Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Asit Pattnaik
@AsitPofficial
Ex-Chairman,Odisha Pisciculture Development Corporation,Govt. of Odisha| Ex-Cricketer.Views are personal
Bhadrak/Bhubaneswar
Joined June 2020
149
Following
1.3K
Followers
1.5K
Posts
Asit Pattnaik
@AsitPofficial
4 days ago
ବୀର ସ୍ବାଧୀନତା ସଂଗ୍ରାମୀ ମହାନ ଜନନାୟକ ତଥା ଆଦିବାସୀ ଜନନେତା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଶହୀଦ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।
Asit Pattnaik
@AsitPofficial
4 days ago
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
@SatpathyLive
@AdyashaSatpath3
Asit Pattnaik
@AsitPofficial
5 days ago
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ସ୍ବର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
Asit Pattnaik
@AsitPofficial
16 days ago
ଭଦ୍ରକ ବ୍ଲକ ରାହାଞ୍ଜ ପଞ୍ଚାୟତ ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଲି । ଆଗାମୀ ଦିନରେ ପଞ୍ଚାୟତର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାକୁ ପରାମର୍ଶ ଦେଲି|
Who to follow
Debesh Acharya
@debesh_bjd
| Jai Maa Samalei | Jai Jaganath
Dr. GYANA DAS
@gyana_r_das
#Odisha #IAS 2007 #DisasterManagement, Views Personal. Likes & RTs not endorsements.
Sanjay Kumar Das Burma
@BurmaSanjay
Vice President @bjd_odisha , BJD SPOKESPERSON , Political Affairs Committee Of Biju Janata Dal Odisha , Ex-Deputy Chairman State Planning Board ( ODISHA )
Asit Pattnaik
@AsitPofficial
19 days ago
ଭଦ୍ରକର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନୀଳମଣି ରାଉତରାୟଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲି।
Asit Pattnaik
@AsitPofficial
20 days ago
ଭଦ୍ରକର ସୁଯୋଗ୍ୟ ସନ୍ତାନ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Asit Pattnaik
@AsitPofficial
2 months ago
ରାଷ୍ଟ୍ରଭକ୍ତି, ପରାକ୍ରମ ଓ ସ୍ୱାଭିମାନର ପ୍ରତୀକ ଛତ୍ରପତି ଶିବାଜୀ ମହାରାଜଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କ ବୀରତା, ସାହସ ଓ ନ୍ୟାୟପରାୟଣତା ଚିରକାଳ ପାଇଁ ଆମର ପ୍ରେରଣାର ଉତ୍ସ।
Asit Pattnaik
@AsitPofficial
2 months ago
ଆଜି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ 'ଉତ୍କଳ ଦିବସ'। ଓଡ଼ିଶା ହେଉଛି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆସନ୍ତୁ ଏକତ୍ରିତ ହୋଇ ଉତ୍କଳ ଜନନୀଙ୍କ ପ୍ରତିଷ୍ଠାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ପୁନଃ ପ୍ରୟାସ କରିବା। ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।
See More
Asit Pattnaik
@AsitPofficial
3 months ago
ଜୟ ଶ୍ରୀରାମ 🚩 ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଭଦ୍ରକ ତଥା ଓଡ଼ିଶାର ଅଗଣିତ ଶ୍ରୀରାମ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
#RamNavami2026
Asit Pattnaik
@AsitPofficial
3 months ago
Warm Birthday wishes to National Secretary of
@INTUCnational
Sj.
@ManasChoudhury
Maa Bhadrakali bless u with good health and long life.
Asit Pattnaik
@AsitPofficial
3 months ago
ପବିତ୍ର ଇଦ୍-ଉଲ୍-ଫିତର୍ ଅବସରରେ ଭଦ୍ରକ ତଥା ଓଡ଼ିଶାର ସମସ୍ତ ମୁସଲ୍ମାନ ଭାଇ ଓ ଭଉଣୀମାନଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଶୁଭକାମନା।ଇଶ୍ଵରଙ୍କ କୃପାରୁ ଆପଣଙ୍କ ପରିବାରରେ ସର୍ବଦା ସୁଖ ଓ ଶାନ୍ତି ବଜାୟ ରହୁ। ଇଦ୍ ମୁବାରକ
#EidMubarak
#EidUlFitr
Asit Pattnaik
@AsitPofficial
4 months ago
ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଭବନ ଠାରେ ପୂର୍ବତନ ବିଧାୟକ ୰ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ଭାଇ)ଙ୍କ ୬୨ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।
Asit Pattnaik
@AsitPofficial
4 months ago
ଗତକାଲି ଜାତିର ପିତା, ଅହିଂସା ଓ ସତ୍ୟର ପଥପ୍ରଦର୍ଶକ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଇରମ ଠାରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶହୀଦ ସ୍ମୃତି ସ୍ତମ୍ଭ ଇରମ ଓ ବୀର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି।
Asit Pattnaik
@AsitPofficial
4 months ago
ଭଦ୍ରକରେ ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରାରେ ଯୋଗଦେବା ଅବସରରେ
@INCOdisha
ର ସଭାପତି ଶ୍ରୀ
@BhaktaCharanDas
ଙ୍କୁ ଭଦ୍ରକ ସର୍କିଟ ହାଉସ୍ ଠାରେ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା।
#Bhadrak
#GandhiPatheOdisha
#Odisha
Asit Pattnaik
@AsitPofficial
6 months ago
@INCOdisha
@BhaktaCharanDas
@jayadevjenainc
@drdsharmaINC
@srikantjena3
@Ranjitpatra_PYC
@AnantaSethi12
@AjayLalluINC
@IYCOdisha
@sofiafirdous1
@SpBhadrak
Asit Pattnaik
@AsitPofficial
6 months ago
@INCOdisha
ର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଏହି ଜଘନ୍ୟ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର ରୁ କଠୋର ଏବଂ ସ୍ୱଚ୍ଛ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲୁ । ଯଥାଶୀଘ୍ର ପରିବାରକୁ ନ୍ୟାୟ ଏବଂ ଉଚିତ୍ ସହାୟତା ରାଶି ପ୍ରଦାନ କରିବା ପାଇଁ ଆମେ ଦାବି କରୁଛୁ ।
See More
Asit Pattnaik
@AsitPofficial
6 months ago
ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ପୀଡ଼ିତା ଝିଅର ପରିବାର ବର୍ଗଙ୍କ ସହିତ ସାକ୍ଷାତ କରି ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ମୃତିଚାରଣ କଲୁ ।
#Chandbali
#Bhadrak
#Odisha
Asit Pattnaik
@AsitPofficial
7 months ago
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ରାଜନୈତିକ ଜୀବନରେ ତାଙ୍କର ସରଳତା, ସେବାଭାବ ଓ ରାଜ୍ଯ ଗଠନର ନେତୃତ୍ୱ ଓଡ଼ିଶା ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ।
Asit Pattnaik
@AsitPofficial
7 months ago
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମାତୃଭୂମିକୁ ସୁରକ୍ଷା ଦେବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସହିଦ ସୈନିକ, ପୋଲିସ କର୍ମଚାରୀ ଏବଂ ନିରୀହ ନାଗରିକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ମାତୃଭୂମିର ସୁରକ୍ଷା ପାଇଁ ଦେଇଥିବା ବଳିଦାନ ପ୍ରତି ଭାରତ ସର୍ବଦା ଆପଣମାନଙ୍କ ଋଣୀ ଏବଂ କୃତଜ୍ଞ ରହିବ।
#MumbaiTerrorAttack
See More
Asit Pattnaik
@AsitPofficial
7 months ago
ସମ୍ବିଧାନ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା। ଗଣତନ୍ତ୍ର ମୂଲ୍ୟବୋଧର ମୂଳଦୁଆ ହେଉଛି ଆମ ପବିତ୍ର ସମ୍ବିଧାନ। ସମ୍ବିଧାନ ହେଉଛି ଆମ ଗର୍ବ, ଆମର ଅଖଣ୍ଡତା ଏବଂ ଏକତାର ପ୍ରତୀକ। ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଛି ।
Last Seen Users on Sotwe
bad boy cu to!
Seen from
Vietnam
whyme??
Seen from
Indonesia
Hijab Viral
Seen from
Indonesia
Irina | Digital Artist
Seen from
Germany
?
Seen from
Indonesia
olgsevermalatya
Seen from
Turkey
IncestKing
Seen from
Turkey
Samirahmed
Seen from
Pakistan
Asian Clubs X
Seen from
Indonesia
Atharv Top Boy
Seen from
India
Trends for you
1
Paraguay
Under 10K tweets
2
Introducing
Under 10K tweets
3
DevOps
Under 10K tweets
4
Anthropic
Under 10K tweets
5
Weverse
Under 10K tweets
6
Gabe
Under 10K tweets
7
#SmackDown
Under 10K tweets
8
Beatriz
Under 10K tweets
9
Kennedy Center
Under 10K tweets
10
Brazil
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.4M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.4M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
68.9M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.5M followers
19
X
@x
60.9M followers
20
Selena Gomez
@selenagomez
60.1M followers
Olivia
Online
✨
⭐
💫