Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bhagirathi Pradhan
@Bhagirathi_Bjp
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ବିଜେପି ଜିଲ୍ଲା ସଭାପତି, ଅନୁଗୁଳ... ଆଠମଲ୍ଲିକ ବିଧାନସଭା ବିଧାୟକ ପ୍ରାର୍ଥୀ....
Athmallik
Joined May 2019
105
Following
217
Followers
112
Posts
Pinned Tweet
Bhagirathi Pradhan
@Bhagirathi_Bjp
over 6 years ago
ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଙ୍କ ଆହ୍ବାନ କ୍ରମେ ୫ ତାରିଖ ରାତି ୯ଟା ରେ ୯ମିନିଟ ପାଇଁ ଘରର ସମସ୍ତ ବିଜୁଳୀ ବତୀ ଲିଭାଇ ଦୀପ, କ୍ୟାଣ୍ଡେଲ୍, ଟର୍ଚ୍ଚ କିମ୍ବା ମୋବାଇଲ୍ ଫ୍ଲାସ ଲାଇଟ୍ ଜଳାଇ ଊର୍ଜା ର ମାହାତ୍ମ୍ୟ କଣ ତାହା ସମଗ୍ର ବିଶ୍ୱକୁ ଜଣାଇବା
#9bje9minute
@dpradhanbjp
@KVSinghDeo1
@SamirMohantyBJP
@BJP4Odisha
See More
Bhagirathi_Bjp's tweet video.
Bhagirathi_Bjp
retweeted
Umeedein
@TeamUmeedein
over 5 years ago
·
Orissa
#WorldCancerDay
2021 celebration with
@sabyaactor
Sir
@CarcinovaH
by
@TeamUmeedein
volunteers & World Record Attempt for Largest Sand Art 12000 sqft on
#CancerAwareness
by
@RP_Sand
Shri Rubelal Pradhan
#OdishaFightsCancer
@CMO_Odisha
@HFWOdisha
@skilledinodisha
@arunbothra
@uicc
See More
TeamUmeedein's tweet video.
Bhagirathi Pradhan
@Bhagirathi_Bjp
almost 6 years ago
Bhagirathi Pradhan
@Bhagirathi_Bjp
almost 6 years ago
ଆଠମଲ୍ଲିକ ଓ ଛେଣ୍ଡିପଦା ବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଦୁଇଟି ମେଡିକାଲ ଉପକରଣ ଯୁକ୍ତ ଆଧୁନିକ ଆମ୍ବୁଲାନ୍ସ {winger AC ambulance type B (BS-VI)} ଅନୁମୋଦନ କରିଥିବାରୁ ସମ୍ବଲପୁର ଲୋକସଭା ସାଂସଦ
#ନୀତିଶ_ଗଙ୍ଗଦେବ
ଙ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି 🙏
@NiteshDeb
@ArundhatiDevi5
See More
Who to follow
Biswajit Gaigaria 🇮🇳
@BGaigaria
ସକାଳେ ଲେଖାଲେଖି କରେ... Ram Ram 🙏 Mob- 6372771644
Manoj Kumar Pradhan
@ManojKu15515563
Kundanali, madhapur, athmallik ,angul
Ramesh Chandra Sai
@MLARameshsai
Official Twitter Handle Of Sj.Ramesh Chandra Sai ,Ex-Member Of Legislative Assembly (Athamallik,Odisha)
Bhagirathi Pradhan
@Bhagirathi_Bjp
about 6 years ago
🙏🙏🙏🙏
Bhagirathi_Bjp
retweeted
Biswajit Gaigaria 🇮🇳
@BGaigaria
about 6 years ago
ଆଠମଲ୍ଲିକ ବ୍ଲକ ପ୍ରଶାସନକୁ ବାରମ୍ବାର ଆବେଦନ ସତ୍ତ୍ୱେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଉଛନ୍ତି ନଅଗାଁ ଗ୍ରାପ ହରିଡ଼ାକୋଠା ନିବାସୀ 65 ବର୍ଷର ବୃଦ୍ଧା ନର୍ମଦା ଗାଇଗରିଆ।
@PRDeptOdisha
@angul_dm
ଓ
@sidd_swain
ସାର୍ ଙ୍କୁ ଅନୁରୋଧ ଉକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ।
@NiteshDeb
@RameshC20267021
See More
Bhagirathi Pradhan
@Bhagirathi_Bjp
about 6 years ago
130 କୋଟି ଭାରତୀୟଙ୍କ ତାକତ୍, ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଆଦରଣୀୟ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🌹
#HappyBdayNaMo
#HappyBdayNaMo
Bhagirathi Pradhan
@Bhagirathi_Bjp
about 6 years ago
ମାଟି ପାଇଁ ସହିଦ୍ ହୋଇଥିବା SOG ଯବାନ ଆଠମଲ୍ଲିକ ମାଟିର ସୁଯୋଗ୍ୟ ସନ୍ତାନ ଦେବାଶିଷ ସେଠୀ ଓ ମୟୁରଭଞ୍ଜ ଜିଲ୍ଲାର ଗୌରବ ସୁଧୀର କୁମାର ଟୁଡୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏 🙏
Bhagirathi Pradhan
@Bhagirathi_Bjp
about 6 years ago
bjp4odisha@gmail.com : Support BJPs fight against the conspiratorial plotting of Bagla Dharmashala by Odisha Govt - Sign the Petition! https://t.co/IE6einBYpR via
@ChangeOrg_India
Bhagirathi Pradhan
@Bhagirathi_Bjp
about 6 years ago
ଆଠମଲ୍ଲିକ ଉପଖଣ୍ଡରେ ସାର ଯୋଗାଣରେ ବିଧାୟକ ଓ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜରୁରୀକାଳୀନ ଭିତ୍ତିରେ ଚାଷିଙ୍କୁ ସାର ଯୋଗାଇ ନଦେଲେ ରାଜରାସ୍ତାରେ ଆନ୍ଦୋଳନ କରିବ ଭାରତୀୟ ଜନତା ପାର୍ଟି।
#PressRelease
#Athmallik
#BJP
Bhagirathi Pradhan
@Bhagirathi_Bjp
about 6 years ago
ଆମ ପଶ୍ଚିମ ଓଡିଶାର ଗଣପର୍ବ, ଭାଇଚାରାର ଉତ୍କୃଷ୍ଟ ଉଦାହରଣ ପବିତ୍ର ନୂଆଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ମୋର ଜୁହାର୍.... 🙏 🙏 🙏 🙏
#Nuakhai
#NuakhaiJuhar
#Sambalpur
Bhagirathi Pradhan
@Bhagirathi_Bjp
about 6 years ago
।। ॐ गं गणपतये नमः ।। ଗଣେଷ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🌹 🙏गणपती बाप्पा मोरया🙏
#GaneshChaturthi2020
#GanpatiBappaMorya
Bhagirathi Pradhan
@Bhagirathi_Bjp
about 6 years ago
#NewProfilePic
ଜୟ ଶ୍ରୀରାମ 🙏
#JaiShriRam
Bhagirathi Pradhan
@Bhagirathi_Bjp
about 6 years ago
#GetWellSoonDharmendraPradhan
ji ଆମ ଜିଲ୍ଲାର ଗୌରବ, ମା ହିଙ୍ଗୁଳାଙ୍କ ସନ୍ତାନ ଆଦରଣୀୟ କେନ୍ଦ୍ରମନ୍ତ୍ରୀ
@dpradhanbjp
ଜି ଙ୍କୁ କରୋନା ହୋଇଥିବା ଶୁଣି ମୁଁ ବହୁତ୍ ଦୁଃଖିତ । ତାଙ୍କର ଖୁବ୍ ଶୀଘ୍ର ଆସୁ ଆରୋଗ୍ୟ କାମନା କରି ପ୍ରଭୁ ଶ୍ରୀରାମ ଓ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି 🙏
@OfficeDp
@BJP4Odisha
See More
Bhagirathi Pradhan
@Bhagirathi_Bjp
about 6 years ago
ଆମ ସମସ୍ତଙ୍କର ମାର୍ଗଦର୍ଶକ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରଦ୍ଧେୟ ବିଶ୍ଵଭୂଷଣ ହରିଚନ୍ଦନ ଜି ଙ୍କ ଜନ୍ମଦିନ ଅବସରରେ ଅନେକ୍ ଅନେକ୍ ଅଭିନନ୍ଦନ ଓ ଶୁଭକାମନା । ଜଗତର ଠାକୁର ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି 🙏 🙏
#HappyBirthday
#Biswabhusan
ji
Bhagirathi Pradhan
@Bhagirathi_Bjp
over 6 years ago
@Sanjaya87981169
ଜୟ ଶ୍ରୀରାମ 🙏
Bhagirathi Pradhan
@Bhagirathi_Bjp
over 6 years ago
ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଜନ ସମ୍ବାଦ ରାଲି..
@dpradhanbjp
@OfficeDp
Bhagirathi Pradhan
@Bhagirathi_Bjp
over 6 years ago
ଆସନ୍ତା କାଲି ଜୁଲାଇ 7 ତାରିଖ ସକାଳ 9.50 ଘଟିକା ସମୟରେ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ମାନୀୟ କେନ୍ଦ୍ରମନ୍ତ୍ରୀ
@dpradhanbjp
ଙ୍କ ସହ ମୋଦୀ ସରକାରଙ୍କ ସଫଳତା ଓ ଜନକଲ୍ୟାଣକାରୀ ପଦକ୍ଷେପ ଗୁଡିକୁ ଶୁଣିବା...
@BJP4Odisha
#JanSambadRally
#AthmallikVC
Bhagirathi Pradhan
@Bhagirathi_Bjp
over 6 years ago
ଆସନ୍ତା ଜୁଲାଇ 7 ତାରିଖ ସକାଳ 9.50 Am ରେ ଆଠମଲ୍ଲିକ ବିଧାନସଭା ଜନ ସମ୍ବାଦ ଭର୍ଚୁଆଲ୍ ରାଲି ଅନୁଷ୍ଠତି ହେବ। ସମ୍ମାନୀୟ କେନ୍ଦ୍ରମନ୍ତ୍ରୀ
@dpradhanbjp
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମକୁ ସମ୍ବୋଧିତ କରିବେ।
#JanSambadRally
#AthmallikVC
Bhagirathi Pradhan
@Bhagirathi_Bjp
over 6 years ago
ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ନେଇ
#ଗୃହ_ସମ୍ପର୍କ_ଅଭିଯାନ
କୁ ବଇଣ୍ଡା ମଣ୍ଡଳ ହଣ୍ଡପା ଗ୍ରାପ. ପାପସରା ଗ୍ରାମରୁ ଶୁଭାରମ୍ଭ କଲି। ଏହି ଏକବର୍ଷ ମଧ୍ୟରେ ମାନନୀୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ହିତରେ ନେଇଥିବା ଅନେକ ଦୃଢ଼ ଓ କଠୋର ପଦକ୍ଷେପମାନ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇ ପାରିଛି।
See More
Bhagirathi Pradhan
@Bhagirathi_Bjp
over 6 years ago
ଆଦର୍ଶ ପୁରୁଷ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାମାଜ ସଂସ୍କାରକ, ସାହିତ୍ୟିକ ତଥା ଦୈନିକ ଖବର କାଗଜ ସମାଜ ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ତିରୋଧାନ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
#GopabandhuDas
Gopabandhu Das
Last Seen Users on Sotwe
rawan
Seen from
Spain
PampPinPamp
Seen from
Thailand
sinem yılmaz
Seen from
Turkey
Gavat koca adayı ❤️🔥🫦
Seen from
Turkey
ANGELDUST-AI
Seen from
Germany
Candyce Nicole
Seen from
United States
Sen ben
Seen from
Netherlands
Şişman Ve Kilolu Sikici
Seen from
Turkey
Empress♠️
Seen from
India
Amna
Seen from
France
Trends for you
1
Good Monday
Under 10K tweets
2
Brazil
Under 10K tweets
3
Lula
Under 10K tweets
4
Eric Bauza
Under 10K tweets
5
#MondayMotivation
Under 10K tweets
6
Chiefs
Under 10K tweets
7
Mahomes
Under 10K tweets
8
Komanche
Under 10K tweets
9
Nicki Minaj
Under 10K tweets
10
JDub
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫