Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Collector and DM, Sundargada
@DMSundargarh
24*7 contact : 1800 345 7461/68
Sundargarh, India
Joined June 2017
230
Following
27.9K
Followers
11.4K
Posts
Collector and DM, Sundargada
@DMSundargarh
about 5 hours ago
ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
@CMO_Odisha
@GovernorOdisha
@IPR_Odisha
@RDOdisha
#publichearing
#janasunanisibir
#publicgrievance
Collector and DM, Sundargada
@DMSundargarh
2 days ago
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।ଏହି ବୈଠକରେ ମାନ୍ୟବର ବିଧାୟକ ରଘୁନାଥପାଲି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ , CDO, ଉପଜିଲ୍ଲାପାଳ ସୁନ୍ଦରଗଡ଼, ପାନପୋଷ ଓ ବଣାଇ ପ୍ରମୁଖ ଉପସ୍ଥିତ ଥିଲେ।
Collector and DM, Sundargada
@DMSundargarh
2 days ago
ଆଜି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ବିକାଶ ଭବନ ଠାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ ଗୃହହୀନ ହିତାଧିକାରୀମାନଙ୍କୁ ପଟ୍ଟା ପ୍ରଦାନ କରିଥିଲେ।
#BasundharaYojana
#SevaSankalpaAbhiyan
See More
Collector and DM, Sundargada
@DMSundargarh
3 days ago
ସେବାରେ ସଂକଳ୍ପ, ଜନକଲ୍ୟାଣରେ ସମର୍ପଣ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେବା ଓ ସମର୍ପଣର ଭାବନାକୁ ଆହୁରି ସୁଦୃଢ଼ କରି ଜନକଲ୍ୟାଣ ପ୍ରତି ନିଆଯାଇଛି ନୂଆ ସଂକଳ୍ପ।
See More
Who to follow
SP Raurkela
@spraurkela
Official Twitter account of Raurkela Police District. For any assistance Call : - +91 8917684100 & +91 8917684110
Collector Boudh
@dmboudh
The Official X handle of Collector Boudh
Raurkela Municipal Corporation
@RaurkelaMC
Municipal Corporation, Raurkela
Collector and DM, Sundargada
@DMSundargarh
3 days ago
କାର୍ଯ୍ୟକ୍ରମରେ CDO, ବଣେଇ ଉପଜିଲ୍ଲାପାଳ, DFO , ACF, ବଣେଇ ଓ ଲହୁଣୀପଡ଼ା BDOଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
#SevaSankalpAbhiyan2026
#SevaSankalp
#PublicWelfare
#SevaSamarpan
#ViksitOdisha
Collector and DM, Sundargada
@DMSundargarh
3 days ago
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଠାରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ, ଯାହା ଅଧୀନରେ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ।
See More
Collector and DM, Sundargada
@DMSundargarh
3 days ago
ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ବିଭିନ୍ନ ସରକାରୀ ଯୋଜନାରେ ଲାଭାନ୍ୱିତ ହିତାଧିକାରୀଙ୍କୁ ଭତ୍ତା, ରାସନ କାର୍ଡ ଓ ଜମି ପଟ୍ଟା ଆଦି ବଣ୍ଟନ କରାଯାଇଥିଲା। ଏହା ସହିତ ବଣେଇସ୍ଥିତ ବାବା ବାଣେଶ୍ୱର ମନ୍ଦିର ଏବଂ ଲହୁଣୀପଡ଼ା EMRS ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରାଯାଇଥିଲା।
See More
Collector and DM, Sundargada
@DMSundargarh
3 days ago
କାର୍ଯ୍ୟକ୍ରମରେ CDO, ବଣେଇ ଉପଜିଲ୍ଲାପାଳ, DFO , ACF, ବଣେଇ ଓ ଲହୁଣୀପଡ଼ା BDOଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
#SevaSankalpAbhiyan2026
#SevaSankalp
#PublicWelfare
#SevaSamarpan
#ViksitOdisha
Collector and DM, Sundargada
@DMSundargarh
8 days ago
ଜ୍ଞାନ ଓ ସିଦ୍ଧିର ଦାତା ପ୍ରଭୁ ଶ୍ରୀ ଗଣେଶଙ୍କ ପବିତ୍ର ଜନ୍ମତ୍ସବ 'ଗଣେଶ ଚତୁର୍ଥୀ' ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Collector and DM, Sundargada
@DMSundargarh
9 days ago
ସୁନ୍ଦରଗଡ଼ ଯୁବପିଢ଼ିଙ୍କ ପାଇଁ ସୁଯୋଗ ଜିଲ୍ଲା ପ୍ରଶାସନ ଓ DMF ସୁନ୍ଦରଗଡ଼ ପକ୍ଷରୁ ଅଗ୍ନିବୀର ଓ ବିଭିନ୍ନ ୟୁନିଫର୍ମଡ୍ ସର୍ଭିସ୍ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି Pre-Recruitment Training କାର୍ଯ୍ୟକ୍ରମ। ଅଧିକ ସୂଚନା ପାଇଁ ଜିଲ୍ଲା ୱେବ୍ ପୋର୍ଟାଲ କିମ୍ବା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ
See More
Collector and DM, Sundargada
@DMSundargarh
14 days ago
ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ଵଚ୍ଛ ବାୟୁ ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମେକାନିକାଲ ସ୍ବିପିଂ,ଏୟାର ପ୍ୟୁରିଫାୟାର ସ୍ଥାପନ ଭଳି ଅଭିନବ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି
Collector and DM, Sundargada
@DMSundargarh
14 days ago
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ୧୩୦ଟି ସହରକୁ ପଛରେ ପକାଇ ରାଉରକେଲା ହାସଲ କରିଛି ୩ଟି ପୁରସ୍କାର। ୩-୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ଦେଶରେ ପ୍ରଥମ, ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ଏବଂ ୧୪ ନମ୍ବର ୱାର୍ଡ ରାଜ୍ୟସ୍ତରରେ ତୃତୀୟ ହୋଇଛି।
See More
DMSundargarh
retweeted
CMO Odisha
@CMO_Odisha
17 days ago
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ। 'ସମୃଦ୍ଧ କୃଷକ ଯୋଜନା'ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ 'କୃଷି ବିଦ୍ୟାନିଧି' ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
See More
Collector and DM, Sundargada
@DMSundargarh
21 days ago
ଏହି ଅବସରରେ ୱାର୍ଡ ନମ୍ବର-୫ ସ୍ଥିତ ଐତିହ୍ୟ ଓ ଗୌରବର ପ୍ରତୀକ 'ମାଦ୍ରୀ କାଲୋ ଭବନ'ର ନବୀକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ଭବନର ନବରୂପ ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ ଓ ସାମାଜିକ ବିକାଶକୁ ଆହୁରି ସମୃଦ୍ଧ କରିବା ସହ ନାଗରିକ ସେବାକୁ ଏକ ନୂଆ ଦିଗଦର୍ଶନ ଦେବ।
Collector and DM, Sundargada
@DMSundargarh
21 days ago
ଆଜି ସୁନ୍ଦରଗଡ଼ ଜିଲ୍ଲାରେ ମହାସମାରୋହରେ ଜିଲ୍ଲାସ୍ତରୀୟ ସ୍ୱାୟତ୍ତଶାସନ ଦିବସ ପାଳିତ ହୋଇଯାଇଛି।
@CMO_Odisha
@GovernorOdisha
@IPR_Odisha
@Culturedeptt
@PRDeptOdisha
#LocalSelfGovernmentDay
#SwayatSasanDibasa
#MadriKaloBhavan
#SundargarhDevelopment
Collector and DM, Sundargada
@DMSundargarh
21 days ago
...ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Collector and DM, Sundargada
@DMSundargarh
21 days ago
ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ କଲ୍ୟାଣମଣ୍ଡପ ପରିସରରେ ଜିଲ୍ଲାପାଳଙ୍କ 'ଯୁଗ୍ମ ଅଭିଯୋଗ ଶୁଣାଣି'ଶିବିରଅନୁଷ୍ଠିତ ହୋଇଥିଲା।
@cmo_odisha
@governorodisha
@ipr_odisha
@dc_odisha
#PublicHearing
#janasunanisibir
#PublicGrievance
Collector and DM, Sundargada
@DMSundargarh
27 days ago
After receipt of the Post-Mortem Report, Final FIR Report and Death Certificates, an ex-gratia assistance of ₹4, 00,000 will be provided to the Next-of-Kin of the deceased.
Collector and DM, Sundargada
@DMSundargarh
27 days ago
An enquiry by the Revenue Inspector, Chandiposh, Gurundia Tahsil, and Gurundia Tahsildar reported a suspected snake-bite death involving two children, aged around 10 years.
@CMO_Odisha
@GovernorOdisha
@SecyChief
@SRC_Odisha
@IPR_Odisha
@rdmodisha
#SnakeBiteDeath
Collector and DM, Sundargada
@DMSundargarh
27 days ago
The children complained of stomach pain at night and were taken to Rourkela Government Hospital, where they were declared dead during treatment.
Last Seen Users on Sotwe
_ᴅɪᴠyᴀ_967_
Seen from
Algeria
🐨 🎀 𝒯𝒽𝑒_𝓌𝒽𝒾𝓈𝒽𝓀𝓎𝓂𝒶𝓃 🎀 🐨
Seen from
United States
General Tongo
Seen from
United States
Alec
Seen from
Brazil
SEX LOVER
Seen from
United Kingdom
Afghan@sab
Seen from
Germany
mbape
Seen from
Indonesia
فحل🥵
Seen from
United Arab Emirates
PACK DE FAMOSOS 🍆
Seen from
Argentina
K
Seen from
Vietnam
Trends for you
1
Destiny
Under 10K tweets
2
Belarus
Under 10K tweets
3
Fox News
Under 10K tweets
4
Grok 4.7
Under 10K tweets
5
Newsmax
Under 10K tweets
6
Marathon
Under 10K tweets
7
GUARDIANS MAKE THEIR OWN FATE
Under 10K tweets
8
Paul Pierce
Under 10K tweets
9
#IDontWantToOverreactBUT
Under 10K tweets
10
#OlandriaxMFWSS27
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.3M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.3M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.3M followers
16
Bill Gates
@billgates
65.1M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫