Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BBSR Reporters
@BbsrReporters
Prioritising fact.
Bhubaneshwar, India
Joined August 2020
190
Following
441
Followers
13.8K
Posts
BBSR Reporters
@BbsrReporters
almost 4 years ago
#draupadimurmu
ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ Narendra Modi କହିଲେ, ଭାରତ ଇତିହାସ ରଚିଛି। ଏକ ସମୟରେ ଯେତେବେଳେ ୧୩୦ କୋଟି ଲୋକ ପୂର୍ବ ଭାରତର ଏକ ଦୁର୍ଗମ ଅଞ୍ଚଳରେ ଜନ୍ମିତ ଆଦିବାସୀ ସମ୍ପ୍ରଦାୟର ଭାରତର ଝିଅ ଆମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି !
BBSR Reporters
@BbsrReporters
almost 4 years ago
#Draupadi_Murmu
#DraupdiMurmu
ରାଷ୍ଟ୍ରପତି ନିର୍ବାଚନରେ ସମୁଦାୟ ବୈଧ ଭୋଟ୍ ହେଉଛି 3219, ଯାହାର ମୋଟ ମୂଲ୍ୟ 8,38,839, ଯେଉଁଥିରୁ ବିଜୟୀ ପ୍ରାର୍ଥୀ ଦ୍ରୌ��ଦୀ ମୁର୍ମୁ 5,77,777 ମୂଲ୍ୟର 2161 ଭୋଟ୍ ପାଇଛନ୍ତି | ଯଶୱନ୍ତ ସିହ୍ନା 2,61,062 ମୂଲ୍ୟର 1058 ଭୋଟ୍ ପାଇଛନ୍ତି: ପିସି ମୋଡି, ସାଧାରଣ ସମ୍ପାଦକ, ରାଜ୍ୟସଭା
See More
BBSR Reporters
@BbsrReporters
almost 4 years ago
#DraupadiMurmuForPresident
National Democratic Alliance’s candidate Droupadi Murmu is elected as India’s 15th President beating Opposition’s candidate Yashwant Sinha.
BBSR Reporters
@BbsrReporters
almost 4 years ago
ରାଜ୍ୟସଭା ଓ ଲୋକସଭାର ସମସ୍ତ ବିଜେଡି ସାଂସଦ ଆଜି ବିଜେଡି ସଂସଦୀୟ ପାର୍ଟି ଅଫିସ, ସଂସଦ ଗୃହରେ ଏକାଠି ହୋଇଥିଲେ ଏବଂ ଏହା ପରେ ଏକାଠି ହୋଇ “ଓଡ଼ିଶାର ଝିଅ” ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ।
#DraupadiMurmu
#PresidentialElections2022
Who to follow
Chinmayee Jena
@Chinmayeejenaa
ll Proud ଓଡ଼ିଆ ll ▪️Entrepreneur ▪️Tax & Legal aide▪️Odissi Dancer▪️Biker▪️Artist▪️Politics▪️Dreamer▪️Believer ▪️Achiever▪️ 🙏🏻ବନ୍ଦେ ଉତ୍କଳ ଜନନୀ🙏🏻
Anindita Nanda
@AninditaNanda1
curious mind 🤨
Skilled in Odisha - OSDA
@skilled_odisha
Official Handle of Odisha Skill Development Authority, Government of Odisha
BBSR Reporters
@BbsrReporters
almost 4 years ago
ଓଡ଼ିଶାର ଗର୍ବ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ସାମୁହିକ ପ୍ରାର୍ଥନା କଲେ ଆଦିବାସୀ ।
#odisha
#draupadimurmu
BBSR Reporters
@BbsrReporters
almost 4 years ago
"ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡିଶାର ଜଣେ ବ୍ୟକ୍ତି ଆମ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଅଛନ୍ତି l"
#Odisha
#DroupadiMurmu
@BbsrReporters
https://t.co/J8KHuDsLXk
BBSR Reporters
@BbsrReporters
almost 4 years ago
ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ।
#VicePresidentialElections2022
#JagdeepDhankar
#BJP
#Congress
@BbsrReporters
https://t.co/Wi2N9ytK79
BBSR Reporters
@BbsrReporters
almost 4 years ago
ଏବେ ଦେଶରେ ୧୪ ହଜାରରୁ ଅଧିକ ସେ��୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି ।
#vaccinatio
n
#indi
a
#Covid_1
9
@BbsrReporter
s https://t.co/GpXpsZ0rrd
BBSR Reporters
@BbsrReporters
almost 4 years ago
ସିନ୍ଦେ ଏବଂ ��ଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି।
#MaharashtraPolitic
s
#sivasen
a
#BJ
P
#BBSR_Reporter
s https://t.co/7P4jLm1ZFP
BBSR Reporters
@BbsrReporters
almost 4 years ago
ଗତକାଲି ଆର୍ଟସ ଷ୍ଟ୍ରିମ୍ର ଏଜୁକେସନ ପେପର ଲିକ୍ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ଲିକ୍ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।
#Sambalpur
#University
#examination
#postpone
@BbsrReporters
https://t.co/OPuRDvTkam
BBSR Reporters
@BbsrReporters
almost 4 years ago
#ସୁନାବେଶରେ_ବଡ଼_ଠାକୁର
ଶ୍ରୀକ୍ଷେତ୍ରରେ ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର...
#SunaBesha
#RathaJatra
#RathaJatra2022
#GhosaJatra2022
#GundichaJatra
#GundichaJatra2022
#ChariotFestival
#BBSR_Reporters
BBSR Reporters
@BbsrReporters
almost 4 years ago
BBSR Reporters
@BbsrReporters
almost 4 years ago
ସଂକ୍ରମଣ ବଢୁଥିଲେ ବି ବୁଷ୍ଟର ଡୋଜ ଉପରେ କେହି ଗୁରୁତ୍ୱ ଦେଉନଥିବାରୁୁ ଚତୁର୍ଥ ଲହର ଆସିପାରେ ବୋଲି ବିଶେଷଜ୍ଞମାାନେ ମତ ପ୍ରକାଶ କରିଛନ୍ତି ।
#odisha
#Covid_19
#CoronavirusUpdates
@BbsrReporters
https://t.co/kuyjZZrBPq
BBSR Reporters
@BbsrReporters
almost 4 years ago
ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାଆ���ୃତିର ଶିବଲିଙ୍ଗ ରହିଛି । ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି
। #AmarnathYat
r
a #AmarnathYatra20
2
2 @BbsrReporte
rs https://t.co/LoaYHmsTxJ
BBSR Reporters
@BbsrReporters
almost 4 years ago
ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ��ିତରେ କଣ ଭୁଲ୍, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର କହିଛନ୍ତି ଅପରାଜିତା ଷଡଙ୍ଗୀ l
#odish
a
#schoo
l
@AprajitaSarang
i
@BbsrReporter
s https://t.co/lu7byUBq9M
BBSR Reporters
@BbsrReporters
almost 4 years ago
ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ ଜମୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୫୦ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି ।
#JagannathRathYatra
#BahudaJatra
#Odisha
#puri
@BbsrReporters
https://t.co/zE5xG5SYM6
BBSR Reporters
@BbsrReporters
almost 4 years ago
କନ୍ଧମାଳ, ନରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ବରଗଡ଼ର ଅଧିକାଂଶ ସ୍ଥାନରେ ଆସନ୍ତାକାଲି ସକାଳରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।
#odisha
#rain
@BbsrReporters
https://t.co/qHPwggfSow
BBSR Reporters
@BbsrReporters
almost 4 years ago
ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି ।
#KaliPosterControversy
#RSS
@BbsrReporters
https://t.co/7JjrpjmN6G
BBSR Reporters
@BbsrReporters
almost 4 years ago
ତିନି ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସ��ଇଡ ନୋଟ୍ରେ ଲେଖିଥବା ବେଳେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି ।
#bjbcolleg
e
#ruchikamohant
y
@BbsrReporter
s https://t.co/CAyFp9dSPw
BBSR Reporters
@BbsrReporters
almost 4 years ago
ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ଫଳରେ ��୍ରଶ୍ନ କାଳ ଚାଲି ପାରିନଥିଲା । ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
#odish
a
#BJBColleg
e
#suisid
e
@btushar0
2
@BbsrReporter
s https://t.co/W5fFLd6uir
Last Seen Users on Sotwe
マイソ
Seen from
Japan
Grup manyağı
Seen from
Turkey
Dũng Trần
Seen from
Malaysia
TexasLonghorn
Seen from
Mexico
Tapo15 🔞
Seen from
Korea
Bi Sek S
Seen from
Turkey
Rashmi
Seen from
United States
شيطانك👹
Seen from
Germany
CharlotteParkes leaks / CharlotteParkes Nude Video
Seen from
Australia
مشاهير فيك👙 | 42K
Seen from
Israel
Trends for you
1
Bryce
Under 10K tweets
2
#SmackDown
Under 10K tweets
3
Haiti
Under 10K tweets
4
#OPLive
Under 10K tweets
5
TADC
Under 10K tweets
6
Juneteenth
Under 10K tweets
7
Eli White
Under 10K tweets
8
Rick James
Under 10K tweets
9
Tyler Reif
Under 10K tweets
10
Caine
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫