Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Deogarh
@BJD4Deogarh
Official Twitter account of BJD Deogarh
Deogarh
Joined May 2018
34
Following
440
Followers
79
Posts
BJD4Deogarh
retweeted
BJD Odisha
@BJD4Odisha
about 6 years ago
କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନି��ନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।
See More
BJD4Odisha's tweet video.
BJD Deogarh
@BJD4Deogarh
about 6 years ago
ଦେବଗଡ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ
#BandeUtkalaJanani
ସଙ୍ଗୀତ ଗାନ ସମସ୍ତ ଦେ���ଗଡ ବାସୀ ଗାଁ ତଥା ସହରରେ ମଧ୍ୟ ଗୀତ ପରିବେଷଣ କରିଛନ୍ତି
। #OdishaHonorsCovidWarrio
r
s @Naveen_Odis
ha
@CMO_Odis
ha
@BJDITWi
ng
See More
BJD4Deogarh
retweeted
BJD IT Wing
@BJDITWing
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଆଜି ସନ୍ଧ୍ୟା ୫.୩୦ ରେ କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଆପଣ ଗାଇବା ସମୟର ଫଟୋ ବା ଭିଡ଼ିଓ
#BandeUtkalaJanani
ଓ
#OdishaHonorsCovidWarriors
Hash Tag ସହିତ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରନ୍ତୁ, (୧/୨)
BJD4Deogarh
retweeted
BJD IT Wing
@BJDITWing
about 6 years ago
ଭୁଲନ୍ତୁ ନାହିଁ, ଆଜି ସନ୍ଧ୍ୟା ୫.୩୦ ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ଆମ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆପଣଙ୍କ ସୁବିଧା ପାଇଁ ଏଠାରେ 'ବନ୍ଦେ ଉତ୍କଳ ଜନନୀ'ର ଗୀତି ଏବଂ ଏହାର ସ୍ୱର ଲୟ ପାଇଁ ଭିଡ଼ିଓ ଟିଏ ଦିଆଗଲା ।
#OdishaHonorsCovidWarriors
Who to follow
Naveenism
@NaveenismOdisha
Aims to encourage the Odia youth to be all that we can be – indestructible pillars of strength on which future of the state will rest. #Naveenism
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
Siddharth Das
@SiddharthDas_11
A radical humanist,Lead masses on their issues,Philanthropist,An Engineer with B.E(Chem),Social Political Activist. Loves Legendry Biju Pattanaik !!
BJD4Deogarh
retweeted
BJD IT Wing
@BJDITWing
about 6 years ago
ଗତ କାଲି "ବନ୍ଦେ ଉତ୍କଳ ଜନନୀ"ର ଗୀତି ପ୍ରକାଶ କରିବା ପରେ ଅନେକେ ଏହା କିଭଳି ଗାଇବେ ବୋଲି ପଚାରିଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି, ସ୍ୱର ଆଉ ଲୟ ଜାଣିବା ପାଇଁ ଆମେ ସାହାଯ୍ୟ ମାଗିଥିଲୁ ଆମ IT Wing ରାଜ୍ୟ ସଦସ୍ୟା ତଥା
@OTDCofficial
ଅଧ୍ୟକ୍ଷା ଶ୍ରୀମତୀ ଶ୍ରିମୟୀ ମିଶ୍ରଙ୍କୁ।
@ShreemayeeM
ଗାଇଥିବା ଏହି ଭିଡ଼ିଓଟି ଦେଖନ୍ତୁ
See More
BJDITWing's tweet video.
BJD4Deogarh
retweeted
BJD IT Wing
@BJDITWing
about 6 years ago
ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ, ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫.୩୦ ରେ ସମସ୍ତେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ, ଓଡ଼ିଶାର ଜାତୀୟ ସଂଗୀତ, "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ଅନୁରୋଧ।
BJD Deogarh
@BJD4Deogarh
over 6 years ago
ଦେବଗଡ ଜିଲ୍ଲା ତିଲେଇବାଣି ବ୍ଲକ ଅନ୍ତେର୍ଗତ ଢୋଲପଡା ପଂଚାୟତ ପଥୁନାଳି ଗ୍ରାମରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳନୀକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ବାଳଙ୍କ ଏବଂ ଅନେକ ବିଜେଡି କର୍ମୀଙ୍କ ନେତୃତ୍ୱରେ ଖାଦ୍ୟ ସାମଗ୍ରୀ ,ହାତଧୁଆ ସାବୁନ ଓ ମାକ୍ସ ବିତରଣ କରାଯାଇଛି।
@Naveen_Odisha
@bjd_odisha
See More
BJD Deogarh
@BJD4Deogarh
over 6 years ago
ଦେବଗଡ ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ୍, ଜିଲ୍ଲା ସଭାପତି ରୋମାଞ୍ଚରଞ୍ଜନ ବିଶ୍ବାଳଙ୍କ ତିଲେଇବଣୀ ବ୍ଲକ୍ ର ଢୋଲପଡା ପଞ୍ଚାୟତ ସ୍ଥିତ ପଥୁରିନାଳୀ ଗ୍ରାମର ଗରିବ ଆଦିବାସୀ ପରିବାରଙ୍କୁ ସାମାଜିକ ଦୁରତ୍ବ ବଜାୟ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ସଚେତନ କରି ମାସ୍କ୍ ରାସନ ବଣ୍ଟନ କରିଛନ୍ତି
@Naveen_Odisha
See More
BJD Deogarh
@BJD4Deogarh
over 6 years ago
ଦେଓଗଡ ଜିଲ୍ଲା ରିଅମଲ ବ୍ଲକ ରେ କରୋନା ସଂକ୍ରମଣରୁ ବଞ୍ଚିତ ହେବା ପାଇଁ ସଚେତନତା ଗାଡ଼ି ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା ।ଲା l
@Naveen_Odisha
@bjd_odisha
@HFWOdisha
@nabadasjsg
BJD Deogarh
@BJD4Deogarh
over 6 years ago
ଦେଓଗଡ ଜିଲ୍ଲାରେ କରୋନା ସଂକ୍ରମଣରୁ ଲୋକମାନେ ବଞ୍ଚିତ ହେବା ପାଇଁ ପ୍ରଚାର ଦ୍ୱାରା ଲୋକମାନଙ୍କୁ ସଚେତନତା କରାଯାଉଛି l
@Naveen_Odisha
@bjd_odisha
@HFWOdisha
@nabadasjsg
BJD Deogarh
@BJD4Deogarh
over 6 years ago
ଦେବଗଡ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲାର ତିଳେଈବଣି ବ୍ଲକ ଅନ୍ତର୍ଗତ ଡ଼ୀମିରିକୁଦା ଠାରେ ପାଳିତ ହୋଇଯାଇଅଛି l
#WomensDay
@Naveen_Odisha
@bjd_odisha
BJD Deogarh
@BJD4Deogarh
over 6 years ago
ଦେବଗଡ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ରାଜ ଦିବସ ଜିଲ୍ଲା ସଭାପତି ରୋମାଞ୍ଚରଞ୍ଜନ୍ ବିଶ୍ୱାଳଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ ହୋଇଯାଇଅଛି l
#BijuJayanti
@CMO_Odisha
@Naveen_Odisha
@bjd_odisha
BJD Deogarh
@BJD4Deogarh
over 6 years ago
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦେବଗଡ଼ ଜିଲ୍ଲା ବିଜେଡି ତରଫରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ।
#BijuJayanti
@Naveen_Odisha
@bjd_odisha
BJD4Deogarh
retweeted
BJD IT Wing
@BJDITWing
over 6 years ago
@bjd_odisha
ସଭାପତି ଓ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା: ରାଜ୍ୟର ��ୃଣମୂଳସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odish
a ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟାଙ୍କ ନାମ ଘୋଷଣା କରିଛନ୍ତି। ସମସ୍ତଙ୍କୁ ଅଶେଷ ଶୁଭକାମନା।
BJD4Deogarh
retweeted
BJD IT Wing
@BJDITWing
over 6 years ago
ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସଭାପତି ଶ୍ରୀଯୁକ୍ତ
@Naveen_Odisha
୩୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ସମସ୍ତ ନବ ନିର୍ବାଚିତ ଜିଲ୍ଲା ସଭାପତିମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ।
@bjd_odisha
@BMJD_Odisha
@BKJD_Odisha
@BJDcultural
@BJDsocial
@BYJD_Odisha
@odishabcjd
See More
BJD4Deogarh
retweeted
BJD Odisha
@BJD4Odisha
over 6 years ago
ପୁରୀ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ମହାପ୍ରଭୁ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ଆତ୍ମା । ଚାରିଧାମରୁ ଅନ୍ୟତମ ଶ୍ରୀଜଗନ୍ନାଥ ଧାମକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ
@Naveen_Odisha
ଅବଢ଼ା ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି l
@CMO_Odisha
@SecyChief
See More
BJD4Deogarh
retweeted
BJD IT Wing
@BJDITWing
almost 7 years ago
ମୋ ସରକାର କ'ଣ ? ବ୍ୟାପକ ପରିବର୍ତ୍ତନ ପାଇଁ ୫-T କାର୍ଯ୍ୟକ୍ରମ ଅଧୀନରେ I
@Naveen_Odisha
@CMO_Odisha
@bjd_odisha
@5TsOdisha
BJD4Deogarh
retweeted
Naveen Patnaik
@Naveen_Odisha
over 7 years ago
#Odisha
has been devastated by
#CycloneFani
. Please help rebuild precious lives with your online contribution to Chief Minister Relief Fund via link: https://t.co/C2LrUttIsr
BJD Deogarh
@BJD4Deogarh
over 7 years ago
Request you to use this as your profile picture on Facebook, Twitter and WhatsApp.
#NewProfilePic
Last Seen Users on Sotwe
Tanjawi Tanjawi
Seen from
United States
햄지터 HAMZETER
Kamal Abimaani
Seen from
India
Scott Ritter
Seen from
United Kingdom
chubbyy 🐻🔞🔥
Seen from
Japan
Ayzal khan
Seen from
Italy
مايو
Seen from
Egypt
+18 TÜRK İFŞA | ÜNLÜ | LİSELİ 🔥
Seen from
Turkey
คู่...ซ่าหาความตื่นเต้น
Seen from
Turkey
professor rubai Ali
Seen from
Canada
Trends for you
1
#UFCSacramento
Under 10K tweets
2
Joe Milton
Under 10K tweets
3
Canada
Under 10K tweets
4
Camden Brown
Under 10K tweets
5
Carson Steele
Under 10K tweets
6
#AEWCollision
Under 10K tweets
7
Barham
Under 10K tweets
8
Butker
Under 10K tweets
9
Get Smart
Under 10K tweets
10
Malik Davis
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.5M followers
10
Taylor Swift
@taylorswift13
83.4M followers
11
Lady Gaga
@ladygaga
74.9M followers
12
Virat Kohli
@imvkohli
72.6M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.5M followers
16
Bill Gates
@billgates
64.8M followers
17
Selena Gomez
@selenagomez
62.6M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫