Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Er Vicky Sharma
@DEBASISSHARMA10
ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା-ଜୀବନର ଏକମାତ୍ର ଲକ୍ଷ. 24×7 ଲୋକଙ୍କ ସହ.
paradeep
Joined August 2021
234
Following
30
Followers
97
Posts
Er Vicky Sharma
@DEBASISSHARMA10
about 20 hours ago
#କେବେ_ନିସ୍ତାର_ମିଳିବ_କୁକୁର_ଓଗାଈଙ୍କ_ଦାଉରୁ
? 🐕🐄 ରାସ୍ତାରେ ବୁଲା କୁକୁର ଓ ଗାଈଙ୍କ ଯୋଗୁଁ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣାର ଆଶଙ୍କା। ସାଧାରଣ ଲୋକେ ଚିନ୍ତିତ, ତଥାପି ସମସ୍ୟାର ସ୍ଥାୟୀ ସମାଧାନ କେବେ? ପ୍ରଶାସନ କେବେ ନେବ ଦୃଢ଼ ପଦକ୍ଷେପ?
#foryou
#StrayDogs
#CattleOnRoad
#RoadSafety
#PublicSafety
See More
DEBASISSHARMA10's tweet video.
Er Vicky Sharma
@DEBASISSHARMA10
3 days ago
ଚୀନ ଗତିଶୀଳ ହୋଇ ୨୦୮୦ରେ ପହଞ୍ଚିଗଲାଣି… 🚀 ହେଲେ ଆମ Young Generation ଏବେ ବି ୧୯୮୦ AI Trend ଚଳାଉଛନ୍ତି! 🤖 ଟେକ୍ନୋଲୋଜି ଆଗକୁ ବଢ଼ୁଛି, ଆମେ Trend ପଛରେ ଦୌଡ଼ୁଛୁ!
#AITrend
#YoungGeneration
#Technology
#Future
#AIGeneration
#DigitalWorld
DEBASISSHARMA10's tweet video.
Er Vicky Sharma
@DEBASISSHARMA10
8 days ago
#ବାଡ଼ିରେ_ଫସଲକୁ_ମାଙ୍କଡ଼_ଭୟ
, ବିଲରେ ଚାଷୀଙ୍କୁ ଷଣ୍ଢ ଭୟ…! 🐒🐂 ଆଉ ରାଜରାସ୍ତାରେ 🐕 ବୁଲା କୁକୁର, 🐄 ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣାର ଭୟ! ଚାଷୀ ନିଜ ଫସଲକୁ ସୁରକ୍ଷା ଦେବ କି, ନା ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ଚିନ୍ତା କରିବ?
DEBASISSHARMA10's tweet video.
Er Vicky Sharma
@DEBASISSHARMA10
8 days ago
#ବିଶ୍ୱକର୍ମା_ପୂଜା_ଅବସରରେ
ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଯାଉ। ସମସ୍ତଙ୍କ କର୍ମକ୍ଷେତ୍ର ସୁରକ୍ଷିତ ଓ ସଫଳ ହେଉ—ଏହାହିଁ ମୋର ପ୍ରାର୍ଥନା। 🙏 ଶୁଭ ବିଶ୍ୱକର୍ମା ପୂଜା।
#ବିଶ୍ୱକର୍ମାପୂଜା
#ବିଶ୍ୱକର୍ମାପୂଜା2026
See More
DEBASISSHARMA10's tweet video.
Er Vicky Sharma
@DEBASISSHARMA10
10 days ago
Er Vicky Sharma
@DEBASISSHARMA10
10 days ago
#ନୂଆଖାଇଜୁହାର
🙏 ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ସମସ୍ତ ଭାଇଭଉଣୀ, ବନ୍ଧୁ ଓ ପରିବାରବର୍ଗଙ୍କୁ ମୋର ହାର୍ଦ୍ଦିକ ନୂଆଖାଇ ଜୁହାର। 🌾 ମା' ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ଥତାରେ ଭରିଯାଉ।
#ନୂଆଖାଇଜୁହାର
#Nuakhai
#NuakhaiJuhar
#ଆମଓଡ଼ିଶା
#SambalpuriCulture
See More
Er Vicky Sharma
@DEBASISSHARMA10
11 days ago
ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା 🙏 ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରୁ ସମସ୍ତ ବିଘ୍ନ ଦୂର ହେଉ, ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ। ଗଣପତି ବାପ୍ପା ମୋରିଆ ମଙ୍ଗଳମୂର୍ତ୍ତି ମୋରିଆ!
#ଗଣେଶଚତୁର୍ଥୀ
#GaneshChaturthi
#ଗଣପତିବାପ୍ପାମୋରିଆ
#ବିଘ୍ନହର୍ତ୍ତା
See More
Er Vicky Sharma
@DEBASISSHARMA10
13 days ago
#ଜୀବନରେ
ଆଶା ହିଁ ଦୁଃଖର କାରଣ
#ନିଜ
କର୍ତ୍ତବ୍ୟ କରି ଚାଲନ୍ତୁ,
#କିଏ
ପ୍ରତିରୋଧ କରିବ,କିଏ ଦୁଃଖ
#ଦେବ
, କିଏ ପରିହାସ କରିବ ସେ କଥା
#କେବେବି
ଚିନ୍ତା କରନ୍ତୁ ନାହିଁ, କାରଣ
#ସମୟ
ବଡ ବଳବାନ 👀👀
Er Vicky Sharma
@DEBASISSHARMA10
18 days ago
#ଓଡିଶାର
ପ୍ରବୀଣ ରାଜନୀତିଜ୍ଞ ଓ ନୂଆ ଓଡିଶା
#ଗଢିବାର
ଜଣେ ପ୍ରମୁଖ କର୍ଣ୍ଣଧାର,
#ଦୈନିକ
'ସମୟ'ର ପ୍ରତିଷ୍ଠାତା,ତିର୍ତ୍ତୋଲ ମାଟି
#ର
ଗର୍ବ ଗୌରବ ଲଢୁଆ ପୁଅ କର୍ମବୀର ତଥା
#ଓଡିଶାର
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ 23ତମ ଶ୍ରାଦ୍ଧଦିବସରେ ଭକ୍ତିପୂତ ଶ୍ରଦ୍ଧା-କୁସୁମ ନିବେଦନ କରୁଛି । ଜୟ ଜଗନ୍ନାଥ●●●🙏🙏🙏
See More
Er Vicky Sharma
@DEBASISSHARMA10
19 days ago
One more year of us, a lifetime more to go… Through every season, it will always be you & me. Happy Anniversary, My Love! ❤️
Er Vicky Sharma
@DEBASISSHARMA10
20 days ago
#ହୃଦୟ_ବିଦାରକ_ଦୃଶ୍ୟ
#ଭୋକିଲା_ବାଛୁରୀ_ଛୁଆ
#ମା_ର_କ୍ଷୀର_ପାଇଁ_ବ୍ୟାକୁଳ
#ବିଚିତ୍ର_ଏହି_ସଂସାର
#କ୍ଷୀର_ଉପରେ_ଅଧିକାର_କାହାର
#ଆଉ_ପିଉଛି_କିଏ
DEBASISSHARMA10's tweet video.
Er Vicky Sharma
@DEBASISSHARMA10
21 days ago
ଜୟ ଶ୍ରୀକୃଷ୍ଣ 🙏 ମୁରଲୀଧରଙ୍କ ମଧୁର ବଂଶୀଧ୍ୱନିରେ ଭରିଯାଉ ଜୀବନ, କୃଷ୍ଣଙ୍କ କୃପାରେ ଦୂର ହେଉ ସମସ୍ତ ଦୁଃଖ ଓ କଷ୍ଟ। ଜୀବନର ପ୍ରତ୍ୟେକ ପଥରେ ମିଳୁ ସୁଖ, ଶାନ୍ତି ଓ ସମୃଦ୍ଧି। ଶୁଭ ଜନ୍ମାଷ୍ଟମୀ 🌺 💙 ରାଧେ ରାଧେ | ଜୟ ଶ୍ରୀକୃଷ୍ଣ 💙
#ଜନ୍ମାଷ୍ଟମୀ
#ଶ୍ରୀକୃଷ୍ଣ
#ଜୟଶ୍ରୀକୃଷ୍ଣ
#ରାଧେରାଧେ
#HappyJanmashtami
#Krishna
See More
Er Vicky Sharma
@DEBASISSHARMA10
24 days ago
#ଗାଡ଼ିରେ_Speed_Limit
ଏତେ ଅଧିକ କାହିଁକି? 🤔 ଆଜିକାଲି ଅନେକ ଗାଡ଼ିର Maximum Speed ବହୁତ ଅଧିକ। କିନ୍ତୁ ଯେତେବେଳେ Road Safety ଏବଂ ଦୁର୍ଘଟଣା କମାଇବା ଆମର ଲକ୍ଷ୍ୟ, ସେତେବେଳେ କେବଳ ରାସ୍ତାରେ Speed Limit ଲଗାଇ Fine କାଟିବା ଯଥେଷ୍ଟ କି? ଯଦି ରାସ୍ତା ଅନୁଯାୟୀ 40/60/80 km/h Speed Limit ନିର୍ଦ୍ଧାରଣ ହେଉ
See More
DEBASISSHARMA10's tweet video.
Er Vicky Sharma
@DEBASISSHARMA10
25 days ago
Wada
DEBASISSHARMA10's tweet video.
Er Vicky Sharma
@DEBASISSHARMA10
25 days ago
Er Vicky Sharma
@DEBASISSHARMA10
25 days ago
କଟକ–ପାରାଦୀପ ମୁଖ୍ୟ ରାସ୍ତାରେ ଗାଈ-ଷଣ୍ଢଙ୍କ ଦୌରାତ୍ମ୍ୟ… ଦୁର୍ଘଟଣା ପୂର୍ବରୁ ପ୍ରଶାସନ ଚେତୁ! 🚨
DEBASISSHARMA10's tweet video.
Er Vicky Sharma
@DEBASISSHARMA10
3 months ago
@SampadSwainBJP
ଜୟ ଜଗନ୍ନାଥ 🙏🏻
Er Vicky Sharma
@DEBASISSHARMA10
4 months ago
Er Vicky Sharma
@DEBASISSHARMA10
4 months ago
Er Vicky Sharma
@DEBASISSHARMA10
4 months ago
Last Seen Users on Sotwe
chapín502xxx
Seen from
United States
Al3
حصريات ناد -NAAD84
Seen from
Saudi Arabia
Harmony
Seen from
United States
🎬หลุมดำ.com (สำรอง)🔰18+ Only
Seen from
Thailand
夏馬爾
Seen from
Korea
獺参號機
Seen from
Japan
نورلله ساحل
Seen from
Pakistan
Pearl
Seen from
United States
더원
Seen from
Switzerland
Trends for you
1
Packers
Under 10K tweets
2
Jordan Love
Under 10K tweets
3
Matt LaFleur
Under 10K tweets
4
Kyle Pitts
Under 10K tweets
5
#AHS13
Under 10K tweets
6
Mike Hughes
Under 10K tweets
7
#DirtyBirds
Under 10K tweets
8
#ATLvsGB
Under 10K tweets
9
Al Michaels
Under 10K tweets
10
#RiseUp
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫