Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ranjan Kumar Biswal
@BiswalOfficial
Chairman_Odisha Red Cross Awarness Committee. Membar , Eco Rly ( DRUCC) Cuttack
Cuttack
Joined July 2019
144
Following
1.1K
Followers
2.6K
Posts
Ranjan Kumar Biswal
@BiswalOfficial
5 days ago
ପବିତ୍ର ପହିଲି ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଆନନ୍ଦମୟ ପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଉତ୍ସାହ ଭରିଦଉ । ଜୟ ଜଗନ୍ନାଥ 🙏
Ranjan Kumar Biswal
@BiswalOfficial
16 days ago
ଜୟ ଜଗନ୍ନାଥ 🙏
Ranjan Kumar Biswal
@BiswalOfficial
28 days ago
କେନ୍ଦ୍ରାପଡ଼ା ଯୁବ ନେତା ରାଜା ଦାସ ଙ୍କ ର ନବଜାତ ଶିଶୁ ର ଶୁଭ ଏକଉସିଆ ନାମକରଣ ଉତ୍ସବ ରେ ଯୋଗଦେଇ ଆଶୀର୍ବାଦ ପ୍ରଦାନ କଲି ।
Ranjan Kumar Biswal
@BiswalOfficial
about 1 month ago
ସାମନ୍ତସାହି ସିଏମସି ୱାର୍ଡ ନମ୍ବର ୨୪ ରେ ୪୫ ଲକ୍ଷ ଟଙ୍କାର ମଦନ ମୋହନ ମଦିର ଠାରୁ ବୃନ୍ଦାବନ ହଲ ଗଡା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣର ଶିଳାନ୍ୟାସ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଦିପ୍ତୀମୟୀ ମୂଳିଆଙ୍କ ନେତୃତ୍ୱ ରେ ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସମସ୍ତ ମୁରବି ଯୁବକ ଏବଂ ସିଏମସି ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
See More
Who to follow
Debashish Samantaray
@debashish_mla
This is the official account of Debashish Samantaray. Ex-MP- Rajya Sabha . Odisha. India 🇮🇳
JIBAN BINDU
@jibanbindu
🔺Odisha’s First VBD movement organization 🔺A special blood donation programme organised by @bjd_odisha 🔺Fan of @naveen_odisha🔺@cmo_odisha 🔺 #Jibanbindu
Subash Singh
@SSingh_odisha
Mayor Cuttack, Social Activist, Trade Union Leader, Former MP (Rajya Sabha) || BJD Odisha
Ranjan Kumar Biswal
@BiswalOfficial
about 1 month ago
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଧର୍ମପତ୍ନୀ ଏକାଦଶାହ କାଯ୍ୟକ୍ରମ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ନିକଟରେ ପ୍ରାର୍ଥନା କରୁଛି | 🙏
Ranjan Kumar Biswal
@BiswalOfficial
about 1 month ago
କଟକ ମଙ୍ଗଳାବାଗ କାଠଗୋଲା ସ୍ଥିତ ସାହାରା ନର୍ସିଂ ହୋମ ଠାରେ ଡ଼ଃ ଅଜୟ ମହାପାତ୍ର ଙ୍କ ନେତୃତ୍ୱରେ "ସାହାରା ଓରିଶା"ତରଫରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇ,ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲୁ।
#BloodCamp
#Odisha
Ranjan Kumar Biswal
@BiswalOfficial
about 1 month ago
କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି।
Ranjan Kumar Biswal
@BiswalOfficial
about 2 months ago
କଟକ ହରିପୁର ସାହିର ଜଗବନ୍ଧୁ ବାଘ ଙ୍କ ଝିଅ (ଜ୍ୟୋଷ୍ଣାମୟୀ) ର ବିବାହ ଉତ୍ସବରେ ଇଷ୍ଟ କୋଷ୍ଟ ରେଲୱେ (DRUCC) ସଦସ୍ୟ ଡ଼ଃ ରଞ୍ଜନ ବିଶ୍ୱାଳ ଯୋଗଦାନ ସମୟରେ କିଛି ବିଶେଷ ମୂହୁର୍ତ୍ତ l
Ranjan Kumar Biswal
@BiswalOfficial
about 2 months ago
ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ଉପଲକ୍ଷେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଭାଇ ଭଉଣୀଙ୍କୁ ଅନେକ ଅଭିନନ୍ଦନ।
Ranjan Kumar Biswal
@BiswalOfficial
about 2 months ago
ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।
Ranjan Kumar Biswal
@BiswalOfficial
about 2 months ago
On Labour Day, let's honor the hard work & dedication of our workforce. Every worker deserves fair wages, safe conditions & dignity. Let's strive for a future where labour rights are respected & celebrated!
#LabourDay
Ranjan Kumar Biswal
@BiswalOfficial
about 2 months ago
ସ୍ଵତନ୍ତ୍ର ଓଡିଶା ଗଠନର ବିନ୍ଧାଣୀ ତଥା ଓଡିଆ ସ୍ୱାଭିମାନ ର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଓ ଭକ୍ତିପୂତ ପ୍ରଣାମ।🙏
Ranjan Kumar Biswal
@BiswalOfficial
about 2 months ago
କଟକ ତେଲୁଗୁ ପ୍ରିମିୟର ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲି।
#Cuttack
#CricketSeason
Ranjan Kumar Biswal
@BiswalOfficial
about 2 months ago
କଟକ ଇନଣ୍ଡୋର ଷ୍ଟାଡିଅମରେ ଆୟୋଜିତ ତୃତୀୟ ଓପେନ୍ ଷ୍ଟେଟ୍ ଟାଇକୋଣ୍ଡୋ ଚମ୍ପିୟାନସିପ-୨୦୨୬ ରେ ଯୋଗଦାନ ଅବସରରେ।
Ranjan Kumar Biswal
@BiswalOfficial
about 2 months ago
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ୱାର୍ଡ ୨୪ ଅର୍ନ୍ତଗତ ସାମନ୍ତ ସାହି ବଜରକବାଟି ଛକରେ ପଥଚାରୀ ମାନଙ୍କୁ ଦହି ପାଣି ବଣ୍ଟନ କରାଯାଇଅଛି ।
#SummerDrinks
#Cuttack
Ranjan Kumar Biswal
@BiswalOfficial
about 2 months ago
ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀଉ ନିମସାହି ର ବାର୍ଷିକ ଉତ୍ସବ ରେ ଯୋଗଦେଲି।
Ranjan Kumar Biswal
@BiswalOfficial
2 months ago
ଓଡ଼ିଆ ଜାତିର ସ୍ୱାଭିମାନ, ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଶା ନିର୍ମାଣର ସାରଥୀ ତଥା କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ ବିଜୁ ବାବୁ ଆମ ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ। ବିଜୁ ବାବୁ ଅମର ରହେ 🙏
See More
Ranjan Kumar Biswal
@BiswalOfficial
2 months ago
ପବିତ୍ର ମହାବିଷୁବ ସଂକ୍ରାନ୍ତି,ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତିରେ ଭରିଯାଉ।
#ଓଡ଼ିଆନବବର୍ଷ
Ranjan Kumar Biswal
@BiswalOfficial
2 months ago
ଜଗା ବଳିଆ ଲଉଡ଼ି ସଂଘ ଦ୍ୱାରା ଆୟୋଜିତ ଯାଦବ ମାନଙ୍କ ଦ୍ୱାର ଲଉଡ଼ି ଖେଳ ସାଂସ୍କୃତିକ କାର୍ଯ୍ଯକ୍ରମ ରେ ଅତିଥି ଭାବେ ଯୋଗ ଦେବା ଅବସରରେ।
Ranjan Kumar Biswal
@BiswalOfficial
3 months ago
କଟକ ନିମସାହି ନିବାସୀ ରତନୀ ସେଠୀଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗଦାନ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। 🙏
Last Seen Users on Sotwe
N
Seen from
Netherlands
sexxual
Seen from
Turkey
Вестник
NanWang
Seen from
United States
💯Beyaz Zenci
Seen from
Turkey
Alannah Davis
Seen from
United States
آلَــــــــــعــــريـــــف
Seen from
Egypt
果冻小姐
Seen from
United States
Osman bey
Seen from
Netherlands
Gizli ve Arzu 🩷
Seen from
Turkey
Trends for you
1
Tay Keith
Under 10K tweets
2
Qatar
Under 10K tweets
3
#CANQAT
Under 10K tweets
4
Kennedy
Under 10K tweets
5
Bush
Under 10K tweets
6
Medal of Honor
Under 10K tweets
7
Bosnia
Under 10K tweets
8
Soto
Under 10K tweets
9
Juneteenth
Under 10K tweets
10
Aaron Nola
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.8M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
61.9M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫