@BDOpottangi
Official Twitter Account of BDO Pottangi
DWO Koraput
@DwoKoraput
ST & SC Dev., M & BCW Dept, Govt. of Odisha, India
Anil Kumar Subudhi
@AnilKumarSubud4
10 months ago
କୋରାପୁଟ ଜିଲ୍ଲା ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ସ୍କୁଲ ୟୁନିଫର୍ମ ଓ ହାଉସ୍ ୟୁନିଫର୍ମ ପୋଷାକ ବଣ୍ଟନ ରେ ବ୍ୟାପକ ଅନିୟମିତତା। ବିନା ଲୋଗୋ ରେ ଦିଆ ଯାଇଛି ନିନ୍ମମାନର ୟୁନିଫର୍ମ। କଳା ତାଲିକାଭୁକ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ
@SMEOdisha
Anil Kumar Subudhi
@AnilKumarSubud4
10 months ago
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ରେ ସ୍କୁଲ ପୋଷାକ ବଣ୍ଟନ ରେ ଦୁର୍ନୀତି। କଳା ତାଲିକାଭୁକ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ
@CMO_Odisha
@MohanMOdisha
@NityanandaBJP
@dmkoraput
Anil Kumar Subudhi
@AnilKumarSubud4
over 1 year ago
@BibhutiJena93
ମାନ୍ୟବର ପରିବହନ ମନ୍ତ୍ରୀ ଆମ କୋରାପୁଟ ଜିଲ୍ଲା ର ଦୁର୍ଗମ ବନ୍ଧୁଗାଁ ବ୍ଲକ ରୁ ଭାୟା -ନାରାୟଣପାଟଣା-ଲଖ୍ମୀପୁର -ରାୟଗଡା -ବ୍ରହ୍ମପୁର -କଟକ କୁ ଏକ OSRTCବସ୍ ସେବା ଯୋଗାଇଦେବାକୁ ଅନୁରୋଧ।
Anil Kumar Subudhi
@AnilKumarSubud4
over 1 year ago
@OSRTC_Odisha
@CMO_Odisha
@CTOdisha
@STAOdisha
@IPR_Odisha
@BibhutiJena93
@ushapadhee1996
ବନ୍ଧୁଗାଁ ରୁ କଟକ କୁ ଭାୟା -ନାରାୟଣପାଟଣା-ଲଖ୍ମୀପୁର -ରାୟଗଡା-ବ୍ରହ୍ମପୁର --ଭୁବନେଶ୍ବର -କଟକ କୁ ନୁତନ OSRTC ବସ୍ ସେବା ଯୋଗାଇଲେ କୋରାପୁଟ ର ଦୁଇ ଆଦିବାସୀ ବ୍ଲକ ବାସୀନ୍ଦା ଉପକୃତ ହେବେ ।
Anil Kumar Subudhi
@AnilKumarSubud4
over 1 year ago
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ରେ ବିନା ବିଶେଷଜ୍ଞ ଡାକ୍ତର ରେ ଚାଲିଛି CHC ..ଆବଷ୍ୟକ ୨୫ ,ଅଛନ୍ତି ୬ ଡାକ୍ତର ,ତୁରନ୍ତ ପଦବୀ ପୁରଣ ପାଇଁ ଅନୁରୋଧ ମହୋଦୟ ।
@CMO_Odisha
@MohanMOdisha
@MahalingMukesh
@HFWOdisha
@dmkoraput
@saptagiriulaka
Anil Kumar Subudhi
@AnilKumarSubud4
about 2 years ago
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ରେ ଅଣାୟତ ହେଲାଣି ଡେଙ୍ଗୁ ,ତୁରନ୍ତ ସ୍ଥାୟୀ ସମାଧାନ ନକଲେ ଭୟାବହ ହେବ ପରିସ୍ଥିତି ।
@CMO_Odisha
@MohanMOdisha
@MahalingMukesh
@dmkoraput
Anil Kumar Subudhi
@AnilKumarSubud4
about 2 years ago
ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha
@CMO_Odisha
ମାନ୍ୟବର ପରିବହନ ମନ୍ତ୍ରୀ
@BibhutiJena93
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଓ ବନ୍ଧୁଗାଁ ବ୍ଲକ ର ୨୨ ଟି ପଂଚାୟତ ର ଦେଢ ଲକ୍ଷ ଜନସାଧାରଣ ଙ୍କ ପାଇଁ ଜୟପୁର ରୁ ଭୁବନେଶ୍ଵରର ପାଇଁ Volvo ac deluxe bus
@OSRTC_Odisha
ତରଫରୁ ବ୍ୟବସ୍ଥା କରିବା କୁ ଅନୁରୋଧ
See More
Anil Kumar Subudhi
@AnilKumarSubud4
about 2 years ago
ମାନ୍ୟବର ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହୋଦୟ ନାରାୟଣପାଟଣା ବ୍ଲକ ଝଜାବତୀ ନଦୀରେ ଗର୍ଭବତୀ ମାଁ ସହ ୫ ବର୍ଷର ଶିଶୁ ମୃତ୍ୟୁ ରେ ପରିବାର ବର୍ଗ ଙ୍କୁ ସହଯୋଗ କରିବା ସହ ନାରାୟଣପାଟଣା ବ୍ଲକ ରେ ଡାକ୍ତରଖାନା ର ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ ଓ ନୁତନ CHC ନିର୍ମାଣ ପାଇଁ ଆପଣଙ୍କ ଦୁରଦୃଷ୍ଟି ପଡୁ ।
@MohanMOdisha
See More
Anil Kumar Subudhi
@AnilKumarSubud4
over 2 years ago
ମୁଖ୍ୟମନ୍ତ୍ରୀ ମହୋଦୟ କୋରାପୁଟ ଜିଲ୍ଲାଆଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ରେ ବିଶେଷଜ୍ଞ ଡାକ୍ତର ନାହାନ୍ତି,ନୁତନ ସି ଏଚ୍ ସି ହୋଇପାରୁନି ,୧୦ ଦିନରେ ଆଖି ବୁଝିଲେଣି ୬ ଶିଶୁ । ମେଡିକାଲ ସମସ୍ୟା ଦୁରକରିବା ବ୍ୟବସ୍ଥା କରନ୍ତୁ।
@MohanMOdisha
@HFWOdisha
@dmkoraput
@CMO_Odisha
@MahalingMukesh
See More
Anil Kumar Subudhi
@AnilKumarSubud4
over 2 years ago
ମହାଶୟ
@dmkoraput
ବନ୍ଧୁଗାଁ ବ୍ଲକ କାବେରୀ ବାଡି ପଂଚାୟତ ରେ ଚାରିମାସ ୭୬୧.୮୦ କୁଇଣ୍ଟାଲ ଚାଉଳ,ହଜାର ଟଙ୍କା ସହ ଝୋଟ ବ୍ୟାଗ ହଡପ ଘଟଣା ରେ ସମ୍ପୃକ୍ତ ଅଧିକାରୀ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ।
@CMO_Odisha
@MoSarkar5T
@OdishaVigilance
Anil Kumar Subudhi
@AnilKumarSubud4
over 2 years ago
@AbhiDashOdisha
Miss u sir
Anil Kumar Subudhi
@AnilKumarSubud4
over 2 years ago
କୋରାପୁଟ ଜିଲ୍ଲା ପାଳ ଙ୍କୁ ମହୋଦୟ ଙ୍କୁ ଅନୁରୋଧ ଯେ ନାରାୟଣପାଟଣା ବ୍ଲକ ର ଦାଦନ ଦୁଃଖ ସମାଧାନ କରନ୍ତୁ
@CMO_Odisha
@MoSarkar5T
@dmkoraput
@BNarayanpatna
Anil Kumar Subudhi
@AnilKumarSubud4
over 2 years ago
@SujOdisha
@MoSarkar5T
@CMO_Odisha
@TheKailashNayak
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢେ଼ ଚାରିକୋଟି ଜନତା ଙ୍କ ନିକଟରେ ଖବର ପହଞ୍ଚେଇବା ରେ ଚତୁର୍ଥ ସ୍ତମ୍ବ ତଥା ଗଣମାଧ୍ୟମ ବନ୍ଧୁ ଙ୍କ ପାଇଁ ଦାବି ପୁରଣ କରିବାକୁ ଅନୁରୋଧ। ଗଣମାଧ୍ୟମ ପ୍ରତିନିଧିଙ୍କ ଙ୍କ ରାଜଧାନୀ ରେ ଏକ ଶହେ ଶଯ୍ୟା ବିଶିଷ୍ଟ ଘର ସହ ଅନ୍ୟାନ୍ୟ ଦାବି ପୁରଣ ପାଇଁ ଅନୁରୋଧ କରୁଛି ।
See More
Anil Kumar Subudhi
@AnilKumarSubud4
over 2 years ago
@MoSarkar5T
Please take necessary action..
Anil Kumar Subudhi
@AnilKumarSubud4
over 2 years ago
କୋରାପୁଟ ଜିଲ୍ଲା ନାରାୟଣପାଟଣା CHC ରେ ମାଲେରିଆ ରେ ଆକ୍ରାନ୍ତ ୯ବର୍ଷର ଆଦିବାସୀ ପିଲା ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ।ଏହା ସଠିକ୍ ତଦନ୍ତ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ
@CMO_Odisha
@HFWOdisha
@dmkoraput
@MoSarkar5T
Anil Kumar Subudhi
@AnilKumarSubud4
over 2 years ago
@dmkoraput
@CMO_Odisha
@MoSarkar5T
@OSRTC_Odisha
ଜୟପୁର ରୁ ପୁରୀ ଯେଉଁ ବସ୍ ବାହାରୁଛି ସେହି ବସ୍ ଲଖ୍ମୀପୁର -ନାରାୟଣପାଟଣା -ବନ୍ଧୁଗା -ଫୁଲକୋଣା ଛକ ଦେଇ ରାୟଗଡ଼ା ପୁରୀ ଦେଇଗଲେ ଦୁଇ ବ୍ଲକ ର ହଜାର ହଜାର ଭକ୍ତ ଓ ଜନସାଧାରଣ ଉପକୃତ ହେବେ ।ଏଥିପ୍ରତି ଦୃଷ୍ଟି ଦେବେ
Last Seen Users on Sotwe
BiFun4Every1
Seen from
Turkey
Kai教練🥵
Seen from
Vietnam
Pedro
Seen from
Egypt
Del
Seen from
United States
Chicas de sacapulas
Seen from
United States
Konwanclub
Seen from
Thailand
💤
Seen from
Malaysia
F35
Seen from
Thailand
عراقي
ᡕᠵデᡁ᠊╾━
Trends for you
1
Browns
Under 10K tweets
2
DK Metcalf
Under 10K tweets
3
Nike
Under 10K tweets
4
#HereWeGo
Under 10K tweets
5
#MintoDemon3D
Under 10K tweets
6
#PITvsCLE
Under 10K tweets
7
$NKE
Under 10K tweets
8
Ray Kerr
Under 10K tweets
9
#OlandriaxMacCosmetics
Under 10K tweets
10
Metsa
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫