Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Suvendu Kumar Sahoo
@ChairP_Bbn_NAC
Official Twitter Handle of Chairperson, Bhuban NAC (Dhenkanal, Odisha)
Bhuban, India
Joined April 2022
34
Following
97
Followers
512
Posts
Suvendu Kumar Sahoo
@ChairP_Bbn_NAC
24 days ago
“ମିଥ୍ୟା ପ୍ରଚାରର ମୁଖା ଖୋଲିଗଲା!”
Suvendu Kumar Sahoo
@ChairP_Bbn_NAC
about 1 month ago
·
Bhuban
ନବୀନ ବାବୁଙ୍କ ନେତୃତ୍ୱରେ ଢେଙ୍କାନାଳରେ ବିଜେଡିକୁ ତୃଣମୂଳସ୍ତରରୁ ଆହୁରି ସୁଦୃଢ଼ କରିବା—ଏହା ଆମ ସମସ୍ତଙ୍କ ସଂକଳ୍ପ। 🤝 ଏକତା ଆମ ଶକ୍ତି, ସଂଗଠନ ଆମ ପରିଚୟ, ଜନସେବା ଆମ ଲକ୍ଷ୍ୟ।
#NaveenPatnaik
#BJD
#Dhenkanal
#BJDStrong
ChairP_Bbn_NAC's tweet video.
ChairP_Bbn_NAC
retweeted
Naveen Patnaik
@Naveen_Odisha
about 1 month ago
ଢେଙ୍କାନାଳର ବିଜେଡି ନେତୃବୃନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭେଟି ଲୋକଙ୍କ ସୁବିଧା ଅସୁବିଧା ବୁଝିଲି। ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଲୋକଙ୍କ ସାଥିରେ ରହି ଆଗକୁ ବଢ଼ିବାକୁ ସମସ୍ତଙ୍କୁ ଆହ୍ୱାନ କଲି।
#BJDWithOdisha
Naveen_Odisha's tweet video.
Suvendu Kumar Sahoo
@ChairP_Bbn_NAC
about 1 month ago
ଭୂଷଳ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମର ୩୩ ବର୍ଷୀୟ ତମାନୁ ମାଲିକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅକାଳରେ ଜଣେ ପ୍ରାଣ ହରାଇଛନ୍ତି। ଆହତ ଅମିନ ମାଲିକଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ପଠାଯାଇଛି। ଆଜି ଉଭୟ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଅମିନଙ୍କ ଚିକିତ୍ସା ବ୍ୟବସ୍ଥାରେ ସହଯୋଗ କରିଲୁ। 🙏
#ଭୁବନ
#ଭୂଷଳ
See More
Who to follow
Dr. Manas Ranjan Panda
@DrManasRPanda
Member, Juvenile Justice Board, Keonjhar
I❤DHENKANAL
@ILoveDKL
For overall development of our Dhenkanal ❤ 👥Help for needy💐
Bhuban Block
@BDOBhuban
Official Twitter Account of BDO Bhuban
Suvendu Kumar Sahoo
@ChairP_Bbn_NAC
about 1 month ago
ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ମୋ ଭୁବନର ବିଭିନ୍ନ ଜନସମସ୍ୟା ଓ ବିକାଶ ସମ୍ପର୍କିତ ପ୍ରସଙ୍ଗ ଦୃଢ଼ତାର ସହ ଉପସ୍ଥାପନ କରି, ସେଗୁଡ଼ିକର ତୁରନ୍ତ ସମାଧାନ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କଲି। ଭୁବନର ବିକାଶ, ଭୁବନବାସୀଙ୍କ ସୁବିଧା ଓ ଅଧିକାର—ଏହା ହିଁ ମୋର ପ୍ରାଥମିକତା।
Suvendu Kumar Sahoo
@ChairP_Bbn_NAC
about 1 month ago
ଆଜି District Development Coordination and Monitoring Committee (DISHA) ବୈଠକରେ ଯୋଗଦେବାର ସୁଯୋଗ ମିଳିଲା। ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l
Suvendu Kumar Sahoo
@ChairP_Bbn_NAC
about 1 month ago
ମଣିଷ ସେବା ହିଁ ମାଧବ ସେବା
Suvendu Kumar Sahoo
@ChairP_Bbn_NAC
about 1 month ago
ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମ ପଞ୍ଚାୟତର କୃଷ୍ଣପୁର ଗ୍ରାମ ଦୀର୍ଘ ୬ ଦିନ ଧରି ବନ୍ୟାଜଳ ଘେରରେ ରହିଛି। ଏଭଳି ଏକ ଦୁର୍ଦ୍ଦିନରେ ଗ୍ରାମବାସୀଙ୍କ ଦୁଃଖ ଓ ଆବଶ୍ୟକତାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରି ସେମାନଙ୍କ ପାଖରେ ଠିଆ ହେବା ହିଁ ଆମର କର୍ତ୍ତବ୍ୟ। ବିପଦ ଆସିଲେ ମାନବିକତା ହିଁ ଆଗରେ ରହିବା ଉଚିତ।
See More
ChairP_Bbn_NAC's tweet video.
Suvendu Kumar Sahoo
@ChairP_Bbn_NAC
about 1 month ago
ମୋ ଗାଁ ଭୁବନ ପାଇଁ ଏହା ନିଶ୍ଚିତ ଏକ ଗର୍ବର ମୁହୂର୍ତ୍ତ । ❤️ ଭକ୍ତି, ଏକତା ଓ ସମର୍ପଣରୁ ଜନ୍ମ ନେଉଛି
#ପ୍ରେମ_ମନ୍ଦିର
।
#Friendship_Club
ର ଏହି ମହତ୍ ସଂକଳ୍ପ ଭୁବନର ଗୌରବକୁ ଆହୁରି ବଢ଼ାଇବ। ପ୍ରଭୁ ଶ୍ରୀ ଗଜାନନଙ୍କ ଆଶୀର୍ବାଦ ସଦା ସର୍ବଦା ତୁମମାନଙ୍କ ଉପରେ ଥାଉ, ସ୍ୱପ୍ନ ସାକାର ହେଉ। ❤️
#ମୋ_ଗାଁ_ଭୁବନ
#ଗର୍ବର_ମୁହୂର୍ତ୍ତ
See More
Suvendu Kumar Sahoo
@ChairP_Bbn_NAC
about 1 month ago
ଭୁବନ, ଭୂଷଳ ପଞ୍ଚାୟତ ବନ୍ୟା ଘାଇ ହବା ପୂର୍ବରୁ ଗାଁ ଲୋକଙ୍କ ତତ୍ପରତା ନିଜେ ଅଣ୍ଟା ଭିଡିଲେ 🙏
Suvendu Kumar Sahoo
@ChairP_Bbn_NAC
about 1 month ago
ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ, ମହାନ ଜନନେତା ତଥା ଅଜାତଶତ୍ରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ତାଙ୍କ ପବିତ୍ର ସ୍ମୃତି ପ୍ରତି ଭକ୍ତିପୂତ ପ୍ରଣାମ। ତଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ ଓଁ ଶାନ୍ତି। 🙏🇮🇳
Suvendu Kumar Sahoo
@ChairP_Bbn_NAC
about 1 month ago
·
Bhuban
ଭୁବନ, ଭୂଷଳ GP ଅନ୍ତର୍ଗତ ଜୟପୁର ଗ୍ରାମ ପାଣିଘେରରେ ଥିବା ଗୋମାତାମାନଙ୍କ ପାଇଁ ଆଜି ଖାଦ୍ୟ ପହଞ୍ଚାଇବାର ସୁଯୋଗ ମିଳିଲା। ଅସହାୟ ଜୀବଙ୍କ ସେବା ହିଁ ପ୍ରକୃତ ମାନବିକତା🙏
ChairP_Bbn_NAC's tweet video.
Suvendu Kumar Sahoo
@ChairP_Bbn_NAC
about 1 year ago
Jay Jaban Jay Bharat.
Suvendu Kumar Sahoo
@ChairP_Bbn_NAC
about 1 year ago
Suvendu Kumar Sahoo
@ChairP_Bbn_NAC
over 1 year ago
https://t.co/fVMBTeFX9L
Suvendu Kumar Sahoo
@ChairP_Bbn_NAC
over 1 year ago
https://t.co/BaCmmYqGwx
Suvendu Kumar Sahoo
@ChairP_Bbn_NAC
over 1 year ago
Suvendu Kumar Sahoo
@ChairP_Bbn_NAC
over 1 year ago
Suvendu Kumar Sahoo
@ChairP_Bbn_NAC
over 1 year ago
https://t.co/UftsGRfELB
Suvendu Kumar Sahoo
@ChairP_Bbn_NAC
over 1 year ago
Last Seen Users on Sotwe
PENTELHUDO TEKADOR ⚡️💦☣️
Seen from
Brazil
Terror Extremo.
Seen from
Argentina
nonani
Sexsolojii
Seen from
India
Anil Shariat Panahi
Jelly Bean Brains
Seen from
Malaysia
TondaddyBWC
Seen from
France
TushyRawVideos
Seen from
Turkey
Ako SI Gheorj
Seen from
Philippines
buaya pirang
Seen from
Indonesia
Trends for you
1
Dante Moore
Under 10K tweets
2
#AEWAllOut
Under 10K tweets
3
Michigan
Under 10K tweets
4
Penn State
Under 10K tweets
5
#UFCVegas121
Under 10K tweets
6
Phillies
Under 10K tweets
7
Steven Borden
Under 10K tweets
8
Lincoln Riley
Under 10K tweets
9
Ole Miss
Under 10K tweets
10
Dumont
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫