Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJP Balasore
@BJP4Bls
Bharatiya Janata Party Balasore
Baleswar
Joined April 2020
193
Following
198
Followers
2K
Posts
BJP4Bls
retweeted
Chandra Sekhar Nanda
@CSNandaOdisha
1 day ago
ଭାରତର ଜସସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ
@narendramodi
ଙ୍କ ୧୩୭ ତମ ସଂସ୍କରଣ
#MaanKiBaat
ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଗର ମଣ୍ଡଳ ର ୧୦୩ ନଂ ବୁଥ ରେ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଶୁଣିବା ଅବସରରେ।
BJP4Bls
retweeted
Dharmendra Pradhan
@dpradhanbjp
2 days ago
MMDR ସଂଶୋଧନ ବିଲ୍, ୨୦୨୬ କୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା
@Naveen_Odisha
ଲେଖିଥିବା ଚିଠିପଢ଼ିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, ସତ୍ୟକୁ ଲୁଚାଇ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍ କି ? ସତ୍ୟ କଥା ପ୍ରକାଶ କରିବା ପାଇଁ ଆପଣଙ୍କର ସଙ୍କୋଚ କାହିଁକି? MMDR ସଂଶୋଧନ ଆଇନ ପ୍ରଧାନମନ୍ତ୍ରୀ
@narendramodi
ଙ୍କ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି । ନୂତନ ଆଇନ ଦ୍ୱାରା ଖଣି ରାଜସ୍ୱର ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ, ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଓ ରାଜ୍ୟ ରାଜସ୍ୱକୁ ସୁରକ୍ଷିତ କରିବା ସହ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ । ମୋଦୀ ସରକାରଙ୍କ ସ୍ୱଚ୍ଛ ଇ-ନିଲାମ ନୀତି ଯୋଗୁଁ ରାଜ୍ୟର ଖଣି ରାଜସ୍ୱ ୫,୦୦୦ କୋଟିରୁ ୫୦,୦୦୦ କୋଟିରେ ପହଞ୍ଚିଛି। ୨୦୧୫ରୁ ଆଜି ପର୍ଯ୍ୟନ୍ତ ଡିଏମଏଫ ମାଧ୍ୟମରେ ଓଡ଼ିଶାର ଖଣି ଅଞ୍ଚଳ ବିକାଶ ପାଇଁ ୩୭,୦୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାର ସାଂସଦମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥ, ଶିଳ୍ପ ସମୃଦ୍ଧି ଏବଂ ଯୁବପିଢ଼ିଙ୍କ ନିଯୁକ୍ତି ସୁରକ୍ଷା ପାଇଁ ସଂସଦରେ ଏହି ବିଲକୁ ସମର୍ଥନ କରିଛନ୍ତି । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ଏହି ଐତିହାସିକ ଆଇନକୁ ସମର୍ଥନ କରିବା ଦରକାର । #MMDRAct2026 #Odisha #ModiGovernment
See More
BJP4Bls
retweeted
Chandra Sekhar Nanda
@CSNandaOdisha
3 days ago
@BJP4Odisha
ପ୍ରଦେଶର ରାଜ୍ୟ ସମ୍ପାଦକ ତଥା ମୋର ବଡ଼ଭାଇ
@KalandiSamal
ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ଆପଣଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
#happybirthday
BJP4Bls
retweeted
Chandra Sekhar Nanda
@CSNandaOdisha
4 days ago
ଯାହା ବର୍ଷ ବର୍ଷ ଧରି ହୋଇ ପାରିନଥିଲା, ତାହାକୁ ସମ୍ଭବ କରି ଦେଖାଇଛନ୍ତି ଡବଲ ଇଞ୍ଜିନ ସରକାର ।
Who to follow
Manmohan Samal
@SamalManmohan7
State President, BJP Odisha | MP Rajya Sabha, Odisha | Ex. Revenue Minister |
Manas Kumar Dutta
@manaskumardutta
MLA, Balasore
BJYM Odisha
@BJYMOdisha
Official handle of Bharatiya Janata Yuva Morcha, Odisha @BJYM - The Youth Wing of @BJP4Odisha; https://t.co/9sxx7DSymR
BJP4Bls
retweeted
Chandra Sekhar Nanda
@CSNandaOdisha
5 days ago
ପବିତ୍ର ରକ୍ଷା ବନ୍ଧନ ଉତ୍ସବର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ
#rakhyabandhan
#rakhipurnima
BJP4Bls
retweeted
Chandra Sekhar Nanda
@CSNandaOdisha
5 days ago
#NamoCafe
BJP4Bls
retweeted
Chandra Sekhar Nanda
@CSNandaOdisha
5 days ago
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଙ୍କ ସାର୍ବଜନୀନ ଜୀବନରେ ଦୀର୍ଘ ୨୫ ବର୍ଷର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ “ସେବା ସଂକଳ୍ପ ଅଭିଯାନ” ସମଗ୍ର ଦେଶରେ ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସବ୍ୟାପୀ ଅଭିଯାନରେ ସମାଜର ବିଭିନ୍ନ ବର୍ଗଙ୍କୁ ସାମିଲ କରି ବିଭିନ୍ନ ଜନକଲ୍ୟାଣ ଓ ସେବାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ମାସବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନକୁ ସଫଳ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳା ରେ ଯୋଗଦେବା ଅବସରରେ।
See More
BJP4Bls
retweeted
Chandra Sekhar Nanda
@CSNandaOdisha
5 days ago
ଗତକାଲି ବାଲେଶ୍ଵର ଜିଲ୍ଲା କାର୍ଯ୍ୟାଳୟ ଠାରେ "ରକ୍ଷାବନ୍ଧନ" ପାଇଁ ଆୟୋଜିତ ବାଲେଶ୍ଵର ଓ ରେମୁଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ରେ ଯୋଗଦେବା ଅବସରରେ।
BJP4Bls
retweeted
Chandra Sekhar Nanda
@CSNandaOdisha
6 days ago
ଆଜି ନୀଳଗିରି ଶିଶୁ ମନ୍ଦିର ଠାରେ "ରକ୍ଷାବନ୍ଧନ" ପାଇଁ ଆୟୋଜିତ ନୀଳଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ରେ ଯୋଗଦେବା ଅବସରରେ।
CSNandaOdisha's tweet video.
BJP4Bls
retweeted
Chandra Sekhar Nanda
@CSNandaOdisha
7 days ago
ଭାରତୀୟ ଜନତା ପାର୍ଟି ଝାଡେଶ୍ବର ମଣ୍ଡଳ ର ଯୁବମୋର୍ଚ୍ଚା ସଭାପତି ସାନଭାଇ ଶ୍ରଧ୍ଯେୟ
#ପ୍ରତାପ_ଚନ୍ଦ୍ର_ପ୍ରଧାନ
ଙ୍କ ପିତା ସ୍ବର୍ଗତ ପଞ୍ଚାନନ ପ୍ରଧାନ ଙ୍କ ଏକାଦଶାହ ରେ ତାଙ୍କ ଫୋଟ ଚିତ୍ର ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆମର ଆତ୍ମା ର ସତଗତି କାମନା କଲି। ॐ ଶାନ୍ତି 🙏
BJP4Bls
retweeted
Chandra Sekhar Nanda
@CSNandaOdisha
8 days ago
ଲୋକପ୍ରିୟ ଜନନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପଦ୍ମବିଭୂଷଣ ଶ୍ରୀ ଅରୁଣ ଜେଟଲୀଙ୍କ ପୂଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି। ଦେଶର ଉନ୍ନତିରେ ତାଙ୍କ ଅବଦାନ ଏବଂ ପ୍ରତିବଦ୍ଧତା ସର୍ବଦା ପ୍ରଶଂସନୀୟ। ତାଙ୍କ ଆଦର୍ଶ ବ୍ୟକ୍ତିତ୍ୱ ଏବଂ ବିଚାର ଦେଶର ସ୍ୱାର୍ଥରେ କାର୍ଯ୍ୟ କରିବା ନିମନ୍ତେ ସବୁବେଳେ ଆମକୁ ମାର୍ଗଦର୍ଶନ କରୁଥିବ॥
See More
BJP4Bls
retweeted
Chandra Sekhar Nanda
@CSNandaOdisha
13 days ago
Congrats to all newly appointed National Vice Presidents
BJP4Bls
retweeted
Dharmendra Pradhan
@dpradhanbjp
10 days ago
ଯୁଗପୁରୁଷ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ପବିତ୍ର ଜନ୍ମ ଶତବାର୍ଷିକୀ ସମାରୋହରେ ପୂଜ୍ୟ ମହିମା ଅଲେଖ ସନ୍ଥମାନଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ସମାଜ ସେବା, ଆଧ୍ୟାତ୍ମିକ ଚେତନାର ଜାଗରଣ ଏବଂ ସେବା ମାର୍ଗରେ ନିରନ୍ତର ଆଗକୁ ବଢ଼ିବା ପାଇଁ ସେମାନଙ୍କ ନୀତି-ଆଦର୍ଶ ଓ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।
See More
BJP4Bls
retweeted
Dharmendra Pradhan
@dpradhanbjp
11 days ago
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା
@Naveen_Odisha
ଭିଡିଓ ଜାରି କରି MMDR Amendment Bill-2026 କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆଣିଥିବା ଏହି ନୂଆ ବିଲ୍ ଦେଶର ଖଣି ସୁରକ୍ଷା ଏବଂ ଓଡ଼ିଶାର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ। ନିଲାମ ପ୍ରିମିୟମ୍, ରୟାଲଟି ଓ ଡିଏମ୍ଏଫ୍ର ଶତ ପ୍ରତିଶତ ଟଙ୍କା ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ୨୦୧୪ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟି ଟଙ୍କାରେ ସୀମିତ ଥିଲା । ୨୦୧୫ରେ ମାନ୍ୟବର ପ୍ରଧାନମନ୍ତ୍ରୀ
@narendramodi
, MMDR ଆଇନରେ ଐତିହାସିକ ସଂଶୋଧନ ଆଣି Allocation ବଦଳରେ Auction ବାଧ୍ୟତାମୂଳକ କଲେ, Ad Valorem ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କଲେ ଓ ଡିଏମଏଫ ପାଣ୍ଠି ତିଆରି କଲେ । ଫଳରେ ରାଜ୍ୟର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ଆଜି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠିରୁ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ନବୀନ ବାବୁ, ଏହା ଆପଣଙ୍କର ନୁହେଁ, ବରଂ ମୋଦୀ ସରକାରଙ୍କ ସ୍ୱଚ୍ଛ ନୀତିର ପ୍ରତିଫଳନ । ୨୦୦୪ର Orissa Rural Infrastructure and Socio-Economic Development Act କଥା କହି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହାକୁ ୨୦୦୫ରେ ମାନ୍ୟବର ହାଇକୋର୍ଟ ରଦ୍ଦ କରିବା ପରେ ଆପଣଙ୍କ ସରକାର ୨୦୦୬ ରୁ ୨୦୨୪ ଯାଏଁ ୧୮ ବର୍ଷ ଧରି ସୁପ୍ରିମକୋର୍ଟରେ କେବଳ ମାମଲା ଗଡ଼ାଇ ଚାଲିଲେ, କୌଣସି ପଦକ୍ଷେପ ନେଲେ ନାହିଁ । ଆପଣ ୨୦୦୦ ମସିହାରେ ଦାୟିତ୍ୱ ନେବା ବେଳେ ଓଡ଼ିଶାର ମୋଟ ଋଣ ଭାର ୧୮,୦୦୦କୋଟି ଟଙ୍କା ଥିଲା, କିନ୍ତୁ ଆପଣ ଯିବା ବେଳକୁ ଓଡ଼ିଶାବାସୀଙ୍କ ମୁଣ୍ଡରେ ମୋଟ ୯୬,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ବୋଝ ଲଦି ଦେଇଗଲେ। ରାଜ୍ୟରେ ମୁଣ୍ଡପିଛା ଋଣ ୬୦୦୦ ଟଙ୍କାରୁ ବଢ଼ାଇ ୨୬,୦୦୦ ଟଙ୍କା କରିଦେବା କ'ଣ ଆପଣଙ୍କ ଆର୍ଥିକ ସଂସ୍କାର? ଯୁବବର୍ଗଙ୍କୁ ମିଛ କହି ଭ୍ରମିତ କରିବା ଆପଣଙ୍କୁ ଶୋଭାପାଉନାହିଁ । ଓଡ଼ିଶାର ଜନସାଧାରଣଙ୍କୁ ମିଛ ନକହି, ଏହି ବିଲ୍ ଦ୍ୱାରା ଓଡ଼ିଶା କିପରି ଲାଭ ପାଇବ ତାହା ଉପରେ ସ୍ପଷ୍ଟ ମତ ରଖନ୍ତୁ। #MMDRBill #Odisha
See More
dpradhanbjp's tweet video.
BJP4Bls
retweeted
Dharmendra Pradhan
@dpradhanbjp
16 days ago
ତାଳଚେର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ 🙏🏼
#Odisha
dpradhanbjp's tweet video.
BJP4Bls
retweeted
Dharmendra Pradhan
@dpradhanbjp
15 days ago
ତାଳଚେର ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଲାଇଭ୍, ତାଳଚେର https://t.co/IWRR6j6T6e
BJP4Bls
retweeted
Dharmendra Pradhan
@dpradhanbjp
15 days ago
ତାଳଚେର ପୌର ପରିଷଦର ବିକାଶ ତଥା ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସମାରୋହରେ ଯୋଗଦେଲି । ଜିଲ୍ଲା ଖଣିଜ ପାଣ୍ଠି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଥିବା ଉଦ୍ୟମ ତାଳଚେରକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢ଼ିତୋଳିବ ।
See More
BJP4Bls
retweeted
Dharmendra Pradhan
@dpradhanbjp
15 days ago
ଅନୁଗୋଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ । ଲାଇଭ୍ https://t.co/ca4CMm8UUp
BJP4Bls
retweeted
Dharmendra Pradhan
@dpradhanbjp
15 days ago
ଅନୁଗୋଳ କଦମ ପଡ଼ିଆ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସମାରୋହରେ ପୌରାଞ୍ଚଳ ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଅନେକ ନୂତନ ସେବାର ଶୁଭାରମ୍ଭ ପ୍ରଶଂସନୀୟ ପଦକ୍ଷେପ । ଏହିସବୁ ବ୍ୟବସ୍ଥା ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ, କ୍ରୀଡ଼ା ପ୍ରୋତ୍ସାହନ, ପରିବେଶ ପରିଚାଳନା, ସ୍ୱଚ୍ଛତା ଏବଂ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବିଶେଷ ସହାୟକ ହେବ ।
See More
BJP4Bls
retweeted
Dharmendra Pradhan
@dpradhanbjp
15 days ago
କଳାହୀରାର ମାଟି ତାଳଚେର ହେଉଛି ଭାରତର ଉର୍ଜା ଓ ଶକ୍ତିର କେନ୍ଦ୍ରବିନ୍ଦୁ । ଏହାର ବିକାଶ ହେଲେ ହିଁ ସାରା ଓଡ଼ିଶା ଓ ଭାରତବର୍ଷର ବିକାଶ ହେବ ।
#Talcher
#Odisha
dpradhanbjp's tweet video.
Last Seen Users on Sotwe
Yh
Seen from
United States
ชอบรุ่นใหญ่
Seen from
Thailand
boşver
Seen from
Turkey
Jatt Gill
Seen from
Turkey
sobrino
RT Dominatrice femdom RT 14K
Seen from
Pakistan
Deib
Seen from
Philippines
X sudan
Seen from
Norway
خديجه اليافعي
Seen from
Saudi Arabia
Village guy
Seen from
United Arab Emirates
Trends for you
1
Messi
Under 10K tweets
2
jungkook
Under 10K tweets
3
Moira
Under 10K tweets
4
Bari Weiss
Under 10K tweets
5
Goodwill
Under 10K tweets
6
Mar-a-Lago
Under 10K tweets
7
#MondayMotivation
Under 10K tweets
8
Good Monday
Under 10K tweets
9
Let Data Reign
Under 10K tweets
10
Fitbit
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫