Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Collector and District Magistrate, Kendujhar
@Dist_Kendujhar
Official account of District Administration Kendujhar
Kendujhar, India
Joined June 2017
183
Following
22.6K
Followers
6.3K
Posts
Collector and District Magistrate, Kendujhar
@Dist_Kendujhar
1 day ago
ଆଗାମୀ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଏଲ ନିନୋ ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ଯ ନେଇ ଖସଡା ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲା ଯୋଜନା ଅଧିକାରୀ ଉପସ୍ଥିତ ଥିଲେ।
See More
Collector and District Magistrate, Kendujhar
@Dist_Kendujhar
1 day ago
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜିଲ୍ଲା ରାଜସ୍ବ ବୈଠକରେ ସମସ୍ତ ବୃହତ ପ୍ରକଳ୍ପର ଜମିଜମା ସଂକ୍ରାନ୍ତ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ।
@CMO_Odisha
@rdmodisha
See More
Collector and District Magistrate, Kendujhar
@Dist_Kendujhar
1 day ago
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟରମାନଙ୍କଠାରୁ କ୍ଷେତ୍ରସ୍ତରରେ ଦାବି ଓ ଅଭିଯୋଗ ଗ୍ରହଣ କରାଯାଉଛି। ଆପଣ ବି ନିଜ ନାମ ଚିଠା ଭୋଟର ଲିଷ୍ଟରେ ଚେକ କରିନିଅନ୍ତୁ।
@CMO_Odisha
@ECISVEEP
@OdishaCeo
Collector and District Magistrate, Kendujhar
@Dist_Kendujhar
2 days ago
ମାନ୍ୟବର ସାଂସଦ
@anantanayakKJR
ଙ୍କ ଉପସ୍ଥିତିରେ ଜିଲ୍ଲା ଜଳ ଓ ପରିମଳ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ ଓ ଜିଲ୍ଲାପାଳ ତାହାର ସମୀକ୍ଷା କରିଥିଲେ। ବିଦ୍ୟୁତ ବନ ପୂର୍ତ୍ତ ଶିକ୍ଷା ଗୃହ ନିର୍ମାଣ ରାଜସ୍ୱ ଓ ଜାତୀୟ ରାଜପଥ ଅଧିକାରୀମାନେ ଯୋଗ ଦେଇଥିଲେ।
@CMO_Odisha
See More
Who to follow
SP Kendujhar
@spkeonjhar
Kendujhar Police was established in 1945 with Shri D.P. Khosla , IP being the first Superintendent of Police. Since 1945, 57 no. Of SsP have been posted.
Collectorate Nabarangpur
@DMnabarangpur
Office of the Collector & Dist.Magistrate, Nabarangpur
Collector & District Magistrate Mayurbhanj
@DM_Mayurbhanj
Official X account of the Collector & District Magistrate, Mayurbhanj. Presently Shri Hema Kanta Say, IAS
Dist_Kendujhar
retweeted
Mohan Charan Majhi
@MohanMOdisha
2 days ago
କେନ୍ଦୁଝରରେ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଭବ୍ୟ, ଦିବ୍ୟ, ପବିତ୍ର ରଥଯାତ୍ରା। ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଦିବ୍ୟ ଆଶୀର୍ବାଦ ପ୍ରତିଟି ଜୀବନକୁ ସୁ��, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରୁ, ଏହାହିଁ ପ୍ରାର୍ଥନା। 🙏
MohanMOdisha's tweet video.
Collector and District Magistrate, Kendujhar
@Dist_Kendujhar
2 days ago
କେନ୍ଦୁଝର ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ୨ୟ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦ
@anantanayakKJR
, ମାନ୍ୟବର ବିଧାୟକ ତେଲକୋଇ ଓ ଆନନ୍ଦପୁର, କେନ୍ଦୁଝରଗଡ ପୌରାଧ୍ୟକ୍ଷା ଜିଲ୍ଲାପାଳ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନାରେ ଭାଗ ନେଇଥିଲେ।
See More
Collector and District Magistrate, Kendujhar
@Dist_Kendujhar
2 days ago
ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ନୋ ମ୍ୟାପିଙ୍ଗ’ ନାଗରିକଙ୍କୁ ବିଏଲଓମାନେ ନୋଟିସ ପ୍ରଦାନ କରିଛନ୍ତି।
@CMO_Odisha
@ECISVEEP
@OdishaCeo
Collector and District Magistrate, Kendujhar
@Dist_Kendujhar
3 days ago
ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ସମ୍ପୂର୍ଣ୍ଣ ନୀତି କାନ୍ତି ସହକାରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ବର୍ଷା ଭିଜା ପାଗ ସତ୍ତ୍ବେ ଅପାର ଭକ୍ତି ଓ ଉତ୍ସାହର ସହ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣିଥିବା ଦେଖାଯାଇଥିଲା।
@cmo_odisha
@ipr_odisha
@culturedeptt_od
Collector and District Magistrate, Kendujhar
@Dist_Kendujhar
3 days ago
ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଭକ୍ତିପୂତ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ ଓ ଶାନ୍ତିରେ କଟୁ।
@cmo_odisha
@ipr_odisha
@culturedeptt_od
Collector and District Magistrate, Kendujhar
@Dist_Kendujhar
4 days ago
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯ��ତ୍ରା ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ଜିଲ୍ଲାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱ��ସ୍ଥ୍ୟ ଓ ମଙ୍ଗଳ ବିରାଜମାନ ହେଉ। ଜୟ ଶ୍ରୀଜଗନ୍ନାଥ
। @CMO_Odis
h
a @IPR_Odis
ha
See More
Collector and District Magistrate, Kendujhar
@Dist_Kendujhar
4 days ago
ଆଜି ଅନୁଷ୍ଠିତ ଜିଲ୍ଲା ବିଦ୍ୟୁତ କମିଟି ବୈଠକରେ ସୌର ବିଦ୍ୟୁତ ସହ ଅନ୍ୟ ସରକାରୀ ଯୋଜନା କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ମାନ୍ୟବର ସାଂସଦ
@anantanayakKJR
, ମାନ୍ୟବର ବିଧାୟକଗଣ ଜିଲ୍ଲାପାଳ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ ଟିପିଏନଓଡିଏଲ ଅଧିକାରୀମାନେ ଆଲୋଚନାରେ ଭାଗ ନେଇଥିଲେ।
@CMO_Odisha
@tpnodl_odisha
See More
Collector and District Magistrate, Kendujhar
@Dist_Kendujhar
4 days ago
କେନ୍ଦୁଝର ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦ
@anantanayakKJR
, ମାନ୍ୟବର ବିଧାୟକଗଣ, କେନ୍ଦୁଝରଗଡ ପୌରାଧ୍ୟକ୍ଷା ଜିଲ୍ଲାପାଳ ମୁଖ୍ୟ ନିର୍ବାହୀ ଅଧିକାରୀ
@DMFKJR
�� ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନାରେ ଭାଗ ନେଇଥିଲେ।
See More
Collector and District Magistrate, Kendujhar
@Dist_Kendujhar
4 days ago
ତିରୁଭଲ୍ଲୁର ଓ ଚେନ୍ନାଇର ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ୬ ଜଣ ଓଡ଼ିଆ ଶ୍ରମିକଙ୍କୁ ଡିସଚାର୍ଜ କରାଯାଇଛି ଏବଂ କେନ୍ଦୁଝରର ଡିଏଲସିଙ୍କ ସହିତ ବିମାନ ଯୋଗେ ଘରକୁ ଫେରାଇ ଅଣାଯାଇଛି। ଏଥିସହ ୮୩ ଜଣ ଶ୍ରମିକ ସେମାନଙ୍କ ଜନ୍ମସ୍ଥାନରେ ପହଞ୍ଚିଛନ୍ତି। ଏବେ ଚେନ୍ନାଇରେ ଦୁଇ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି।
@CMO_Odisha
@LESIOdisha
See More
Collector and District Magistrate, Kendujhar
@Dist_Kendujhar
5 days ago
ଜିଲ୍ଲାପାଳଙ୍କ ଅଧ୍ୟକ୍ଷ���ାରେ ଆଜି ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ (ଲିଙ୍ଗ ନିରୂପଣ ନିଷେଧ)ଆଇନ ଜିଲ୍ଲା ପରାମର୍ଶଦାତା କମିଟି ବୈଠକରେ ଉପଲବ୍ଧ ସ୍ବାସ୍ଥ୍ୟ ମାନକ ଉପରେ ଆଲୋଚନା ହୋଇଛି। ଏଥି ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ
। @CMO_Odis
h
a @HFWOdis
h
a @nhmodis
ha
See More
Collector and District Magistrate, Kendujhar
@Dist_Kendujhar
5 days ago
ମୁଖ୍ୟ ନିର୍ବାହୀ ଅଧିକାରୀ
@DMFKJR
ଆଜି ହରିଚନ୍ଦନପୁର ବ୍ଲକ୍ ରେ ଡିଏମଏଫ ଅନୁଦାନପ୍ରାପ୍ତ ବିଭିନ୍ନ ପ୍ରକଳ୍ପ ମନୋହରପୁରସ୍ଥିତ ଉଦ୍ୟମୀ, ମା ଗୃହ, କୃଷି ଉତ୍ପାଦକ ଗୋଷ୍ଠୀର ଚାଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏଆରଭିଆର ଲାବ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ପରିଦର୍ଶନ କରି ସମୀକ୍ଷା କରିଛନ��ତି।
@CMO_Odish
a
@krushibibha
g
@SMEOdish
a
See More
Collector and District Magistrate, Kendujhar
@Dist_Kendujhar
5 days ago
ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ଜିଲ୍ଲାର ଆଇଏମଏଫଏଲ ଅଫ ସପ୍ ପାଇଁ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଅବକାରୀ ବିଭାଗର ସମସ୍ତ ଅଧିକାରୀ ଓ ଆବେଦନକାରୀମାନେ ଏଥିରେ ଉପସ୍ଥିତ ଥିଲେ।
@CMO_Odisha
@exciseodisha
@IPR_Odisha
Collector and District Magistrate, Kendujhar
@Dist_Kendujhar
6 days ago
କେନ୍ଦୁଝରର କୃଷକ କ୍ରିଷ-ଇ ଫାର୍ମର ପ୍ରଡ୍ୟୁସ�� କମ୍ପାନୀ ଚାଷୀଙ୍କ ଦ୍ୱାରା ଜୈବିକ ପଦ୍ଧତିରେ ଉତ୍ପାଦିତ କଳାମଲ୍ଲୀ କଳା ଧାନ ଓ ଜାସମିନ୍ ଧାନର ପ୍ରଥମ ରପ୍ତାନିକୁ ଆଜି ମାନ୍ୟବର ସାଂସଦ ମାନ୍ୟବର ବିଧାୟକ ତେଲକୋଇ ଓ ଘଷିପୁରା, ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଶୁଭାରମ୍ଭ କରିଛନ୍ତି।
@CMO_Odish
a
@krushibibha
g
See More
Collector and District Magistrate, Kendujhar
@Dist_Kendujhar
6 days ago
ମାନ୍ୟବର ସାଂସଦ
@anantanayakKJR
, ମାନ୍ୟବର ବିଧାୟକ ତେଲକୋଇ ଓ ଘଷିପୁରା, କେନ୍ଦୁଝରଗଡ ପୌରାଧ୍ୟକ୍ଷା, ଜିଲ୍ଲାପାଳ ଓ ମୁଖ୍ୟ ନିର୍ବାହୀ ଅଧିକାରୀ
@DMFKJR
ପ୍ରମୁଖଙ୍କ ଉପସ୍ଥିତିରେ ରୋଗୀ କ��୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।
@CMO_Odish
a
@HFWOdish
a
@nhmodish
a
See More
Collector and District Magistrate, Kendujhar
@Dist_Kendujhar
6 days ago
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ୫ ଜୁଲାଇରୁ ୪ ଅଗଷ୍ଟ ମଧ୍ୟରେ ଭୋଟ���ମାନଙ୍କଠାରୁ ଦାବି ଓ ଅଭିଯୋଗ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ଶୁଣାଣିର ସଠିକ ପରିଚାଳନା ପାଇଁ କ୍ଷେତ୍ରସ୍ତରରେ ବିଏଲଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ଆଜି ତାଲିମ ପ୍ରଦାନ କରାଯାଇଛି
। @CMO_Odis
h
a @ECISVE
E
P @OdishaC
eo
Collector and District Magistrate, Kendujhar
@Dist_Kendujhar
6 days ago
ମାନ୍ୟବର ସାଂସଦ
@anantanayakKJR
ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା ସଂସଦୀୟ ନିର୍ବାଚନ ମଣ୍ଡଳୀ କମିଟି ବୈଠକରେ ମାନ୍ୟବର ବିଧାୟକ, ଘସିପୁରା ଓ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସଡ଼କ ସୁରକ୍ଷା ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ଆନ୍ତଃବିଭାଗୀୟ ସମନ୍ୱୟକୁ ���ନ୍ନତ କରିବା ଉପରେ ଆଲୋଚନା ହୋଇଥିଲା।
See More
Last Seen Users on Sotwe
Eaftey01
Seen from
Turkey
FAT chubby TN
Seen from
Germany
Türbanlı Hatun
Seen from
Turkey
John pass lmpng
Seen from
Japan
Pak Sam
Seen from
Indonesia
Ismail Saji
Seen from
Indonesia
alqoshi
aza
Seen from
Indonesia
Muhtar
Seen from
Turkey
Premium OmeTv
Seen from
Malaysia
Trends for you
1
Ryan Fox
Under 10K tweets
2
Dort
Under 10K tweets
3
#BTSxWORLDCUP2026
Under 10K tweets
4
#WorldCupSpainvsArgentina
Under 10K tweets
5
World Cup Final
Under 10K tweets
6
Cam Young
Under 10K tweets
7
Sean Burke
Under 10K tweets
8
Presti
Under 10K tweets
9
Rangel
Under 10K tweets
10
Bill Maher
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.7M followers
5
Narendra Modi
@narendramodi
107.1M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.3M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
70.9M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.2M followers
16
Neymar Jr
@neymarjr
63.7M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫