Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
ଲୋକ କୁହନ୍ତି ଖୁସି ବାଣ୍ଟିଲେ ସରି ଯାଏ ନାହିଁ ବରଂ ବଢିଯାଇଥାଏ, କିନ୍ତୁ ଆଜିର ଦୁନିଆରେ ଖୁସି ବାଣ୍ଟିଲେ ଶତ୍ରୁତା ମିଳିଥାଏ 🙏
ଓଡ଼ିଆ ପୁଅ ଓଡ଼ିଶା ବାହାରେ ରହୁଛି
Joined May 2020
134
Following
375
Followers
822
Posts
Pinned Tweet
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
about 6 years ago
୧୯୬୨ ଚୀନ ଯୁଦ୍ଧ ରେ ଏହି ବୀର ଯବାନ ସୁବେଦାର କପୁର ସିଂହ ଏକୁଟିଆ ଚୀନର ୬୦ ସୈନିକ ଙ୍କୁ ହତ୍ୟା କରିଥିଲେ ।
#ଜୟହିନ୍ଦ
🇮🇳🙏🇮🇳 ଶତଶତ ନମନ🙏 ଗୋଟେ
#Like
ଏହି ବୀର ଯବାନ ପାଇଁ
#ProudlyIndian
@odiapolice
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
@preeti_jenny_
ଭାଗବତ ଗୀତା ❤️✌️🙏🏻
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ୱାଟସଆପ:- ମୁଁ ଯେତେ ବେଳେ ୱାଟସଆପ ରେ ଭିଡିଓ ଟେ ହେଉ ନହେଲେ ଫଟୋ ଟେ ହେଉ ଷ୍ଟାଟସ୍ ଟେ ଦିଏ, ମୋ ଷ୍ଟାଟସ୍ କିଏ ଦେଖୁ କି ନାହିଁ କିନ୍ତୁ ମୁଁ ୧୦୦ ଥର ଦେଖି ଥିବି 🙈
#WhatsApp
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
@BaghRohan
@RoyalTea_07
ଓମ୍ ଶାନ୍ତି 🙏🏻
Who to follow
Manabendra Gopal
@ArtistManab
• ଜୟ ଜଗନ୍ନାଥ ⭕❗⭕ • ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ • Pencil artist ✏️ • Water colour Artist 💦 • Cartoon Artist 🎭 • Acrylic painting 🎨 • Pastal Artist @ArtistManab
ବଗୁଲିଆ ଟୋକା 🤸
@Bagulia17190456
ଗାଁ ରେ ବଢ଼ିଛି ଗାଁ ରେ ପଢିଚି, ସହରୀ ଜୀବନ ରେ ନ��ଃଶ୍ୱାସ ନଉଚି
Bikranta
@Bikranta_Biki
ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଶା ମାଟିର ପୁଅ ମୁଁ | ଗର୍ବରେ କହେ ମୁଁ ଓଡ଼ିଆ I ପ୍ରତେକଟି ଲେଖା ମୋର ନିଜସ୍ୱ ଏବଂ ମତାମତ ମଧ୍ୟ ନଜସ୍ୱ #ବାଲେଶ୍ୱର #nseindia
DearComrade_Bau
retweeted
ୟଶୱନ୍ତ Yashwanta यशवंत! 👮 🇮🇳
@odiapolice
over 4 years ago
ଜୟ ଜଗନ୍ନାଥ 🙏
DearComrade_Bau
retweeted
ବଗୁଲିଆ ଚିଣ୍ଟୁ 🇮🇳
@baguliachintu
over 4 years ago
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଶ୍ରୀମନ୍ଦିର ପ୍ରତି ବିପଦ ଟାଣିଆଣିଲାଣି 🙄
#SaveJagannathTemple
🙏
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ଧର୍ମ ଛଡ଼ା ମାନଙ୍କୁ ଟିକେ ଦେଖ 🙄😠 ଏମାନେ ଆମ ସଂସ୍କୃତିକୁ ଖରାପ କରୁଛନ୍ତି ଏବଂ ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛନ୍ତି ☹️ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ।। ଏହି ୧୬ଟି ଶବ୍ଦ ର ଅର୍ଥ ବୁଝିଥିଲେ ଏମାନେ କେବେ ଏମିତି କରିନଥାନ୍ତେ। ଧିକ୍ ଆମ ଜୀବନ😣
@odiapolice
See More
DearComrade_Bau's tweet video.
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
@odiapolice
ହଁ🥰 ମୁଁ ଲେଖେ ଏମିତି 😍
DearComrade_Bau
retweeted
ୟଶୱନ୍ତ Yashwanta यशवंत! 👮 🇮🇳
@odiapolice
over 4 years ago
ଜୟ ଜଗନ୍ନାଥ 🙏
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ଯେଉଁ ଗୋଷ୍ଠୀ ବର୍ଷ ବର୍ଷ ଧରି ପିଲାଙ୍କୁ ଆ��଼ମିଶନ୍ କରୁଥିବାର ପିଲା ମାନେ ଅଭିଯୋଗ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଣ ପଦକ୍ଷେପ ନେଲା ? କଲେଜ କର୍ତ୍ତୃପକ୍ଷ ଙ୍କ ବିନା ସମ୍ପୃକ୍ତି ରେ କଣ ଏତେବଡ଼ ଦୁର୍ନୀତି ହେଉଥିଲା ?
@DM_Bhadra
k
@DHE_Odish
a
@SpBhadra
k
@CMO_Odish
a
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
କ୍ରୋଧରେ କୁହାଯାଇଥିବା ଗୋଟିଏ ଶବ୍ଦ ଏତେ ବିଷାକ୍ତ ହେଇଥାଏ ଯେ, ତୁମର ହଜାରେ ମିଠା କଥାକୁ ଗୋଟେ ମିନିଟ୍ ରେ ନଷ୍ଟ କରିଦିଏ☝️ ସେଥି ପାଇଁ କ୍ରୋଧରେ କେବେ କାହାକୁ କିଛି କୁହନ୍ତୁ ନାହିଁ 🙏🏻
#ଶୁଭସକାଳ
#ରାଧେରାଧେ
🙏🏻
#ଜୟଜଗନ୍ନାଥ
🙏🏻
DearComrade_Bau
retweeted
ୟଶୱନ୍ତ Yashwanta यशवंत! 👮 🇮🇳
@odiapolice
over 4 years ago
ଜୟ ଜଗନ୍ନାଥ 🙏
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
@odiapolice
ମୁଁହ କଣ ପାଇଁ ଦେଖିଲେନି🙄🤔
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ଏ ଦୁନିଆ���େ ପ୍ରାୟତଃ ମିଛୁଆ ଲୋକଙ୍କ କଥା ବହୁତ ମଧୁର ହୋଇଥାଏ ଏବଂ ସତ କହୁଥିବା ଲୋକଙ୍କର କଥା ବହୁତ କଡ଼ା ହୋଇଥାଏ ☝️ ଏହା ହିଁ ନିରାଟ ସତ୍ୟ ☹️
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ମୁଁ ଠିକ୍ କହିଲି କି ଭୁଲ୍ କହିଲି???
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ସମ୍ମାନନୀୟ ନବୀନ ବାବୁ ଆପଣଙ୍କ ରିଲିଫ୍ ପାଣ୍ଠିକୁ ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ଯେଉଁ ୩୦ଲକ୍ଷ ଟଙ୍କା ଦେଇଥିଲେ ସେଇଟା ଆପଣ ଏବେ ରାଜୀବ କୁ ସାହାଯ୍ୟ କରନ୍ତୁ ଆପଣଙ୍କୁ ହାତ ଯୋଡ଼ି ଗୁହାରି କରୁଛି 🙏🏻 ଅଭିଷେକ ଙ୍କ ସ୍ତ୍ରୀ ସେଇଟା ଆପଣ ଙ୍କ ପାଣ୍ଠି କୁ ଦେଇ ବହୁତ୍ ବଡ଼ ଭୁଲ୍ କରିଛନ୍ତି।
@CMO_Odisha
@Naveen_Odisha
@odiapolice
DearComrade_Bau
retweeted
Kalinga Son
@Kalinga_Son
over 4 years ago
ନୀରବ ହୁଅନାହିଁ ଆହେ ଚକାଆଖି ତମ ନୀରବିଲେ ପତିତଙ୍କ ଜୀବନେ ବହିବ ଝଡ଼ ବୈଶାଖୀ !! 🙏🙏🙏
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ଆମ ଓଡ଼ିଶା ମାଟି ପାଇଁ ଆମ ଓଡ଼ିଆ ପୁଅ ଏ ଥର କିଛି କରିବେ। ମୁଁ ଓଡ଼ିଆ ପୁଅ ଆପଣକୁ ଅନେକ ଅନେକ ଶୁଭେଚ୍ଛା ��� ଅଭିନନ୍ଦନ ଜଣାଉଛି 💐
#IPL2022Aucti
on
#Cskforev
er ✌️
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
@odiapolice
ମୁଁ କହିବିନି ଆପଣ ଯେବେ ଦେବେ ସେଇ ଦିନ ଦେଖିବେ ମୁଁ ପ୍ରଥମେ କେଉଁଟା ଉଠଉଛି😋
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ସଲାମ ମୋର ସେହି ଭାଇ ମାନଙ୍କୁ ଯିଏ ଆମ ଦେଶ ପାଇଁ ସହିଦ୍ ହେଇଗଲେ। ଆଜି ସେହି କଥା ଭାବିଲେ ଆଖିରେ ଲୁହ ଆସି ଯାଉଛି 😭 ଅମର ରହେ..... ଜୟ ହିନ୍ଦ୍ ଜୟ ଭାରତ ✌️🇮🇳
#PulwamaAttack
ମୁଁ ଓଡ଼ିଆ ପୁଅ 🕺
@DearComrade_Bau
over 4 years ago
ସଚେତନ ରୁହ ନିଜର ଅଧିକାର ସାବସ୍ତ୍ୟ କର☝️
Last Seen Users on Sotwe
Godboyy
Seen from
Malaysia
Princess CarParkle 👑
Seen from
Brazil
ADEKK_MrChIkOdOxX
Seen from
Malaysia
Apolitical
Seen from
Israel
Fatimah Back
Seen from
Turkey
Bu Guru Betty
Seen from
Singapore
Eleigstar02
Seen from
Indonesia
muesli 🐧
Seen from
Turkey
خنيث الشيميلات
Seen from
Oman
teman dekatmu
Seen from
United States
Trends for you
1
LINGORM ILF EP6
Under 10K tweets
2
#TheChi
Under 10K tweets
3
Good Friday
Under 10K tweets
4
Reacher
Under 10K tweets
5
Jensen
Under 10K tweets
6
#questpit
Under 10K tweets
7
Shiloh Hendrix
Under 10K tweets
8
#LastFourWatched
Under 10K tweets
9
TSLA INTC AAPL
Under 10K tweets
10
#teenagee
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.3M followers
11
Lady Gaga
@ladygaga
73.8M followers
12
Virat Kohli
@imvkohli
71.1M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
64M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.5M followers
20
X
@x
60.8M followers
Olivia
Online
✨
⭐
💫