Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଗରିବ ଲୋକ
@GareebaLoka
ଭୋକ ଲାଗୁଛି..
ଫୁଟପାଥ ରେ ରୁହେ ମୁଁ
Joined November 2017
0
Following
139
Followers
196
Posts
ଗରିବ ଲୋକ
@GareebaLoka
23 days ago
ମୋ ଧାର୍ ଓ ଉଧାର୍ , ଏତେ ବଢ଼ି ଯାଇଥିଲା କି ୨୦୨୩ ରୁ ମୁଁ ମୋ ମୁହଁ କୁ ବି ଲୁଚାଇ କି ବୁଲୁଛି। କିନ୍ନ୍ତୁ... ଆଜିଠାରୁ, ଏ ସବୁ ବିଲକୁଲ ବନ୍ଦ। ଯାହାର , ଯାହା ବି କିଛି ଉଧାର ଅଛି ଫେରେଇ ଦେବି ମୁଁ, ସବୁ କିଛି.. ଫେରେଇ ଦେବି.. ହିସାବ, କିତାବ କରି.. ଆସିଗଲି ନା ମୁଁ, ପୁଣି ଥରେ !!
#ପ୍ରୋଜେକ୍ଟପେବ୍ୟାକ
ଗରିବ ଲୋକ
@GareebaLoka
23 days ago
ପୁନର୍ଜନ୍ମ.. ତଥାପି ଗରିବ
ଗରିବ ଲୋକ
@GareebaLoka
about 5 years ago
ଦେଖ.. ପୁଣି ମୋର ପୁନର୍ଜନ୍ମ ହୋଇ ଗଲା, ଏ ଜନ୍ମରେ ବି ମୁଁ ସେହି "ଗରିବ"
ଗରିବ ଲୋକ
@GareebaLoka
23 days ago
ପୁନର୍ଜନ୍ମ ବି ହୋଇ ଗଲା... ମୁଁ ତଥାପି ଗରିବ
Who to follow
ଖଟ୍ଟି ଓଡିଶା
@khatiodisha
ଗାଁ ମୁଣ୍ଡେ, ପୋଖରୀ କୂଳେ, ଗଛ ତଳେ, ଚା ଦୋକାନରେ ଆଉ ଆଗ ଭଳିଆ ଖଟି ନାହିଁ । ଏବେ ଡିଜିଟାଲ ଯୁଗରେ ଭର୍ଚୁଆଲ ଖଟି | ଆଉ ହଁ ପୂରା ଓଡ଼ିଆରେ 🤩।
ସତ୍ୟ
@citizen_view
#ସାଧାରଣ ମଣିଷ
ଚନ୍ଦ୍ର ଶେଖର ମିଶ୍ର
@chandra3333331
astrologer and bastuslip bedngya brahmin କାକଟପୁର ପୁରୀ ଓଡ଼ିଶା
ଗରିବ ଲୋକ
@GareebaLoka
about 3 years ago
@Apple
ଭାଇ ମୋ ପାଖରେ ଏବେ ୧ ମାତ୍ର କିଡନୀ ଅଛି।
Apple
@Apple
about 3 years ago
@GareebaLoka
You’re all set. You’ll get a reminder before the special
#AppleEvent
starts on 12 September at 10:30 PM IST. Reply
#optout
to opt out.
ଗରିବ ଲୋକ
@GareebaLoka
almost 4 years ago
ଆଜିବି ମଧ୍ୟ ସେଇ ଗରିବ 😢
#MyTwitterAnniversary
ଗରିବ ଲୋକ
@GareebaLoka
about 5 years ago
Of course I am a big foodie.
ରାଧାରାଣୀ ପଣ୍ଡା
@radharanibrhmpr
about 5 years ago
Are you a Foodie???🤔
ଗରିବ ଲୋକ
@GareebaLoka
about 5 years ago
ମୁଁ to ଦୋକନି : ଭାଇ ଗୋଟେ Second Hand chewing gum ମିଳିବ କି?
ଗରିବ ଲୋକ
@GareebaLoka
about 5 years ago
୬ ବର୍ଷ ପୂର୍ବେ ମୋ ମାଲିକ ମୋତେ ୧୦ ସେକେଣ୍ଡ ପାଇଁ AC ବାଲା ରୁମ୍ ରେ ବସେଇ ଦେଇଥିଲେ। ସେ ଦିନ ଟା ଆଜି ବି ମୋର ଭଲଭାବେ ମନେପଡେ
ଗରିବ ଲୋକ
@GareebaLoka
about 5 years ago
"ଅମ୍ବାନୀ" ର ଦିନକୁ ଯେତିକି ରୋଜଗାର ସେତିକି ତ ମୁଁ ରୋଜ ରାତିରେ ମୋ ସପନରେ ଉଡେଇ ଦିଏ
ଗରିବ ଲୋକ
@GareebaLoka
over 6 years ago
ଏବେ "Social Distancing" ସଦ୍ଦ ଟା କୁ ଲୋକ ଏମିତି କହୁ ଛନ୍ତି ଯେମିତି କି ଆଗରୁ ମୋ ପାଖକୁ ଆସି ମୋ ଲୁହ ପୋଛି ଦେଉଥିଲେ
ଗରିବ ଲୋକ
@GareebaLoka
over 6 years ago
ମୋତେ ଏ କରୋନା ଭାଇରସ୍ ର ଭୟ ନାହିଁ, କାରଣ ଦିନକୁ ଚାରି ଥର ତ ବାବୁ ମୋର ଧୁଲାଇ କରି ଯାଉଛନ୍ତି
ଗରିବ ଲୋକ
@GareebaLoka
over 7 years ago
ଆଜି ATM କାଉଣ୍ଟର ର କବାଟ ପାଖରେ ବସିଛି। କେହି କବାଟ ଖୋଲିଲେ ଥଣ୍ଡା ଥଣ୍ଡା ପବନ ଟିକେ ବାଜୁଛି ତ
ଗରିବ ଲୋକ
@GareebaLoka
over 7 years ago
ମାଲିକଙ୍କ ଘରର କୁଲର୍ ବି ମୋ ପୂରା ଫେମିଲି ଠାରୁ ଅଧିକ ହାଇଡ୍ରେଟେଡ
ଗରିବ ଲୋକ
@GareebaLoka
over 7 years ago
ବାବୁଙ୍କ ଫ୍ରିଜ୍ ରେ ବି ମୋ ଘର ଠାରୁ ଅଧିକା ଲାଇଟ୍ ଜଳୁଛି।
ଗରିବ ଲୋକ
@GareebaLoka
over 7 years ago
ଲୋକ ମାନଙ୍କ ପାଇଁ ଏ "Valentines Week" , କିନ୍ତୁ ମୋ ପାଇଁ ଏ "Valentines Weak"
ଗରିବ ଲୋକ
@GareebaLoka
over 7 years ago
କାଲି Medical ରେ ରକ୍ତ ଦେଇ ଆସିଛି, ଏ ସପ୍ତାହରେ ଆଉ Love Letter ଲେଖି ପାରିବିନି
ଗରିବ ଲୋକ
@GareebaLoka
over 7 years ago
ଆଜି ମାଲିକଙ୍କ ଘରୁ ଟମାଟୋ Ketchup ର ଖାଲି ବୋତଲ ଟେ ନେଇ ଆସିଛି, ଏବେ ଆରାମ ରେ ମୋ "ରକ୍ତ ର ଲୁହ" କୁ ଲୁଚେଇ ପାରିବି।
ଗରିବ ଲୋକ
@GareebaLoka
over 7 years ago
ପଇସା ଜମା କରୁଛି ତା Operation କରିବା ପାଇଁ, "ପଥର ହୃଦୟ" ନା ତାର
ଗରିବ ଲୋକ
@GareebaLoka
over 7 years ago
ରାତିରେ Walk କରିବା ପାଇଁ ଚାଲି ଯାଏ, କୁକୁର ମାନଙ୍କ ସହିତ ମିଶି କାନ୍ଦି ବି ଦିଏ, କାହାରିକୁ କିଛି ଜଣା ବି ପଡ଼ିନଥାଏ
Last Seen Users on Sotwe
aa02
Seen from
Thailand
Jakol CDO
Seen from
Philippines
viral video
Seen from
France
توووب افـلام
Seen from
United Kingdom
Miguel Ortiz
Seen from
Mexico
بغدادي العراقي
Seen from
Germany
go.withKen
Seen from
Australia
Movie Archive
Seen from
Turkey
NİL AND TOWERS
Seen from
Turkey
Mê tinh trùng
Seen from
Vietnam
Trends for you
1
Deflate
Under 10K tweets
2
Good Saturday
Under 10K tweets
3
Game Day
Under 10K tweets
4
Lando
Under 10K tweets
5
Go Vols
Under 10K tweets
6
#Caturday
Under 10K tweets
7
Flatten
Under 10K tweets
8
Air Force One
Under 10K tweets
9
#AzerbaijanGP
Under 10K tweets
10
#YouManiacSeriesEP5
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫