Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଆମ କଥା
@GaonMo
କଥାକୁ ମୋର ଦିହକୁ ନେବେନି !
Joined May 2021
168
Following
36
Followers
176
Posts
ଆମ କଥା
@GaonMo
over 1 year ago
@CollectorBgr
@spbalangir
ହରିଶଙ୍କର ଯିବା ସମୟରେ ସେଠାରେ ସ୍ଥାନୀୟ ପୋଲିସ ପ୍ରାୟ ଦୁଇ କିଲୋମିଟର ଦୂରରୁ ପିକନିକ ବସକୁ ରଖି ଅଯଥାରେ ଯାତ୍ରୀମାନଙ୍କୁ ହଇରାଣ କରୁଛନ୍ତି । କେବଳ ଏହି ଜିଲ୍ଲା ବ୍ୟତିତ ଅନ୍ୟ ଜିଲ୍ଲାର ବସ ଛାଡୁନାହାନ୍ତି । ଏ କି ପ୍ରକାର ନ୍ୟାୟ ।
ଆମ କଥା
@GaonMo
almost 2 years ago
@kanak_news
ଆଜ୍ଞା ଆପଣଙ୍କୁ 2019ରେ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କ ଦ୍ୱାରା 2024ରେ ପାର ହେଲେ । ସୁଜ୍ଞାନ ସେନା ଆବାହକ ପୂର୍ଣ୍ଣ ହଟାଓ ନାର ଏବେ ଆପଣଙ୍କ ପଦ ଚାଟୁଛି ।
ଆମ କଥା
@GaonMo
about 2 years ago
@bjd_odisha
@BJP4Odisha
@INCIndia
ନିଜ ଦଳର ବିଧାୟକ/ସାଂସଦ ପାର୍ଥି ମାନେ ହାରିବାର ମୁଖ୍ୟ ତିନୋଟି କାରଣ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା କରନ୍ତୁ । ଯାହାକି ଆଗାମୀ ନିର୍ବାଚନରେ ପାର୍ଥି ମାନଙ୍କ ପରିଚୟ କରିବା ପାଇଁ ଷ୍ଟାର ପ୍ରଚାରକ ଆବଶ୍ୟକ ରହିବ ନାହିଁ ।
ଆମ କଥା
@GaonMo
about 2 years ago
@BJP4Odisha
ଆପଣଙ୍କ ନିର୍ବାଚନ ଇସ୍ତାହାରରେ ଶପଥ ନେବାଦିନ ହିଁ ଘୋଷଣା କରନ୍ତୁ : ୧. ଶ୍ରୀମନ୍ଦିର ଚାରି ଦ୍ୱାର ସମସ୍ତ ଜନସାଧାରଣଙ୍କ ପାଇଁ ଖୋଲିବା ୨. ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଏହି ଦୁଇଟି ଘୋଷଣା କରନ୍ତୁ। ଅନ୍ୟାନ୍ୟ ପରେ କରିବେ । ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Who to follow
prakash bedanta
@prakashbedanta2
Bplpl Hyderabad
@BplplH
Ⓙⓐⓨⓐⓚⓤⓜⓐⓡ ⓣⓐⓡⓐⓢⓘⓐ
@Jayakumar81044
𝕭𝖊𝖑𝖎𝖛𝖊 𝖆𝖓𝖉 𝖘𝖎𝖑𝖊𝖓𝖙 𝖕𝖊𝖗𝖘𝖔𝖓 🙏 𝕳𝖊𝖑𝖕𝖎𝖓𝖌 𝖍𝖊𝖆𝖗𝖙❤ 𝖔𝖓𝖑𝖞 𝖕𝖊𝖗𝖘𝖔𝖓𝖆𝖑𝖎𝖙𝖞 🤔 𝕰𝖑𝖊𝖈𝖙𝖗𝖎𝖈𝖆𝖑 𝖊𝖓𝖌𝖎𝖓𝖊𝖊𝖗👨🔧
ଆମ କଥା
@GaonMo
about 2 years ago
@narendramodi
ଆପଣଙ୍କ ନିର୍ବାଚନ ଇସ୍ତାହାରରେ ଶପଥ ନେବାଦିନ ହିଁ ଘୋଷଣା କରନ୍ତୁ : ୧. ଶ୍ରୀମନ୍ଦିର ଚାରି ଦ୍ୱାର ସମସ୍ତ ଜନସାଧାରଣଙ୍କ ପାଇଁ ଖୋଲିବା ୨. ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଏହି ଦୁଇଟି ଘୋଷଣା କରନ୍ତୁ। ଅନ୍ୟାନ୍ୟ ପରେ କରିବେ । ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ଆମ କଥା
@GaonMo
about 2 years ago
@irasisacharya
ଆପଣଙ୍କ ନିର୍ବାଚନ ଇସ୍ତାହାରରେ ଶପଥ ନେବାଦିନ ହିଁ ଘୋଷଣା କରନ୍ତୁ : ୧. ଶ୍ରୀମନ୍ଦିର ଚାରି ଦ୍ୱାର ସମସ୍ତ ଜନସାଧାରଣଙ୍କ ପାଇଁ ଖୋଲିବା ୨. ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଏହି ଦୁଇଟି ଘୋଷଣା କରନ୍ତୁ। ଅନ୍ୟାନ୍ୟ ପରେ କରିବେ । ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ଆମ କଥା
@GaonMo
about 2 years ago
@dpradhanbjp
@narendramodi
@BJP4India
@BJP4Odisha
ଆପଣଙ୍କ ନିର୍ବାଚନ ଇସ୍ତାହାରରେ ଶପଥ ନେବାଦିନ ହିଁ ଘୋଷଣା କରନ୍ତୁ : ୧. ଶ୍ରୀମନ୍ଦିର ଚାରି ଦ୍ୱାର ସମସ୍ତ ଜନସାଧାରଣଙ୍କ ପାଇଁ ଖୋଲିବା ୨. ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଏହି ଦୁଇଟି ଘୋଷଣା କରନ୍ତୁ। ଅନ୍ୟାନ୍ୟ ପରେ କରିବେ । ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
ଆମ କଥା
@GaonMo
about 2 years ago
@BJP4Odisha
ଆପଣଙ୍କ ନିର୍ବାଚନ ଇସ୍ତାହାରରେ ଶପଥ ନେବାଦିନ ହିଁ ଘୋଷଣା କରନ୍ତୁ : ୧. ଶ୍ରୀମନ୍ଦିର ଚାରି ଦ୍ୱାର ସମସ୍ତ ଜନସାଧାରଣଙ୍କ ପାଇଁ ଖୋଲିବା ୨. ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା ଏହି ଦୁଇଟି ଘୋଷଣା କରନ୍ତୁ। ଅନ୍ୟାନ୍ୟ ପରେ କରିବେ । ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
@dpradhanbjp
@AprajitaSarangi
@narendramodi
ଆମ କଥା
@GaonMo
about 2 years ago
@OdishaCeo
ବିଭିନ୍ନ ଜିଲ୍ଲାରେ Out scouring & Contractual କର୍ମଚାରୀମାନଙ୍କୁ ନିର୍ଵାଚନ କାମରେ ନିୟୋଜିତ ହୋଇଛନ୍ତି । Regular କର୍ମଚାରୀମାନଙ୍କୁ ବାଦ ଦିଆଯାଇଛି । କଣ
@ECISVEEP
ନୋଟିସକୁ ଜିଲ୍ଳା ନିର୍ବାଚନ ଅଧିକାରୀମାନେ କାର୍ଯ୍ୟକାରୀ କରୁନାହାନ୍ତି କି ? ଏହା ଉପରେ ଗୁରୁତ୍ୱ ଦିଆଯାଉ । @Puri_Official
@rashtrapatibhvn
See More
ଆମ କଥା
@GaonMo
over 2 years ago
@OdishaCeo
@dd_odia
@DDNewslive
@ECISVEEP
@IPR_Odisha
@SpokespersonECI
@PIBBhubaneswar
@PIBFactCheck
କଣ୍ଟ୍ରାଚୁଆଲ ଓ ଆଉଟ ସୋର୍ଷିଙ୍ଗ କର୍ମଚାରୀ ମାନଙ୍କୁ ପୋଲିଂ ପାର୍ଟି ରେ ନିଯୁକ୍ତି ମିଳିଛି । ECI ଙ୍କ guideline ରେ ନିର୍ବାଚନରେ ଏହି କର୍ମଚାରୀ କରିବେ ନାହିଁ । କିନ୍ତୁ ଓଡ଼ିଶାରେ କିଛି ଜିଲ୍ଲାରେ ହୋଇଅଛି । ଏହା ଉପରେ ଅନୁଧ୍ୟାନ କରିବାକୁ ଅନୁରୋଧ ।
See More
ଆମ କଥା
@GaonMo
over 2 years ago
କୋଦଳା ଏନ.ଏ.ସି.କୁ ବାରମ୍ବାର ଅବହେଳା କାହିଁକି । ମିଶନ ଶକ୍ତି ପାଇଁ ସରକାର ସୁବିଧା ସୁଯୋଗ ଦେଉଥିବା ବେଳେ CMMକୁ ବଦଳି କରାଗଲା । ଆଉ ଜଣେ CMM ସନ୍ତୋଷ କୁମାର ସାହୁକୁ DUDAରେ ଅବସ୍ଥାପିତ କରାହୋଇଛି, ସେଠି କଣ ମିଶନ ଶକ୍ତି ମହିଳା ପାଇଁ କେଉଁ କାମ କରାଯାଉଛି ।
@HUDDeptOdisha
@Sarada_panda06
@Ganjam_Admin
@DUDA_Ganjam
ଆମ କଥା
@GaonMo
over 2 years ago
@IPR_Odisha
2021ରେ ମଧ୍ୟ ମୁଖ୍ୟମନ୍ତ୍ରୀ ୨୫% ଘୋଷଣା କରିଥିଲେ, finance Deptର slab ନୀତି ଯୋଗୁଁ, କେତେକ dept ଲାଗୁ କଲେ ନାହିଁ । ଏବେ ଦେଖ ଏ ସରକାରଙ୍କ ନୀତି ଆଗକୁ କଣ ହେଉଛି ।
ଆମ କଥା
@GaonMo
over 2 years ago
@AlexModscom
Slove it
ଆମ କଥା
@GaonMo
over 2 years ago
@PradeepJenaIAS
@satyapriya25
@ChandraKuDeep
@CMO_Odisha
@MoSarkar5T
@Vkpandianfancl1
@WCDOdisha
@phonuapada
@DM_Nuapada
@SagariaRti
@SayHemakant
@PKhariar
@Naveen_Odisha
@ramesh__meher
@BinayaKumarNa17
@BPSethi
@ChinmayaKarna
@HFWOdisha
ଯେଉଁ ଦିନଠାରୁ NAC ଆଉ ମ୍ୟୁନିସିପାଲଟି ଠାରୁ ମେଡିକାଲକୁ ଜନ୍ମମୃତ୍ୟ ପ୍ରମାଣପତ୍ର ବିଭାଗ ଗଲା ରାଜ୍ୟ ସାରା ସବୁଠି ହଇରାଣ ହେଉଛନ୍ତି ଜନତା । ଦଳାଳୀ ହେଉଛି । ସାର, ଦୟାକରି ପୁଣିଥରେ ମ୍ୟୁନିସପାଲିଟକୁ ଆସିବ ତେବେ ସୁଧାର ଆସିବ ବୋଲି ଆଶା ।
See More
ଆମ କଥା
@GaonMo
over 2 years ago
@Ganjam_Admin
@CMO_Odisha
@MoSarkar5T
@IPR_Odisha
@SSEPD2
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ NSAP ଅନ୍ତର୍ଗତ ଭତ୍ତା ସବୁ MBPY ଭଳି ନଗଦ ରାଶି ଦିଆଯାଉ । କାହିଁକି ଭୋଟ ପାଇଁ ବୁଢ଼ାବୁଢ଼ୀ ମାନଙ୍କୁ ନେଇ ରାଜନୀତି କରୁଛନ୍ତି । ଏଠି ପ୍ରମାଣିତ ଯେ ରାଜନେତାଙ୍କ ଠାରୁ IAS ଓ OAS ବେଶି ରାଜନୀତି କରୁଛନ୍ତି । ସେହି ଲୋକଙ୍କ ଦୁଃଖ ଆପଣଙ୍କ ନିଶ୍ଚିତ ପଡିବ ।
See More
ଆମ କଥା
@GaonMo
over 2 years ago
@MoSarkar5T
@Naveen_Odisha
ହସ ଲାଗେ ତବ ବାକ୍ୟ ଶୁଣି ! ହଇଓ ହଜାର ହାଜର ପିଲାଙ୍କୁ ଆଉଟ ସୋର୍ଷିଙ୍ଗ ମାଧ୍ୟମରେ ସ୍ୱଳ୍ପ ପାରିଶ୍ରମିକ ଦେଉଛ, ସେମାନଙ୍କୁ ରେଗୁଲାର କରୁନ । ପୁଣି ଅବସର କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ କରୁଛ । ତେବେ ତମର ବଳକା ହବନି କାହିଁକି । କଣ କେଉଁ ରାଜ୍ୟର ବଳକା ହେବ । ଆମ ଛାମୁଙ୍କ ଯେଉଁ ଉପଦେଷ୍ଟା ଗୋଷ୍ଠୀ ତମ ଖୁରାକୁ ଜୁହାର ।
See More
ଆମ କଥା
@GaonMo
over 2 years ago
@SSEPD2
@BTP096
@BPSethi
@dssobargarh
@DssobargarhOd
@DMBargarh
@TahasildarBhed1
@CMO_Odisha
@MoSarkar5T
@PradeepJenaIAS
@Naveen_Odisha
NSAP ଭତ୍ତା ପାଇଁ କେମିତି ହାଇରାଣ ହେଉଛନ୍ତି ସେଇଟା ପ୍ରତି ଦୃଷ୍ଟି ଦିଅନ୍ତୁ ।
ଆମ କଥା
@GaonMo
over 2 years ago
@SSEPD2
@ManojKu19829581
@CMO_Odisha
@Vkpandianfancl1
@PRDeptOdisha
Nov 10 ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ Nov 12 ରେ ଭତ୍ତା ଦିଆ ଗଲା । ଏ ଦମ୍ପତ୍ତି କୁ କଣ ଏବେ 60 ବର୍ଷ ହେଲା । ଏଠି ପ୍ରମାଣିତ କିଛି ନ ଦେବନେବା କଲେ ଅପେକ୍ଷା କରିବାକୁ ପଡିବ । ସରପଞ୍ଚ -BSSO-SSSO ପ୍ରଣାଳୀ
ଆମ କଥା
@GaonMo
over 2 years ago
@SSEPD2
@Sabyasachi7111
@PratyushRPR
@CMO_Odisha
@MoSarkar5T
@BPSethi
@DMKhordha
@Sudarsh66030017
@bdo_tangi
@Admkhordha1
@BinayaKumarNa17
@bijaybarik561
@BipinMohanty4
@ItishriNeg85294
@MaharanaNimain
@ManadharaK
@Naveen_Odisha
@OfficialTeamATA
@Soumya98671695
NSAP ଅର୍ନ୍ତଗତ ଭତ୍ତା ସବୁ କ୍ୟାସ୍ ମାଧ୍ୟମରେ ଦେବା ପ୍ରକ୍ରିୟା କରନ୍ତୁ ।
See More
ଆମ କଥା
@GaonMo
over 2 years ago
@MoSarkar5T
@Naveen_Odisha
ଆଉଟ ସୋର୍ଷିଙ୍ଗ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସହ ଉପଯୁକ୍ତ ପ୍ରାପ୍ତ୍ୟ ଦେବାପାଇଁ ଅନୁରୋଧ । ଏହି କର୍ମଚାରୀମାନେ ବହୁ ଦିନର ମାନ୍ୟତା ପାଇଁ ଉପୋକ୍ଷିତ ହୋଇ ଆସୁଛନ୍ତି । ତେଣୁ ସେମାନଙ୍କୁ ନିଜର ହକ ପ୍ରଦାନ କରି ଏକ ଐତିହାସିକ ପଦକ୍ଷେପ ନିଅନ୍ତୁ ।
Last Seen Users on Sotwe
𝒥𝑜𝒿𝑜
Seen from
United States
koleksi slicedrive
Seen from
Turkey
Austin Knittel
Seen from
United States
TILSIMLI PENİS 💎
Seen from
Turkey
عرب تانجو tango
سالب اردني
Seen from
Belgium
🔥🔥EVLİ TÜRBANLI ATEŞLİ 🔥🔥
Indigo Benz
Seen from
United States
عزوز مبادل
Seen from
Germany
محمد أحمد
Trends for you
1
Ryan Clark
Under 10K tweets
2
Joe Ryan
Under 10K tweets
3
#raindelayquestions
Under 10K tweets
4
Weathers
Under 10K tweets
5
Trea Turner
Under 10K tweets
6
Big Cass
Under 10K tweets
7
Doom
Under 10K tweets
8
Dragon Lee
Under 10K tweets
9
Valdez
Under 10K tweets
10
Freddy Peralta
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.3M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
70.9M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.8M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫