Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bivas Sankar Das
@BivasSankar
Joined July 2021
397
Following
53
Followers
399
Posts
Bivas Sankar Das
@BivasSankar
4 months ago
କୌଣସି ବି ପରିସ୍ଥିତିରେ compromise କରି relation କୁ ଆଗକୁ ନିଆ ଯାଇ ପାରିବ ନାହିଁ । ଯେ କୌଣସି ସମ୍ପର୍କର ସ୍ଥିରତା ଓ ସ୍ଥାୟିତ୍ୱ ପାଇଁ ପାରସ୍ପରିକ ପ୍ରତିବଦ୍ଧତା , ତ୍ୟାଗ ଓ ନିଷ୍ଠାର ଯଥେଷ୍ଟ ଆବଶ୍ୟକତା ରହିଛି ।
Bivas Sankar Das
@BivasSankar
5 months ago
Bivas Sankar Das
@BivasSankar
8 months ago
" ମୋ କବିତାରେ ତୁମେ ସ୍ୱର୍ଣ୍ଣିମ ସକାଳ 🌷🌹🌅 ଗଳ୍ପରେ ସୁନେଲି ସନ୍ଧ୍ୟା 🌇🌃🌆 ମୋ ପ୍ରବନ୍ଧରେ ତୁମେ ଶତ ସୂର୍ଯ୍ୟମୁଖୀ 🌻🌻🌻 ନାଟକେ ରଜନୀଗନ୍ଧା 🌌🌸🌹" ଆଜିର ଆମ ୧୫ତମ ପବିତ୍ର ' ବିବାହ ବାର୍ଷିକୀ 'ର ଶୁଭାବସରେ ସଭିଙ୍କୁ ଆମର ଶୁଭେଚ୍ଛା , ସ୍ବାଗତ , ଶୁଭକାମନା ଓ ଅଭିନନ୍ଦନ !! 🎉🎉🎉🙏🙏
See More
Bivas Sankar Das
@BivasSankar
8 months ago
Who to follow
susanta das
@e_kumaras
Okk
Bivas Sankar Das
@BivasSankar
about 1 year ago
ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ , ଗୁରୁଦେବ ମହେଶ୍ୱର... ��ବିତ୍ର ଗୁରୁ ଦିବସ ଅବସରେ" ' ଗୁ ' - ' ' ରୁ ' " ଶବ୍ଦର ଉଚ୍ଚାଙ୍ଗ ଦୀକ୍ଷା ସଭିଙ୍କୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଜ୍ଞାନ ରୂପକ ଆଲୋକରେ ଉଦ୍ଭାସିତ କରାଇବା ପୂର୍ବକ ସମଗ୍ର ବିଶ୍ବକୁ ପ୍ରଜ୍ଞାଦୀପ୍ତ କରାଇବାରେ ସହାୟକ ହେଉ - ଏହି ଆନ୍ତରିକ ପ୍ରାର୍ଥନା ଆଜିରେ 🙏
See More
Bivas Sankar Das
@BivasSankar
about 1 year ago
ବେଆଇନ ଭାବରେ ବିଭିନ୍ନ ନାଳ ଅବରୋଧ କାରଣରୁ ଚାନ୍ଦବାଲିର ଭାତହାଣ୍ଡି କୁହାଯାଉଥିବା ' ବାଲିବିଲ 'ର ହଜାରେ ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମିରୁ ଜଳ ନିଷ୍କାସିତ ହୋଇ ପାରୁନଥିବା ବେଳେ, ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଉଦାସୀନତା କାରଣ ଉପରେ ଆଜିର ପ୍ରକାଶିତ ଧରିତ୍ରୀ paper report । ��ଦକ୍ଷେପ ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିବେଦନ ।
See More
Bivas Sankar Das
@BivasSankar
over 1 year ago
ଶ୍ରୀକ୍ଷେତ୍ରର ଅନନ୍ୟ ପ୍ରତିଭା ତଥା ସାହିତ୍ୟ ଜଗତର ଜଣେ ଉଜ୍ବଳ ଜ୍ୟୋତିଷ୍କ ଡ.ବଳରାମ ଦାସ ଆଉ ନାହାନ୍ତି । ସେ ସବୁଦିନ ପାଇଁ ସଂସାରର ମାୟା ମୋହକୁ ତ୍ୟାଗକରି ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Bivas Sankar Das
@BivasSankar
over 1 year ago
ଏକ ସଙ୍ଗେ ମହା ବିଷୁବସଂକ୍ରାନ୍ତି , ଓଡ଼ିଆ ନବବର୍ଷ ଓ ଆମ ପ୍ରିୟ ସମ୍ବିଧାନର ପ୍ରଣେତା - ବାବା ସାହେବ ଆମ୍ବେଦକରଙ୍କ ପବିତ୍ର ଜନ୍ମ ଜୟନ୍ତୀର ସୁଅବସରେ ଆପଣମାନଙ୍କୁ ସଶ୍ରଦ୍ଧ ଶୁଭେଚ୍ଛା ... 🎉🙏🙏 ପ୍ରଭୁ ଜଗନ୍ନାଥ ଏହି ନବ ବର୍ଷର ସମଗ୍ର ଅବଧିରେ ପ୍ରତିଟି ପ୍ରାଣକୁ ସ୍ୱାଭିମାନ ପୂର୍ଣ୍ଣ କରି ଓଡ଼ିଆ ଓ ଓଡ଼ିଶାକୁ ସୁପଥଗାମୀ କରାନ୍ତୁ 🙏
See More
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Happy Birthday 🎈 🎂 Mama ! ତୁମ ୨୪ ତମ ସ୍ଵନକ୍ଷତ୍ର ଦିବସ ଅବସରରେ ସୁସ୍ବାଗତ ତୁମକୁ ... 🎉🎉🎉 ' ମାନବତା - ମୂଲ୍ୟବୋଧ ' ପ୍ରତି ମୁହୂର୍ତ୍ତରେ ତୁମର ଧ୍ୟେୟ ହେଉ , ଆଜିର ଏହି ପବିତ୍ର ଅବସରରେ ପରମେଶ୍ବରଙ୍କ ନିକଟରେ ଏତକ ପ୍ରାର୍ଥନା ରଖୁଛି ନିଶ୍ଚୟ ... 🙏🙏🙏
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
ଆମ ପ୍ରିୟ ବିମାନ ( ହୋରି ) ତଥା ସମଗ୍ର ଅଞ୍ଚଳରେ ଖ୍ୟାତ - ପ୍ରଭୁ " ଶ୍ରୀ ଗୋପାଳ ମାହାଲ " ଓଁ ନମୋ ଭଗବତେ ବାସୁଦେବାୟ... 🙏🙏🙏
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
over 1 year ago
Bivas Sankar Das
@BivasSankar
almost 2 years ago
Bivas Sankar Das
@BivasSankar
almost 2 years ago
ଗୋଟିଏ ଗୋଟିଏ ଚରିତ୍ରଙ୍କୁ ଭଲଭାବେ ବୁଝି ସାରିବା ପରେ , ମନେ ପଡ଼ି ଯାଆନ୍ତି ବିପ୍ଳବୀ କବି ବାଞ୍ଛାନିଧି - " ଭାଇ , ଏତେ ଦିନ ପରେ ପଡ଼ିଲା ଜଣା ! ରାଜା ନୁହଁନ୍ତି ସେ ବେପାରୀ ଅଟନ୍ତି କୋଇଲି ନୁହଁନ୍ତି କାଠହଣା !! " 🤦🏼🤦🏼🤦🏼
Bivas Sankar Das
@BivasSankar
almost 2 years ago
ସମୟ ଭଲଥିଲେ ସମସ୍ତେ ତୁମକୁ ସଲାମ୍ କରିବେ ନିଶ୍ଚୟ । ଆଉ ଖରାପ ଆସିଗଲେ , ସେହିମାନେ ତୁମକୁ ଶସ୍ତା ଦ୍ରବ୍ୟ ପରି ବଜାରରେ ନିଲାମ କରିବାକୁ ସାମାନ୍ୟ ପଛଘୁଞ୍ଚା ଦେବେନାହିଁ !!!
Bivas Sankar Das
@BivasSankar
almost 2 years ago
ଯଦି ତୁମ ଅଜାଣତରେ କୌଣସି ଅସଦ୍ ଲୋକଙ୍କ ସହ ମିଶି ଯାଇଥିବ , ତେବେ ତା'ର ପ୍ରାୟଶ୍ଚିତ ନିମନ୍ତେ ତୁମକୁ ଢେର ଦିନ ସମୟ ଲାଗିବ ନିଶ୍ଚୟ !!!
Last Seen Users on Sotwe
versatil putao
Seen from
Brazil
حيدر العراقي
Seen from
Switzerland
ابن ذي قار🔞
Seen from
Germany
yang enak enak
Seen from
Indonesia
gizli saklı kaçamak
Seen from
Turkey
Bokep hot
Seen from
Germany
Mr. Blaze
Seen from
India
EllinikesKavles (18k)
Seen from
Greece
vihaan_bhopal_bot
เอ็ม
Seen from
Thailand
Trends for you
1
Falcons
Under 10K tweets
2
#PBUX
Under 10K tweets
3
Good Tuesday
Under 10K tweets
4
Bijan
Under 10K tweets
5
San Diego
Under 10K tweets
6
#IRySConcert2026
Under 10K tweets
7
Boone
Under 10K tweets
8
Taco Tuesday
Under 10K tweets
9
Kellen Moore
Under 10K tweets
10
USAID
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫