Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Collector & DM, Jajpur
@dm_jajpur
Official Twitter Handle of District Administration, Jajpur, Government Of Odisha
Jajpur
Joined June 2017
51
Following
28.5K
Followers
4.4K
Posts
dm_jajpur
retweeted
Chief Electoral Officer, Odisha
@OdishaCeo
1 day ago
YES SIR! 😄 – ଆମର ମଧ୍ୟ ଗୋଟିଏ ପ୍ରଶ୍ନ… 🗳️ ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି? ଆଜିହିଁ ନିଜ ନାମ ଯାଞ୍ଚ କରନ୍ତୁ। ଯଦି ଚିଠା ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ। ଯୋଗ୍ୟ ନାଗରିକମାନେ ଫର୍ମ–୬ ଦାଖଲ କରି ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ। 📌 ମନେ ରଖନ୍ତୁ: ଫର୍ମ–୬ ସହ ଘୋଷଣା ପତ୍ର (Declaration Form) ଦାଖଲ କରିବା ଅନିବାର୍ଯ୍ୟ। #SIR2026 #YESSIR #DeclarationForm #Form6 #Form8 #CEOOdisha #ECI
See More
dm_jajpur
retweeted
Pravati Parida
@PravatiPOdisha
2 days ago
ଯାଜପୁର ଜିଲ୍ଲାର ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍ଠାରେ ଆୟୋଜିତ ‘ଅଙ୍ଗନୱାଡ଼ି କର୍ମୀଙ୍କ ସହ ବାର୍ତ୍ତାଳାପ’ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀମାନଙ୍କ ସହ ଆଲୋଚନା କଲି। ଏହି ଅବସରରେ ସେମାନେ ତୃଣମୂଳସ୍ତରରେ କାର୍ଯ୍ୟ କରିବା ସମୟର ନିଜ ଅନୁଭୂତି ବାଣ୍ଟିଥିଲେ। ମହିଳା ଓ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଅଙ୍ଗନୱାଡ଼ି କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
@narendramodi
@PMOIndia
@MohanMOdisha
@CMO_Odisha
@MinistryWCD
@WCDOdisha
See More
Collector & DM, Jajpur
@dm_jajpur
2 days ago
@PravatiPOdisha
ଏହି କାର୍ଯ୍ୟକ୍ରମରେ ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଜଗତସିଂହପୁର ଜିଲ୍ଲାର ବ୍ଲକ୍ ଲେଭେଲ୍ ଫେଡେରେସନ୍ (ବିଏଲ୍ଏଫ୍) ସଦସ୍ୟାମାନେ ମଧ୍ୟ ଯୋଗଦେଇଥିଲେ।
#SubhadraShakti
Collector & DM, Jajpur
@dm_jajpur
2 days ago
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ
@PravatiPOdisha
, ଯାଜପୁର ଜିଲ୍ଲା ଗସ୍ତରେ ଆସି ଧର୍ମଶାଳା ଷ୍ଟାଡିୟମ୍ ଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ଷ୍ଟଲ୍ ଗୁଡିକୁ ବୁଲିଦେଖିଥିଲେ।
See More
Who to follow
Finance Department
@FdOdisha
Official Account of Finance Department, Government of Odisha.
SP Jajpur
@spjajpur
Official account of Superintendent Of Police, Jajpur.Say "hii " to (9437840044) on WhatsApp to get Police services at finger tips.
Criminal Investigation Department and Crime Branch
@CIDOdisha
It is the premier investigating agency of the Odisha Police monitoring the criminal cases registered all over the state.
Collector & DM, Jajpur
@dm_jajpur
2 days ago
@PravatiPOdisha
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଧର୍ମଶାଳା ବିଧାୟକ, ମାନ୍ୟବର କୋରେଇ ବିଧାୟକ ଏବଂ ମାନ୍ୟବର ବଡ଼ଚଣା ବିଧାୟକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।
Collector & DM, Jajpur
@dm_jajpur
2 days ago
ଆଜି କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା�� ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
dm_jajpur
retweeted
Chief Electoral Officer, Odisha
@OdishaCeo
4 days ago
📌 ଘୋଷଣା ଫର୍ମ ଦାଖଲ କରିବାକୁ ଭୁଲିବେ ନାହିଁ! ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଫର୍ମ–୬ କିମ୍ବା ଅନ୍ୟ ରାଜ୍ୟରୁ ସ୍ଥାନାନ୍ତରଣ ପାଇଁ ଫର୍ମ–୮ ଦାଖଲ କରୁଛନ୍ତି ���ି? ଯେଉଁ କ୍ଷେତ୍ରରେ ଘୋଷଣା ଫର୍ମ ଆବଶ୍ୟକ, ସେଠାରେ ଘୋଷଣା ଫର୍ମ ସହିତ ଆବଶ୍ୟକ ଦସ୍ତାବିଜ ମଧ୍ୟ ନିଶ୍ଚିତ ଭାବେ ଦାଖଲ କରନ୍ତୁ। 📄 ଘୋଷଣା ଫର୍ମ ସହ କେଉଁ କେଉଁ ଦସ୍ତାବିଜ ଦାଖଲ କରିବା ଆବଶ୍ୟକ, ଜାଣିବା ପାଇଁ ପୋଷ୍ଟଟି ଦେଖନ୍ତୁ। #SIR2026 #DeclarationForm #Form6 #Form8 #CEOOdisha
See More
dm_jajpur
retweeted
Chief Electoral Officer, Odisha
@OdishaCeo
6 days ago
ଚିଠା ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତା କରନ୍ତୁ ନାହିଁ। ଯଦି ଆପଣ— ✔️ ଭାରତର ଜଣେ ନାଗରିକ, ✔️ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି କିମ୍ବା ପୂରଣ ���ରିବେ, ଏବଂ ✔️ ଚିଠା ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ, ତେବେ ଫର୍ମ–୬ ଦାଖଲ କରି ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରନ୍ତୁ। 📌 ମନେ ରଖନ୍ତୁ: ଫର୍ମ–୬ ସହିତ ଘୋଷଣା ଫର୍ମ (Declaration Form) ଦାଖଲ କରିବା ଅନିବାର୍ଯ୍ୟ। 🗳️ ଆଜିହିଁ ଆବେଦନ କରନ୍ତୁ ଏବଂ ନିଜ ମତାଧିକାରକୁ ସୁନିଶ୍ଚିତ କରନ୍ତୁ। #SIR2026 #Form6 #VoterRegistration #ElectionCommission #MyVoteMyRight
See More
dm_jajpur
retweeted
Revenue & DM Department, Government of Odisha
@rdmodisha
8 days ago
ସଚେତନତା ହିଁ ବିପର୍ଯ୍ୟୟ ସମୟର ସବୁଠାରୁ ବଡ଼ ପ୍ରତିରକ୍ଷା । ବନ୍ୟା ସମୟରେ ଦୂଷିତ ଜଳ, ବିଦ୍ୟୁତ୍ ଆଘାତ ଓ ଅନ୍ଧବିଶ୍ୱାସ���ାରୁ ଦୂରେଇ ରହି ସରକାରୀ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ଏବଂ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖନ୍ତୁ ।
#StaySa
f
e #MonsoonSafe
ty
dm_jajpur
retweeted
Chief Electoral Officer, Odisha
@OdishaCeo
8 days ago
🚫 ଗୁଜବରୁ ଦୂରରେ ରୁହନ୍ତୁ | Stay Away from Rumours ❌ ଭ୍ରମ: SIR ସମୟରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାମ ପୁଣିଥରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ। ✅ ସତ୍ୟ: ଚିଠା ଭୋଟର ତାଲିକା ପ୍ରକାଶ ପରେ, ଯୋଗ୍ୟ ନାଗରିକମାନେ ଫର୍ମ–୬ ଦାଖଲ କରି ନିଜ ନାମକୁ ଭୋଟର ତାଲିକାରେ ପୁଣିଥରେ ଅନ୍ତର୍ଭୁକ୍ତ କରାଇପାରିବେ। 📌 ଧ୍ୟାନ ଦିଅନ୍ତୁ: ଫର୍ମ–୬ ସହିତ ନିର୍ଦ୍ଧାରିତ ଘୋଷଣା ଫର୍ମ ଦାଖଲ କରିବା ଅନିବାର୍ଯ୍ୟ। 🗳️ ଯୋଗ୍ୟ ଭୋଟର ହୋଇଥିଲେ, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରନ୍ତୁ। #SIR2026 #ECI #StayAwayFromRumours #CEOOdisha
See More
dm_jajpur
retweeted
Chief Electoral Officer, Odisha
@OdishaCeo
9 days ago
🔍 ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି? 🌐 https://t.co/XxPutHLhwz ୱେବସାଇଟ୍କୁ ପରିଦର୍ଶନ କରନ୍ତୁ । "Search Your Name in Voter List" ବିକଳ୍ପରେ କ୍ଲିକ୍ କରି EPIC ନମ୍ବର, ବ୍ୟକ୍ତିଗତ ବିବରଣୀ କିମ୍ବା ମୋବାଇଲ୍ ନମ୍ବର ମାଧ୍ୟମରେ ସହଜରେ ନିଜ ନାମ ଖୋଜନ୍ତୁ । 🗳️ ଯଦି ନାମ ନଥାଏ କିମ୍ବା କୌଣସି ସଂଶୋଧନ ଆବଶ୍ୟକ ଥାଏ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। ଆଜିହିଁ ଯାଞ୍ଚ କରନ୍ତୁ—ଆପଣଙ୍କ ମତାଧିକାରକୁ ସୁନିଶ୍ଚିତ କରନ୍ତୁ । ✅ #Draftroll #SIR2026 #ECI #CEOOdisha #SIR
See More
Collector & DM, Jajpur
@dm_jajpur
9 days ago
ଆଜି ଯାଜପୁରରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
See More
Collector & DM, Jajpur
@dm_jajpur
10 days ago
@CMO_Odisha
@OdishaCeo
@Ambarkar1677
@IPR_Odisha
ଏହାଫଳରେ ଜିଲ୍ଲାରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୨୦୪୬କୁ ବୃଦ୍ଧି ପାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଭାଗୀୟ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
See More
Collector & DM, Jajpur
@dm_jajpur
10 days ago
ଆଜି ଯାଜପୁର ଜିଲ୍ଲାର ସମସ୍ତ ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚିଠା ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ SIR ପ୍ରକ୍ରିୟାର ପରବର୍ତ୍ତୀ କାର୍ଯ୍ୟସୂଚୀ ସମ୍ପର���କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।
See More
Collector & DM, Jajpur
@dm_jajpur
10 days ago
@CMO_Odisha
@OdishaCeo
@Ambarkar1677
@IPR_Odisha
ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ନିଷ୍ପତ୍ତି ପରେ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରଙ୍କ ସୁବିଧାକୁ ଆହୁରି ସୁଦୃଢ଼ କରିବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକର ପୁନଃନିର୍ଦ୍ଧାରଣ କରାଯାଇ ୪୦୭ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।
See More
dm_jajpur
retweeted
Chief Electoral Officer, Odisha
@OdishaCeo
10 days ago
🗳️ ଚିଠା ଭୋଟର ତାଲିକା ପ୍ରକାଶ ପାଇ��ାରିଛି ଆଜିହିଁ ନିଜ ନାମ ଚିଠା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ। ଯଦି ନାମ ନାହିଁ କିମ୍ବା କୌଣସି ସଂଶୋଧନ ଆବଶ୍ୟକ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। 🌐 https://t.co/XxPutHLPm7 📞 ଟୋଲ୍-ଫ୍ରି: 1950 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର। ନାମ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ। #DraftElectoralRoll #SIR2026 #MyVoteMyRight #ElectionCommission #CEOOdisha #VoterAwareness
See More
Collector & DM, Jajpur
@dm_jajpur
13 days ago
@CMO_Odisha
@MinesMinIndia
@IPR_Odisha
@Ambarkar1677
ଜିଲ୍ଲାପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ��୍କ ସମେତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ଅଧିକାରୀମାନେ ଉପସ୍ଥିତ ଥିଲେ।
#CMSampad
a
#DistrictMineralFoundatio
n
#DM
F
#MiningAreaDevelopmen
t
#Jajpu
r
#Odish
a
See More
Collector & DM, Jajpur
@dm_jajpur
13 days ago
ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତିକୁ ଲକ୍ଷ୍ୟ କରି ସିଏମ୍ ସମ୍ପଦ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ମାଧ୍ୟମରେ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସମ୍ପ୍ରସାରଣ ଉପରେ ବିଶେଷ ଗୁରୁ���୍ୱ ଦିଆଯାଉଛି।
See More
Collector & DM, Jajpur
@dm_jajpur
13 days ago
@CMO_Odisha
@MinesMinIndia
@IPR_Odisha
@Ambarkar1677
ଏହି ଅବସରରେ ଯୋଜନାର ସଠିକ୍ ପରିଚାଳନା, ପ୍ରକଳ୍ପ ଚୟନ, ଦକ୍ଷ କାର୍ଯ୍ୟାନ୍ୱୟନ, ନିୟମିତ ତଦାରଖ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନହିତକର ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହିତ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
See More
Last Seen Users on Sotwe
Nana Sha
Seen from
Indonesia
Tamil
Seen from
Germany
Capi
Seen from
Indonesia
Anettehome spy on your neighbor milf
Seen from
France
도태위원회🏥환자💉모모하💕
Seen from
Korea
BUDE STW
Seen from
Turkey
Big_Man246
Seen from
Australia
leonor ⋆. 𐙚 ˚
Seen from
Portugal
Curry Muncher🇵🇰
Seen from
United Kingdom
Momlovessex
Seen from
Pakistan
Trends for you
1
$BULLCAT
Under 10K tweets
2
Yzerman
Under 10K tweets
3
Good Wednesday
Under 10K tweets
4
Todd Blanche
Under 10K tweets
5
Matt Reeves
Under 10K tweets
6
Mike Lindell
Under 10K tweets
7
Yzerplan
Under 10K tweets
8
Hump Day
Under 10K tweets
9
Standard Time
Under 10K tweets
10
Jim Phillips
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.1M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.6M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.5M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫