Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prabashini Das
@DimpalLipi
ବାପା ମୋର ଗୋରେଖନାଥ, ମା ମୋର ଶାରଳା ବାଣୀକ୍ଷେତ୍ରର ଝିଅ ମୁଁ ଖାଣ୍ଟି ଜଗତସିଂହପୁରିଆଣୀ....🙏
Odisha
Joined November 2018
11
Following
1.4K
Followers
1.6K
Posts
Pinned Tweet
Prabashini Das
@DimpalLipi
4 months ago
ଯିଏ ଜନ୍ମ ହେଇଛି ସେ ଦିନେ ନା ଦିନେ ମରିବ ଆଜି ନହେଲେ କାଲି ମରିବ ଏଥି ପାଇଁ ବିଚଳିତ ନହେବା ଭଲ ଯଦି କେବେ ମତେ ମୋ ମୃତୁକୁ ବାଛିବାର ସୁଯୋଗ ମିଳେ ତ ମୁଁ ଚାହିଁବି ମୋର ଛୋଟ ଏକ୍ସିଡେଣ୍ଟଟେ ହେଉ ଆଉ Dr.କହିବେ she is Brain dead & 24 hours observation ଯେମିତି କି ମୁଁ ମୋର ସବୁତକ ଅଙ୍ଗ ଦାନ କରି ପାରିବି
#myBigestDream
Prabashini Das
@DimpalLipi
2 months ago
ପ୍ରଭୁ ଏ ୧୧୩ ଦିନର ପଥ ଅତିକ୍ରମ କରିବା ଏତେ ସହଜ ନଥିଲା, ହେଲେ ମତେ ଆପଣଙ୍କ ଭଲ ପାଇବା ଶିଖେଇ ଦେଲେ ପ୍ରକୃତ ପ୍ରେମ କଣ ହୋଇଥାଏ 🥰
#ତୁମେମୋଅନ୍ତପ୍ରେମ
❤️
Prabashini Das
@DimpalLipi
3 months ago
"ମା" ଖାଲି ମୃତୁ କୋଳରେ ଶୋଇ ପିଲାକୁ ଜନ୍ମ ଦିଏ ନାହିଁ! ସମୟ ଆସିଲେ ନିଜ ମୃତୁକୁ ବି ଆପଣେଇ ନିଏ ନିଜ ପିଲା ପାଇଁ... ସତରେ ଦୁନିଆରେ ସବୁଠୁ ବଡ "ମା"ତା ପରି ଦୁନିଆରେ ଆଉ କେହି ନାହିଁ.... #"ମା" ତ "ମା" ହେଇଥାଏ 😭
Prabashini Das
@DimpalLipi
4 months ago
@D_Jaadugar
😊
Who to follow
Anindita Nanda
@AninditaNanda1
curious mind 🤨
Rasmita Mohapatra
@RasmitaMohapa16
ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।
ସୁଜ୍ଞାନୀ ଭଟ୍ଟ
@D_pujabhatta
Prabashini Das
@DimpalLipi
4 months ago
ଯିଏ ଜନ୍ମ ହେଇଛି ସେ ଦିନେ ନା ଦିନେ ମରିବ ଆଜି ନହେଲେ କାଲି ମରିବ ଏଥି ପାଇଁ ବିଚଳିତ ନହେବା ଭଲ ଯଦି କେବେ ମତେ ମୋ ମୃତୁକୁ ବାଛିବାର ସୁଯୋଗ ମିଳେ ତ ମୁଁ ଚାହିଁବି ମୋର ଛୋଟ ଏକ୍ସିଡେଣ୍ଟଟେ ହେଉ ଆଉ Dr.କହିବେ she is Brain dead & 24 hours observation ଯେମିତି କି ମୁଁ ମୋର ସବୁତକ ଅଙ୍ଗ ଦାନ କରି ପାରିବି
#myBigestDream
Prabashini Das
@DimpalLipi
4 months ago
@SudarshanAlexa
Thank you 😊
DimpalLipi
retweeted
Rosy
@rose_k01
5 months ago
Made For Each Other ❤️❤️Rashmika Mandanna And Vijay Deverakonda ❤️❤️ The Cute Couple Plus GenZ Lyrics of the Song ... What a Vibe 😍😍
rose_k01's tweet video.
Prabashini Das
@DimpalLipi
5 months ago
🙏⭕❗⭕🙏 କାଳିଆ ମୋର ସରକାରୀ ଚାକିରିଆ, କି ଧନୀ ମଣିଷ ଟିଏ ଲୋଡା ନାହିଁ, ମତେ ଏମିତି ମଣିଷଟେ ଦେବୁ କାଳିଆ ମୁଁ ଯେତେ ବେଳେ ଚାହିଁ ବି ତତେ ଦେଖିବାକୁ ସେ ଯେମିତି ମତେ ତୋ ପାଖକୁ ନେଇଯାଉଥିବ ଆଉ ହଁ, କାଳିଆ ମୁଁ ତତେ ଯେତିକି ଭଲ ପାଏ, ସେ ତତେ ମୋ ଠୁ ଶହେ ଗୁଣାରେ ଅଧିକ ବେଶି ଭଲ ପାଉ ଥିବ ....💞✍️
#କାଳିଆପ୍ରେମୀ
💓
See More
Prabashini Das
@DimpalLipi
5 months ago
⭕❗⭕ ହେ ପ୍ରଭୁ ମତେ ଦୁନିଆର କେଉଁଣସି ସୁଖ ଦରକାର ନାହିଁ ଥରୁଟିଏ ପ୍ରଭୁ ଆପଣ ମତେ ଆପଣଙ୍କର କରି ଦିଅନ୍ତୁ ମୁଁ ଛାଡ଼ି ଦେବି ଦୁନିଆର ସବୁ ମୋହ ମାୟା କୁ ଥରୁ ଟିଏ ପ୍ରଭୁ କୁହନ୍ତୁ ମୁଁ ତୁମର ଆଉ ତୁମେ ମୋର..🙏
#ଜୟଜଗନ୍ନାଥସ୍ଵାମୀ
🙏
Prabashini Das
@DimpalLipi
6 months ago
ମଣିଷ ପ୍ରେମରେ ପଡ଼ିଲେ ରାତି ଅନିଦ୍ରା ହୁଏ, ଏ କଥା ମୁଁ କାଲି କାଳିଆ ପ୍ରେମରେ ପଡ଼ି ଅନୁଭଵ କଲି.....
#ମୋତୂଳୀରୁ
#ମୋପ୍ରଭୁଜଗନ୍ନାଥ
⭕❗⭕
Prabashini Das
@DimpalLipi
6 months ago
ସୋରିଷ ଫୁଲର ହଳଦୀଆ କ୍ଷେତ କ୍ଷେତ ଧାରେ ଧାରେ ଗାଉଥିଲି ଗୀତ...😍
#Goldenvibes
Prabashini Das
@DimpalLipi
6 months ago
ଗୋଟେ ଚରିତ୍ରହୀନ ପୁରୁଷକୁ ଜୀବନ ସାଥୀ କରିବା ତ ଦୂରର କଥା କେବେ ଭୁଲ୍ ରେ ବି ସେମିତି ଲୋକ ସହ ବନ୍ଧୁତା ରଖନ୍ତୁ ନାହିଁ କାରଣ ସେ ବନ୍ଧୁତାରେ ବି ଫାଇଦା ଉଠାନ୍ତି...🙏
Prabashini Das
@DimpalLipi
6 months ago
@D_Jaadugar
Ty😊
Prabashini Das
@DimpalLipi
6 months ago
ବୟସ ବଢିଲା ଆୟୁଷ କମିଲା
#ଆଜିଦିନଟିମୋପାଇଁଥିଲା
😍
Prabashini Das
@DimpalLipi
6 months ago
@SudarshanAlexa
Thank you
Prabashini Das
@DimpalLipi
10 months ago
ମନର ମଣିଷ ପାଇଁ 💝
Prabashini Das
@DimpalLipi
about 1 year ago
ବାସ୍ତବତାଠୁ ବହୁତୁ ଦୂରରେ ସ୍ବପ୍ନରେ ତାଜମହଲ ଗଢ଼ୁ ଥିବା ମଣିଷଟି
#ମିଛମଣିଷ
Prabashini Das
@DimpalLipi
over 1 year ago
@ArabindaJena10
😄
Prabashini Das
@DimpalLipi
over 1 year ago
ତୁମେ ସୂର୍ଯ୍ୟ ଆଉ ମୁଁ ପଦ୍ମ ତୁମେ ଆକାଶରେ ଆଉ ମୁଁ ପାଣିରେ ତଥାପି ତୁମକୁ ସେମିତି ଏକାଗ୍ର ଚିତ୍ତରେ ଚାହେଁ ତୁମେ ସୁନେଲି କିରଣ ଛାଇ ଦେଇ ଚାଲିଯାଅ ଆଉ ମୁଁ ପାଣିରେ ତୁମ ପ୍ରତିବିମ୍ବ ଦେଖି ତା ଉପରେ ଝରି ପଡେ.....
#ତୁମପ୍ରେମିକା
💝
Prabashini Das
@DimpalLipi
over 1 year ago
@SudarshanAlexa
🥰
Prabashini Das
@DimpalLipi
over 1 year ago
ହୋଲି ରଙ୍ଗ ନୁହେଁ ଏ ତ ପ୍ରେମର ରଙ୍ଗ ସମସ୍ତଙ୍କ ଜୀବନରେ ଭରି ଦଉ ଖୁସିର ମହକ...🥰
#HappyHoli
#ଗାଲ
ଦେଖାଅ ଟିକେ ରଙ୍ଗ ମାରି ଦେବି 😄
Last Seen Users on Sotwe
Dinas Perlendiran
Seen from
France
สาวอวบ หีดำ
Seen from
Thailand
Sleeping Incest
Seen from
Vietnam
انا
Seen from
Egypt
PhonePhone
Aban Anaban
Seen from
Turkey
ayak fetis tr
Seen from
Germany
Jiiva
Seen from
Netherlands
john moor🇺🇦
Seen from
Algeria
Its.me
Seen from
Malaysia
Trends for you
1
Taillon
Under 10K tweets
2
#WonyoungMLBFirstPitch
Under 10K tweets
3
Tony Allen
Under 10K tweets
4
Shawn Ross
Under 10K tweets
5
#BBNaija
Under 10K tweets
6
#Brickyard400
Under 10K tweets
7
#BlueWaveIn100Days
Under 10K tweets
8
Framber Valdez
Under 10K tweets
9
Mario Hezonja
Under 10K tweets
10
Fauci
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.5M followers
10
Taylor Swift
@taylorswift13
82.4M followers
11
Lady Gaga
@ladygaga
73.9M followers
12
Virat Kohli
@imvkohli
71.3M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.1M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫