Hon’ble Chief Minister Shri @MohanMOdisha inaugurates the new plants of Jindal Stainless Limited and Indian Metals & Ferro Alloys Ltd. (IMFA) at Kalinganagar, Jajpur, marking a major milestone in Odisha’s industrial transformation and reinforcing the state’s emergence as a leading hub of manufacturing, investment and employment under the vision of a prosperous Odisha.
‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା’ରୁ ଆରମ୍ଭ ହୋଇଥିବା ଶିଳ୍ପାୟନ ଯାତ୍ରା ଆଜି ସଫଳତାର ନୂଆ ସଫଳତା ହାସଲ କରିଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ₹୩,୧୧,୮୭୩ କୋଟିର ନିବେଶ ସହ ୧୫୧ଟି ପ୍ରକଳ୍ପର ଭୂମିପୂଜନ ଓ ଉଦ୍ଘାଟନ ହୋଇଥିବା ବେଳେ ୨.୪୦ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟିର ପଥ ପ୍ରଶସ୍ତ ହୋଇଛି। ନିବେଶରୁ ନିଯୁକ୍ତି, ଶିଳ୍ପାୟନରୁ ସମୃଦ୍ଧି ଏହି ସଂକଳ୍ପ ନେଇ ଆଗେଇ ଚାଲିଛି ଓଡ଼ିଶା।
The industrialisation journey launched with ‘Utkarsh Odisha – Make in Odisha’ has achieved significant progress. In less than two years, 151 projects have been inaugurated or had their foundation stones laid, attracting investments worth ₹3,11,873 crore and paving the way for over 2.40 lakh employment opportunities. From investment to employment, from industrialisation to prosperity, Odisha continues to move forward with this commitment.
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ଓ ଶ���ଳ୍ପାଞ୍ଚଳରେ ଅଧିକ ସ୍କିଲ୍ ସେଣ୍ଟର୍ ଖୋଲି ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛି।
The government aims to promote industrialisation across every district of Odisha while creating employment opportunities for local youth. To achieve this, more skill centres will be established in every district and industrial area to provide industry-oriented training to young people.
On the occasion of the inauguration of various industrial projects at Kalinganagar, Hon’ble Chief Minister Shri Mohan Charan Majhi interacts with industry leaders, discussing Odisha’s immense potential for industrial growth, investment and employment generation.