Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
DISTRICT CULTURE OFFICE, BALESHWAR
@CultureBalasore
Official Twitter account of District Culture Office, Baleshwar. Working under Odia Language, Literature & Culture Department, Govt. of Odisha
Collectorate Campus, Baleshwar
Joined September 2025
41
Following
10
Followers
35
Posts
CultureBalasore
retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
7 days ago
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ଦଳଗୁଡ଼ିକର ନିୟୋଜନ ନିମନ୍ତେ ‘ଆମ କଳାକାର’ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏହି ୱେବସାଇଟ୍ରେ କଳାକାରମାନଙ୍କର ଆଧାରକାର୍ଡ ଯୋଡ଼ାଯାଉଥିବାରୁ, ଏକାଧିକ ବାର ନିୟୋଜନର ଅପବ୍ୟବହାରକୁ ରୋକାଯାଇପାରିବ। କଳା ପ୍ରଦର୍ଶନ ସମୟର ଜିଓ ଟ୍ୟାଗିଙ୍ଗ ଫଟୋ ଏବଂ ୩୬୦ ଡିଗ୍ରୀ ଭିଡିଓ ଅପଲୋଡ୍ କରିବାର ବ୍ୟବସ୍ଥା ଥିବା ହେତୁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚିପାରିବ ଏବଂ କଳାକାରମାନଙ୍କୁ ଅର୍ଥପ୍ରଦାନ କରିବାର ବ୍ୟବସ୍ଥାକୁ ମଧ୍ୟ ତ୍ବରାନିତ୍ବ କରାଯାଇପାରିବ। ତେବେ ଆଉ ଡେରି ନକରି ଆଜି ହିଁ https://t.co/v2LhuqMZIN ୱେବସାଇଟ୍ରେ ପଞ୍ଜିକରଣ କରନ୍ତୁ। #culture #OdishaCulture #Odisha #Registration #AmaKalakara #OdishaArtists
See More
DISTRICT CULTURE OFFICE, BALESHWAR
@CultureBalasore
17 days ago
·
Remuna
ବାଲେଶ୍ଵର ଜିଲ୍ଲାରେ “ହର ଘର ତିରଙ୍ଗା ୨୦୨୬” ଉପଲକ୍ଷେ ଏକ ବିଶାଳ ତ୍ରିରଙ୍ଗା ରାଲି ୧୪ ଅଗଷ୍ଟ ୨୦୨୬ ଦିନ ଗାନ୍ଧୀ ସ୍ମୃତି ଭବନଠାରେ ଅପରାହ୍ନ ୦୪.୦୦ ଘଟିକାରେ ଶୁଭାରମ���ଭ ହୋଇ ସିନେମା ଛକଠାରେ ସମାପନ ହୋଇଯାଇଅଛି
। @DMBaleshw
ar
@Culturedep
tt
@MinOfCultureG
oI
#HarGharTiranga20
26
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
17 days ago
·
Remuna
ବାଲେଶ୍ବର ଜିଲ୍ଲାରେ “ହର ଘର ତିରଙ୍ଗା ୨୦୨୬” ଉପଲକ୍ଷେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ୧୪ ଅଗଷ୍ଟ ୨୦୨୬ ଦିନ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲଠାରେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଆୟୋଜିତ ହୋଇଯାଇଅଛି ।
@DMBaleshwar
@Culturedeptt
@MinOfCultureGoI
#HarGharTiranga2026
#PartitionHorrorRemembranceDay
See More
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
20 days ago
"ହର ଘର ତିରଙ୍ଗା ୨୦୨୬" ଓ “ବନ୍ଦେ ମାତରମର ୧୫୦ତମ ବର୍ଷ���ୂର୍ତ୍ତି ଅଭିଯାନ” ���ବସରରେ “ହର ଘର ତିରଙ୍ଗା” ଓ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ବିଷୟ ଆଧାରିତ ଏକ ଚିତ୍ରକଳା ଓ ଭାସ୍କର୍ଯ୍ୟ କର୍ମଶାଳା ୧୧.୦୮.୨୦୨୬ରେ ପୂର୍ବାହ୍ନ ୧୦.୪୫ଘଟିକା ସମୟରେ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଉଦଘା
ଟିତ @DMBales
h
war @Cultured
eptt
See More
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
4 months ago
ସୋମନାଥ ��ନ୍ଦିରର ୧୦୦୦ ବର୍ଷର ଗୌରବମୟ ଇତିହାସ ଓ ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ବାଲେଶ୍ବର ଜିଲ୍ଲାସ୍ଥିତ ବାଣେଶ୍ୱର ମନ୍ଦିର ଠାରେ "ସୋମନାଥ ସ୍ୱାଭିମାନ ପର୍ବ" ଆୟୋଜିତ ହୋଇଯାଇଅଛି ।
@DBalasor
e
@Culturedept
t
@MinOfCultureGo
I
#SomnathSwabhimanPar
v
CultureBalasore
retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
4 months ago
ଓଡ଼ିଆ ପକ୍ଷ ଏବଂ ଓଡ଼ିଆ ନବବର୍ଷ-୨୦୨୬ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ସଙ୍ଗୀତ "ଆମ ଓଡ଼ିଶା ସୁନ୍ଦର"।
@CMO_Odisha
@suryabanshibjp
@IPR_Odisha
https://t.co/9YhPHYXF8N
DISTRICT CULTURE OFFICE, BALESHWAR
@CultureBalasore
4 months ago
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗୀତଗୋବିନ୍ଦର ରଚୟିତା କବି ଶ୍ରୀ ଜୟଦେବଙ୍କର ବାଲେଶ୍ୱର ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଅଛି ।
@Culturedeptt
@DBalasore
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ଅବସରରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବାବାସାହେବ ଡ଼ଃ. ବି.ଆର. ଆମ୍ବେଦକର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ପାଳନ ସହ ଝୋଟି ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିସହ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଓଡ଼ିଆ ନବବର୍ଷ ଶ��ରଦ୍ଧାର ସହ ପାଳିତ ହୋଇଛି।
@Culturedept
t
@DBalasor
e
#OdiaPakhya202
6
See More
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ତ୍ରୟୋଦଶ ଦି���ସରେ ବାଲେଶ୍ୱର ଜିଲ୍ଲାସ୍ତରରେ ଏବଂ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ସ୍ତରରେ "ପାରମ୍ପରିକ ଖାଦ୍ୟ ଦିବସ- ଆମ ରୁଚି, ଆମ ଖାଦ୍ୟ" ଅତ୍ୟନ୍ତ ଉତ୍ସାହର ସହ ଆୟୋଜିତ ହୋଇଯାଇଅଛି ।
@Culturedep
t
t @DBalaso
re
#OdiaPakhya20
2
6 #ଓଡ଼ିଆପକ୍ଷ୨୦
୨୬
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ଦ୍ଵାଦଶ ଦିବସରେ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ବାଲେଶ୍ଵର ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।
@Culturedeptt
@DBalasore
#OdiaPakhya2026
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ଦଶମ ଦିବସରେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ସ୍ଥିତ ଲୋକକଳା ଗ୍ରାମ ଗୁଡ଼ୁଦାଠାରେ ଏବଂ ଅନ୍ୟ ସମସ୍ତ ବ୍ଲକ ମୁଖ୍ୟାଳୟଠାରେ ସ୍ଥାନୀୟ କଳାକାରମାନଙ୍କୁ ନେଇ କଳା ପରିବେଷଣ ଏବଂ ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୬
See More
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ନବମ ଦିନରେ ବାଲେଶ୍ୱର ଜିଲ୍ଲାରେ ଆସ ବହିଟିଏ କିଣିବା ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ଲକ ପରିସରରେ ପୁସ୍ତକ ଷ୍ଟଲ ଉନ୍ମୋଚିତ ହୋଇ ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚ��ରୀ ଓ ଜନସାଧାରଣମାନେ ଏହି ଅଭିଯାନରେ ସାମିଲ ହୋଇ ପୁସ୍ତକ କ୍ରୟ କରିଛନ୍ତି।
@Culturedept
t
@DBalasor
e
#OdiaPakhya202
6
See More
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ଅଷ୍ଟମ ଦିବସରେ "ରକ୍ତଦାନ ଅଭିଯାନ" ଅବସରରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ଏହି ରକ୍ତଦାନ ଅଭିଯାନରେ ସର୍ବମୋଟ ୨୪୪ ଯୁନିଟ ରକ୍ତ ସଂଗ୍ରହ କରାଯାଇଅଛି ।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ସପ୍ତମ ଦିବସରେ "ଶିଶୁ କଥା ଦିବସ" ଅବସରରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ଓ ଶିଶୁଲେଖା ବଣ୍ଟନ ଏବଂ ଵୃଦ୍ଧାଶ୍ରମ ଓ ବରିଷ୍ଠ ନାଗରିକ ମଞ୍ଚଙ୍କୁ ଭାଗବତ ପୁସ୍ତକ ବଣ୍ଟନ କରାଯାଇଅ��ି ।
@Culturedept
t
@DBalasor
e
@OdishaSahitya5
7
#OdiaPakhya202
6
#ଓଡ଼ିଆପକ୍ଷ୨୦୨
୬
See More
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ଷଷ୍ଠ ଦିବସରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗୁଡ଼ିକରେ ଦେବାଳୟ ଠାରୁ ଆରମ୍ଭ କରି ଐତିହ୍ୟ ସ୍ଥଳୀ ଏବଂ ସାର୍ବଜନୀନ ସ୍ଥାନ ଗୁଡ଼ିକରେ ସ୍ଵଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି ।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ପଞ୍ଚମ ଦିବସରେ ବାଲେଶ୍ଵର ଜିଲ୍ଲାରେ "ଐତିହ୍ୟ ଗଣଦୌଡ଼" ଆୟୋଜିତ ହୋଇଯାଇଅଛି ।ଏଥିରେ ସାମିଲ ହୋଇ ଐତିହ୍ୟର ବାର୍ତ୍ତା ଦେବା ସହ ଶାରୀରିକ ସୁସ୍ଥତା ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ଚତୁର୍ଥ ଦିବସରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ "ଖଡ଼ିଛୁଆଁ ଦିବସ" ପାଳିତ ହୋଇଯାଇଅଛି ।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡ଼ିଆ ପକ୍ଷ ୨୦୨୬ ପାଳନର ଚତୁର୍ଥ ଦିବସରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ "ଓଡ଼ିଆ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା" ଆୟୋଜିତ ହୋଇଯାଇଅଛି ।
@Culturedeptt
@DBalasore
#OdiaPakhya2026
#ଓଡିଆପକ୍ଷ୨୦୨୬
CultureBalasore's tweet video.
DISTRICT CULTURE OFFICE, BALESHWAR
@CultureBalasore
5 months ago
ଓଡିଆ ପକ୍ଷ ୨୦୨୬ ପାଳନର ଦ୍ଵିତୀୟ ଦିବସରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ, ଆମ ପରିଚୟ" ଅଭିଯାନରେ ସାମିଲ ହୋଇଛନ୍ତି ।
@Culturedeptt
@DBalasore
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
CultureBalasore
retweeted
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
@Culturedeptt
5 months ago
"ଆମ ପୋଷାକ, ଆମ ପରିଚୟ"
#ଓଡ଼ିଆ_ପକ୍ଷ
-୨୦୨୬ ପାଳନର ଆଜି ହେଉଛି ଦ୍ଵିତୀୟ ଦିବସ l
#OdiaPakhya2026
#ଓଡ଼ିଆପକ୍ଷ୨୦୨୬
#traditionalwear
#traditionaldresses
#Odisha
#culture
#odishaculture
#OdiaAsmita
Last Seen Users on Sotwe
clara
Seen from
United States
ルカ
Seen from
United States
user🫅🏻
Seen from
Turkey
ChrisR - Photo
Seen from
United States
Soner Şahin
Seen from
United States
Kayap Mesut
Seen from
Turkey
Oklinfia
Seen from
Japan
stoney bear
Seen from
United States
💕🍑BRATCHEEK BXBE🍑💕
Seen from
United Kingdom
D Mooney
Seen from
Turkey
Trends for you
1
Joe Milton
Under 10K tweets
2
Lamine
Under 10K tweets
3
Roberts
Under 10K tweets
4
Arsenal
Under 10K tweets
5
Chewy
Under 10K tweets
6
Havertz
Under 10K tweets
7
Kounde
Under 10K tweets
8
Data Centers
Under 10K tweets
9
Lionel Richie
Under 10K tweets
10
$CHUMP
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫