Top Tweets for #LocalSelfGovernmentDay
On the #LocalSelfGovernmentDay, Jeypore Municipality Chairperson and Vice Chairperson along with Councillors paid floral tributes to my late father and Ex Minister Harischandra Baxipatra’s statue in Jeypore.
A fitting tribute to his commitment & contribution.

ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ସହରାଞ୍ଚଳ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଯୋଗଦାନ କଲି l ସମସ୍ତ ସହରାଞ୍ଚଳ ନାଗରିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ସମସ୍ତଙ୍କ ମିଳିତ ସହଭାଗିତାରେ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବାରେ ନିଜର ସଂକଲ୍ପ ରଖିବା। #LocalSelfGovernmentDay

ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା lତୃଣମୂଳ ସ୍ତରରେ ଶାସନର ସୁଫଳ ପହଂଚାଇବା ଆମ ସମସ୍ତଙ୍କ ପ୍ରଥମ ଦାୟିତ୍ୱ ଓ କର୍ତ୍ତବ୍ୟ lଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଆସନ୍ତୁ ସଭିଏଁ ମିଳି ମିଶି ଶପଥ ନେବା lଏକ ସ୍ୱଚ୍ଛ,ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ସହାଭାଗି ହେବା
#LocalSelfGovernmentDay

ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସହଭାଗିତା ଏକାନ୍ତ ଜରୁରୀ।
ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ତୃଣମୂଳସ୍ତରରୁ ଉତ୍ତମ ଶାସନ ଓ ଉନ୍ନତି ସୁନିଶ୍ଚିତ କରିବା ସ୍ୱାୟତ୍ତ ଶାସନ ଦିବସରେ ସଭିଙ୍କ ସଂକଳ୍ପ ହେଉ... ଜୟ ଜଗନ୍ନାଥ
#LocalSelfGovernmentDay
@Naveen_Odisha @Amar4Odisha

ଲୋକଙ୍କ ସହଭାଗିତାରେ ଶାସନ ବ୍ୟବସ୍ଥାକୁ ମଜଭୁତ କରିବାରେ ବିଜୁ ବାବୁ ଥିଲେ ଅଗ୍ରଣୀ। ସେ ଦେଖାଇଥିବା ମାର୍ଗ ଓଡ଼ିଶାର ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଦେଇଛି ନୂଆ ଦିଗ। ଏହାକୁ ପାଥେୟ କରି ଉତ୍ତମ ସେବା ଓ ସୁଶାସନ ସୁନିଶ୍ଚିତ କରିବା ପାଇଁ ଆସନ୍ତୁ ସଭିଏଁ ଆଗକୁ ବଢ଼ିବା।
#LocalSelfGovernmentDay

ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ଆସନ୍ତୁ, ଆମେ ମିଳିତ ଭାବେ ଲୋକତନ୍ତ୍ରର ଆଦର୍ଶକୁ ଆହୁରି ସୁଦୃଢ଼ କରି, ଶାସନକୁ ଅଧିକ ପାରଦର୍ଶୀ ଓ ଲୋକମୁଖୀ କରିବା ।
#LocalSelfGovernmentDay

ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱରର ସମସ୍ତ ସମ୍ମାନସ୍ପଦ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ l
#LocalSelfGovernmentDay
#LSGDay2025

ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା।
ସମସ୍ତଙ୍କ ସହଭାଗିତାରେ ତୃଣମୂଳସ୍ତରରେ ସୁଶାସନ ପହଞ୍ଚାଇବାରେ ବିଜେଡି ସରକାର ଅଗ୍ରଣୀ ଭୂମିକା ତୁଲାଇଥିଲା।
ଏହାକୁ ଆହୁରି ମଜଭୁତ କରି ଲୋକଙ୍କ ଉନ୍ନତି ଦିଗରେ ଆସନ୍ତୁ ସମସ୍ତେ ଏକାଠି ହୋଇ କାମ କରିବା।
#LocalSelfGovernmentDay

ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସହଭାଗିତା ଏକାନ୍ତ ଜରୁରୀ। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ତୃଣମୂଳସ୍ତରରୁ ଉତ୍ତମ ଶାସନ ଓ ଉନ୍ନତି ସୁନିଶ୍ଚିତ କରିବା ସ୍ୱାୟତ୍ତ ଶାସନ ଦିବସରେ ସଭିଙ୍କ ସଂକଳ୍ପ ହେଉ। #LocalSelfGovernmentDay

ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସହଭାଗିତା ଏକାନ୍ତ ଜରୁରୀ ।। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ତୃଣମୂଳସ୍ତରରୁ ଉତ୍ତମ ଶାସନ ଓ ଉନ୍ନତି ସୁନିଶ୍ଚିତ କରିବା ସ୍ୱାୟତ୍ତ ଶାସନ ଦିବସରେ ସଭିଙ୍କ ସଂକଳ୍ପ ହେଉ ।।
#LocalSelfGovernmentDay

ସହରାଞ୍ଚଳ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ସହରାଞ୍ଚଳ ନାଗରିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ସମସ୍ତଙ୍କ ମିଳିତ ସହଭାଗିତାରେ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବାରେ ନିଜର ସଂକଲ୍ପ ରଖିବା। #LocalSelfGovernmentDay

ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସହଭାଗିତା ଏକାନ୍ତ ଜରୁରୀ। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ତୃଣମୂଳସ୍ତରରୁ ଉତ୍ତମ ଶାସନ ଓ ଉନ୍ନତି ସୁନିଶ୍ଚିତ କରିବା ସ୍ୱାୟତ୍ତ ଶାସନ ଦିବସରେ ସଭିଙ୍କ ସଂକଳ୍ପ ହେଉ। #LocalSelfGovernmentDay

On the eve of #LocalSelfGovernmentDay, Khariar Road NAC organized a free #health check-up camp for sanitation workers, officials & staff.
Honoring our #sanitationworkersprotest heroes "#care for those who care for our city."
@CMO_Odisha
@BJP4India
@HUDDeptOdisha
@DM_Nuapada

ଆଜି ବ୍ରହ୍ମପୁର ମହାନଗର ନିଗମର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେଲି।
#localselfgovernmentday

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ଅବସରରେ ବ୍ରହ୍ମପୁର ମହାନଗର ନିଗମର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଯୋଗଦେଲି।
#LocalSelfGovernmentDay
@BrahmapurCorp @MoHUA_India

Addressing to the people of #KhariarRoad on the Occasion of #LocalSelfGovernmentDay at Mini Stadium Khariar Road.
#BJP4IND
#BJP4Odisha
#PMOofIndia
#CMOOdisa
#MohanCharanMajhi
#PravatiParida
#DrKrushnaChandraMahapatra
#ManmohanSamal
#malvikadevi
#dmnuapada #spnuapada
Honored to be felicitated by @PdpMnc_2002 on #LocalSelfGovernmentDay 2024 for our social work.
Grateful to Hon'ble MLA & Minister Shri @SampadSwainBJP, Hon'ble MP @DrBibhuTarai, and esteemed dignitaries for their support. Together, we continue to serve.
@AdyashaSatpath3

Attended the celebration of #statelevelevent of #LocalSelfGovernmentDay graced by Hon'ble Chief Minister Sri #MohanCharanMajhi ji & Respected H&UD Minister #DrKrushnaChandraMahapatra ji at OSWAN Bhavan #Nuapada by virtual mode.
#CMOOdisha
@DM_Nuapada

Several development projects were inaugurated and foundation stones for new projects were laid on the occasion of Local Self Government Day at #BMC headquarters on Saturday. BMC Commissioner Shri Rajesh Prabhakar Patil, Deputy Mayor Smt. Manjulata Kanhar, all Corporators, Chairpersons of Standing Committees and #TeamBMC officials were present.

#LocalSelfGovernmentDay
ଶ୍ବାୟତ୍ତ ଶାସନ ଦିବସ ଅବସରରେ ସଭିଙ୍କୁ ଅଭିନନ୍ଦନ...🙏🏻
Last Seen Hashtags on Sotwe
太宰治誕生祭2026
Seen from United States
นวดหาดใหญ่
Seen from Thailand
sange #colmek
Seen from Indonesia
motherdaughter incest
Seen from United States
DefenceIntegrity
Seen from United States
swingerçift
Seen from Turkey
Taboo
Seen from Turkey
ชอบรุ่นพี่
Seen from Thailand
darkzadie
momson momson''.
Seen from Turkey
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.7M followers

Taylor Swift 
@taylorswift13
82.6M followers

Lady Gaga 
@ladygaga
74.1M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.5M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers







































