Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BBSR Reporters
@BbsrReporters
Prioritising fact.
Bhubaneshwar, India
Joined August 2020
189
Following
438
Followers
13.8K
Posts
BBSR Reporters
@BbsrReporters
over 4 years ago
#draupadimurmu
ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ Narendra Modi କହିଲେ, ଭାରତ ଇତିହାସ ରଚିଛି। ଏକ ସମୟରେ ଯେତେବେଳେ ୧୩୦ କୋଟି ଲୋକ ପୂର୍ବ ଭାରତର ଏକ ଦୁର୍ଗମ ଅଞ୍ଚଳରେ ଜନ୍ମିତ ଆଦିବାସୀ ସମ୍ପ୍ରଦାୟର ଭାରତର ଝିଅ ଆମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି !
BBSR Reporters
@BbsrReporters
over 4 years ago
#Draupadi_Murmu
#DraupdiMurmu
ରାଷ୍ଟ୍ରପତି ନିର୍ବାଚନରେ ସମୁଦାୟ ବୈଧ ଭୋଟ୍ ହେଉଛି 3219, ଯାହାର ମୋଟ ମୂଲ୍ୟ 8,38,839, ଯେଉଁଥିରୁ ବିଜୟୀ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 5,77,777 ମୂଲ୍ୟର 2161 ଭୋଟ୍ ପାଇଛନ୍ତି | ଯଶୱନ୍ତ ସିହ୍ନା 2,61,062 ମୂଲ୍ୟର 1058 ଭୋଟ୍ ପାଇଛନ୍ତି: ପିସି ମୋଡି, ସାଧାରଣ ସମ୍ପାଦକ, ରାଜ୍ୟସଭା
See More
BBSR Reporters
@BbsrReporters
over 4 years ago
#DraupadiMurmuForPresident
National Democratic Alliance’s candidate Droupadi Murmu is elected as India’s 15th President beating Opposition’s candidate Yashwant Sinha.
BBSR Reporters
@BbsrReporters
over 4 years ago
ରାଜ୍ୟସଭା ଓ ଲୋକସଭାର ସମସ୍ତ ବିଜେଡି ସାଂସଦ ଆଜି ବିଜେଡି ସଂସଦୀୟ ପାର୍ଟି ଅଫିସ, ସଂସଦ ଗୃହରେ ଏକାଠି ହୋଇଥିଲେ ଏବଂ ଏହା ପରେ ଏକାଠି ହୋଇ “ଓଡ଼ିଶାର ଝିଅ” ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ।
#DraupadiMurmu
#PresidentialElections2022
Who to follow
TNI Press
@TNIPress
#TheNewsInsight. News Headlines 24x7, Scoop, Breaking News. Credible News & Info. Political Intelligence. Fortnightly Newspaper. News Portal.
Sambad English
@Sambad_English
Odisha Sun Times is now Sambad English. We cover Breaking News, Alerts & Feature Articles. Join us on: https://t.co/ISNpZQGSXu
Chandrakanti ( ଚୁଟକି )
@ChandrakantiPr3
https://t.co/RLFxLLCxCJ Nursing graduate, #Nursing_Officer,#Govt_of_Odisha #Writer 🖊️#ଗଳ୍ପକାନ୍ତି #Poetic_Nurse 🥰 #His_Beloved 🌙 #ବାପାମାଆ😘 #ଓଡ଼ିଆ_ଝିଅ #ଜୟ_ଜଗନ୍ନାଥ
BBSR Reporters
@BbsrReporters
over 4 years ago
ଓଡ଼ିଶାର ଗର୍ବ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ସାମୁହିକ ପ୍ରାର୍ଥନା କଲେ ଆଦିବାସୀ ।
#odisha
#draupadimurmu
BBSR Reporters
@BbsrReporters
over 4 years ago
"ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡିଶାର ଜଣେ ବ୍ୟକ୍ତି ଆମ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଅଛନ୍ତି l"
#Odisha
#DroupadiMurmu
@BbsrReporters
https://t.co/J8KHuDsLXk
BBSR Reporters
@BbsrReporters
over 4 years ago
ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ।
#VicePresidentialElections2022
#JagdeepDhankar
#BJP
#Congress
@BbsrReporters
https://t.co/Wi2N9ytK79
BBSR Reporters
@BbsrReporters
over 4 years ago
ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି ।
#vaccination
#india
#Covid_19
@BbsrReporters
https://t.co/GpXpsZ0rrd
BBSR Reporters
@BbsrReporters
over 4 years ago
ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି।
#MaharashtraPolitics
#sivasena
#BJP
#BBSR_Reporters
https://t.co/7P4jLm1ZFP
BBSR Reporters
@BbsrReporters
over 4 years ago
ଗତକାଲି ଆର୍ଟସ ଷ୍ଟ୍ରିମ୍ର ଏଜୁକେସନ ପେପର ଲିକ୍ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ଲିକ୍ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।
#Sambalpur
#University
#examination
#postpone
@BbsrReporters
https://t.co/OPuRDvTkam
BBSR Reporters
@BbsrReporters
over 4 years ago
#ସୁନାବେଶରେ_ବଡ଼_ଠାକୁର
ଶ୍ରୀକ୍ଷେତ୍ରରେ ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର...
#SunaBesha
#RathaJatra
#RathaJatra2022
#GhosaJatra2022
#GundichaJatra
#GundichaJatra2022
#ChariotFestival
#BBSR_Reporters
BBSR Reporters
@BbsrReporters
over 4 years ago
BBSR Reporters
@BbsrReporters
over 4 years ago
ସଂକ୍ରମଣ ବଢୁଥିଲେ ବି ବୁଷ୍ଟର ଡୋଜ ଉପରେ କେହି ଗୁରୁତ୍ୱ ଦେଉନଥିବାରୁୁ ଚତୁର୍ଥ ଲହର ଆସିପାରେ ବୋଲି ବିଶେଷଜ୍ଞମାାନେ ମତ ପ୍ରକାଶ କରିଛନ୍ତି ।
#odisha
#Covid_19
#CoronavirusUpdates
@BbsrReporters
https://t.co/kuyjZZrBPq
BBSR Reporters
@BbsrReporters
over 4 years ago
ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାଆକୃତିର ଶିବଲିଙ୍ଗ ରହିଛି । ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି ।
#AmarnathYatra
#AmarnathYatra2022
@BbsrReporters
https://t.co/LoaYHmsTxJ
BBSR Reporters
@BbsrReporters
over 4 years ago
ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କଣ ଭୁଲ୍, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର କହିଛନ୍ତି ଅପରାଜିତା ଷଡଙ୍ଗୀ l
#odisha
#school
@AprajitaSarangi
@BbsrReporters
https://t.co/lu7byUBq9M
BBSR Reporters
@BbsrReporters
over 4 years ago
ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ପାଇଁ ପୁରୀରେ ପ୍ରବଳ ଭିଡ ଜମୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୫୦ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି ।
#JagannathRathYatra
#BahudaJatra
#Odisha
#puri
@BbsrReporters
https://t.co/zE5xG5SYM6
BBSR Reporters
@BbsrReporters
over 4 years ago
କନ୍ଧମାଳ, ନରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ବରଗଡ଼ର ଅଧିକାଂଶ ସ୍ଥାନରେ ଆସନ୍ତାକାଲି ସକାଳରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।
#odisha
#rain
@BbsrReporters
https://t.co/qHPwggfSow
BBSR Reporters
@BbsrReporters
over 4 years ago
ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି ।
#KaliPosterControversy
#RSS
@BbsrReporters
https://t.co/7JjrpjmN6G
BBSR Reporters
@BbsrReporters
over 4 years ago
ତିନି ସିନିୟର ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ରୁଚିକା ସୁଇସାଇଡ ନୋଟ୍ରେ ଲେଖିଥବା ବେଳେ ସେହି ୩ ଛାତ୍ରୀ କିଏ? ରୁଚିକା ସେମାନଙ୍କ ନାଁ ଲେଖି ନାହାନ୍ତି ।
#bjbcollege
#ruchikamohanty
@BbsrReporters
https://t.co/CAyFp9dSPw
BBSR Reporters
@BbsrReporters
over 4 years ago
ଏହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ବିରୋଧୀ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ । ଫଳରେ ପ୍ରଶ୍ନ କାଳ ଚାଲି ପାରିନଥିଲା । ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।
#odisha
#BJBCollege
#suiside
@btushar02
@BbsrReporters
https://t.co/W5fFLd6uir
Last Seen Users on Sotwe
الحس كسي
زوجين
Seen from
Oman
izmirden biri
Seen from
Turkey
Shaik Haseena
Seen from
Pakistan
xxxssxxx
Seen from
Turkey
pecintaibu2434
Seen from
Malaysia
mama ledung
Seen from
Turkey
chelseaa
Seen from
Indonesia
ريم المكاحيل
Seen from
Canada
Black Magic
Trends for you
1
Caleb Wilson
Under 10K tweets
2
Leonard Miller
Under 10K tweets
3
Byron
Under 10K tweets
4
Tyler Herro
Under 10K tweets
5
Ethan
Under 10K tweets
6
Giddey
Under 10K tweets
7
Sammy Smith
Under 10K tweets
8
Lassie
Under 10K tweets
9
Norman Powell
Under 10K tweets
10
Opie
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫