Called on Shri @NitinNabin Ji, Hon’ble National President of the Bharatiya Janata Party, in New Delhi today. We discussed organisational matters and the holistic development of Odisha. Grateful for his continuous support and guidance.
ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ @NitinNabin ଜୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସଂଗଠନ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଆଲୋଚନା କଲି। ତାଙ୍କର ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ଧନ୍ୟବାଦ।
भुवनेश्वर स्थित प्रदेश भाजपा कार्यालय में प्रदेश कोर कमेटी की बैठक में सम्मिलित होकर संगठनात्मक विषयों पर सार्थक संवाद किया।
आदरणीय प्रधानमंत्री श्री @narendramodi जी के मार्गदर्शन एवं मुख्यमंत्री श्री @MohanMOdisha जी के नेतृत्व में डबल इंजन सरकार ओडिशा को विकास के नए आयाम तक पहुंचा रही है।
ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକରେ ସାମିଲ ହୋଇ ସାଙ୍ଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା କଲି।
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କ ନେତୃତ୍ୱରେ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶର ଏକ ନୂତନ ଶିଖରକୁ ନେଇଯାଉଛନ୍ତି।
@BJP4Odisha
Some moments transcend politics and become a reflection of values!
Hon’ble Prime Minister Shri @narendramodi Ji seeking the blessings of 98-year-old veteran karyakarta Shri Makhanlal Sarkar Ji during the swearing-in ceremony in Bengal is a powerful reminder that great organisations are built on the sacrifices, dedication and silent service of generations of grassroots workers.
From the days of Dr. Shyama Prasad Mukherjee movement to the formative years of the BJP in Bengal, Shri Makhanlal Sarkar Ji’s lifelong commitment represents the spirit that continues to strengthen the organisation even today.