Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Balasore
@BJD4Balasore
Official Twitter account of BJD Balasore
Balasore
Joined May 2018
41
Following
916
Followers
352
Posts
BJD Balasore
@BJD4Balasore
about 6 years ago
ବରିଷ୍ଠ ସମାଜସେବି ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ବେହେରା ବସ୍ତାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ,ବସ୍ତା ପ୍ରେସକ୍ଲବ ଓ ବସ୍ତା ଦୀନଦୟାଲ କୋପରେଟିଭ ଠାରେ ଜାତୀୟ ପତକା ଉତ୍ତୋଳନ କରି ଆଜି ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ ।
@Naveen_Odisha
@bjd_odisha
BJD Balasore
@BJD4Balasore
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସଦାନନ୍ଦପୁର ପଞ୍ଚାୟତ ଅଫିସ ସମ୍ମୁଖରେ ମୃତ କୋଭିଡ ଯୋଦ୍ଧାଙ୍କ ଅମରଆତ୍ମାର ସଦ୍ଗତି ପାଇଁ ପ୍ରଦୀପ ପ୍ରଜ୍ବଳନ,ନୀରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ ।
@Naveen_Odisha
@bjd_odisha
BJD Balasore
@BJD4Balasore
about 6 years ago
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ବ୍ଲକ ଚେୟାରମେନ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ଜୀବନ ବିନ୍ଦୁ ସଂଯୋଜକ, ଯୁବସଭାପତି ଉପସ୍ଥିତ ଥିଲେ ।
@Naveen_Odisha
@panigrahi_jp
@bjd_odisha
BJD Balasore
@BJD4Balasore
about 6 years ago
ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
Who to follow
Jyoti Prakash Panigrahi
@panigrahi_jp
M.L.A, Simulia Last Worked as IT professional in Oracle as Director Consulting Practices
Chandra Sarathi
@chandra_sarathi
MLA Cuttack Sadar, @bjd_odisha
Naveenism
@NaveenismOdisha
Aims to encourage the Odia youth to be all that we can be – indestructible pillars of strength on which future of the state will rest. #Naveenism
BJD Balasore
@BJD4Balasore
about 6 years ago
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବଙ୍ଗାଳପୁର ପଞ୍ଚାୟତରେ , ବ୍ଲକ ଚେୟାରମ୍ୟାନ, ଜିଲ୍ଲାପରିଷଦ ,ସରପଞ୍ଚ, ସମିତିସଭ୍ୟଙ୍କ ଉପସ୍ଥିତରେ ବଙ୍ଗାଳପୁରରେ ନୂତନ ପଞ୍ଚାୟତ କାର୍ଯ୍ୟଳୟର ଶୁଭ ଶିଳାନ୍ୟାସ କରିଛନ୍ତି ।
@Naveen_Odisha
@panigrahi_jp
@bjd_odisha
See More
BJD Balasore
@BJD4Balasore
about 6 years ago
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯକ୍ରମ ଓ ଜିଲ୍ଲାରେ କରୋନା ମହାମାରୀର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ।
@Naveen_Odisha
@jenapratap66
@bjd_odisha
BJD4Balasore
retweeted
BJD IT Wing
@BJDITWing
about 6 years ago
ବାଲେଶ୍ୱରର ପୂର୍ବତନ ବିଜେଡି ସାଂସଦ ତଥା ବାଲେଶ୍ଵର ଜିଲ୍ଲା ସଭାପତି ଇଂ ରବିନ୍ଦ୍ର କୁମାର ଜେନାଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା । Wishing Sri Rabindra Kumar Jena,
@bjd_odisha
's Ex-MP of Balasore and district president, on his Birthday!
@rabindrakjena
@BJD4Balasore
BJD Balasore
@BJD4Balasore
about 6 years ago
ସିମୁଳିଆ ବ୍ଲକରେ ଦଶମ ଶ୍ରେଣୀ ପରୀକ୍ଷା ରେ A1 ର ସଫଳତା ପାଇଥିବା ପିଲା ମାନଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେମାନଙ୍କ ଘରକୁ ଯାଇ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ଆହୁରି ସଫଳତାର ଶିଖର ଛୁଇଁବା ପାଇଁ ଉତ୍ସାହିତ କରିଛନ୍ତି ।
@Naveen_Odisha
@panigrahi_jp
@bjd_odisha
See More
BJD4Balasore
retweeted
BJD IT Wing
@BJDITWing
about 6 years ago
ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଙ୍କର ଏବେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ଦେଖନ୍ତୁ https://t.co/OwaFqs3dYS
BJD Balasore
@BJD4Balasore
about 6 years ago
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଖଇରା ବ୍ଲକର ଶାରୀ ଶୁଆ ରାସ୍ତା ନିର୍ମାଣ ପ୍ରକଳ୍ପର କିପରି ଭାବରେ ଉନ୍ନତି କରଣ ହେବା ସହିତ କିପରି ଶୀଘ୍ର କାର୍ଯ୍ୟ ସମାପ୍ତ ହେବ, ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
@Naveen_Odisha
@panigrahi_jp
@bjd_odisha
See More
BJD Balasore
@BJD4Balasore
about 6 years ago
ଏହି କାର୍ଯ୍ୟକ୍ରମରେ କୁପାରୀରୁ ୮୮ ଏବଂ ସୁନ୍ଦରପୁରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
@Naveen_Odisha
@panigrahi_jp
@bjd_odisha
BJD Balasore
@BJD4Balasore
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ କୁପାରୀ ପଞ୍ଚାୟତ କାର୍ଯ୍ୟାଳୟ, ଏବଂ ସୁନ୍ଦରପୁର ବିଦ୍ୟାଳୟରେ "ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ COVID-19 ର ସବୁ ନିୟମ ରକ୍ଷାକରି ଅତି ଶୃଙ୍ଖଳିତ ସହକାରେ ଅନୁଷ୍ଠିତ ହୋଇଯାଇଛି ।
See More
BJD Balasore
@BJD4Balasore
about 6 years ago
G.R.S ଙ୍କ ଉପସ୍ଥିତିରେ ନଥି ପତ୍ର ଯାଞ୍ଚ କରିବା ସହିତ , R.H ବିଭାଗ ଓ ପଞ୍ଚାୟତ S.F.C , C.F.C funds ସବୁ ସଠିକ ଭବାରେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିଥିଲେ ।
@Naveen_Odisha
@panigrahi_jp
@bjd_odisha
BJD Balasore
@BJD4Balasore
about 6 years ago
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତରେ ହଟାତ ପହଁଚି,B.D.O, G.P.O, J.E, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ଅଫିସର(P.E.O),
BJD Balasore
@BJD4Balasore
about 6 years ago
@Naveen_Odisha
@BYJD_Odisha
@BijuJanata
ଏଥିରେ ମୋଟ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
@Naveen_Odisha
@panigrahi_jp
@bjd_odisha
BJD Balasore
@BJD4Balasore
about 6 years ago
ବାଲେଶ୍ୱର ସଦର ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ମାଲ୍ୟାର୍ପଣ ଏବଂ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରୁଛନ୍ତି ଜିଲ୍ଲା ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ।
@Naveen_Odisha
@BYJD_Odisha
@BijuJanata
BJD Balasore
@BJD4Balasore
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅଡ଼ା ପଞ୍ଚାୟତରେ "ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ COVID-19 ର ସବୁ ନିୟମ ରକ୍ଷାକରି ଅତି ଶୃଙ୍ଖଳିତ ସହକାରେ ଅନୁଷ୍ଠିତ ହୋଇଯାଇଛି l
BJD Balasore
@BJD4Balasore
about 6 years ago
ବାଲେଶ୍ୱରର ବିଜୁ ଯୁବ ଜନତା ଦଳରେ ଜିଲ୍ଲା ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ବରେ ବିଜୁ ଯୁବ ଜନତା ଦଳ ତରଫରୁ ଭାରତ-ଚୀନ ସୀମା ଗୋଲୱାନ ଠାରେ ଶହୀଦ ହୋଇଥିବା ଭାରତର ୨୦ ଜଣ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଛନ୍ତି ।
@Naveen_Odisha
@bjd_odisha
BJD Balasore
@BJD4Balasore
about 6 years ago
ବାଲେଶ୍ୱର ଜିଲ୍ଲାର ନୂତନ S.P ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ସୁବେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ବରେ ଯୁବ କର୍ମୀ ସାକ୍ଷାତ କରିଥିଲେ। ଆଗାମୀ ଦିନରେ ଜିଲ୍ଳା ପ୍ରଶାସନ ସହିତ ରହି ସମସ୍ତ କାର୍ଯ୍ୟରେ ସହୋଜଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
@Naveen_Odisha
@bjd_odisha
See More
BJD Balasore
@BJD4Balasore
about 6 years ago
ଆର୍ଥିକ ବର୍ଷରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଚୟନ କମିଟି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦାନ କରିଥିଲେ ।
@Naveen_Odisha
@panigrahi_jp
@bjd_odisha
Last Seen Users on Sotwe
Türk İfşa
Seen from
Turkey
Marie Oran
Seen from
Netherlands
المفتريه
Seen from
Algeria
Kayseri beyi
Seen from
Turkey
เงี่ยน หาเยด ร่านหี อยากเยดหี ทักมา🥵
Seen from
Thailand
alya
Seen from
Malaysia
Oblos
Seen from
France
joan Tojin
pasif CD Aktif Gay sevda
Seen from
Turkey
Simge Barankoglu
Seen from
Germany
Trends for you
1
Cal Raleigh
Under 10K tweets
2
Jesse
Under 10K tweets
3
Merrill
Under 10K tweets
4
#LaCasaDeLosFamososMéxico
Under 10K tweets
5
Abdul
Under 10K tweets
6
Mexicali
Under 10K tweets
7
#mcrminneapolis
Under 10K tweets
8
Jake Cronenworth
Under 10K tweets
9
Estrada
Under 10K tweets
10
Brink
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.6M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫