Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SWADHIN KUMAR PATRA
@KumarSwadh59375
Joined February 2025
905
Following
61
Followers
1.5K
Posts
SWADHIN KUMAR PATRA
@KumarSwadh59375
about 6 hours ago
ସ୍ନାନବେଦୀରେ ଚତୂର୍ଦ୍ଧାମୂରତି ଙ୍କ ‘ଗଜାନନ ବେଶ' ।। ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।।
#Snanajatra2026
#JaiJagannatha
#RathaJatra2026
SWADHIN KUMAR PATRA
@KumarSwadh59375
about 16 hours ago
ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର ।। ଜୟ ଜଗନ୍ନାଥ 🙏
#Snanajatra2026
#JaiJagannatha
#RathaJatra2026
#RathaYatra
#ShreeJagannathaDhaam
#Puri
SWADHIN KUMAR PATRA
@KumarSwadh59375
1 day ago
ବରଗଡ ଜିଲ୍ଲାରେ ରି-ଆଡମିସନ ପାଇଁ ଫୋନ କରି ଅନଲାଇନରେ ଟଙ୍କା ପଠାଇବାକୁ ସାଇବର ଠକ ମାନେ ଠକେଇ କରୁଥିବା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ଯଥାଶୀଘ୍ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବା ପାଇଁ ପ୍ରଶାସନକୁ ଅନୁରୋଧ।
@DMBargarh
@CMO_Odisha
@SMEOdisha
@DHE_Odisha
@EduMinOfIndia
@GovernorOdisha
@bargarhpolice
@DGPOdisha
See More
SWADHIN KUMAR PATRA
@KumarSwadh59375
1 day ago
ରାଜ୍ୟ ରାଜନୀତିର ଜଣେ ଚର୍ଚିତ ଚେହେରା,ରାଜ୍ଯର ଉନ୍ନତିରେ ଅତୂଳନୀୟ ଅବଦାନ ଥିବା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସାରଙ୍କ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।। ସୁସ୍ଥ ଓ ଦୀର୍ଘ ଜୀବନ ସହ ସାଧାରଣ ଲୋକଙ୍କ ସେବାରେ ସବୁବେଳେ ରହିଥାନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା ।।
@pranabpdas
See More
KumarSwadh59375's tweet video.
SWADHIN KUMAR PATRA
@KumarSwadh59375
3 days ago
ରାଜ୍ୟ ପ୍ରତି ସମର୍ପିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ଉପକୃତ କରିଥିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ
#ଭି_କାର୍ତ୍ତିକେୟନ_ପାଣ୍ଡିଆନ
ସାର । ରାଜ୍ୟର ବିକାଶକୁ ଆଗେଇ ନେବାରେ ତାଙ୍କର ଅବଦାନ ଥିଲା ଅତୂଳନୀୟ ।
@Naveen_Odisha
@Vkpandianfancl1
See More
KumarSwadh59375's tweet video.
SWADHIN KUMAR PATRA
@KumarSwadh59375
3 days ago
Jay Jagannath 🙏
@Naveen_Odisha
@Vkpandianfancl1
#NaveenPatnaik
#sujataraut
ANI
@ANI
3 days ago
#WATCH
Puri, Odisha: On her visit to Shree Jagannath Temple, Former IAS officer Sujata Rout Karthikeyan says, "I had a wonderful darshan; I came here today to offer prayers and seek the blessings of Lord Jagannath." (26.06)
ANI's tweet video.
SWADHIN KUMAR PATRA
@KumarSwadh59375
3 days ago
ଜୟ ଜଗନ୍ନାଥ 🙏
Shree Jagannatha Temple, Puri
@JagannathaDhaam
3 days ago
ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ ସର୍ବାଳଙ୍କାରଯୁକ୍ତଂ ନବଘନରୁଚିରଂ ସଂଯୁତଂ ଚାଗ୍ରଜେନ । ଭଦ୍ରାୟା ବାମଭାଗେ ରଥଚରଣଯୁତଂ ବ୍ରଦ୍ମରୁଦ୍ରେନ୍ଦ୍ରବନ୍ଦ୍ୟମ୍ ବେଦାନାଂ ସାରମୀଶଂ ସ୍ବଜନପରିବୃତଂ ବ୍ରଦ୍ମଦାରୁଂ ଭଜେଽହମ୍ ।। Today's Patitapabana Darshan at Shree Jagannatha Temple.
#Puri
#JaiJagannatha
See More
JagannathaDhaam's tweet video.
SWADHIN KUMAR PATRA
@KumarSwadh59375
3 days ago
ବିଜୁ ଜନତା ଦଳରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଙ୍କ ନାଁରେ କେହି ବ୍ୟକ୍ତି ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ପୋଷ୍ଟ କରୁଥିବା ନଜରକୁ ଆସିଛି,ଏହାକୁ ବିଶ୍ବାସ ନ କରନ୍ତୁ ନାହିଁ ।। ଆମେ ସ୍ପଷ୍ଟ କରିବାକୁ ଚାହୁଁ ଶ୍ରୀମତୀ ରାଉତଙ୍କର ସୋସିଆଲ ମିଡିଆରେ କୈାଣସି ଆକାଉଣ୍ଟ ନାହିଁ ।।
#BJD
See More
SWADHIN KUMAR PATRA
@KumarSwadh59375
4 days ago
ଓଡିଶାର ବିକାଶ ପାଇଁ ଅତୂଳନୀୟ ଅବଦାନ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।। ଧର୍ମେନ୍ଦ୍ର ପ୍ରଧାନ ସାର ଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମାଁ ସମଲେଇ ଙ୍କ ଠାରେ ପ୍ରାର୍ଥନା ।।
@dpradhanbjp
#DharmendraPadhan
#happybirthday
See More
SWADHIN KUMAR PATRA
@KumarSwadh59375
4 days ago
ଜୟ ମାଁ ସମଲେଇ 🙏
SWADHIN KUMAR PATRA
@KumarSwadh59375
4 days ago
ରାଜ୍ୟର ପ୍ରଗତି, ଯୁବଶକ୍ତିର ସଶକ୍ତିକରଣ ଓ ନୂଆ ଓଡ଼ିଶା ଗଠନରେ
#ସୁଜାତା_ରାଉତ
ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହେଉ ବୋଲି କାମନା କରୁଛି ।
#ସୁଜାତା_ରାଉତ
ଙ୍କ ନେତୃତ୍ବରେ ଜନସେବାର ସଂକଳ୍ପ ସହ ଗଢ଼ି ଉଠୁ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ନୂଆ ଓଡ଼ିଶା ।।
@Naveen_Odisha
@Vkpandianfancl1
#Vkpandian
#Sujatakarthikeyan
See More
KumarSwadh59375's tweet video.
SWADHIN KUMAR PATRA
@KumarSwadh59375
4 days ago
ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା ରାଉତ ବିଜୁ ଜନତା ଦଳରେ ସ୍ବାଗତ। ପ୍ରଶାସନିକ ଅଧିକାରୀ ଭାବେ ସେ ଅନେକ ଭଲ କାମ କରିଛନ୍ତି ।।‘ମିଶନ ଶକ୍ତି’ ମାଧ୍ୟମରେ ମାଁ ମାନଙ୍କ ପାଇଁ ଏବଂ ‘ଓଡ଼ିଆ ଭାଷା’କୁ ସମୃଦ୍ଧ କରିବାରେ ଯୋଗଦାନ ଦେଇଛନ୍ତି। ଆମ ବିଶ୍ଵାସ ସେ ଓଡ଼ିଶାବାସୀଙ୍କ ସେବା କରିବେ।
#sujatakarthikeyan
@Vkpandianfancl1
See More
SWADHIN KUMAR PATRA
@KumarSwadh59375
5 days ago
ଆମ ମାଟିର ଝିଅ ସୁଜାତା ବିଜେଡ଼ିରେ ମିଶିଲେ ଅସୁବିଧା କେଉଁଠି ? ମାଁ ମାନଙ୍କ ବିକାଶରେ ଯାହାଙ୍କ କାମ କଥା କହୁଥିଲା ସେ ହେଉଛନ୍ତି ସୁଜାତା କାର୍ତ୍ତିକେୟନ ।। ରାଜ୍ୟବାସୀ ଆଜି କହୁଛନ୍ତି ତାଙ୍କ ଭଳି ନେତୃତ୍ଵ ଓଡ଼ିଶାକୁ ନିହାତି ଆବଶ୍ୟକ ଅଛି ।।
@Naveen_Odisha
@Vkpandianfancl1
#Odisha
#Bjd
#SujataKartikeyan
See More
SWADHIN KUMAR PATRA
@KumarSwadh59375
5 days ago
@otvkhabar
@otvkhabar
ର ପାଖ ଲୋକ
@ShreemayeeM
ଶ୍ରୀମୟୀ ମିଶ୍ର, ତାକୁ ମୋର Burnol ଦେଇ ଦେବେ ।।ତାର ବେଶୀ ଜୋଳା ପୋଡା କରୁଛି ।।
SWADHIN KUMAR PATRA
@KumarSwadh59375
5 days ago
#ସୁଜାତା_କାର୍ତ୍ତିକେୟନ_ପାଣ୍ଡିଆନ
ମାଓବାଦୀ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାପାଳ ଥିବାବେଳେ ହାଇସ୍କୁଲର ଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ ଏବଂ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାର ବ୍ଯବସ୍ଥା ଆରମ୍ଭ କରିଥିଲେ,ଯାହାକି ପରବର୍ତ୍ତି ସମୟରେ ସାରା ରାଜ୍ୟରେ ଲାଗୁ ହୋଇଥିଲା ।।
@Vkpandianfancl1
@Naveen_Odisha
#SujataKarthikeyan
See More
SWADHIN KUMAR PATRA
@KumarSwadh59375
6 days ago
ବରଗଡ ଜିଲ୍ଲା ବିଜେପୁର ବ୍ଲକ ବୈରଖପାଲି ହାଇସ୍କୁଲ ଠାରୁ ବରପାଲି ବ୍ଲକ ରକ୍ସା SSD ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ବହୁତ ଖରାପ ହୋଇଛି । ବର୍ଷା ଦିନ ସେହି ରାସ୍ତାରେ ଯିବା ଆସିବା ପାଇଁ ଲୋକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ ।
@DMBargarh
@RDOdisha
@RabiNaikBJP
See More
SWADHIN KUMAR PATRA
@KumarSwadh59375
6 days ago
ବୁର୍ଲା ଭିମସାରରେ କାର୍ଯ୍ୟରତ ଡ ଶଙ୍କର ରାମଚନ୍ଦାନୀ ସାର ଙ୍କ ସ୍ବର୍ଗୀୟା ମାଁ ଙ୍କ ଶ୍ରାଦ୍ଧବାର୍ଷିକୀ ରେ ଡାଇରେକ୍ଟର ଡ ଲାଲମୋହନ ନାୟକ ସାର,ପ୍ରିନ୍ସିପାଲ ଡ ପ୍ରଦୀପ ମହାନ୍ତି ସାର,ସୁପରିଟେଣ୍ଡେଣ୍ଟ ଡ ଦୁଲାଲ ସାର ଏବଂ ଅନ୍ଯ ମାନ୍ଯଗଣ୍ଯ ବ୍ୟକ୍ତିଙ୍କ ସହ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କଲୁ ।।
@Dr_SRamchandani
See More
SWADHIN KUMAR PATRA
@KumarSwadh59375
6 days ago
ଜୟ ମାଁ ସମଲେଇ 🙏
SWADHIN KUMAR PATRA
@KumarSwadh59375
6 days ago
୧ ଟଙ୍କିକିଆ କ୍ଲିନିକ କରି ଲୋକଙ୍କୁ ସହୋଯାଗ କରୁଥିବା ଡ ଶଙ୍କର ରାମଚନ୍ଦାନୀ ଙ୍କ ସ୍ବର୍ଗୀୟା ମାଁ ଲାଜବନ୍ତୀ ରାମଚନ୍ଦାନୀ ଙ୍କ ଶ୍ରାଦ୍ଧବାର୍ଷିକୀ ରେ ଡାଇରେକ୍ଟର ଡ ଲାଲ ମୋହନନାୟକ ସାର,ପ୍ରିନ୍ସିପାଲ ଡ ପ୍ରଦୀପ ମହାନ୍ତି ସାର,ସୁପରିଟେଣ୍ଡେଣ୍ଟ ଡ ଦୁଲାଲ ସାର ଏବଂ ଅନ୍ଯ ମାନ୍ଯଗଣ୍ଯ ବ୍ୟକ୍ତିଙ୍କ ସହ ସାମିଲ ଶ୍ରଦ୍ଧାସୁମନ ଅର୍ପଣ କଲୁ ।।
See More
SWADHIN KUMAR PATRA
@KumarSwadh59375
6 days ago
@Neem_Dham
Ram Ram Ram Ram Ram Ram Ram
Last Seen Users on Sotwe
คู่แท้
Seen from
Austria
浴び妻とあれをカケる夫
Seen from
Japan
Inc X Cuck Trolls Hub
Seen from
India
黑皮肌肉教练
Seen from
United States
Cum In Me Daddy
Seen from
South Africa
John Hopkins
Seen from
Saudi Arabia
HER Regret
Seen from
Egypt
ابس ىرس
Seen from
Egypt
HURRICANE CECE 📍ATLANTA
Seen from
United States
💦💦💦
Seen from
Qatar
Trends for you
1
Brazil
Under 10K tweets
2
Election Day
Under 10K tweets
3
Vini
Under 10K tweets
4
SCOTUS
Under 10K tweets
5
Supreme Court
Under 10K tweets
6
Barrett
Under 10K tweets
7
LeBron
Under 10K tweets
8
Amish
Under 10K tweets
9
Devin Carter
Under 10K tweets
10
Ben Simmons
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.6M followers
10
Taylor Swift
@taylorswift13
81.5M followers
11
Lady Gaga
@ladygaga
73M followers
12
Virat Kohli
@imvkohli
69.8M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.6M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.7M followers
Olivia
Online
✨
⭐
💫