Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
ମାନବ ସେବା ହିଁ ମାଧବ ସେବା, ସେବା ହିଁ ଆମର ଲକ୍ଷ୍ୟ
Bidyadharpur,Chhatia,754082
Joined September 2022
140
Following
48
Followers
590
Posts
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 22 hours ago
·
Chhatia
ଆଜିର ପବିତ୍ର ରାଖୀ ବନ୍ଧନ ଅବସରରେ ସମସ୍ତ ଭାଇ-ଭଉଣୀଙ୍କୁ ଆମ ସଙ୍ଗଠନ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🙏 ରାଖୀ କେବଳ ଏକ ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ, ବିଶ୍ୱାସ, ମମତା ଓ ସୁରକ୍ଷାର ପବିତ୍ର ବନ୍ଧନ
#ରାଖୀପୂର୍ଣ୍ଣିମା
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ନୀଳାଚଳରୁ ଗୁଣ୍ଡିଚା,ପୁଣି ଗୁଣ୍ଡିଚାରୁ ନୀଳାଚଳ-ଏ କେବଳ ରଥର ପ୍ରତ୍ୟାବର୍ତ୍ତନ ନୁହେଁ,ହେଉଛି ଭକ୍ତି,ପ୍ରେମ ଓ ପରମ କରୁଣାର ଚିରନ୍ତନ ଯାତ୍ରା ମହାପ୍ରଭୁଙ୍କ ବାହୁଡ଼ା ଦର୍ଶନରେ ପ୍ରତ୍ୟେକ ହୃଦୟ ଭକ୍ତିରେ ଆଲୋକିତ ହେଉ,ପ୍ରତ୍ୟେକ ଘରେ ସୁଖ,ଶାନ୍ତି ଓ ଐଶ୍ୱର୍ଯ୍ୟର ଦୀପ ଜଳୁ ପବିତ୍ର
#ବାହୁଡ଼ାଯାତ୍ରା
ର ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ!
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାର ଏକ ଅନନ୍ୟ ପର୍ବ
#ହେରାପଞ୍ଚମୀ
ଆମ ସମୃଦ୍ଧ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଜୀବନ୍ତ ପ୍ରତୀକ। ଏହି ପବିତ୍ର ଅବସରରେ ମା' ମହାଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ,ଶାନ୍ତି, ସମୃଦ୍ଧି,ସୁସ୍ଥତା ଓ ମଙ୍ଗଳ ଆଣୁ ବୋଲି ଆମର ପ୍ରାର୍ଥନା ଜୟ ଜଗନ୍ନାଥ।
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 1 month ago
·
Cuttack
ଜୟ ଜଗନ୍ନାଥ ଆଜି ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଗୁଣ୍ଡିଚା ମନ୍ଦିର ଗମନ ସମଗ୍ର ସୃଷ୍ଟିକୁ ଭକ୍ତି, ପ୍ରେମ ଓ ସମର୍ପଣର ବାର୍ତ୍ତା ପ୍ରଦାନ କରେ। ମହାପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଆଣୁ 🙏
#ଶ୍ରୀଗୁଣ୍ଡିଚାଯାତ୍ରା
See More
Who to follow
CHC KHAPRAKHOL
@MOIC_Khaprakhol
Superintendent CHC khaprakhol (Bolangir),
DEBASIS MAHAKUD
@Debasishmahak17
Backup account of M. Nageswara Rao IPS (Retired)
@MNR_IPS
Backup account of @MNageswarRaoIPS. #EqualRightsForHindus & #RSS_Mukt_Bharat. Follow me here too! सत्यमेव जयते
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 2 months ago
ଆମ୍ଭ ସଙ୍ଗଠନ ପରିବାରର ସମ୍ମାନିତ ସଦସ୍ୟା ଓ ତାଙ୍କ ସହଧର୍ମୀଙ୍କୁ ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରୁ ଆପଣମାନଙ୍କ ଦାମ୍ପତ୍ୟ ଜୀବନ ସଦା ପ୍ରେମ,ବିଶ୍ୱାସ,ସୁଖ,ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ରହୁ।🙏 ଜୀବନର ପ୍ରତ୍ୟେକ ପଦକ୍ଷେପ ଆନନ୍ଦମୟ ହେଉ। ଶୁଭ ବିବାହ ବାର୍ଷିକୀ!
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
about 2 months ago
ଆଜି ପବିତ୍ର ସ୍ନାନ ଯାତ୍ରାରେ ୧୦୮ କଳସ ପବିତ୍ର ଜଳରେ ମହାପ୍ରଭୁଙ୍କ ଦିବ୍ୟ ମହାସ୍ନାନ, ଯାହା ଆମକୁ ସ୍ମରଣ କରାଏ— ଭକ୍ତି, ସମର୍ପଣ ଓ ମାନବତା ହିଁ ଜୀବନର ସର୍ବୋଚ୍ଚ ସତ୍ୟ। 🙏🌸
#DebasnanaPurnima
#SnanaPurnima
#ଜୟଜଗନ୍ନାଥ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ଶରୀରର ଶକ୍ତି, ମନର ଶାନ୍ତି ଓ ଆତ୍ମାର ପବିତ୍ରତାର ପଥ ହେଉଛି ଯୋଗ। ଆସନ୍ତୁ, ଯୋଗକୁ ଅଭ୍ୟାସ ନୁହେଁ, ଜୀବନଶୈଳୀ କରିବା।🧘♂️🙏
#InternationalYogaDay
#YogaForOneEarthOneHealth
#YogaDay2026
#ଯୋଗ_ଦିବସ
#YogaForLife
#ଛତିଆ_ସମାଜସେବୀ_ସଙ୍ଗଠନ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ତିନି ଦିନର ଆନନ୍ଦ, ଉତ୍ସାହ ଓ ପରମ୍ପରାର ମହାପର୍ବ ରଜ ଆଜି ଶେଷ ହେଉଛି। ଏହି ପବିତ୍ର ପର୍ବ ଆମ ସଂସ୍କୃତି, ନାରୀ ସମ୍ମାନ ଓ ପ୍ରକୃତି ପ୍ରତି ଶ୍ରଦ୍ଧାର ବାର୍ତ୍ତା ଦେଇଥାଏ। ସମସ୍ତଙ୍କୁ ଶୁଭ ରଜର ଅନେକ ଅନେକ ଶୁଭେଚ୍ଛା। 🌿🙏
#ରଜପର୍ବ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
#ରଜପର୍ବ
#ସେବକ
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ଦୋଳିର ମଧୁର ଦୋଳନ, ପୋଡ଼ପିଠାର ସୁଗନ୍ଧ ଓ ସ୍ନେହ-ସମ୍ପର୍କର ଉଷ୍ମତାରେ ଭରିଉଠୁ ପ୍ରତ୍ୟେକ ଘର ଓ ହୃଦୟ। ଛତିଆ ସମାଜସେବୀ ସଙ୍ଗଠନ ତରଫରୁ ପବିତ୍ର ପହିଲି ରଜ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ। ଆସନ୍ତୁ ରଜ ପର୍ବର ଏହି ଶୁଭ ଅବସରରେ ବୃଦ୍ଧଜନଙ୍କ ସମ୍ମାନ, ମାନବ ସେବା ଓ ପରସ୍ପର ପ୍ରେମର ବାର୍ତ୍ତାକୁ ସମାଜର ପ୍ରତ୍ୟେକ କୋଣକୁ ପହଞ୍ଚାଇବା।
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
2 months ago
ରଜ ଦୋଳିର ଝୁଲା, ପୋଡ଼ପିଠାର ମିଠା ସ୍ୱାଦ ଓ ଓଡ଼ିଶାର ଲୋକପରମ୍ପରାର ଅନନ୍ୟ ପରିଚୟ ହେଉଛି ରଜ ପର୍ବ। ଓଡ଼ିଆ ପରମ୍ପରା, ସଂସ୍କୃତି ଓ ମାଟିର ମହକକୁ ନେଇ ଆସିଛି ଏହି ପବିତ୍ର ପର୍ବ। ଛତିଆ ସମାଜସେବୀ ସଙ୍ଗଠନ ପରିବାର ପକ୍ଷରୁ ପବିତ୍ର ପହିଲି ରଜ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
#ପହିଲିରଜ
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
4 months ago
ଶ୍ରମିକଙ୍କ ଘାମରେ ଗଢ଼ିଥାଏ ଦେଶର ଭବିଷ୍ୟତ, ଶ୍ରମର ସମ୍ମାନ, ଶ୍ରମିକଙ୍କ ପ୍ରତି କୃତଜ୍ଞତା ଆଜିର ଦିନଟି ହେଉଛି ସେମାନଙ୍କ ପାଇଁ—ଯେମାନେ ନିଜର ପରିଶ୍ରମରେ ସମାଜକୁ ଆଗକୁ ବଢ଼ାନ୍ତି ଶ୍ରମିକଙ୍କ ଶକ୍ତି, ଦେଶର ଶକ୍ତି🙏 ଶ୍ରମିକଙ୍କ ପରିଶ୍ରମକୁ ସମ୍ମାନ, ସମାଜର ପ୍ରଗତିରେ ସେମାନଙ୍କୁ ଅଭିନନ୍ଦନ
#LabourDay
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ନୂତନ ସୂର୍ଯ୍ୟୋଦୟର ସୁବର୍ଣ୍ଣ କିରଣ, ନେଇ ଆସୁ ଆଶାର ନୂଆ ସ୍ୱପ୍ନର ଅରୁଣୋଦୟ ମହା ବିଷୁବର ପବିତ୍ର ପର୍ବରେ, ଜୀବନ ହେଉ ସୁଖ-ଶାନ୍ତିର ନିରନ୍ତର ଅବିରାମ ଧାରା। ବୈଶାଖ ପ୍ରଭାତର ଶୀତଳ ପବନେ, ପଣାର ମଧୁର ସ୍ପର୍ଶ ଭରୁ ମନର ଆକାଶ ଭକ୍ତିର ଅମୃତ ଧାରା ବହୁଥାଉ ନିତ୍ୟ, ଶାନ୍ତିର ସୁଗନ୍ଧ ରହୁ ଜୀବନର ପ୍ରତ୍ୟେକ ଶ୍ୱାସ।
#ପଣାସଂକ୍ରାନ୍ତି
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ମାନବତାର ଶିତଳ ପ୍ରତିଛାୟା 🙏 ବିଗତ ୪ ଦିନ ଧରି ଆମ ସଙ୍ଗଠନ ପରିବାର ତରଫରୁ ଛତିଆ ଅଞ୍ଚଳରେ ନିରନ୍ତର ଚାଲିଛି ପିପାସୁଙ୍କୁ ଜଳ ଦେବା, ପଥିକଙ୍କୁ ସନ୍ତ୍ୱନା ଦେବା ଏହା କେବଳ ଏକ ପ୍ରୟାସ ନୁହେଁ, ମାନବତାର ପବିତ୍ର ସନ୍ଦେଶର ଜୀବନ୍ତ ଉଦାହରଣ। “ଜଳ ଦେବା ହେଉଛି ଜୀବନ ଦେବା” “ସେବାରେ ଧର୍ମ, ଜଳରେ ମାନବତା”
#ଜଳଛତ୍ର
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ସେବା ହିଁ ଧର୍ମ, ଜଳ ହିଁ ଜୀବନ ପିପାସୁଙ୍କୁ ଜଳ ଦେବା,ସବୁଠୁ ବଡ଼ ପୁଣ୍ୟ ପଥିକମାନଙ୍କ ପାଇଁ ଏହା ହେଉ ଏକ ଶିତଳ ସନ୍ତ୍ୱନା, ମାନବତାର ଏକ ସୁନ୍ଦର ପ୍ରତିବିମ୍ବ ଏହି ଉଦ୍ଦେଶ୍ୟରେ ଆଜି ସକାଳ ୮ ଘଟିକାରେ ଛତିଆ ଅଞ୍ଚଳରେ ଆମ ସଙ୍ଗଠନ ତରଫରୁ ଜଳଛତ୍ର ଖୋଲାଗଲା। ଛୋଟ ପ୍ରୟାସ, କିନ୍ତୁ ମାନବତା ପାଇଁ ବଡ଼ ସନ୍ଦେଶ।
#ଜଳଛତ୍ର
#ସମାଜସେବା
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ନିଜ ପାଇଁ ତ ସମସ୍ତେ ବଞ୍ଚନ୍ତି, କିନ୍ତୁ ଅନ୍ୟ ପାଇଁ ବଞ୍ଚିବା ହିଁ ପ୍ରକୃତ ଜୀବନ। ଆସନ୍ତୁ ସମସ୍ତେ ମିଶି ସମାଜର ସେବା କରିବା ଏବଂ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବା। 🙏 👉 "ସମାଜ ସେବା ଆମର ବ୍ରତ, ଉନ୍ନତି ହେଉ ଆମର ପଥ। " ସୌଜନ୍ୟ: ଛତିଆ ସମାଜସେବୀ ସଙ୍ଗଠନ
#SocialService
#Odisha
#ServeHumanity
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ମୋ ମାଟି ମୋର ଗର୍ବ,ମୋ ଭାଷା ମୋର ଆତ୍ମା ଜୟ ଜଗନ୍ନାଥ 🚩 ବୀରତା, ସଂସ୍କୃତି ଓ ପରମ୍ପରାର ଅଭିମାନ — ମୋର ଓଡ଼ିଶା ଉତ୍କଳ ଭୂମି ଆମର ଗର୍ବ ଓ ପରିଚୟ ଏପ୍ରିଲ ୧ — ଓଡ଼ିଶାର ଗୌରବମୟ ଦିନ 🇮🇳 ଆସନ୍ତୁ ଆମେ ସମସ୍ତେ ମିଶି ଆମର ସଂସ୍କୃତିକୁ ଆଉ ଉଚ୍ଚ କରିବା
#ଉତ୍କଳଦିବସ
ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା 💐
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ 🙏 ଧର୍ମ,ସତ୍ୟ ଓ ନ୍ୟାୟର ପ୍ରତୀକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥିରେ ସମସ୍ତଙ୍କୁ ଶୁଭେଚ୍ଛା ତାଙ୍କ ଆଦର୍ଶ ଆମ ଜୀବନକୁ ସଦା ପ୍ରେରିତ କରୁ ଶ୍ରୀରାମଙ୍କ ଆଦର୍ଶ ଓ ଶିକ୍ଷା ଆମକୁ ସତ୍ୟ ଓ ନ୍ୟାୟର ପଥରେ ଆଗେଇ ନେଇଯାଏ ଶ୍ରୀ ରାମ ନବମୀର ଅନେକ ଶୁଭେଚ୍ଛା🙏
#RamNavami
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
5 months ago
ପଖାଳ ଦିବସର ଅନେକ ଶୁଭେଚ୍ଛା 🙏 ପଖାଳ ମାନେ କେବଳ ଖାଦ୍ୟ ନୁହେଁ, ଏହା ଆମ ସଂସ୍କୃତି ଓଡ଼ିଶାର ଗର୍ବ, ଆମ ପରମ୍ପରାର ସ୍ୱାଦ – ପଖାଳ ଗରମ ଦିନରେ ଶିତଳତାର ଅନୁଭବ – ପଖାଳ🍚💧
#TraditionalFood
#Odia
ବଡ଼ ହୋଟେଲ ନୁହେଁ,ଘରର ପଖାଳର ସ୍ୱାଦ ଅଲଗା
#DesiFood
#Pakhala
ପଖାଳ + ଆଳୁ ଭଜା + ବଡ଼ି ଚୁରା = ସ୍ୱର୍ଗୀୟ ସ୍ୱାଦ
See More
ଛତିଆ ସମାଜସେବୀ ସଙ୍ଗଠନ
@ChhatiaSevak
6 months ago
ବଡ଼ଚଣାର ଜନନାୟକ ତଥା ଆମ ସଭିଙ୍କ ପ୍ରିୟ “ବାପୁ ଭାଇ”,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ମହୋଦୟଙ୍କୁ ଜନ୍ମଦିନର ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ତାଙ୍କୁ ସଦା ସୁସ୍ଥ, ସୁଖୀ ଓ ଦୀର୍ଘାୟୁ କରୁନ୍ତୁ
@amarnayakodisha
#HappyBirthday
#AmarKumarNayak
#Badachana
#JaiJagannath
See More
Last Seen Users on Sotwe
แก๊ปๆ
Seen from
Thailand
Tahan Lama
Seen from
Indonesia
💎𝕸𝖎𝖌𝖚𝖊𝖑🇻🇪ONLYFANS🔥TOP 1%💎303K💎PROMO 9$
Seen from
Dominican Republic
Angel Martins
Seen from
Brazil
恋老
Seen from
Japan
User_T001
Seen from
Latvia
HD ABLA TUBE
Seen from
Turkey
Pecinta Awek Tudung
Seen from
Malaysia
49Tong.
Seen from
Thailand
Mona Mon
Seen from
Algeria
Trends for you
1
Lake America
Under 10K tweets
2
Mapquest
Under 10K tweets
3
GTA 6
Under 10K tweets
4
Wilson
Under 10K tweets
5
Reagan
Under 10K tweets
6
Janelle
Under 10K tweets
7
Will Howard
Under 10K tweets
8
Kyle Williams
Under 10K tweets
9
Chris Sale
Under 10K tweets
10
Grant
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫