Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Balangir
@BJD4Balangir
Official Twitter account of BJD Balangir
Balangir
Joined May 2018
42
Following
902
Followers
289
Posts
BJD4Balangir
retweeted
BCJD
@odishabcjd
about 6 years ago
ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ବଲାଙ୍ଗୀର କାର୍ଯ୍ଯକ୍ରମରେ ୫୩୭ ୟୁନିଟ୍ ରକ୍ତ ସଂଗ୍ରହ !
BJD4Balangir
retweeted
Ranju Raiman
@RanjuRaiman
about 6 years ago
ରାଜ୍ୟବରିଷ୍ଠ ଉପ ସଭାପତି ଅନଙ୍ଗଉଦୟ ସିଂଦେଓ ରାଜ୍ଯ ବରିଷ୍ଠସାଧାରଣ ସମ୍ପାଦକ
@DeoKalikesh
ଓ
@ArkeshOfficial
ଙ୍କନେତୃତ୍ବରେ ତିନିଦିନ ଧରି ବଲାଙ୍ଗୀର ଠାରେ ଆୟୋଜିତ ହୋଇଥିବା ଓଡିଶା-ମୋପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ସ୍ବଚ୍ଛାକୃତଭାବେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଅଶେଷଧନ୍ୟବାଦ।
@pranabpdas
@jibanbindu
See More
BJD Balangir
@BJD4Balangir
about 6 years ago
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଆଗଲପୁର ବ୍ଲକ ସାଲେଭଟା ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ତରଫରୁ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରାଗଲା l
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ସିନ୍ଧେକେଲା ରେ ଆସନ୍ତା 11 ତାରିଖ ରେ ଜୀବନବିନ୍ଦୁ ରକ୍ତଦାନ ଶିବିର ହେବl ସିନ୍ଧେକେଲା ଦୁଆରସୁଣୀ ମନ୍ଦିର ପ୍ରାଙ୍ଗଣରେ ବିଜେଡି ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
@Naveen_Odisha
@bjd_odisha
Who to follow
Debesh Acharya
@debesh_bjd
| Jai Maa Samalei | Jai Jagannath Former MLA Odisha (2014 to 2024)
Chandra Sarathi
@chandra_sarathi
MLA Cuttack Sadar, @bjd_odisha
Anubhav Patnaik
@anubhavpatnaik7
Director (Skill), KISS Former Advisor, E & IT Department, GoO, Former MLA, Khandapada, OLA, Former AGM, Godrej & Boyce Mfg Co Ltd
BJD Balangir
@BJD4Balangir
about 6 years ago
UPSE ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କଣ୍ଟାବାଞ୍ଜି ର ଗୌରବ ନବାଲ ଜୈନଙ୍କୁ କଣ୍ଟାବାଞ୍ଜି ବିଜେଡି ତରଫରୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧନା ଦିଆଗଲା l
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ବଙ୍ଗୋମୁଣ୍ଡା ବ୍ଲକ, ଠେମରା ଗ୍ରାମପଞ୍ଚାୟତ ଫୁଲବନ୍ଧ ଗାଁ ର ଓମ ପ୍ରକାଶ ଛତ୍ରିଆ ଙ୍କ ଦେହ ବେଶି ଅସୁସ୍ଥ ହେବାରୁ ଟିଟିଲାଗଡ଼ ହସ୍ପିଟାଲରୁ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲକୁ କଣ୍ଟାବାଞ୍ଜି ଗତ ନିର୍ବାଚନର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ଅଜୟ ଦାସ ଙ୍କ ସହଯୋଗ ରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।
@Naveen_Odisha
@bjd_odisha
See More
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ଥାନା ପରିସରରେ କଣ୍ଟାବାଞ୍ଜି ମହିଳା ସମିତି, ବିଜୁ ଯୁବ ବାହିନୀ ଓ ବିଜେଡି ନଗର ଶାଖା ତରଫରୁ ବୃକ୍ଷ ରୋପଣ କରାଯାଇଛି ।ମୂଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲ ଯୋଗଦେଇଥିଲେ ।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ, ବୁରୋମାଲ ଗାଁ ର ଗୋବର୍ଦ୍ଧନ ବାଘ ର ଘର ଭାଙ୍ଗି ଯାଇଥିବା ସୂଚନା ପାଇ କଣ୍ଟାବାଞ୍ଜି ଗତ ନିର୍ବାଚନର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ଅଜୟ ଦାସ ଯାଇ ତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ଆଶ୍ରମ ପଡା ରାମ ବାଘ ଙ୍କ ମା ଙ୍କ ଦସା କାର୍ଯ୍ୟରେ ଯୋଗଦାନ କରିଛନ୍ତି କଣ୍ଟାବାଞ୍ଜି ଗତ ନିର୍ବାଚନର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ଅଜୟ ଦାସ।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଟିଟିଲାଗଡ ବନାଞ୍ଚଳ ରେ ବୃକ୍ଷ ରୋପଣ ଆରମ୍ଭ କରିଥିଲେ। ସମସ୍ତଙ୍କୁ ଅନୁରୋଧ କରିଥିଲେ କି ବୃକ୍ଷ ରୋପଣ ଓ ଯତ୍ନ ନେବାକୁ। ଏହା ଆମର ପର ପିଢି ପାଇଁ ଏକ ବରଦାନ ହେବ।
@Naveen_Odisha
@bjd_odisha
BJD4Balangir
retweeted
Nihar Ranjan Behera | ନିହାର ରଞ୍ଜନ ବେହେରା
@Nihar_Bjd
about 6 years ago
@BYJD_Odisha
ର ରାଜ୍ୟ ସଭାପତି
@Amaresh_Patri
ଙ୍କ ନେତୃତ୍ୱ ରେ ଯୁବ ବିଜେଡି ତରଫରୁ
#COVID19
ବିପତ୍ତି କୁ ନେଇ ରାଜ୍ୟ ଯୁବ କର୍ମ କର୍ତ୍ତା ମାନଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମ ରେ ହୋଇ ଥିବା ସମୀକ୍ଷା ବୈଠକ ରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ତରଫରୁ ମୁ ଯୋଗଦେଇଥିଲି
@Amar4Odisha
@BJDITWing
@CMO_Odisha
@BJD4Balangir
See More
BJD Balangir
@BJD4Balangir
about 6 years ago
ପ୍ରେସ କ୍ଲବ, କଣ୍ଟାବାଞ୍ଜି ଦ୍ୱାରା ମେଗା ରକ୍ତ ଦାନ ଶିବିରରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଆୟୁବ ଖାଁ ମୁଖ୍ୟଅତିଥି ରୂପରେ ଯୋଗଦାନ କରି ରକ୍ତଦାତା ଉତ୍ସାହିତ କରିଥିଲେ।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ଯୋଗେଶ୍ୱର ପରାଭୁଏ ଗ୍ରାମ ସରଗୁଲ ତୁରେକେଲା ବ୍ଲକ ଯିଏକି ତିନି ମାସ ତଳେ ବଜ୍ରାଘାତ ରେ ମୃତ୍ୟୁବରଣ କରିଥିଲେ ତାଙ୍କ ସ୍ତ୍ରୀ ନନ୍ଦିନୀ ପରାଭୁଏଙ୍କୁ ରାଜ୍ୟ ସରକାର କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ପ୍ରେସ କ୍ଲବ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ଗତ ନିର୍ବାଚନର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ଅଜୟ ଦାସ ଯୋଗଦାନ କରିଛନ୍ତି।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରାଜ୍ୟରେ ବାଲ୍ୟ ବିବାହ ର ସ୍ଥିତି ଓ ପ୍ରତିକାରକୁ ନେଇ ଏକ Webinar ରେ ଯୋଗ ଦେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଭାଷଣ ଦେଇଥିଲେ।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରୀବାହଲ ବ୍ଲକ ଟୁପାଉଡାର ଗ୍ରାମପଞ୍ଚାୟତ ସାଲେଭତା ଗାଁ ର ବିଜେଡି ସକ୍ରିୟ ସଦସ୍ୟ ନୀଳ ସାହୁଙ୍କ ଝିଅ ବାହାଘରରେ କଣ୍ଟାବାଞ୍ଜି ଗତ ନିର୍ବାଚନର ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ଅଜୟ ଦାସ ଯୋଗଦାନ କରିଥିଲେ।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ଥାନାରେ ଏକ ରକ୍ତ ଦାନ ଶିବିରକୁ ଉଦଘାଟନ କରିଛନ୍ତି। କୋରନା ସମୟରେ ରକ୍ତ ଅଭାବରୁ କାହାରିକୁ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି l
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ପାଟଣାଗଡ ବିଧାୟକ
@Sarojmeher112
ଏହି ଲକଡାଉନ ସମୟରେ ରାଜ୍ୟ ବାହାରୁ ଫେରିଥିବା ତିନିଗୋଟି ବ୍ଲକର ହାରାହାରି ୧୦୦ ଜଣ ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ ଖାଇବାକୁ ଦେଇ ସମସ୍ତ ଶ୍ରମିକ ମାନଙ୍କୁ ତାଙ୍କ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଗାଡି ବ୍ୟବସ୍ଥା କରି ପଠାଇଛନ୍ତି।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ମହାମାରୀ କରୋନା ସମୟରେ ରାଜ୍ୟ ବାହାରୁ ଫେରିଥିବା ଖପ୍ରାଖୋଲ ଓ ପାଟଣାଗଡ ବ୍ଲକର ଶ୍ରମିକ ମାନଙ୍କୁ ପାଟଣାଗଡ ବିଧାୟକ
@Sarojmeher112
ଶୁଖିଲା ଖାଦ୍ୟ ଖାଇବାକୁ ଦେଇ ସାନିଟାଇଜର କରାଇ ତାଙ୍କ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଗାଡି ବ୍ୟବସ୍ଥା କରି ପଠାଇଛନ୍ତି।
@Naveen_Odisha
@bjd_odisha
BJD Balangir
@BJD4Balangir
about 6 years ago
ଲକଡାଉନ ସମୟରେ ପାଟଣାଗଡ ବିଧାୟକ
@Sarojmeher112
ରାଜ୍ୟ ବାହାରୁ ଫେରିଥିବା ତିନିଗୋଟି ବ୍ଲକ ର ଶ୍ରମିକ ମାନଙ୍କୁ ଶୁଖିଲା ଖାଦ୍ୟ ଖାଇବାକୁ ଦେଇ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟ ଶିବିରକୁ ଗାଡି ବ୍ୟବସ୍ଥା କରି ପଠାଇଛନ୍ତି।
@Naveen_Odisha
@bjd_odisha
Last Seen Users on Sotwe
nanona
Seen from
Vietnam
فحل الأمهات المربربه🔥
حصريات الديب
Seen from
Israel
PEMERSATU BANGSA
Seen from
Netherlands
dayi
Seen from
Turkey
BBW PORN
Seen from
Turkey
ชอบสาวแก่แม่หม้าย
Seen from
Thailand
mustafacan312
Seen from
Turkey
Zpzx
Seen from
Italy
نياك الطاطات فوق 50 سنة
Seen from
Algeria
Trends for you
1
Lake America
Under 10K tweets
2
GTA 6
Under 10K tweets
3
MapQuest
Under 10K tweets
4
Wilson
Under 10K tweets
5
$CHUMP
Under 10K tweets
6
Reagan
Under 10K tweets
7
Grant
Under 10K tweets
8
Peter Cullen
Under 10K tweets
9
Callaway
Under 10K tweets
10
Josh Jacobs
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫