Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
Success is not about competition–It’s about contribution... . . . A few things that happened in life☁️📝 . . 𝐒𝐞𝐥𝐟 𝐑𝐞𝐬𝐩𝐞𝐜𝐭 𝐌𝐮𝐬𝐭 ❤️
Bhubaneswar,Odisha
Joined May 2021
68
Following
41
Followers
331
Posts
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
16 days ago
Don't mistake my silence for weakness, after losing so much I've learned to stay quiet.
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
4 months ago
ବଡ ନିଷ୍ଠୁର ଏ ସମୟ ନିଜେ ବଦଳି ଯାଏ ଆଉ ଅନ୍ୟକୁ ବି ବଦଳେଇ ଦିଏ l
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
4 months ago
ଲୋକଙ୍କୁ ତୁମେ ଦରକାର ନୁହେଁ, ତୁମ ଠାରୁ ମିଳିପାରୁଥିବା ଫାଇଦା ଦରକାର l
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
5 months ago
ଅନ୍ୟର ଖୁସି ପାଇଁ ନିଜ ଖୁସି ଭୁଲିଗଲି..... ଆଉ ଯେତେବେଳେ ନିଜ ଖୁସି କଥା ଭାବିଲି 🤔 ସେତେବେଳେ ମୁଁ କୁଆଡେ ସ୍ୱାର୍ଥପର ହେଇଗଲି 🥺
Who to follow
Biswajit Panda
@iamBpanda
MSc in computer 🖥️ science at Ravenshaw University।। views are personal...🙏
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
5 months ago
ସଫଳତାର ସୁଯୋଗ ମତେ ବି ଦବୁରେ ଜଗା 🥺 କାହିଁକି ନା. ......🫠 ମୁଁ ବି କିଛି ସ୍ବପ୍ନ ଦେଖିଛି ମୋ ପରିବାର ପାଇଁ 🙌 Jay Jagannath ⭕️❗️⭕️🙏
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
5 months ago
ମୋ ମା କୁହେ, ଏତେ ରାଗେନି “ ମୋ ଛଡା ତୋତେ ମନେଇବା ଵାଲା କେହି ନାହାନ୍ତି ❤️ ଏବେ ମୁଁ ବୁଝିପାରୁଛି ସେ ଠିକ ଥିଲା 😔💜
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
6 months ago
ଜୀବନର ହାତ ନାହିଁ କିନ୍ତୁ ବେଳେବେଳେ ସେ ଏମିତି ଚାପୁଡ଼ା ମାରିଥାଏ ଯାହା ସାରା ଜୀବନ ମନେ ରହିଯାଏ 🧿❤️🔥💯
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
6 months ago
୩୩ କୋଟି ଦେବୀ ଦେବତା ଙ୍କ ମଧ୍ୟରୁ 🥺କାହାର ହାତରେ ବି ଏମିତି କଲମ ଉଠିଲାନି 🫠ତାକୁ ମୋ ଭାଗ୍ୟରେ ଲେଖିବା ପାଇଁ 😭| କଣ ସତରେ ସେ ମୋ ଭାଗ୍ୟରେ ନାହିଁ ? 🥺କି ନଥିଲା,ଆଜି ମତେ ଏକା 😔 ଛାଡ ..... କିନ୍ତୁ ଲେଖିବାର ଥିଲା,ବହୁତ ଭଲ ପାଉଥିଲି ତାକୁ 👀 ଭଗବାନ କଣ ପାଇଁ ଏତେ ନିଷ୍ଠୁର 🫠
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
7 months ago
ତୁମକୁ ପାଇବାର ଭାଗ୍ୟ ତ ମୋର ନାହିଁ ବାସ ଭଗବାନଙ୍କୁ ଡାକେ - ତୁମେ ଚାହୁଁଥିବା ମଣିଷ ତୁମକୁ ମିଳିଯାଉ
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
8 months ago
ସବୁ ପ୍ରଶ୍ନର ଉତ୍ତର ଶବ୍ଦ ନୁହେଁ, କିଛି ଉତ୍ତର ସମୟ ଦେବ | ହିସାବ ହବ ଗୋଟି ଗୋଟି କରି ହିସାବ ହବ !
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
8 months ago
ଉଡିବା ପାଇଁ କାହା Permission ନେବା ଦରକାର ନାହିଁ, ଡେଣା ଆପଣଙ୍କର ଆଉ ଆକାଶ କାହା ବାପାର ନୁହେଁ 💪
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
8 months ago
ସମ୍ପର୍କରେ ଯଦି ପ୍ରେମ ସହିତ ସମର୍ପଣ ଆଉ ସମ୍ମାନ ଥାଏ ତାହେଲେ ସେ ସମ୍ପର୍କ ସମୟ ନେଉଥିବା ସବୁ ପରୀକ୍ଷାରେ ଜିତିଯାଏ।
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
9 months ago
ଡିସେମ୍ବର 31 ବର୍ଷର ଶେଷ ଦିନ। ବର୍ଷର ସେହି ଶେଷ ପୃଷ୍ଠା ଯୋଉ ପୃଷ୍ଠା ରେ ଲେଖା ଥାଏ କିଛି ଅକୁହା ବେଦନା ଅସମ୍ପୂର୍ଣ୍ଣ ସ୍ୱପ୍ନ,କିଛି ଭଙ୍ଗା ସମ୍ପର୍କ,କିଛି ଲୁହ,କିଛି କୋହ ଆଉ କିଛି ଛାତି ତଳେ ସାଇତା ଯନ୍ତ୍ରଣା ଯାହା କାହା ଆଗେ କହି ହୁଏନି ସହିବି ହୁଏନି। ବର୍ଷ ଯାକର ସ୍ମୁତି 🥹 Happy New Year 2K26✨💫🌟⭐️❤️
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
9 months ago
ନିଜର କରି ଦେଇଥିଲି,କିନ୍ତୁ ଜୀବନ ଗୋଟିଏ ଭଲ ଶିକ୍ଷା ଦେଲା—ଯେତେ ଭଲ ହେଲେ ବି,କେହି କେବେ ନିଜର ହୁଏନାହିଁ !
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
9 months ago
28 ବର୍ଷର ଦୁନିଆ କୁ ଦେଖି ସାରିଲିଣି ହେଲେ ‘ମା’ପରି ମଣିଷ ଟେ ଦେଖିବାକୁ ପାଇଲିନି, ମା ପରି କିଏ ବା ଆଉ ହେଇ ପାରିବ ❤️
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
9 months ago
ସମୟ ଖରାପ ଥିଲେ ସମସ୍ତେ ହାତ ଛାଡି ଦିଅନ୍ତି କିନ୍ତୁ ତମକୁ ଧର୍ଯ୍ୟ ଧରି ସେ ଅସମୟରୁ ବାହାରି ନିଜର କର୍ମ କରିବାର ଅଛି !
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
10 months ago
ନିଜର ଖୁସିକୁ କେବେ ବି ଅନ୍ୟର ହାତରେ ଦିଅନ୍ତୁ ନାହିଁ କାରଣ ଆଜିର ମଣିଷ, ଖେଳନା ସହ ନୁହଁ ଜୀବନ ସହ ଖେଳିବାକୁ ବେଶ୍ ପସନ୍ଦ କରନ୍ତି |
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
10 months ago
OYO ଯିବା ପାଇଁ ଯଦି ପଇସା ନାହିଁ ମତେ କହିଥାନ୍ତ ମୁଁ ଦେଇଥାନ୍ତି , କାହିଁକି ନା ଭଦ୍ର ଘରର ଝିଅମାନେ ଏମିତି ରାସ୍ତା ମଝିରେ ନଙ୍ଗଳା ହୁଅନ୍ତିନି |
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
11 months ago
I can never forget you,I don't want to forget you,I always want to remember you and the time I spent with you,bcoz the happiest time of my life is the time I spent with you.
𝐀ʂђ𝐢ຮ 𝐏𝐚̃𝐭𝐭𝐚𝐧̃𝐚́𝐢̈𝐤
@Ashis__07
11 months ago
❤️
Last Seen Users on Sotwe
TANTE CANTIK
Seen from
India
Video Mesum Abg Viral Bokep Indo Film Sex HD .
Seen from
Indonesia
X_777¹⁰¹*
Seen from
United States
phangphapngaplon
Seen from
Vietnam
@$&.
Seen from
Malaysia
Fizza Malik Top Tgirl
Seen from
Pakistan
175YQ
Gonzalo Torres
Seen from
United States
handeesenn
Seen from
Turkey
เหงา
Seen from
Thailand
Trends for you
1
Sunderland
Under 10K tweets
2
Good Sunday
Under 10K tweets
3
Wirtz
Under 10K tweets
4
Isak
Under 10K tweets
5
#AskFFT
Under 10K tweets
6
Blaney
Under 10K tweets
7
Jacquet
Under 10K tweets
8
Yom Kippur
Under 10K tweets
9
Valverde
Under 10K tweets
10
Moscow
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.3M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.3M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫