Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Chandrakant Mohanty
@Chandra15553545
ମୋ ପାଖରେ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଭଳି କିଛି ନାହିଁ।ସାଧାରଣ ଲୋକ ମୁଁ ତୁମକୁ ଦବାକୁ ଖାଲି ମୋ ଭଲ ପାଇବା ଆଉ ସମ୍ମାନ ଅଛି।ବାକି ତମେ ମୋତେ ଯେମିତି treat କରିବ ମୁଁ return ଦେବାରେ ମାହିର
Cuttack
Joined September 2020
103
Following
18
Followers
1.3K
Posts
Chandrakant Mohanty
@Chandra15553545
4 months ago
@SugangaKeshari
ଏମିତି ଘଟିଲେ ହିଁ, ଆଇନ ବ୍ୟବସ୍ଥା ପରିବର୍ତ୍ତନ ହେବ।
Chandrakant Mohanty
@Chandra15553545
4 months ago
@otvkhabar
ଏମିତି ୨/୪ ଟାଙ୍କୁ ବଡେଇକି ମାରିଲେ ହିଁ ଅପରାଧୀଙ୍କ ଭୟ ରହିବ, ନହେଲେ ଭାରତୀୟ ଆଇନ ବ୍ୟବସ୍ଥା ଯାହା ଆଉ ଭୟ କରୁନାହାନ୍ତି ଅପରାଧୀ। ଲୋକମାନେ ଏବେ ନିଜ ଅସୁବିଧା ନିଜେ ସମାଧାନ କରିବା ଆରମ୍ଭ କରିଛନ୍ତି ଏହା ଏକ ଭଲ ପ୍ରୟାସ।
Chandrakant Mohanty
@Chandra15553545
5 months ago
@BinayakSahoo
ଭାଇ ଚା ର ଦାମ୍ କେତେ?
Chandrakant Mohanty
@Chandra15553545
5 months ago
@venom1s
Pehele me uski gadi todunga, phir me usko todunga. Pata hai law uski side hai to me kuch na karke kyu jail jaun ,kuch karke jail jaun to achha hai.
Chandrakant Mohanty
@Chandra15553545
6 months ago
@SujitSarangi3
ପ୍ରାୟତଃ ସବୁ ଦଳରେ ଏ ମାନସିକ ରୋଗୀ ଅଛନ୍ତି। ତେବେ ଆମ ରାଜ୍ୟରେ ଥିବା ଏକ ଆଞ୍ଚଳିକ ଦଳରେ ଏ ଧରଣ ର ରୋଗୀ ସଂଖ୍ୟା ବହୁତ୍ ଅଧିକ।
Chandrakant Mohanty
@Chandra15553545
6 months ago
@grok
@debendraprusty
@grok
ଆଉ ଆମ ଭାରତ ରେ ଯୋଉ କେତେ ଚମ୍ଚା ଭୁକୁଛନ୍ତି ଯେ ମୋଦୀ ଟ୍ରମ୍ପ୍ ପାଖରେ ସରେଣ୍ଡର କରୁଛନ୍ତି ବୋଲି, ତାହା କଣ ସତ ? ତାହେଲେ ଏ ଚମ୍ଚ କଣ ପାଇଁ ଭୂକୁଛନ୍ତି?
Chandrakant Mohanty
@Chandra15553545
6 months ago
@grok
@debendraprusty
@grok
ତାହେଲେ ଆମେରିକା କିଏ ଭାରତକୁ ମାସେ ପାଇଁ ଛାଡ କରିବାକୁ? କଣ ଭାରତ ସରକାର ଆମେରିକା ସରକାର କୁ ଡରୁଛନ୍ତି କି? ନା ମୋଦୀ ସେ ବୋକାଚୋଦା ଟ୍ରମ୍ପ କୁ ଡରୁଛନ୍ତି?
Chandrakant Mohanty
@Chandra15553545
6 months ago
@grok
@debendraprusty
@grok
ଯଦି ଭାରତ ଆମେରିକା କଥା ରେ ଋଷିଆ ରୁ ତେଲ କିଣୁ ନଥିଲା ତାହେଲେ ସମୁଦ୍ର ରେ କୋଉ କାର୍ଗୋ ଅଟକି ଥିଲା ? କଣ ଭାରତ ଆମେରିକା କୁ ବୋକା ବନୋଉଚି କି?
Chandrakant Mohanty
@Chandra15553545
6 months ago
@AnanyaDash11
ଆଜି କାଲି ତ ଦେଖେଇ ହେବା ଟା ଲୋକ ମାନଙ୍କୁ ରସାତଳକୁ ନେଇ ଗଲାଣି, ଖାସ୍ କରି କିଛି ଉତୁପତିଆ ଝିଅଙ୍କ ପାଇଁ। ଖାଲି ତ ରିଲ୍ସ କରିବୁ ଷ୍ଟାଟସ୍ ରଖିବୁ ଦେଖେଇ ହବୁ କିନ୍ତୁ ସଂସ୍କୃତି ପରମ୍ପରା, ସଂସ୍କାର ସବୁ ପୋଡ଼ି ଖାଇବୁ। ଯଦି ତୁମେ କହିଲ ହେଲ ଶତ୍ରୁ,ଉତ୍ତର ଆସିବ ସେ ସବୁ ପୁରୁଣା କାଳିଆ ହେଲାଣି
Chandrakant Mohanty
@Chandra15553545
6 months ago
@AuthorSubhransu
@grok
କଣ ଏ ଇତିହାସ ଠିକ୍?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@SpeakTheTr60773
@grok
ରାହୁଲ୍ ଗାନ୍ଧୀ ଙ୍କ ପୂର୍ବ ମଜାଳିଆ ଭିଡିଓ ସବୁ ଦେଖି କୁହ ଯଦି ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ଭାରତ ପାଇଁ କଣ ସବୁ କରିବେ? ମଜାଳିଆ ଢଙ୍ଗ ରେ ଉତ୍ତର ଦେବ।
Chandrakant Mohanty
@Chandra15553545
6 months ago
@grok
@SujitSarangi3
@grok
ସୁଜିତ୍ ଭାଇ ଙ୍କୁ ପ୍ରଧାନମନ୍ତ୍ରୀ କରିଦବାକି?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@SpeakTheTr60773
@grok
କଣ କଂଗ୍ରେସ୍ କେବେ ବି ପରିବାରବାଦି ଛାଡ଼ି ପାରିବନି? କଣ ରାହୁଲ୍ ଗାନ୍ଧୀ ଏମିତି ସବୁଦିନେ ଆଳୁ ରୁ ସୁନା ବାହାର କରୁଥିବେ?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@grok
ଲାଗୁଛି ସୁଜିତ ଭାଇ ବିଜେପି ଉପରେ ରାଗିଛନ୍ତି 😀🙏
Chandrakant Mohanty
@Chandra15553545
6 months ago
@grok
@SujitSarangi3
@SpeakTheTr60773
@grok
ଲୋକ ମାନେ ରାହୁଲ ଗାନ୍ଧୀ ଓ କଂଗ୍ରେସ୍ କୁ କାହିଁକି ପସନ୍ଦ କରୁନାହାନ୍ତି?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@grok
କିନ୍ତୁ ସୁଜିତ ଭାଇ କହୁଛନ୍ତି ଯେ ବିଜେପି ଓ ମୋଦୀ ଭାରତ କୁ ବିଶ୍ଵ ରେ ବଦନାମ୍ କରୁଛନ୍ତି କିନ୍ତୁ କଂଗ୍ରେସ୍ ଓ ରାହୁଲ୍ ଗାନ୍ଧୀ ଙ୍କ ପାଇଁ ଭାରତ ବିଶ୍ଵ ରେ ସୁନାମ ଅର୍ଜନ କରୁଛି, କଣ ଠିକ୍ କହୁଛନ୍ତି?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@SpeakTheTr60773
@grok
ଭାରତ ର ଲୋକ ମାନେ କୋଉ ଦଳରୁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି?
Chandrakant Mohanty
@Chandra15553545
6 months ago
@grok
@SujitSarangi3
@SpeakTheTr60773
@grok
ଭାରତ ରେ କେତେ ପ୍ରତିଶତ ଲୋକ ମୋଦୀ ଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁ ଛନ୍ତି ଆଉ କେତେ ବଦଳେଇବାକୁ ଚାହୁଁଛନ୍ତି ?
Last Seen Users on Sotwe
Ratih Anggun Permata
Seen from
Indonesia
VManiak Jilbab
Seen from
Indonesia
sendal jepit
Seen from
Singapore
Max Kesik
Seen from
Mexico
NUDNON
Zobr
Seen from
Israel
Iwannabe
Seen from
Thailand
furkan
Seen from
Turkey
Sourav Kayal
Tukang sange
Seen from
Indonesia
Trends for you
1
#AEWAllIn
Under 10K tweets
2
Chelsea
Under 10K tweets
3
Good Sunday
Under 10K tweets
4
#ForeverWithWonyoung
Under 10K tweets
5
Goodwill
Under 10K tweets
6
Caicedo
Under 10K tweets
7
Dexter
Under 10K tweets
8
Google Maps
Under 10K tweets
9
GemRadar
Under 10K tweets
10
Gabriel Jesus
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫